ତାମିଲ ରାଜନୀତିରେ ବିଜୟଙ୍କ ଏଣ୍ଟ୍ରି | by M M Aug-22-2024 08:40 PM IST 0 ତାମିଲ ରାଜନୀତିରେ ବିଜୟଙ୍କ ଏଣ୍ଟ୍ରି , ମେଣ୍ଟକୁ ଦେବେ ଟକ୍କର ,ବିଜେପିର ନିଦ ହଜିଗଲାଣି | ଆସନ୍ତୁ ଦେଖିବା ସମ୍ପୂର୍ଣ ଖବର | https://www.youtube.com/watch?v=lXhlDhcNPK0 Read moreDetails
ତୃତୀୟ ଦିନରେ ଗୃହରେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି by M M Aug-22-2024 12:29 PM IST 0 ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ଦିନରେ ଗୃହରେ ବିରୋଧୀ ଦଳ ବିଜେଡିର ହଟ୍ଟଗୋଳ। ପ୍ରଶ୍ନକାଳ ଆରମ୍ଭରୁ ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛି ବିଜେଡି। ମଦମୃତ୍ୟୁ ଘଟଣାରେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେଡି।... Read moreDetails
ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ରେଞ୍ଜର by M M Aug-22-2024 12:13 PM IST 0 ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଢେଙ୍କାନାଳ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛି। ୮ଟି ଜାଗାରେ ଏକକଳିନ ଚଢ଼ାଉ କରାଯାଇଛି। କଟକର ସ୍ଵତନ୍ତ୍ର ଟିମ୍ ଏହି ରେଡ କରୁଛି। ଢେଙ୍କାନାଳରେ ଥିବା ତାଙ୍କ ଘରେ ଓ... Read moreDetails
ପ୍ରବଳ ବର୍ଷିବ by M M Aug-22-2024 12:05 PM IST 0 ଆସନ୍ତା ୨୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂଷ୍ଣିବଳୟ ସୃଷ୍ଟି ହୋଇପାରେ। ପ୍ରଭାବରେ ୨୪ ଓ ୨୫ ତାରିଖ ଦୁଇ ଦିନ ଧରି ରାଜ୍ୟର ୭ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।... Read moreDetails
ଥାନା ସାମ୍ନାରେ ଆତ୍ମାହୂତି : ଆଖିବୁଜିଲେ ରଶ୍ମିତା by M M Aug-21-2024 05:22 PM IST 0 ଥାନା ସାମ୍ନାରେ ସ୍ବାମୀଙ୍କ ମୁକ୍ତି ପାଇଁ ଆତ୍ମାହୂତି ଉଦ୍ୟମ କରିଥିଲେ । ଆଜି ସେ ଆଖିବୁଜିଛନ୍ତି । ତାଙ୍କ ନାମ ହେଉଛି ରଶ୍ମିତା ଦାସ । ଗତ 16 ତାରିଖରେ ମାହାଙ୍ଗା ଥାନା ସମ୍ମୁଖରେ ଦେହରେ ପେଟ୍ରୋଲ ଢାଳି ସେ ଆତ୍ମହତ୍ୟା... Read moreDetails
ଯୁକ୍ତ ୨ ପରୀକ୍ଷା, ଆସିଲା ବଡ ଘୋଷଣା by M M Aug-21-2024 03:45 PM IST 0 ଯୁକ୍ତ ୨ ପରୀକ୍ଷା, ଆସିଲା ବଡ ଘୋଷଣା । ଚଳିତ ଥର ପାଇଁ ଆସନ୍ତା ଫେବ୍ରୁଆରୀ ୧୫ରେ ହେବ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା। ଏହାର ଅବ୍ୟବହିତ ପୂର୍ବରୁ ଜାନୁଆରୀ ୧ରୁ ୧୨ ପର୍ଯ୍ୟନ୍ତ ପ୍ରାକ୍ଟିକାଲ୍ ପରୀକ୍ଷା ଅନୁଷ୍ଠିତ ହେବା ପାଇଁ... Read moreDetails
ମହିଳା ଡାକ୍ତର କହିଲେ ହସ୍ପିଟାଲରେ କିଭଳି ରହିଛି ସୁରକ୍ଷା ବ୍ୟବସ୍ଥା by M M Aug-21-2024 03:22 PM IST 0 ମହିଳା ଡାକ୍ତର କହିଲେ ହସ୍ପିଟାଲରେ ବ୍ୟବସ୍ଥା କେମିତି ରହିଛି । କଣ ରହିଛି ସୁରକ୍ଷା । କେମିତି ମହିଳା ଡାକ୍ତର କାମ କରୁଛନ୍ତି । ଆସନ୍ତୁ ଜାଣିବା ଜଣେ ମହିଳା ଡାକ୍ତରଙ୍କଠାରୁ https://www.youtube.com/watch?v=O3oZ0AQ4TVg Read moreDetails
ICCର ନୂଆ ଚେୟାରମ୍ୟାନ ହୋଇପାରନ୍ତି ଜୟ ଶାହା by M M Aug-21-2024 02:51 PM IST 0 ବିସିସିଆଇ ସଚିବ ଜୟ ଶାହାଙ୍କୁ ମିିଳିପାରେ ବଡ଼ ପଦ । ଏନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଶାହା ଆଇସିସି ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିବା ନେଇ ଆଲୋଚନା ହେଉଛି ଜାତୀୟ ଗଣମାଧ୍ୟମରେ । ଜୟ ଶାହା ବର୍ତ୍ତମାନ ବିସିସିଆଇର... Read moreDetails
ବିଜେଡି ଓ କଂଗ୍ରେସର ହଙ୍ଗାମା ବିଧାନସଭା ଠପ by M M Aug-21-2024 02:07 PM IST 0 ବିଜେଡି ଓ କଂଗ୍ରେସର ହଙ୍ଗାମା ବିଧାନସଭା ଠପ । ଚିକିଟି ମଦମୃତ୍ୟୁକୁ ନେଇ ବିଜେଡି ସଦସ୍ୟମାନେ ହୋହଲ୍ଲା କରିଥିବା ବେଳେ ଗୃହ ଚାଲିବା ସଂଭବ ହୋଇପାରିନାହିଁ । ଆସନ୍ତୁ ଦେଖିବା ରିପୋର୍ଟ https://www.youtube.com/watch?v=aJZwDnpdgt4 Read moreDetails
ଟଳିଲା ଆଳୁ ସଙ୍କଟ by M M Aug-21-2024 12:59 PM IST 0 ରାଜ୍ୟରୁ ଟଳିଲା ଆଳୁ ସଂକଟ । ଏବେ ଦର କମିବ । ସାଧାରଣ ଲୋକେ ସହଜରେ କମ ଦାମରେ ପାଇବେ ଆଳୁ । ପଶ୍ଚିମବଙ୍ଗରୁ ଆଳୁ ଆସିବା ହୋଇଛି ସ୍ବାଭାବିକ । ଆସନ୍ତୁ ଦେଖିବା ସମ୍ପୂର୍ଣ ଖବର https://www.youtube.com/watch?v=WWjKpYclNtw Read moreDetails