ଆଧାରକାର୍ଡ ସଂଶୋଧନ କରିବାକୁ ଧାଁଦୌଡ଼, ଦଳଚକଟା by M M Sep-04-2024 04:40 PM IST 0 ସୋର: ଆଧାରକାର୍ଡ ସଂଶୋଧନ କରିବାକୁ ଧାଁଦୌଡ଼, ଦଳଚକଟା ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ସୁଭଦ୍ରା ଯୋଜନାରେ ଆବେଦନ କରିବାକୁ ଆଧାରକାର୍ଡ ସଂଶୋଧନ କରିବା ପାଇଁ ସୋରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ଯ । ରାଜ୍ୟର ବିଭିନ୍ନ ସ୍ଥାନରେ ଏପରି ଭିଡ଼... Read moreDetails
ବିଦା ହେଲେ ବିବାଦୀୟ ଆଇଆଇସି ବିଜୟ ମଲ୍ଲିକ by M M Sep-04-2024 04:28 PM IST 0 ମାହାଙ୍ଗା: ରଶ୍ମିତା ଦାସଙ୍କ ଆତ୍ମାହୁତି ମାହାଙ୍ଗା ମାମଲାରେ ଥାନାରୁ ବିଦା ହେଲେ ବିବାଦୀୟ ଥାନା ଅଧିକାରୀ ବିଜୟ ମଲ୍ଲିକ । ଗତ ମାସ ଅଗଷ୍ଟ ୧୬ ତାରିଖରେ ମାହାଙ୍ଗା ଥାନା ସମ୍ମୁଖରେ ପେଟ୍ରୋଲ ଢ଼ାଳି ନିଜ ଶରୀରରେ ଆତ୍ମାହୁତି ଦେଇଥିଲେ ରଶ୍ମିତା... Read moreDetails
କଣ୍ଟେନରରୁ ବୋହିନେଲେ ଖାଦ୍ୟ ସାମଗ୍ରୀ by M M Sep-03-2024 04:29 PM IST 0 କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାତଭାୟା ବେଳାଭୂମିରେ ଗଭୀର ସମୁଦ୍ରରୁ ଭାସି ଆସିଥିବା ୨ଟି କଣ୍ଟେନର ଲାଗିଥିଲା। ଏଥିରେ ପ୍ରସାଧାନ ସାମଗ୍ରୀଠୁ ଆରମ୍ଭ କରି ଘରକରଣା, ରୋଷେଇ ଓ ଖାଦ୍ୟ ସାମଗ୍ରୀ ଥିଲା। ସାତଭାୟାବାସୀ ବିସ୍ଥାପିତ ହେବା ପରେ ରାଜନଗର ବନ... Read moreDetails
କିଏ କରିଛି ରାଜଧାନୀର ଜମି ଜବରଦଖଲ ? 30 ଏକର ଜମି କବଜାରେ by M M Sep-03-2024 04:24 PM IST 0 ରାଜଧାନୀରେ ଜମି ଜବରଦଖଲ । ଏକର ଏକର ଜମି ଜବରଦଖଲ ହୋଇଛି । ଲୋକେ ମୁଣ୍ଡ ଗୁଞ୍ଜିବାକୁ ହନ୍ତସନ୍ତ ହେଉଥିବା ବେଳେ 30 ଏକର ଜମି ଜବରଦଖଲ କାରୀଙ୍କ କବଜାରେ ରହିଛି । ଏହା ମଧ୍ୟରେ ସର୍ବାଧିକ ସାମପୁର ମଉଜାର 27... Read moreDetails
କେତେ ଟଙ୍କାରେ କେଉଁ ସୁବିଧା ମିଳୁଛି ଜେଲରେ? ବନ୍ଦୀଙ୍କୁ ଆକ୍ରମଣ ଘଟଣାରେ ଆରମ୍ଭ ହେବ ତଦନ୍ତ by M M Sep-02-2024 02:01 PM IST 0 ଜେଲରେ ଗଞ୍ଜେଇ ଭର୍ତ୍ତି ବିଡି ଗୋଟା ୨୦୦ ଟଙ୍କାରେ ବିକ୍ରି ହେଉଛି କି ? ଅୟସରେ ରହିବା ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ୫୦୦୦୦ ଟଙ୍କା ନିଆଯାଉଛି କି ? ଟେଲିଫୋନ୍ ପାଇଁ ୫୦୦୦ ଟଙ୍କା ଦେବାକୁ ପଡ଼ୁଛି କି? ସାକ୍ଷାତ... Read moreDetails
