୩୦ଲକ୍ଷ ଟଙ୍କା , ଗାଡ଼ି ନେବାପରେ କାହିଁକି ଧାରା ଦେଉନାହାନ୍ତି ପିୟୁଷ !
ମୁଁ କମ୍ ଜୋର ହଜବ୍ୟାଣ୍ଡ ନୁହେଁ
ଆଦିବାସୀ ପିଲାଙ୍କୁ ଶିକ୍ଷାଦେବା ଭୁଲ ;ଦେଶ ଛାଡ଼ି ଚାଲିଯିବେ କି ଅଚ୍ୟୁତସମାନ୍ତ ?
ଜେପି ନଡ୍ଡାଙ୍କ କବାଟ କିଳା ବୈଠକରେ ତିନୋଟି କଥାକୁ ଗୁରୁତ୍ୱ
ନ୍ୟୁଜିଲାଣ୍ଡକୁ  ୪୪ ରନରେ ପରାସ୍ତ କରିଛି ଭାରତ
ହିନ୍ଦୁ ବାବାଙ୍କୁ ଟିଭି ଚ୍ୟାନେଲରେ ମାଡ଼
ନବ ଦାସଙ୍କ ହତ୍ୟା ପଛରେ ପାଣ୍ଡିଆନ – ବବି ଅଛନ୍ତି: ପ୍ରଦୀପ
ଉତ୍ତମଙ୍କ ଅବର୍ତ୍ତମାନରେ ଅଭିନେତ୍ରୀ ପିଙ୍କିଙ୍କ ଶେଷ ଗୀତ|
M M

M M

କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ‘ ତିନିଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଉଦ୍ ଘାଟିତ

କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ‘ ତିନିଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଉଦ୍ ଘାଟିତ

ସଂସ୍କୃତ ବିଭାଗ ପକ୍ଷରୁ ସୋମବାର ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ 'ଆଧୁନିକ ପରିପ୍ରେକ୍ଷୀରେ ପ୍ରାଚୀନ ଭାରତୀୟ ସାହିତ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା' ଶୀର୍ଷକ ତିନିଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଉଦ୍...

Read more

୨୦୨୪ ସାଧାରଣ ନିର୍ବାଚନ ;ସୁବିଧା ପୋର୍ଟାଲରେ ୭୩ ହଜାରରୁ ଅଧିକ ଆବେଦନ; ୪୪,୬୦୦ରୁ ଅଧିକ ଅନୁରୋଧକୁ ଅନୁମୋଦନ

୨୦୨୪ ସାଧାରଣ ନିର୍ବାଚନ ;ସୁବିଧା ପୋର୍ଟାଲରେ ୭୩ ହଜାରରୁ ଅଧିକ ଆବେଦନ; ୪୪,୬୦୦ରୁ ଅଧିକ ଅନୁରୋଧକୁ ଅନୁମୋଦନ

ନିର୍ବାଚନ ଘୋଷଣା ଓ ଆଦର୍ଶ ଆଚରଣ ବିଧି (ଏମସିସି) କାର୍ଯ୍ୟକାରୀ ହେବାର ମାତ୍ର ୨୦ ଦିନ ମଧ୍ୟରେ ସୁବିଧା ପ୍ଲାଟଫର୍ମକୁ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ଠାରୁ...

Read more

ଆଇଡିୱାଇ -୨୦୨୪ର ୭୫ ଦିନିଆ କାଉଣ୍ଟଡାଉନରେ ଅଂଶଗ୍ରହଣ କରିବେ ୫୦୦୦ରୁ ଅଧିକ ଯୋଗପ୍ରେମୀ

ଆଇଡିୱାଇ -୨୦୨୪ର ୭୫ ଦିନିଆ କାଉଣ୍ଟଡାଉନରେ ଅଂଶଗ୍ରହଣ କରିବେ ୫୦୦୦ରୁ ଅଧିକ ଯୋଗପ୍ରେମୀ

ଆଇଡିୱାଇ ୨୦୨୪ର ୧୦୦ ଦିନର କାଉଣ୍ଟଡାଉନ (ଓଲଟା ଗଣନା) ର ଏହି ଯାତ୍ରାରେ ୭ ଏପ୍ରିଲ ୨୦୨୪ରେ ମହାରାଷ୍ଟ୍ରର ପୁଣେସ୍ଥିତ ୱାଡିଆ କଲେଜ ସ୍ପୋର୍ଟସ ଗ୍ରାଉଣ୍ଡରେ ଅନୁଷ୍ଠିତ...

