• Latest
  • Trending
ଓଡ଼ିଶା ଗସ୍ତରେ ଆସନ୍ତାକାଲି ଆସିବେ ଜେପି ନଡ୍ଡା

ଓଡ଼ିଶା ଗସ୍ତରେ ଆସନ୍ତାକାଲି ଆସିବେ ଜେପି ନଡ୍ଡା

Sep-25-2024 01:35 PM IST
ଉପନିର୍ବାଚନ ପରାଜୟର ସମୀକ୍ଷା କଲେ ନବୀନ: ସରକାରଙ୍କୁ ଭୟ କରନି, ସଂଗଠନ ସୁଦୃଢ଼ କରିବାକୁ ଦେଲେ ଗୁରୁମନ୍ତ୍ର

ଉପନିର୍ବାଚନ ପରାଜୟର ସମୀକ୍ଷା କଲେ ନବୀନ: ସରକାରଙ୍କୁ ଭୟ କରନି, ସଂଗଠନ ସୁଦୃଢ଼ କରିବାକୁ ଦେଲେ ଗୁରୁମନ୍ତ୍ର

Dec-18-2025 08:40 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Dec-18-2025 08:29 AM IST
ଯକ୍ଷ୍ମାମୁକ୍ତ ଭାରତ ପାଇଁ ସାମୂହିକ ନେତୃତ୍ୱ ଉପରେ ଗୁରୁତ୍ୱ

ଯକ୍ଷ୍ମାମୁକ୍ତ ଭାରତ ପାଇଁ ସାମୂହିକ ନେତୃତ୍ୱ ଉପରେ ଗୁରୁତ୍ୱ

Dec-17-2025 06:39 AM IST
ଭାରତୀୟ ମୂଲ୍ୟବୋଧ ଆଧାରରେ ଯୋଗ୍ୟ ନେତୃତ୍ୱ ତିଆରି କରିବା – ଧର୍ମେନ୍ଦ୍ର ପ୍ରଧାନ

ଭାରତୀୟ ମୂଲ୍ୟବୋଧ ଆଧାରରେ ଯୋଗ୍ୟ ନେତୃତ୍ୱ ତିଆରି କରିବା – ଧର୍ମେନ୍ଦ୍ର ପ୍ରଧାନ

Dec-17-2025 06:30 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Dec-17-2025 05:54 AM IST
ମନରେଗାରୁ କଟିଲା ଗାନ୍ଧୀଙ୍କ ନାଁ; ଲାଭ କଣ..କ୍ଷତି କଣ ? କହିଲେ ରବି ଦାସ

ମନରେଗାରୁ କଟିଲା ଗାନ୍ଧୀଙ୍କ ନାଁ; ଲାଭ କଣ..କ୍ଷତି କଣ ? କହିଲେ ରବି ଦାସ

Dec-16-2025 07:43 PM IST
ନବୀନ ଫେରାଇଲେ ବର୍ଦ୍ଧିତ ଦରମା, ବିଜେଡି ବିଧାୟକ କରିବେ କଣ ?

ନବୀନ ଫେରାଇଲେ ବର୍ଦ୍ଧିତ ଦରମା, ବିଜେଡି ବିଧାୟକ କରିବେ କଣ ?

Dec-16-2025 02:17 PM IST
ନୀତିନ ନବୀନ ଭବିଷ୍ୟତ ଅଧ୍ୟକ୍ଷ ହେବା ନିଶ୍ଚିତ!

ନୀତିନ ନବୀନ ଭବିଷ୍ୟତ ଅଧ୍ୟକ୍ଷ ହେବା ନିଶ୍ଚିତ!

