ଆଜିର ପାଗ ମାଡ଼ି ଆସୁଛି ବଡ଼ ଲଘୁଚାପ: ଅଧିକ ଘନୀଭୂତ ହୋଇ ନେଇପାରେ ବାତ୍ୟାର ରୂପ… by M M May-02-2026 12:20 PM IST
ଲଘୁଚାପ ପ୍ରଭାବ, ଆସୁଛି ବଡ଼ ବର୍ଷା by M M Oct-21-2025 12:19 PM IST 0 ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆଗାମୀ ୩୬ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ର ବଙ୍ଗୋପସାଗର ଉପରେ ଅବପାତର ରୂପ ନେବ। ଏହାର ପ୍ରଭାବରେ ପ୍ରବଳ... Read moreDetails
ଆଜିର ପାଣିପାଗ, କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା by M M Oct-20-2025 07:18 AM IST 0 ଆଜି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ଓ ପୂର୍ବ ଜିଲ୍ଲାମାନଙ୍କରେ ମଧ୍ୟମ ଧରଣର ବର୍ଷା ହେବ । ପାଣିପାଗ ସୂଚନା ଅନୁସାରେ ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।... Read moreDetails
ଆସୁଛି ଲଘୁଚାପ, 1999 ମହାବାତ୍ୟାର ହେବ କି ପୁନରାବୃତ୍ତି , କଣ କହୁଛନ୍ତି ପାଣିପାଗ ବିଜ୍ଞାନୀ by M M Oct-18-2025 04:06 PM IST 0 ୨୧ ତାରିଖ ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହା ପ୍ରଭାବରେ ପବନର ବେଗ ବଢ଼ିପାରେ । ଏହା ପଶ୍ଚିମ- ଉତ୍ତରପଶ୍ଚିମ ଦିଗକୁ ଗତିକରି ଘନୀଭୂତ ହୋଇ ଅବପାତ ସମ୍ଭାବନା ରହିଛି। କିନ୍ତୁ ଓଡ଼ିଶା ପ୍ରତି ବାତ୍ୟା ଭୟ... Read moreDetails
ମୈାସୁମୀ ଗଲା, ୨୪ ତାରିଖ ବେଳକୁ ଆଉ ଏକ ଲଘୁଚାପ by M M Oct-17-2025 08:54 AM IST 0 ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଆସନ୍ତା ୨୪ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଏହି ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି।... Read moreDetails
ପାଗ ଶୁଖିଲା ରହିବ by M M Oct-16-2025 09:46 AM IST 0 ରାଜ୍ୟରେ ପାଗ ଏବେ ଶୁଖିଲା ରହିବ । ବର୍ଷା ସମ୍ଭାବନା କମ । ଶୀତ ଆସିବାର ସମ୍ଭାବନା । ଦୁଇ ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଖରାଟିଆ ଓ ଶୁଖିଲା ପାଗ ଲାଗିରହିଛି। ଆସନ୍ତା ୬ରୁ ୭ ଦିନ... Read moreDetails
ଆଜି ପାଗ କିପରି ରହିବ ? by M M Oct-15-2025 10:27 AM IST 0 ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ ଶୁଖିଲା ରହିବ । କିଛି ସ୍ଥାନରେ ବର୍ଷା ସାମାନ୍ୟ ହୋଇପାରେ । ମାଲକାନଗିରି, କୋରାପୁଟରେ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ବେଶୀ ରହିଛି । କଟକ, ପୁରୀ, ଗଂଜାମ, ଖୋର୍ଧା ଜିଲ୍ଲାର କିଛି... Read moreDetails
ଫେରୁଛି ମୈାସୁମୀ ବର୍ଷା, ଦିନେ ଦୁଇ ଦିନ କମ୍ ବର୍ଷା ହେବ by M M Oct-13-2025 09:36 AM IST 0 ଆଗାମୀ ୨-୩ ଦିନରେ ଉତ୍ତର-ପୂର୍ବ ଭାରତରୁ ମୌସୁମୀ ଫେରିବା ପାଇଁ ପାଗ ଅନୁକୂଳ ରହିଛି। ଆଗାମୀ ୬-୭ ଦିନ ପର୍ଯ୍ୟନ୍ତ ରାତିରେ ତାପମାତ୍ରାରେ ବଡ଼ ପରିବର୍ତ୍ତନ ହେବ ନାହିଁ। କିନ୍ତୁ ୧୫ ଅକ୍ଟୋବର ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି,... Read moreDetails
କିଛି ସ୍ଥାନରେ ବର୍ଷା ହେବ by M M Oct-12-2025 08:39 AM IST 0 ଆଜି ଓଡ଼ିଶାରେ କିଛି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ବିଶେଷକରି ଘୂର୍ଣ୍ଣିବଳୟର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଅଞ୍ଚଳରେ ଏହା ଅଧିକ ଦେଖାଯିବ। ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ବାଲେଶ୍ୱର,... Read moreDetails
ବର୍ଷା ପରେ ଆସୁଛି ଶୀତ by M M Oct-11-2025 03:36 AM IST 0 ଦିନକ ପରେ ଦକ୍ଷିଣ-ପଶ୍ଚିମ ବାୟୁ ପରିବର୍ତ୍ତନ ହୋଇ ଉତ୍ତର-ପୂର୍ବ ବାୟୁ ଓଡ଼ିଶା ଉପକୂଳରେ ବହିବ। ଯାହା ଫଳରେ ଶୀତ ଆସିବ । ଗତ କିଛି ଦିନ ଧରି ଲଘୁଚାପଜନିତ ବର୍ଷା ହେଉଛି । ଓଡ଼ିଶା ଧୀରେ ଧୀରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ... Read moreDetails
ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା by M M Oct-10-2025 03:16 AM IST 0 ରାଜ୍ୟରେ ୧୨ ତାରିଖ ଯାଏଁ ଏହିଭଳି ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଉତ୍ତର ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳ ଉପରେ ରହିଥିବା ଉପର ବାୟୁମଣ୍ଡଳ ସ୍ତରୀୟ ଘୂର୍ଣ୍ଣିବଳୟ ଆଜି ଧୀରେ ଧୀରେ ଅସ୍ପଷ୍ଟ ହୋଇଛି। ଅନ୍ୟପଟେ ଦକ୍ଷିଣ... Read moreDetails