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗତକାଲି ଅବପାତର ରୂପ ନେଇଛି by M M Sep-01-2024 04:15 PM IST 0 ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗତକାଲି ଅବପାତର ରୂପ ନେଇଛି । ଏହାର ପ୍ରଭାବରେ ଆଜି ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆସନ୍ତା ୨୪ ଘଣ୍ଟା... Read moreDetails
ସୁନୀତି ମୁଣ୍ଡ ଭାଜପାରୁ ନିଲମ୍ବିତ by M M Sep-01-2024 04:04 PM IST 0 ଦଳ ବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ଭୁବନେଶ୍ୱର ମହନଗର ନିଗମ(ବିଏମ୍ସି) ପୂର୍ବତନ ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ୍ଙ୍କୁ ଭାଜପାରୁ ନିଲମ୍ବିତ କରାଯାଇଛି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା ଭାଜପା... Read moreDetails
ଦୁର୍ଗାପୂଜା ଭସାଣିରେ ବାଜିବନି ଡିଜେ by M M Sep-01-2024 03:59 PM IST 0 ଚଳିତବର୍ଷ ଦୁର୍ଗାପୂଜା ଭସାଣିରେ ଡିଜେ ବାଜିବନି। ଏହାକୁ ସମ୍ପୂର୍ଣ୍ଣ ବାରଣ କରିଛନ୍ତି ପୋଲିସ କମିଶନର। କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକ ପରେ ପୋଲିସ କମିଶନର ସୂଚନା ଦେଇଛନ୍ତି। ଆସନ୍ତା ଅକ୍ଟୋବର ୧୪ରେ ଭସାଣି ହେବାକୁ ଥିବା ବେଳେ ଡିଜେକୁ... Read moreDetails
ଆଜିଠୁ ସୁଭଦ୍ରା ଯୋଜନା ପାଇଁ ପଞ୍ଜୀକରଣ ଆରମ୍ଭ by M M Sep-01-2024 03:50 PM IST 0 ସୁଭଦ୍ରା ଯୋଜନା ପାଇଁ ରବିବାରଠାରୁ ଆରମ୍ଭ ହେଉଛି ପଞ୍ଜୀକରଣ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋସିଆଲ ମିଡିଆରେ ଲାଇଭ୍ରେ ଆସି ଶନିବାର ସବିଶେଷ ସୂଚନା ଦେଇଥିଲେ। ଉପମୁଖ୍ୟମନ୍ତ୍ରୀ କହିଥିଲେ, ‘ସୁଭଦ୍ରା’ ଯୋଜନା ପାଇଁ ମାର୍ଗଦର୍ଶିକା ଜାରି ହୋଇସାରିଛି। ସମସ୍ତ ଜିଲାରେ ହିତାଧିକାରୀଙ୍କ... Read moreDetails
ଭିଜିଲାନ୍ସ ହାତରେ ଧରାପଡ଼ିଲେ କାଶୀପୁର ବ୍ଲକ କନିଷ୍ଠ ଯନ୍ତ୍ରୀ by M M Sep-01-2024 03:38 PM IST 0 ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ ୨୫ହଜାର ଟଙ୍କା ଲାଞ୍ଚ ଟଙ୍କା ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ରାୟଗଡ଼ା ସହରର ଫରେଷ୍ଟ କଲୋନୀ ଲେନରେ ଥିବା ନିଜ ବାସଭବନରେ ସଂଧ୍ୟାରେ ଅଭିଯୋଗକାରୀ ଗ୍ରାମସାଥୀ କ୍ଷେତ୍ର... Read moreDetails