ବଲିଉଡର ଲୋକପ୍ରିୟ ଦମ୍ପତି ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଆଜିକାଲି ସେମାନଙ୍କର ବ୍ୟକ୍ତିଗତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଅନନ୍ତ ଅମ୍ବାନୀଙ୍କ ବିବାହ ପରେ, ବର୍ତ୍ତମାନ ପ୍ୟାରିସ ଅଲିମ୍ପିକ୍ସର ଫଟୋ ସାମ୍ନାକୁ ଆସିଛି | ଫଟୋରେ ଅଭିଷେକ ଏକାକୀ ନଜର ଆସୁଛନ୍ତି | ଗତ କିଛି ମାସ ହେବ ଦୁହେଁ ସମାନ ସ୍ଥାନକୁ ଅଲଗା ଅଲଗା ଯାଉଥିବାରୁ ଦୁହିଁଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିବା ନେଇ ଆଶଙ୍କା କରାଯାଉଛି ସର୍ବସାଧାରଣରେ ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କୁ ଏକାଠି ଦେଖାଯାଉନଥିବାରୁ ଦୁହେଁ ଖୁବଶୀଘ୍ର ପରସ୍ପରକୁ ଛାଡ଼ପତ୍ର ଦେବେ ବୋଲି ଚର୍ଚ୍ଚା ହେଉଛି | ଏମଧ୍ୟରେ ଅଭିଷେକଙ୍କ ଏକ ଭାଇରାଲ ଭିଡିଓ ସମସ୍ତଙ୍କୁ ଚକିତ କରିଛି। ଏହି ଭିଡିଓରେ ଅଭିଷେକ କହିଛନ୍ତି ଯେ, ସେ ଐଶ୍ୱର୍ଯ୍ୟାଙ୍କଠାରୁ ଛାଡପତ୍ର ନେଉଛନ୍ତି।




/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)




