ପଞ୍ଜାବରୁ ଆସିବ ଆଳୁ by M M Aug-05-2024 04:50 PM IST 0 ରାଜ୍ୟରେ ଆଳୁର ଅଭାବ ଦୂର କରିବା ଲାଗି ରାଜ୍ୟ ସରକାର ପଞ୍ଜାବରୁ ଆଳୁ ଆଣିବାକୁ ଯୋଜନା କରିଛନ୍ତି। ରାଜ୍ୟରେ ଆଳୁର ଆବଶ୍ୟକତା ମେଣ୍ଟାଇବା ପାଇଁ ବର୍ତ୍ତମାନ ଉତ୍ତର ପ୍ରଦେଶରୁ ଆଳୁ ଅଣାଯାଉଛି। ଦରକାର ପଡ଼ିଲେ ପଞ୍ଜାବରୁ ଆଳୁ ଆସିବ ବୋଲି ଯୋଗାଣ... Read moreDetails
ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ହାଇକୋର୍ଟ ନୋଟିସ୍ by M M Aug-05-2024 04:45 PM IST 0 ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ । ସେପ୍ଟେମ୍ବର ୨୩ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିିଆଯାଇଛି । । ନିର୍ବାଚନ ପୂର୍ବରୁ ସତ୍ୟପାଠରେ ଅପରାଧିକ ମାମଲା ଲୁଚାଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଣିଥିଲେ... Read moreDetails
ଭିଜିଲାନ୍ସ ଜାଲରେ ସରକାରୀ ବାବୁ: ଅମାପ ଧନସମ୍ପତ୍ତି ଠାବ by M M Aug-05-2024 01:13 PM IST 0 ଭିଜିଲାନ୍ସ ଜାଲରେ ସରକାରୀ ବାବୁଙ୍କ ଠିକଣାରା ଚାଲିଛି ଚଢ଼ାଉ। ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକସନ କର୍ପୋରେସନ, ଓବିସିସିର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କ ୧୨ଟି ଠିକଣାରେ ଚାଲିଛି ଚଢ଼ାଉ। ।୨୫ରୁ ଅଧିକ ସୁନା ମୁଦି, ପାଖାପାଖି ୩୦ଟି ସୁନା... Read moreDetails
କାଦୁଆ ପଚ ପଚ କଟକ ନଗର by M M Aug-03-2024 05:09 PM IST 0 କଟକ ନଗର ଧବଳ ଟଗର । ହେଲେ ଏବେ ଯେଉଁ କଟକ ଆପଣ ଦେଖୁଛନ୍ତି ତାହା ଖାଲି ଖାଲ ଆଉ ଖାଲ ପୁଣି ପାଣି ଭର୍ତ୍ତି । କେତେବେଳେ ଟିକେ ଅସାବଧାନତା ହେଲେ ଜୀବନ ବି ଯାଇପାରେ । ଏଠି ଦେଖନ୍ତୁ... Read moreDetails
ମାଲକାନଗିରିର ଦୁଃଖ : ଲଗାଣ ବର୍ଷାରେ ବୁଡ଼ିଲା ପୋଲ by M M Aug-03-2024 04:47 PM IST 0 ମାଲକାନଗିରିରେ ଲଗାଣ ବର୍ଷା ଲୋକଙ୍କ ପାଇଁ ଅସହ୍ୟ ଯନ୍ତ୍ରଣା ଦେଉଛି । ବର୍ଷା ଯୋଗୁଁ ବୁଡ଼ିଲା ପୋଲଳ ଲୋକେ ହେଉଛନ୍ତି ହନ୍ତସନ୍ତ । କାଙ୍ଗୋରୁକୋଣ୍ଡା ପୋଲ ଉପରେ ପ୍ରବାହିତ ହେଉଛି ୩ ଫୁଟ ଉଚ୍ଚତାର ପାଣି । ଫଳରେ ୩୨୬ ନମ୍ବର... Read moreDetails
