ଆଖି ଆଗରେ ଦେଖୁଥିଲେ ମୃତ୍ୟୁ…ହେଲେ ବର୍ତ୍ତିଗଲେ ଶହେରୁ ଅଧିକ ଯାତ୍ରୀ… by M M Apr-22-2026 10:26 AM IST 0 ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ବ୍ରେକ୍ ଫେଲ୍ ହୋଇ ଘାଟି ତଳକୁ ଖସି ପଡ଼ିଛି। ତେବେ ସୌଭାଗ୍ୟବଶତଃ ବସ୍ଟି ଏକ ବଡ଼ ପଥରରେ ପିଟି ହୋଇ ଅଟକି ଯିବାରୁ ଏକ... Read moreDetails
କେମିତି ସତ ହେଲା ଜାନକୀଙ୍କ ଭବିଷ୍ୟବାଣୀ…ଖୁଲାସା କଲେ ବିଜୟ by M M Apr-21-2026 04:29 PM IST 0 ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଣ୍ୟତିଥି ଅବସରରେ ବରିଷ୍ଠ ନେତା ବିଜୟ ମହାପାତ୍ର ଏକ ବଡ଼ ଖୁଲାସା କରିଛନ୍ତି। ଓଡ଼ିଶା ନାଗରିକ ମଞ୍ଚ ପକ୍ଷରୁ ଆୟୋଜିତ ଏକ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ବିଜୟ ବାବୁ ବିଜେଡି ଗଠନ ସମୟର... Read moreDetails
ନବୀନଙ୍କ ଉତ୍ତରାଧିକାରୀ ଗୁମର ଖୋଲିଲେ ସୌମ୍ୟ…କହିଲେ… by M M Apr-21-2026 03:13 PM IST 0 ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ଚୟନ ଓ ନିକଟରେ ଗଠିତ ଟ୍ରଷ୍ଟକୁ ନେଇ ପୁଣି ଥରେ ବର୍ଷିଛନ୍ତି ବରିଷ୍ଠ ରାଜନେତା ସୌମ୍ୟରଞ୍ଜନ ପଟ୍ଟନାୟକ। ନିଜର ଲୋକପ୍ରିୟ ସମ୍ପାଦକୀୟ ‘ଆମ ଘରର ହାଲ ଚାଲ୍’ ଜରିଆରେ ସେ ନବୀନଙ୍କୁ ତେର୍ଚ୍ଛା ବାଣ... Read moreDetails
ପିଲାଙ୍କୁ କେବଳ ଭାତ ସହ ଲୁଣ ଖାଇବାକୁ ଦେଇ ତଡ଼ା ଖାଇଲେ ଶିକ୍ଷକ by M M Apr-21-2026 11:27 AM IST 0 ସ୍କୁଲରେ ମଧ୍ୟାହ୍ନ ଭୋଜନରେ ଅବ୍ୟବସ୍ଥାକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ପ୍ରଶାସନ। କୋମଳମତି ଛାତ୍ରଛାତ୍ରୀଙ୍କୁ ଭାତ ସହିତ କେବଳ ଲୁଣ ଦିଆଯିବା ଭଳି ଏକ ସମ୍ବେଦନଶୀଳ ଘଟଣାରେ ପ୍ରଧାନ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସମ୍ପୃକ୍ତ ଶିକ୍ଷକ ସୁଶାନ୍ତ... Read moreDetails
ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି…ସ୍ୱାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ by M M Apr-21-2026 10:51 AM IST 0 ଓଡ଼ିଶା ଗସ୍ତରେ ଆସି ଆଜି ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭାରତୀୟ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ସେ ଅବତରଣ କରିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ବିମାନବନ୍ଦରରେ ହାଇପ୍ରୋଫାଇଲ୍ ସ୍ୱାଗତ... Read moreDetails
