• Latest
  • Trending
ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେଡି, ଜିଲ୍ଲାପାଳ ଓ ଏସପି ବିଜେପି ପାଇଁ କାମ କରୁଥିବା ଅଭିଯୋଗ

ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେଡି, ଜିଲ୍ଲାପାଳ ଓ ଏସପି ବିଜେପି ପାଇଁ କାମ କରୁଥିବା ଅଭିଯୋଗ

Nov-02-2025 04:38 PM IST
୩ୟ ଟି-୨୦ରେ ଭାରତର ଦମଦାର ବିଜୟ ; ସିରିଜ୍ ଏବେ ୧-୧ ବରାବର

୩ୟ ଟି-୨୦ରେ ଭାରତର ଦମଦାର ବିଜୟ ; ସିରିଜ୍ ଏବେ ୧-୧ ବରାବର

Nov-02-2025 06:23 PM IST
ମହିଳା କ୍ରିକେଟ୍ ବିଶ୍ବକପ୍‌ର ଫାଇନାଲ୍‌- ବ୍ୟାଟିଂ କରୁଛି ଭାରତ

ମହିଳା କ୍ରିକେଟ୍ ବିଶ୍ବକପ୍‌ର ଫାଇନାଲ୍‌- ବ୍ୟାଟିଂ କରୁଛି ଭାରତ

Nov-02-2025 05:30 PM IST
ମେକ୍ସିକୋରେ ଦୁଃଖଦ ଘଟଣା: ପାରିବାରିକ ଉତ୍ସବରେ ଅଗ୍ନିକାଣ୍ଡ, ୨୩ ମୃତ

ମେକ୍ସିକୋରେ ଦୁଃଖଦ ଘଟଣା: ପାରିବାରିକ ଉତ୍ସବରେ ଅଗ୍ନିକାଣ୍ଡ, ୨୩ ମୃତ

Nov-02-2025 05:14 PM IST
ନୂଆପଡ଼ାବାସୀଙ୍କ ଭବିଷ୍ୟତର ସ୍ୱପ୍ନ ପୁରଣ ପାଇଁ ମୋଦୀଜିଙ୍କ ସହ ରହିବାକୁ ହେବ: ବୈଜୟନ୍ତ ପଣ୍ଡା

ନୂଆପଡ଼ାବାସୀଙ୍କ ଭବିଷ୍ୟତର ସ୍ୱପ୍ନ ପୁରଣ ପାଇଁ ମୋଦୀଜିଙ୍କ ସହ ରହିବାକୁ ହେବ: ବୈଜୟନ୍ତ ପଣ୍ଡା

Nov-02-2025 04:01 PM IST
NDA  ମେଣ୍ଟ ମୋଟ୍ ଭୋଟରଙ୍କ ମଧ୍ୟରୁ ୪୧ ପ୍ରତିଶତରୁ ୪୩ ପ୍ରତିଶତ ଭୋଟ୍ ପାଇବା ସମ୍ଭାବନା

NDA  ମେଣ୍ଟ ମୋଟ୍ ଭୋଟରଙ୍କ ମଧ୍ୟରୁ ୪୧ ପ୍ରତିଶତରୁ ୪୩ ପ୍ରତିଶତ ଭୋଟ୍ ପାଇବା ସମ୍ଭାବନା

Nov-02-2025 01:14 PM IST
ହସିନାଙ୍କ ସମେତ ୨୬୦ ଜଣ ପଳାତକ ଘୋଷିତ

ହସିନାଙ୍କ ସମେତ ୨୬୦ ଜଣ ପଳାତକ ଘୋଷିତ

Nov-02-2025 11:29 AM IST
ଓଡ଼ିଶା ପୁଲିସ SI ସ୍କାମ୍, ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ

ଓଡ଼ିଶା ପୁଲିସ SI ସ୍କାମ୍, ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ

Nov-02-2025 11:21 AM IST
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

Nov-02-2025 11:18 AM IST
ମୃତ୍ୟୁ ପୂର୍ବରୁ ୪୦ ଜୀବନ ବଞ୍ଚାଇଲେ ଡ୍ରାଇଭର ଶରତ ମାର୍ଥା

ମୃତ୍ୟୁ ପୂର୍ବରୁ ୪୦ ଜୀବନ ବଞ୍ଚାଇଲେ ଡ୍ରାଇଭର ଶରତ ମାର୍ଥା

Nov-01-2025 08:21 PM IST
ଆନ୍ଧ୍ରପ୍ରଦେଶ ମନ୍ଦିର ଦଳାଚକଟାରେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ

ଆନ୍ଧ୍ରପ୍ରଦେଶ ମନ୍ଦିର ଦଳାଚକଟାରେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ

Nov-01-2025 07:53 PM IST
  • About
  • Careers
  • Contact Us
Monday, November 3, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜ୍ୟ

ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେଡି, ଜିଲ୍ଲାପାଳ ଓ ଏସପି ବିଜେପି ପାଇଁ କାମ କରୁଥିବା ଅଭିଯୋଗ

by M M
Nov-02-2025 04:38 PM IST
in ରାଜ୍ୟ
0
ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେଡି, ଜିଲ୍ଲାପାଳ ଓ ଏସପି ବିଜେପି ପାଇଁ କାମ କରୁଥିବା ଅଭିଯୋଗ
491
SHARES
1.4k
VIEWS
Share on FacebookShare on Twitter

ନୂଆପଡ଼ା ଉପନିର୍ବାଚନ ପାଇଁ ଜିଲ୍ଲାପାଳ ଏବଂ ଏସପି ବିଜେପିର ଏଜେଣ୍ଟ ଭଳି କାର୍ଯ୍ୟ କରୁଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ । ଏନେଇ ଆଜି ଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହ ନୂଆପଡା ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ ପରିଚାଳନା ପାଇଁ ବର୍ତ୍ତମାନର ଜିଲ୍ଲାପାଳ,ଏସପିଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ଦାବି କରାଯାଇଛି ।  ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟ ବିଜୁ ଯୁବ ଛାତ୍ର ଜନତା ଦଳ ସଭାପତି ଚିନ୍ମୟ ସାହୁ ଙ୍କ ନେତୃତ୍ୱରେ ଶହଶହ ବିଜେଡି ନେତା ଓ କର୍ମୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ଏହି ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ ପରିଚାଳନା ପାଇଁ ଜିଲ୍ଲାପାଳ,ଏସପିଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ଦାବି କରିଛି ବିଜେଡି । ବିଜୁ ଯୁବ ଛାତ୍ର ଜନତା ଦଳର ସଭାପତି ଚିନ୍ମୟ ସାହୁ କହିଛନ୍ତି,”ନୂଆପଡ଼ାରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି । ଜିଲ୍ଲାପାଳ ଓ ଏସପି ନିର୍ବାଚନ ଆଚରଣବିଧିକୁ ଉଲ୍ଲଂଘନ କରୁଛନ୍ତି । ଜିଲ୍ଲାପାଳ ସାଜିଛନ୍ତି ଜିଲ୍ଲା ବିଜେପ ସଭାପତି, ଏସପି ସାଜିଛନ୍ତି ମଣ୍ଡଳ ସଭାପତି ଏବଂ ସରକାରୀ ଅଧିକାରୀମାନେ ବିଜେପି କାର୍ଯ୍ୟକର୍ତ୍ତା ଭାବେ କାର୍ଯ୍ୟ କରୁଛନ୍ତି । ଯାହାକୁ ଆମେ ଦୃଢ ଭାବେ ନିନ୍ଦା କରୁଛୁ । ଯିଏ ଗଣତନ୍ତ୍ରକୁ ରକ୍ଷା କରିବା କଥା, ସେମାନେ ଆଜି ପକ୍ଷପାତିତା କରୁଛନ୍ତି । ଆମ କର୍ମକର୍ତ୍ତାଙ୍କୁ ବଳ ପୂର୍ବକ ଉଠେଇ ନେଇ ବିଜେପିରେ ସାମିଲ କରୁଛନ୍ତି । ଏଠାରେ ବିଜେଡି କର୍ମୀଙ୍କୁ ପୋଲିସ ଦ୍ବାରା ଭୟଭୀତ କରାଯାଉଛି ।

Share196Tweet123
M M

M M

ଆଜିର ପାଗ

Bhubaneswar
November 3, 2025, 5:48 AM
 

NNW
Overcast
24°C
0.9 m/s
Apparent: 30°C
Pressure: 1009 mb
Humidity: 90%
Winds: 0.9 m/s NNW
Windgusts: 7 m/s
UV-Index: 0
Precip.: 0mm /8% / Rain
Sunrise: 5:49 AM
Sunset: 5:10 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
୩ୟ ଟି-୨୦ରେ ଭାରତର ଦମଦାର ବିଜୟ ; ସିରିଜ୍ ଏବେ ୧-୧ ବରାବର

୩ୟ ଟି-୨୦ରେ ଭାରତର ଦମଦାର ବିଜୟ ; ସିରିଜ୍ ଏବେ ୧-୧ ବରାବର

November 2, 2025
ମହିଳା କ୍ରିକେଟ୍ ବିଶ୍ବକପ୍‌ର ଫାଇନାଲ୍‌- ବ୍ୟାଟିଂ କରୁଛି ଭାରତ

ମହିଳା କ୍ରିକେଟ୍ ବିଶ୍ବକପ୍‌ର ଫାଇନାଲ୍‌- ବ୍ୟାଟିଂ କରୁଛି ଭାରତ

November 2, 2025
ମେକ୍ସିକୋରେ ଦୁଃଖଦ ଘଟଣା: ପାରିବାରିକ ଉତ୍ସବରେ ଅଗ୍ନିକାଣ୍ଡ, ୨୩ ମୃତ

ମେକ୍ସିକୋରେ ଦୁଃଖଦ ଘଟଣା: ପାରିବାରିକ ଉତ୍ସବରେ ଅଗ୍ନିକାଣ୍ଡ, ୨୩ ମୃତ

November 2, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom