ମନୁ ଭାକରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ by M M Jul-29-2024 12:29 PM IST 0 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ର ମହିଳା ୧୦ ମିଟର ଏୟାର ପିସ୍ତଲ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିବା ମନୁ ଭାକରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି : ‘‘ଏକ ଐତିହାସିକ ପଦକ! ପ୍ୟାରିସ୍... Read more
ପ୍ୟାରିସ ଅଲିମ୍ପିକ୍ସରେ ଭାରତ ନିଜର ପଦକ ଖାତା ଖୋଲିଛି,ଭାରତର ମନୁ ଭାକରଙ୍କୁ ବ୍ରୋଞ୍ଜ ପଦକ by M M Jul-28-2024 05:23 PM IST 0 ପ୍ୟାରିସ ଅଲିମ୍ପିକ୍ସରେ ଭାରତ ନିଜର ପଦକ ଖାତା ଖୋଲିଛି । ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ ଭାକର ବ୍ରୋଞ୍ଜ ପଦକ ଜିତିଛନ୍ତି । ସୁଟିଂରେ ପଦକ ଜିତିବାରେ ସେ ହେଉଛନ୍ତି ପ୍ରଥମ ମହିଳା । ଏହା ସହିତ... Read more
ବିଶ୍ବର ସର୍ବବୃହତ୍ କ୍ରୀଡ଼ା ମହାକୁମ୍ଭ ପ୍ୟାରିସ୍ ଅଲିମ୍ପିକ୍ସ ଉଦଘାଟନ ଉତ୍ସବ ଆଜି by M M Jul-26-2024 04:11 PM IST 0 ବିଶ୍ବର ସର୍ବବୃହତ୍ କ୍ରୀଡ଼ା ମହାକୁମ୍ଭ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ପ୍ରଶଂସକଙ୍କ ମଧ୍ୟରେ ବେଶ ଆଗ୍ରହ। ଅଲିମ୍ପିକ ପାଇଁ ପ୍ୟାରିସ ସହର ସଜେଇ ହୋଇଛି । ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସର ଏହା ୩୩ତମ ସଂସ୍କରଣ। ୧୯୦୦ରେ ପ୍ୟାରିସରେ ଅଲିମ୍ପିକ୍ସର ୨ୟ ସଂସ୍କରଣ ଅନୁଷ୍ଠିତ ହୋଇଥିବା... Read more
ଭୁବନେଶ୍ୱରରେ ହେବ ନୂଆ ଷ୍ଟାଡିୟମ୍ by M M Jul-26-2024 12:49 PM IST 0 ରାଜ୍ୟ ସରକାର ଭୁବନେଶ୍ୱରରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ସହ ଏକ ନୂତନ ଷ୍ଟାଡିୟମ୍ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିନିମନ୍ତେ ବଜେଟରେ ୯୫୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେହିପରି ରାଜ୍ୟର କ୍ରୀଡ଼ା ଓ ଯୁବସେବା ପାଇଁ ୧,୩୧୫ କୋଟି ଟଙ୍କା... Read more
ଜିମ୍ବାଓେ ପାଇଁ ବିଜୟ ଲକ୍ଷ୍ୟ ୧୮୩ ରନ୍ by M M Jul-10-2024 07:17 PM IST 0 ହରାରେ: ଟିମ୍ ଭାରତ ଏବଂ ଜିମ୍ବାୱେ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ୍ ଖେଳାଯାଉଛି । ମ୍ୟାଚ୍ରେ ଭାରତୀୟ ଅଧିନାୟକ ଶୁଭମାନ ଗିଲ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଧାର୍ଯ୍ୟ ୨୦ ଓଭରରେ ଟିମ୍ ଇଣ୍ଡିଆ ୪ ୱିକେଟ... Read more