Read more

କ୍ୟାନସର ରୋଗ ପାଇଁ ଭାରତର ପ୍ରଥମ ସ୍ବଦେଶୀ ଜିନ୍ଥେରାପିର ଶୁଭାରମ୍ଭ କରିଛନ୍ତି ରାଷ୍ଟ୍ରପତି

କ୍ୟାନସର ରୋଗ ପାଇଁ ଭାରତର ପ୍ରଥମ ସ୍ବଦେଶୀ ଜିନ୍ଥେରାପିର ଶୁଭାରମ୍ଭ କରିଛନ୍ତି ରାଷ୍ଟ୍ରପତି

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (ଏପ୍ରିଲ ୪, ୨୦୨୪) ଆଇଆଇଟି ବମ୍ବେରେ କ୍ୟାନସର ରୋଗ ପାଇଁ ଭାରତର ପ୍ରଥମ ସ୍ବଦେଶୀ ଜିନ୍ଥେରାପିର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ଭାରତର ପ୍ରଥମ ଜିନ୍ ଥେରାପିରଶୁଭାରମ୍ଭ କ୍ୟାନସର ବିରୋଧରେ ଆମର ଲଢ଼େଇରେ ଏକ ବଡ଼ ସଫଳତା।"ସିଏଆର-ଟି ସେଲ୍ ଥେରାପି" ନାମକ ଏହି ଚିକିତ୍ସା ପଦ୍ଧତି ସୁଲଭ ଏବଂ ସହଜରେ ଉପଲବ୍ଧ ହୋଇଥିବାରୁ ଏହା ସମଗ୍ର ମାନବଜାତି ପାଇଁ ଏକ ନୂତନ ଆଶା ପ୍ରଦାନକରିଥାଏ । ଏହା ଅଗଣିତ ରୋଗୀଙ୍କୁ ନୂଆ ଜୀବନ ଦେବାରେ ସଫଳ ହେବ ବୋଲିସେ ବିଶ୍ୱାସ ପ୍ରକଟ କରିଛନ୍ତି। ରାଷ୍ଟ୍ରପତି କହିଥିଲେ ଯେ ସିଏଆର୍-ଟି ସେଲ୍ ଥେରାପି ଚିକିତ୍ସା ବିଜ୍ଞାନରେ ସବୁଠାରୁଅଭୂତପୂର୍ବ ଅଗ୍ରଗତି ବୋଲି ବିବେଚନା କରାଯାଏ । ବିକଶିତ ଦେଶମାନଙ୍କରେ ଏହାକିଛି ଦିନ ହେବ ଉପଲବ୍ଧ ହେଉଛି, କିନ୍ତୁ ଏହା ଅତ୍ୟନ୍ତ ବ୍ୟୟବହୁଳ ଏବଂ ବିଶ୍ୱରଅଧିକାଂଶ ରୋଗୀ ଏହାକୁ ଉପଲବ୍ଧ କରିବା ସମ୍ଭବ ନୁହେଁ। ଆଜି ଆରମ୍ଭ ହେଉଥିବାଥେରାପି ବିଶ୍ୱର ସବୁଠାରୁ ସୁଲଭ ସିଏଆର୍-ଟି ସେଲ୍ ଥେରାପି ବୋଲି ସେ ଖୁସିବ୍ୟକ୍ତ କରିଛନ୍ତି। ଏହା ମଧ୍ୟ 'ମେକ୍ ଇନ୍ ଇଣ୍ଡିଆ' ଅଭିଯାନର ଏକ ଉଦାହରଣ ବୋଲିସେ କହିଛନ୍ତି। 'ଆତ୍ମନିର୍ଭର ଭାରତ'ର ଏହା ଏକ ଜ୍ୱଳନ୍ତ ଉଦାହରଣ । ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ, ବମ୍ବେ ଏବଂ ଟାଟା ମେମୋରିଆଲ ହସ୍ପିଟାଲଏବଂ ଶିଳ୍ପ ଅଂଶୀଦାର ଇମ୍ୟୁନୋଆକ୍ଟ ସହଯୋଗରେ ଭାରତର ପ୍ରଥମ ସିଏଆର୍-ଟିସେଲ୍ ଥେରାପି ବିକଶିତ ହୋଇଛି ବୋଲି ରାଷ୍ଟ୍ରପତି ଆନନ୍ଦିତ ହୋଇଥିଲେ। ସେକହିଛନ୍ତି ଯେ ଏହା ଶିକ୍ଷା-ଶିଳ୍ପ ଭାଗିଦାରୀର ଏକ ପ୍ରଶଂସନୀୟ ଉଦାହରଣ, ଯାହାଆହୁରି ଅନେକ ଏହିପରି ପ୍ରୟାସକୁ ପ୍ରେରଣା ଦେବା ଉଚିତ୍ । ରାଷ୍ଟ୍ରପତି କହିଥିଲେ ଯେ ଆଇଆଇଟି ବମ୍ବେ କେବଳ ଭାରତରେ ନୁହେଁ ବରଂ...

