୩୦ଲକ୍ଷ ଟଙ୍କା , ଗାଡ଼ି ନେବାପରେ କାହିଁକି ଧାରା ଦେଉନାହାନ୍ତି ପିୟୁଷ !
ମୁଁ କମ୍ ଜୋର ହଜବ୍ୟାଣ୍ଡ ନୁହେଁ
ଆଦିବାସୀ ପିଲାଙ୍କୁ ଶିକ୍ଷାଦେବା ଭୁଲ ;ଦେଶ ଛାଡ଼ି ଚାଲିଯିବେ କି ଅଚ୍ୟୁତସମାନ୍ତ ?
ଜେପି ନଡ୍ଡାଙ୍କ କବାଟ କିଳା ବୈଠକରେ ତିନୋଟି କଥାକୁ ଗୁରୁତ୍ୱ
ନ୍ୟୁଜିଲାଣ୍ଡକୁ  ୪୪ ରନରେ ପରାସ୍ତ କରିଛି ଭାରତ
ହିନ୍ଦୁ ବାବାଙ୍କୁ ଟିଭି ଚ୍ୟାନେଲରେ ମାଡ଼
ନବ ଦାସଙ୍କ ହତ୍ୟା ପଛରେ ପାଣ୍ଡିଆନ – ବବି ଅଛନ୍ତି: ପ୍ରଦୀପ
ଉତ୍ତମଙ୍କ ଅବର୍ତ୍ତମାନରେ ଅଭିନେତ୍ରୀ ପିଙ୍କିଙ୍କ ଶେଷ ଗୀତ|

ରାଜ୍ୟ

ସକାଳୁ ତାତିଲାଣି ଓଡ଼ିଶା

ସକାଳୁ ତାତିଲାଣି ଓଡ଼ିଶା । ସକାଳ ୮ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୨ ଦଶମିକ ୬ ରହିଛି । ୮ ସହରର ତାପମାତ୍ରା ୩୦ ଡିଗ୍ରୀ ଉପରେ ରହିଛି...

Read more

ମା’ ତାରିଣୀଙ୍କ ଚଇତି ପର୍ବ ପାଳିତ

ମହା ବିଷୁବ ପଣା ସଂକ୍ରାନ୍ତି ପାଇଁ କେନ୍ଦୁଝର ଘଟଗାଁ ତାରିଣୀ ପୀଠରେ ଭୋର ଭୋର ଭିଡ଼ ଦେଖିବାକୁ ମିଳିଛି । ଗତ ମଙ୍ଗଳବାରଠାରୁ ୬ ଦିନ ଧରି ମା’ ତାରିଣୀଙ୍କ ଚଇତି ପର୍ବ ପାଳିତ ହେଉଥିବା ବେଳେ ଆଜି ଏହାର ଉଦଯାପନୀ...

Read more

ଦୟା ନଦୀରେ ଚାପ ଖେଳିଲେ ପ୍ରଭୁ ଗ୍ରାମେଶ୍ୱର

ଦୟା ନଦୀ ମଝିରେ ଡଙ୍ଗା ଉପରେ ବସି ଚାପ ଖେଳିଲେ ପ୍ରଭୁ ଗ୍ରାମେଶ୍ୱର । ଏହି ସୁନ୍ଦର ଦୃଶ୍ୟ ଦେଖିବାକୁ ନଦୀ କୂଳରେ ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥିଲା । ପ୍ରଭୁଙ୍କ ନିକଟରେ ମାନସିକ କଲେ ମନସ୍କାମନା...

Read more

କିଛିଦିନର ବ୍ୟବଧାନ ପରେ ପୁଣି ରାଜ୍ୟକୁ ଫେରିଛି ତାତି

କିଛିଦିନର ବ୍ୟବଧାନ ପରେ ପୁଣି ରାଜ୍ୟକୁ ଫେରିଛି ତାତି। ୪୦ଡିଗ୍ରୀ ମୁହାଁଇଛି ସର୍ବାଧିକ ତାପମାତ୍ରା। ଶନିବାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ୪ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିଛି। ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ୩୯.୫ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ବାରିପଦାରେ...

Read more

ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି। ଆଜିର ପବିତ୍ର ଦିନକୁ ନେଇ ପ୍ରତି ଓଡ଼ିଆ ଘର ଚଳଚଞ୍ଚଳ ହୋଇପଡ଼ିଛି। ମନ୍ଦିରରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି। ନୂଆ ବର୍ଷ ଆଜିଠୁ ଓଡ଼ିଆ କ୍ୟାଲେଣ୍ଟରରେ ଆରମ୍ଭ ହେଉଛି ।  ହନୁମାନ ଜୟନ୍ତୀ, ମହାବିଷୁବ...