ବିଜୁଙ୍କ ଶ୍ରାଦ୍ଧ ଦିବସରେ ପୁଣି ଗର୍ଜିଲେ ଶ୍ରୀମୟୀ…କହିଲେ… by M M Apr-17-2026 02:25 PM IST 0 ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ବିଜୁ ଜନତା ଦଳ (ବିଜେଡି)କୁ ପୁଣି ଥରେ ତୀବ୍ର ଆକ୍ରମଣ କରିଛନ୍ତି ବରିଷ୍ଠ ନେତ୍ରୀ ଶ୍ରୀମୟୀ ମିଶ୍ର। ଦଳରେ ମହିଳାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ସେ ବିଜେଡି ନେତୃତ୍ୱକୁ ତୀକ୍ଷ୍ଣ ସମାଲୋଚନା କରିଛନ୍ତି।... Read moreDetails
ବିଜୁଙ୍କ ତିରୋଧାନ ଦିବସରେ କାନ୍ଦିଲେ ଦିଲ୍ଲୀପ…ବିଜୁ ଲିଗାସୀର ମର୍ମ ବୁଝାଇଦେଲେ… by M M Apr-17-2026 02:09 PM IST 0 ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ରାଜ୍ୟ ରାଜନୀତିରେ ଏକ ଭାବପ୍ରବଣ ମୁହୂର୍ତ୍ତ ଦେଖିବାକୁ ମିଳିଛି। ମଞ୍ଚରେ ଭାବବିହ୍ବଳ ହୋଇପଡ଼ିଥିଲେ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ। ବିଜୁ ବାବୁଙ୍କ ସହ ବିତାଇଥିବା ଅନେକ କଥା ମନେ ପକାଇ ସେ ବିଜୁ... Read moreDetails
ଆଜିଠୁ ସାରା ରାଜ୍ୟରେ ଡିଜିଟାଲ ଜନଗଣନା…ପଚରାଯିବ ଏହି ପ୍ରଶ୍ନ by M M Apr-16-2026 01:12 PM IST 0 ଆଜି ଏପ୍ରିଲ୍ ୧୬ ତାରିଖ ଠାରୁ ରାଜ୍ୟର ୩୦ଟି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ଡିଜିଟାଲ୍ ଜନଗଣନା (ହାଉସ୍ ଲିଷ୍ଟିଂ ଅପରେସନ୍) ଆରମ୍ଭ ହୋଇଛି। ଏହି ଐତିହାସିକ ଡିଜିଟାଲ୍ ଜନଗଣନା ପ୍ରକ୍ରିୟାରେ ୯୦ ହଜାରରୁ ଊର୍ଦ୍ଧ୍ୱ ପ୍ରଶିକ୍ଷିତ ଅଧିକାରୀ ଓ ଗଣନାକାରୀ ଘର... Read moreDetails
ସାବଧାନ…ଓଡ଼ିଶା ବଜାରରେ ବୁଲୁଛି ପୁଳାପୁଳା ନକଲି ୫ ଶହ ଟଙ୍କିଆ ନୋଟ… by M M Apr-15-2026 04:01 PM IST 0 ସୋନପୁର ଜିଲ୍ଲାରେ ପୋଲିସ ଏକ ବଡ଼ ନକଲି ନୋଟ୍ ରାକେଟର ପର୍ଦ୍ଦାଫାସ କରିଛି । ବିନିକା ଥାନା ପୋଲିସ ଏକ କଳା ସ୍କର୍ପିଓ ଗାଡ଼ିରୁ ଲକ୍ଷାଧିକ ଟଙ୍କାର ନକଲି ନୋଟ୍ ଜବତ କରିଛି। ନେଣଦେଣ କରୁଥିବା ସମୟରେ ଦୁଇ ଯୁବକ ଧରାପଡ଼ିଛନ୍ତି।... Read moreDetails
ନୂଆ ଦଳ ଗଠନ ପରେ ଗର୍ଜିଲେ ମୋକିମ…ପଞ୍ଚାୟତ ନିର୍ବାଚନରୁ ଆରମ୍ଭ ଲଢ଼େଇ by M M Apr-15-2026 02:44 PM IST 0 ଓଡ଼ିଶା ରାଜନୀତିରେ ଏକ ନୂଆ ଦଳର ଲୋକାର୍ପଣ ହୋଇଛି। ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଗଠିତ ହୋଇଛି ନୂଆ ଆଞ୍ଚଳିକ ରାଜନୈତିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ’। କଟକ ବାରବାଟୀ ବିଧାନସଭା କ୍ଷେତ୍ରର ପୂର୍ବତନ ବିଧାୟକ ମହମ୍ମଦ ମୋକିମ... Read moreDetails