Read more

ରେଢ଼ାଖୋଲରୁ ନିଜର ପ୍ରଚାର ଆରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରେଢ଼ାଖୋଲରୁ ନିଜର ପ୍ରଚାର ଆରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁରରୁ ବିଜେପିର ସାଂସଦ ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରେଢ଼ାଖୋଲରୁ ନିଜର ପ୍ରଚାର ଆରମ୍ଭ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ରେଢ଼ାଖୋଲସ୍ଥିତ ସନ୍ଥକବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ...

Read more

ଭର୍ତ୍ତୃହରି ମହତାବଙ୍କୁ ‘ଗୋ ବ୍ୟାକ୍‌’ ନାରା ଦେଲେ ବିଜେଡି କର୍ମୀ

ଭର୍ତ୍ତୃହରି ମହତାବଙ୍କୁ ‘ଗୋ ବ୍ୟାକ୍‌’ ନାରା ଦେଲେ ବିଜେଡି କର୍ମୀ

ବିଜେପିର କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ମଧୁସୂଦନ ସେତୁ ନିକଟରେ ପହଞ୍ଚିବା ପରେ ଏକ ବାଇକ୍‌ ଶୋଭାଯାତ୍ରାରେ ତାଙ୍କୁ ଦଳର କର୍ମୀମାନେ ଧବଳେଶ୍ବର ପୀଠକୁ ପାଛୋଟି...

Read more

କଟକରୁ ଜିତିବା ନେଇ ଆଶାବାଦୀ ଅଛନ୍ତି ସଂତୃପ୍ତ ମିଶ୍ର

କଟକରୁ ଜିତିବା ନେଇ ଆଶାବାଦୀ ଅଛନ୍ତି ସଂତୃପ୍ତ ମିଶ୍ର

ଭର୍ତ୍ତୃହରି ମହତାବଙ୍କ ବଦଳରେ ଏଥର କଟକରୁ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ମଇଦାନକୁ ଓହ୍ଲାଇଛନ୍ତି । ତେବେ ସଂତୃପ୍ତ ନିକଟରେ ବିଜେଡିରେ ସାମିଲ ହେଇଥିବାବେଳେ, ଦଳ ତାଙ୍କୁ...

Read more

ଅନନ୍ତନାଗ ହଟ୍ ସିଟ୍‌: ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁହାଁମୁହିଁ

ଅନନ୍ତନାଗ ହଟ୍ ସିଟ୍‌: ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁହାଁମୁହିଁ

ଲୋକସଭା ନିର୍ବାଚନରେ ଜମ୍ମୁ-କଶ୍ମୀରରେ ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ପ୍ରଚାର ଜୋରଦାର୍ କରିଛନ୍ତି। ଲୋକସଭା ନିର୍ବାଚନରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମନବୀ ଆଜାଦ୍ ନିଜର ପାରମ୍ପରିକ...

Read more
Page 168 of 169 1 167 168 169

Instagram Photos