Read more

ନିର୍ବାଚନ ସମୟରେ ଷ୍ଟାରଙ୍କୁ ନେଇ ଜୋର ଧରିଲା ରାଜନୀତି

ନିର୍ବାଚନ ସମୟରେ ଷ୍ଟାରଙ୍କୁ ନେଇ ଜୋର ଧରିଲା ରାଜନୀତି । ନବୀନ ନିବାସକୁ କଳାକାରଙ୍କ ଡାକରା ପରେ ବର୍ଷିଲା ଭାରତୀୟ ଜନତା ପାର୍ଟି । ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଜେଡିକୁ ପ୍ରଶ୍ନ କରିଛି ବିଜେପି । ବିଜେପି ନେତ୍ରୀ ତଥା ଅଭିନେତ୍ରୀ...

Read more

ଯାଜପୁରରେ ବିଜେଡିରେ ଜୋରଦାର ପ୍ରଚାର

ଯାଜପୁରରେ ବିଜେଡିରେ ଜୋରଦାର ପ୍ରଚାର

ଯାଜପୁର: ଯାଜପୁରରେ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀ ଜୋରଦାର ପ୍ରଚାର କରୁଛନ୍ତି ।  ଏଠାରେ ବିଜେଡି ଗଡ଼ ଥିବାବେଳେ ଭୋଟରଙ୍କ ମନ ଜିଣିବା ପାଇଁ  ଜମିଛି ନିର୍ବାଚନ ପ୍ରଚାର। ଗାଁରୁ ସହର ଏବଂ ପଞ୍ଚାୟତରୁ ପଞ୍ଚାୟତକୁ ବୁଲି ନେତାମାନେ ପ୍ରଚାର...

Read more

ଭୁବନେଶ୍ବରର ୭୬ ତମ ପ୍ରତିଷ୍ଠା: ବଦଳିଛି ଭୁବନେଶ୍ବର

ଭୁବନେଶ୍ବରର ୭୬ ତମ ପ୍ରତିଷ୍ଠା: ବଦଳିଛି ଭୁବନେଶ୍ବର

ଭୁବନେଶ୍ବର: ବଦଳିଛି ଭୁବନେଶ୍ବର । ସ୍ମାର୍ଟ ସିଟିର ଚେହେରା ବଦଳିଛି ।  ଆଜି ରାଜ୍ୟ ରାଜଧାନୀ ଭୁବନେଶ୍ବରର ୭୬ ତମ ପ୍ରତିଷ୍ଠା ଦିବସ। ୧୯୪୮ ମସିହା ଏପ୍ରିଲ ମାସ ୧୩ ତାରିଖରେ ଭୁବନେଶ୍ବରକୁ ମିଳିଥିଲା ରାଜଧାନୀର ସ୍ବୀକୃତି। ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ...

Read more

ପୁଣି କଲବଲ କରିବ ତାତି

ପୁଣି କଲବଲ କରିବ ତାତି

ପୁଣି କଲବଲ କରିବ ତାତି । ଗତ କିଛି ଦିନ ଧରି ଥଣ୍ଡା ଓ କୋହଲା ପାଗ ପରେ ଆଜି ଠାରୁ ବଢିବ ତାତି । ଏନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିରାଗ କେନ୍ଦ୍ର । ଆଜିଠାରୁ ୪ ଦିନ ଯାଏଁ...

Read more

ଅପରାଜିତା ଏବଂ ପ୍ରଶାନ୍ତ ଜଗଦ୍ଦେବଙ୍କୁ ତୀବ୍ର ବିରୋଧ

ଅପରାଜିତା ଏବଂ ପ୍ରଶାନ୍ତ ଜଗଦ୍ଦେବଙ୍କୁ ତୀବ୍ର ବିରୋଧ

ଖୋର୍ଦ୍ଧା: ନିର୍ବାଚନ ପାଖେଇ ଆସୁଥିବା ବେଳେ  ଖୋର୍ଦ୍ଧାରେ ପୁଣି ଅପରାଜିତା ଷଡଙ୍ଗୀ ଏବଂ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିରୋଧ କରାଯାଇଛି। କିଛି ଦିନ ଧରି  ପ୍ରଶାନ୍ତ ଜଗଦ୍ଦେବଙ୍କୁ ବି ତୀବ୍ର ବିରୋଧ କରାଯାଉଛି ବିଭିନ୍ନ ସ୍ଥାନରେ ।  ଟାଙ୍ଗୀ ବ୍ଲକ ଛଣଗିରି ଗାଁରେ...

Read more
Page 75 of 76 1 74 75 76

Weather

March 4, 2025, 7:21 pm
 

S
Mainly clear
25°C
1.5 m/s
Apparent: 30°C
Pressure: 1010 mb
Humidity: 91%
Winds: 1.5 m/s S
Windgusts: 7.6 m/s
UV-Index: 0
Precip.: 0mm /0% / Rain
Sunrise: 6:03 am
Sunset: 5:52 pm