Dec-16-2025 04:28 AM IST
OTET ପରୀକ୍ଷା ସମୟରେ ପରିବର୍ତ୍ତନ, ୩୦ ମିନିଟ୍ ଘୁଞ୍ଚିଲା ପେପର-୨ ସମୟ

OTET ପରୀକ୍ଷା ସମୟରେ ପରିବର୍ତ୍ତନ, ୩୦ ମିନିଟ୍ ଘୁଞ୍ଚିଲା ପେପର-୨ ସମୟ

Dec-16-2025 04:15 AM IST

ନୂଆଦିଲ୍ଲୀରେ ବିଜେପି କାର୍ଯ୍ୟକାରୀ ସଭାପତି ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Dec-16-2025 04:09 AM IST
  • About
  • Careers
  • Contact Us
Thursday, December 18, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଓଡ଼ିଶା ଗସ୍ତରେ ଆସନ୍ତାକାଲି ଆସିବେ ଜେପି ନଡ୍ଡା

by M M
Sep-25-2024 01:35 PM IST
in ବଡ଼ ଖବର, ରାଜନୀତି
0
ଓଡ଼ିଶା ଗସ୍ତରେ ଆସନ୍ତାକାଲି ଆସିବେ ଜେପି ନଡ୍ଡା
491
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା। ଦିନିକିଆ ଓଡ଼ିଆ ଗସ୍ତରେ ନଡ୍ଡା ଓଡ଼ିଶା ଆସୁଥିବାରୁ ରାଜ୍ୟ ବିଜେପି ନେତାମାନେ ପ୍ରସ୍ତୁତିରେ ଲାଗିପଡିଛନ୍ତି । ରାଜ୍ୟ ନେତାଙ୍କୁ ମନ୍ତ୍ର ଫୁଙ୍କିବେ ନଡ୍ଡା । ସଦସ୍ୟ ଅଭିଯାନକୁ ନେଇ ଦଳର ଆଭିମୁଖ୍ୟ ରଖିବେ । ଆଗାମୀ ପଂଚାୟତ ନିର୍ବାଚନରେ ଦଳ କିପରି ଭଲ ପ୍ରଦର୍ଶନ କରିବ ତାହା ଉପରେ ମତ ରଖିବେ ।  ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହି  ସୂଚନା ଦେଇଛନ୍ତି। ଏହା ସହ ରାଜ୍ୟ ପଦାଧିକାରୀଙ୍କ ସମେତ ସାଂସଦ ଓ ବିଧାୟକଙ୍କ ସହ ଆଲୋଚନା କରିବେ। ରାଜ୍ୟ କାର୍ଯ୍ୟାଳୟରେ ପଦାଧିକାରୀ ବୈଠକ ବସିବ। ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ଆସନ୍ତାକାଲି ଜେ.ପି ନଡ୍ଡା ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ବିଜେପି କାର୍ଯ୍ୟାଳୟକୁ ଯିବେ। ସେଠାରେ ଦିନ ସାଢ଼େ ୧୧ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସାଂସଦ, ବିଧାୟକ, ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ।

Tags: bhubaneswarbjpJagat Prakash Naddanewsnewsroomodishapolitics
Share196Tweet123
M M

M M

ଆଜିର ପାଗ

Bhubaneswar
December 18, 2025, 8:42 AM
 

N
Fog
20°C
0.8 m/s
Apparent: 19°C
Pressure: 1016 mb
Humidity: 97%
Winds: 0.8 m/s N
Windgusts: 5.9 m/s
UV-Index: 0
Precip.: 0mm /0% / Rain
Sunrise: 6:15 AM
Sunset: 5:10 PM
© 2025 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଉପନିର୍ବାଚନ ପରାଜୟର ସମୀକ୍ଷା କଲେ ନବୀନ: ସରକାରଙ୍କୁ ଭୟ କରନି, ସଂଗଠନ ସୁଦୃଢ଼ କରିବାକୁ ଦେଲେ ଗୁରୁମନ୍ତ୍ର

ଉପନିର୍ବାଚନ ପରାଜୟର ସମୀକ୍ଷା କଲେ ନବୀନ: ସରକାରଙ୍କୁ ଭୟ କରନି, ସଂଗଠନ ସୁଦୃଢ଼ କରିବାକୁ ଦେଲେ ଗୁରୁମନ୍ତ୍ର

December 18, 2025
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

December 18, 2025
ଯକ୍ଷ୍ମାମୁକ୍ତ ଭାରତ ପାଇଁ ସାମୂହିକ ନେତୃତ୍ୱ ଉପରେ ଗୁରୁତ୍ୱ

ଯକ୍ଷ୍ମାମୁକ୍ତ ଭାରତ ପାଇଁ ସାମୂହିକ ନେତୃତ୍ୱ ଉପରେ ଗୁରୁତ୍ୱ

December 17, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom