ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟି-୨୦: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି ପଛରେ କାରଣ କହିଲେ ସୂର୍ଯ୍ୟ
ବାହାଘର ବାତିଲ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ମନ୍ଧାନା
ବନ୍ଦେ ମାତରମ୍‌ କିପରି ସ୍ୱାଧୀନତା ସଂଗ୍ରାମର ମହାମନ୍ତ୍ର ଥିଲା?
ରାହୁଲଙ୍କ ‘ଖୋଲା ବିତର୍କ’ ଆହ୍ୱାନକୁ ଶାହଙ୍କ ପ୍ରତ୍ୟାଖ୍ୟାନ
ଓଡ଼ିଶାରେ ପ୍ରବଳ ଶୀତ ଲହରି; ଅନେକ ସ୍ଥାନରେ ୧୦°C ତଳେ ତାପମାତ୍ରା
କ’ଣ ରହିଛି ଆଜିର ରାଶିଫଳ
ବିଧାୟକଙ୍କ ଦରମା ଦେଶରେ ସର୍ବାଧିକ: ‘ବିଲ୍’ ପାସ୍ ପରେ ସାଧାରଣରେ ଅସନ୍ତୋଷ
ସୋନିଆଙ୍କୁ ମୋକିମଙ୍କ ଚିଠି; ପିସିସି ସଭାପତିଙ୍କ ବିଫଳତାକୁ ନେଇ ରାଜ୍ୟ କଂଗ୍ରେସରେ କମ୍ପନ

ଭିଡ଼ିଓ

ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ

ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ

ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ।  ହାଓ୍ବଡା-ମୁମ୍ବାଇ ଏକ୍ସପ୍ରେସ୍ ଝାଡଖଣ୍ଡର ରାଜଖରସୁଆଁରେ ଲାଇନଚ୍ୟୁତ ହୋଇଛି। ଆଜି ଭୋର୍ ସମୟରେ ଏକ୍ସପ୍ରେସଟି ଏକ ମାଲବାହୀକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ ଏଥିରେ ୬ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।...

Read more

ଭିସ୍ତାରା ପକ୍ଷରୁ ବିମାନରେ ୱାଇ-ଫାଇ ସେବା ଆରମ୍ଭ

ଭିସ୍ତାରା ପକ୍ଷରୁ ବିମାନରେ ୱାଇ-ଫାଇ ସେବା ଆରମ୍ଭ

ଏୟାରଲାଇନ୍‌ ଭିସ୍ତାରା ପକ୍ଷରୁ ବିମାନରେ ୱାଇ-ଫାଇ ସେବା ଆରମ୍ଭ କରାଯାଇଛି। ଏଭଳି ସେବା ପ୍ରଦାନ କରିବାରେ ଭିସ୍ତାରା ହେଉଛି ଦେଶରେ ପ୍ରଥମ। କମ୍ପାନି ଏହାର ବୋଇଂ ୭୮୭-୯ ଡ୍ରିମ୍‌ଲାଇନର୍‌ ଓ ଏୟାରବସ୍‌ ଏ୩୨୧ ନିଓ ଭଳି ଅନ୍ତର୍ଜାତୀୟ ବିମାନରେ ଯାତ୍ରୀମାନଙ୍କୁ ୨୦...

Read more

ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଲୁକ୍କାୟିତ ଧନକୁ ଠାବ ପାଇଁ ହେବ ଉଦ୍ୟମ-ଜଷ୍ଟିସ ବିଶ୍ୱନାଥ ରଥ

ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଲୁକ୍କାୟିତ ଧନକୁ ଠାବ ପାଇଁ ହେବ ଉଦ୍ୟମ-ଜଷ୍ଟିସ ବିଶ୍ୱନାଥ ରଥ

ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ଗୁପ୍ତ ଧନ ଖୋଜାଯିବ । ରତ୍ନଭଣ୍ଡାର ତଦାରଖ କମିଟି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରିବା ପାଇଁ ପରିଚାଳନା କମିଟିକୁ ଅନୁମୋଦନ କରାଯାଇଛି । ବୈଠକ ପରେ ଏହି ସୂଚନା...

Read more

ବନ୍ଧ୍ୟାକରଣ ପ୍ରତି ମହିଳାଙ୍କ ତୁଳନାରେ ପୁରୁଷଙ୍କ ଆଗ୍ରହ ବଢୁଛି

ବନ୍ଧ୍ୟାକରଣ ପ୍ରତି ମହିଳାଙ୍କ ତୁଳନାରେ ପୁରୁଷଙ୍କ ଆଗ୍ରହ ବଢୁଛି

ବନ୍ଧ୍ୟାକରଣ ପ୍ରତି ମହିଳାଙ୍କ ତୁଳନାରେ ପୁରୁଷଙ୍କ ଆଗ୍ରହ ବଢୁଛି। ସୋମବାର ବିଧାନସଭାରେ ଏହି ଲିଖିତ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ୨୦୨୩-୨୪ରେ ୧୭୯୨ ପୁରୁଷ ବନ୍ଧ୍ୟାକରଣ କରିଛନ୍ତି। ୨୦୨୧-୨୨ରେ ୯୯୧, ୨୦୨୨-୨୩ରେ ୧୫୬୯ ପୁରୁଷ ବନ୍ଧ୍ୟାକରଣ କରିଛନ୍ତି ।...