ବନ୍ଧା ହେଲା ୫ସ୍ତ୍ରୀଙ୍କ ସ୍ୱାମୀ ସତ୍ୟଜିତ ସାମଲ ,ଆହୁରି ୪୯ଜଣ ମହିଳା ଲାଇନରେ ଥିଲେ by M M Aug-03-2024 04:36 PM IST 0 ନିଜକୁ ଆଇବି ଇନ୍ସପେକ୍ଟର ବୋଲି ପରିଚୟ ଦେଉଥିଲା । ଫୋନ କରି ଯୁବତୀ ଓ ମହିଳାଙ୍କୁ ପ୍ରେମ ନିବେଦନ କରୁଥିଲା । କିଛି ମହିଳାଙ୍କୁ ବିବାହ ମଧ୍ୟ କରିଥିଲା । ଲାଇନରେ ଥିଲେ ଆହୁରି ୪୯ ମହିଳା । ହେଲେ ଗୋଟିଏ... Read moreDetails
ଏଣିକି ପଶ୍ଚିମବଙ୍ଗ ନୁହେଁ, ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆସିବ ଆଳୁ by M M Aug-02-2024 05:28 PM IST 0 ରାଜ୍ୟରେ ଆଳୁ ବିବାଦ ସମାଧାନ ହୋଇଛି । ଆଳୁ ସଙ୍କଟର ସମାଧାନ ପାଇଁ ରାଜ୍ୟ ସରକାର ଏଣିକି ପଶ୍ଚିମବଙ୍ଗ ନୁହେଁ, ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆଳୁ ଆଣିବେ । ସେଠାରୁ କିଛି ଟ୍ରକ ଆଳୁ ଆସି ରାଜ୍ୟରେ ପହଞ୍ଚିଛି। ଆଗାମୀ ଦିନରେ ଅଧିକ... Read moreDetails
ମମତା ଯିବେ ନା ତାଙ୍କ ସ୍ଥାନରେ ଆଉ କିଏ ଯିବେ ରାଜ୍ୟସଭା ? by M M Aug-02-2024 05:21 PM IST 0 ନିର୍ବାଚନ ପରେ ରାଜ୍ୟ ରାଜନୀତିରେ ଦଳ ଡିଆଁ ପର୍ବ ପୁଣି ଲାଗିରହିଛି । ରାଜ୍ୟସଭା ସାଂସଦ ପଦରୁ ମମତା ମହାନ୍ତ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ କିଏ ଯିବେ ରାଜ୍ୟସଭା ତାକୁ ନେଇ ଗାଁରୁ ସହର ସବୁଠି ଜୋରଦାର ଚର୍ଚା... Read moreDetails
ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକ ଭିଜିଲାନ୍ସ ଦ୍ବାରା ଗିରଫ by M M Aug-02-2024 05:00 PM IST 0 କାରରେ ରଖିଥିଲେ ପୁଳା ପୁଳା ଟଙ୍କା । ଧରାପଡ଼ିଲେ ଗିରଫ ହେଲେ ବିଡିଓ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକ ୪ ଲକ୍ଷ ୯୨ ହଜାର ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିବା ପରେ... Read moreDetails
କାହିଁକି ରାଗିଲେ ଶାହରୁଖ ଖାନ୍ ? by M M Aug-02-2024 04:56 PM IST 0 କାହିଁକି ରାଗିଲେ ଶାହରୁଖ ଖାନ୍ ? ବିସିସିଆଇ ମୁଖ୍ୟାଳୟରେ ସମସ୍ତ ଫ୍ରାଞ୍ଚାଇଜ ମାଲିକମାନଙ୍କ ବୈଠକରେ ଶାହାରୁଖ ରାଗିଥିବା ନେଇ ସୋସିଆଲ ମିଡିଆରେ ଚର୍ଚା ଜୋର ଧରିଛି । କୋଲକାତା ନାଇଟ୍ ରାଇଡର୍ସ ମାଲିକ ଶାହରୁଖ ଖାନ୍ ପଞ୍ଜାବ କିଙ୍ଗ ସହ-ମାଲିକ ନେସ୍... Read moreDetails