ଗୌତମ ଗମ୍ଭୀରଙ୍କୁ ମିଳିଲା ବଡ଼ ଦାୟିତ୍ବ : ଗୌତମ ଗମ୍ଭୀର ଟିମ ଇଣ୍ଡିଆର ହେଲେ ନୂଆ କୋଚ୍ by M M Jul-09-2024 08:41 PM IST 0 ମୁମ୍ବାଇ: ଗୌତମ ଗମ୍ଭୀରଙ୍କୁ ମିଳିଲା ବଡ଼ ଦାୟିତ୍ବ । ଟିମ୍ ଇଣ୍ଡିଆର ନୂଆ ମୁଖ୍ୟ କୋଚ୍ ନିଯୁକ୍ତ ହୋଇଛନ୍ତି ଗମ୍ଭୀର । ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବା ପର ତାଙ୍କ ସ୍ଥାନରେ ଗୌତମଙ୍କୁ ନିଯୁକ୍ତ କରାଯାଇଛି । ଗୌତମ ଟିମ... Read more
ପ୍ୟାରିସ୍ ଅଲିମ୍ପିିକ୍ସ:କିଶୋର ଜେନା ଏବଂ ଅମିତ ରୋହିଦାସଙ୍କୁ ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ by M M Jul-08-2024 01:49 PM IST 0 ଭୁବନେଶ୍ୱର: ପ୍ୟାରିସ୍ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଦୁଇ ଖେଳାଳିଙ୍କୁ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କିଶୋର ଜେନା ଏବଂ ରୋହିଦାସଙ୍କୁ ଏହି ରାଶି ମିଳିବ । ସେମାନଙ୍କର ଅଦମ୍ୟ ଇଚ୍ଛାଶକ୍ତି, କଠିନ ପରିଶ୍ରମ,... Read more
ଭାରତକୁ ୧୩ ରନ୍ରେ ହରାଇଲା ଜିମ୍ବାୱେ by M M Jul-06-2024 08:43 PM IST 0 ହରାରେ: ଜିମ୍ବାୱେ ଗସ୍ତରେ ଯାଇଥିବା ଟିମ୍ ଇଣ୍ଡିଆ ପ୍ରଥମ ଟି-୨୦ ମ୍ୟାଚ୍ରେ ୧୩ ରନ୍ରେ ପରାଜିତ ହୋଇଛି। ଟିମ୍ ଇଣ୍ଡିଆ ୧୯.୫ ଓଭରରେ ୧୦ ୱିକେଟ ହରାଇ ୧୦୨ ରନ୍ କରିଥିଲା। ଟିମ୍ ଇଣ୍ଡିଆ ପକ୍ଷରୁ ଶୁଭମାନ ଗିଲ ୩୧ ରନ୍... Read more
ଭାରତ-ଜିମ୍ବାୱେ ମୁକାବିଲା : ଭାରତର ବ୍ୟାଟିଂ ବିପର୍ଯ୍ୟୟ by M M Jul-06-2024 05:12 PM IST 0 ଭାରତ-ଜିମ୍ବାୱେ ଟି-୨୦ ଶୃଙ୍ଖଳା ଆରମ୍ଭ ହୋଇଛି । ଅଧିନାୟକ ଶୁଭମନ୍ ଗିଲଙ୍କ ନେତୃତ୍ବରେ ଯୁବବାହିନୀ ପଡ଼ିଆକୁ ଓହ୍ଲାଇଛନ୍ତି । ୫ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଗିଲଙ୍କ ନେତୃତ୍ୱରେ ଖେଳିବ ଟିମ୍ ଇଣ୍ଡିଆ । ଦଳର ସମସ୍ତ ବରିଷ୍ଠ ଖେଳାଳି... Read more
ରୋହିତବାହିନୀଙ୍କ ପାଇଁ ମୁମ୍ବାଇର ମେରାଇନ ଡ୍ରାଇଭରେ ଜନସମୁଦ୍ର by M M Jul-05-2024 11:07 AM IST 0 ମୁମ୍ବାଇ : ମୁମ୍ବାଇର ମେରାଇନ ଡ୍ରାଇଭରେ ଜନ ସମୁଦ୍ର ହୋଇଛି । ରଥ ଯାତ୍ରା ଭଳି ଭିଡ଼ ହୋଇଛି ମେରାଇନ ଡ୍ରାଇଭରେ । ହଜାର ହଜାର କ୍ରିକେଟ ପ୍ରଶଂସକ ପ୍ରିୟ ଖେଳାଳିଙ୍କ ଟିକେ ଝଲକ ଦେଖିବା ପାଇଁ ଜମିଛନ୍ତି । ଗୋଟେ... Read more