Read more

ଉତ୍କଳ ବିଶ୍ୱବିଦ୍ୟାଳୟ ଭିସି କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ପ୍ରତିବାଦ

ଉତ୍କଳ ବିଶ୍ୱବିଦ୍ୟାଳୟ ଭିସି କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ପ୍ରତିବାଦ

ଉତ୍କଳ ବିଶ୍ୱବିଦ୍ୟାଳୟ ଭିସି କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ପ୍ରତିବାଦ। କୂଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୁଢ଼କୁଢ଼ ଅଳିଆ ପକାଇଛନ୍ତି ଛାତ୍ରଛାତ୍ରୀ। ଦୀର୍ଘ ଦିନ ଧରି ହଷ୍ଟେଲ ସଫା କରାଯାଉନଥିବା ଅଭିଯୋଗ କରି କୂଳପତିଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଅଳିଆ ପାଇଛନ୍ତି ଛାତ୍ରଛାତ୍ରୀ। ତେବେ ଏଭଳି...

Read more

ଭୁବନେଶ୍ୱରରେ ଧୀରେ ଧୀରେ କାୟା ମେଲାଉଛି ଡେଙ୍ଗୁ ସଂକ୍ରମଣ

ଭୁବନେଶ୍ୱରରେ ଧୀରେ ଧୀରେ କାୟା ମେଲାଉଛି ଡେଙ୍ଗୁ ସଂକ୍ରମଣ

ରାଜଧାନୀ ଭୁବନେଶ୍ୱରରେ ଧୀରେ ଧୀରେ କାୟା ମେଲାଉଛି ଡେଙ୍ଗୁ ସଂକ୍ରମଣ। ଏବେ ବର୍ଷାଋତୁ ଚାଲିଥିବାରୁ ସଂକ୍ରମଣ ବଢ଼ି ଚାଲିଛି। ଜୁଲାଇ ୧୬ ସୁଦ୍ଧା ସହରରୁ ୧୧୫ଜଣ ଡେଙ୍ଗୁ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏବେ ୨ଶହ ପାର୍‌ କରିଛି। ସେହିପରି ରାଜ୍ୟରୁ ପ୍ରାୟ...

Read more

ମନ୍‌ କି ବାତ୍‌’ରେ ସମ୍ବଲପୁର ଶାଢ଼ି

ମନ୍‌ କି ବାତ୍‌’ରେ ସମ୍ବଲପୁର ଶାଢ଼ି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ରବିବାର ସମ୍ବୋଧିତ କରିଛନ୍ତି। ଏହା ପ୍ରଧାନମନ୍ତ୍ରୀଙ୍କ ୧୧୨ତମ ଏବଂ ତାଙ୍କ ତୃତୀୟ କାର୍ଯ୍ୟକାଳ ମଧ୍ୟରେ ଦ୍ୱିତୀୟ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ। ଏଥିରେ ପ୍ରଧାନମନ୍ତ୍ରୀ ସମ୍ବଲପୁର ଶାଢ଼ି କଥା...

Read more

ବୋଲବମ୍ ଯାତ୍ରା ପାଇଁ ପାଣି ଉଠାଇବା ବେଳେ ନଦୀରେ ବୁଡ଼ି କାଉଡ଼ିଆଙ୍କ ମୃତ୍ୟୁ

ବୋଲବମ୍ ଯାତ୍ରା ପାଇଁ ପାଣି ଉଠାଇବା ବେଳେ ନଦୀରେ ବୁଡ଼ି କାଉଡ଼ିଆଙ୍କ ମୃତ୍ୟୁ

ବୋଲବମ୍ ଯାତ୍ରା ପାଇଁ ପାଣି ଉଠାଇବା ବେଳେ ନଦୀରେ ବୁଡ଼ି କାଉଡ଼ିଆଙ୍କ ମୃତ୍ୟୁ। ବୈତରଣୀ ନଦୀର ବଲ୍ଲଭିଘାଟରେ ଘଟିଛି ଏଭଳି ଅଘଟଣ। ଆରଡ଼ିସ୍ଥିତ ଆଖଣ୍ଡଳମଣିକୁ ପାଣି ନେବା ପାଇଁ ଆସି ବୁଡ଼ିଗଲେ କାଉଡ଼ିଆ। ମୃତ କାଉଡ଼ିଆ ହେଲେ ଭଣ୍ଡାରିପୋଖରୀ ବ୍ଲକ ପୁରୁଷୋତ୍ତମପୁର...

Read more

ରତ୍ନଭଣ୍ଡାର ଚାବି ଷଡଯନ୍ତ୍ରର ହେବ ଖୁଲାସା

ରତ୍ନଭଣ୍ଡାର ଚାବି ଷଡଯନ୍ତ୍ରର ହେବ ଖୁଲାସା

ରତ୍ନଭଣ୍ଡାର ଚାବିକୁ ନେଇ ଆଇନ୍ ମନ୍ତ୍ରୀଙ୍କ ବଡ ବୟାନ । ରତ୍ନଭଣ୍ଡାର ଚାବି ହଜିବା ଘଟଣା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବଡ ବୟାନ ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଚାବି ପ୍ରହେଳିକା ଗତ...

Read more
Page 55 of 64 1 54 55 56 64

ଆଜିର ପାଗ

December 12, 2025, 9:44 AM
 

N
Clear sky
22°C
0.9 m/s
Apparent: 15°C
Pressure: 1015 mb
Humidity: 86%
Winds: 0.9 m/s N
Windgusts: 3.7 m/s
UV-Index: 0
Precip.: 0mm /0% / Rain
Sunrise: 6:12 AM
Sunset: 5:07 PM