ଭିଡ଼ିଓ

ବାଂଲାଦେଶରେ କାହିଁକି ତେଜୁଛି ସଂରକ୍ଷଣ ବିରୋଧୀ ଆନ୍ଦୋଳନ ?

ବାଂଲାଦେଶରେ କାହିଁକି ତେଜୁଛି ସଂରକ୍ଷଣ ବିରୋଧୀ ଆନ୍ଦୋଳନ ?

ସରକାରୀ ଚାକିରିରେ ସଂରକ୍ଷଣକୁ ନେଇ ଏବେ ବାଂଲାଦେଶରେ ନିଆଁ ଜଳୁଛି । ଦେଶରେ ବେକାରୀ ସଂଖ୍ୟା ବୃଦ୍ଧିକୁ ବିରୋଧ କରି ବାଂଲାଦେଶରେ ଚାଲିଥିବା ଆନ୍ଦୋଳନ ବ୍ୟାପକ ରୂପ ନେଉଛି। ଏହି ସଂରକ୍ଷଣ ବିରୋଧୀ ଆନ୍ଦୋଳନରେ ସପ୍ତାହକ ମଧ୍ୟରେ ଅନ୍ୟୂନ ୩୨ ଜଣଙ୍କର...

Read more

ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ

ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ

ଓଡ଼ିଶାର ସେବା ପାଇଁ ସୁଯୋଗ ଦେଇଥିବାରୁ ଓଡ଼ିଶାବାସୀଙ୍କୁ ପ୍ରଣାମ । ଅକ୍ଳାନ୍ତ ପରିଶ୍ରମ କରି ରାଜ୍ୟରେ ପଦ୍ମ ଫୁଟାଇଥିବାରୁ କର୍ମୀଙ୍କୁ ବଧେଇ ଜଣାଇଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ।  ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ରେ ଯୋଗଦେଇ ସେ...

Read more

ମାଇକ୍ରୋସଫ୍ଟର ସର୍ଭର ଡାଉନ,ଦେଶ ବିଦେଶରେ ଲୋକେ ଚିନ୍ତିତ

ମାଇକ୍ରୋସଫ୍ଟର ସର୍ଭର ଡାଉନ,ଦେଶ ବିଦେଶରେ ଲୋକେ ଚିନ୍ତିତ

ଆଜି  ସଫ୍ଟୱୟାର କମ୍ପାନୀ ମାଇକ୍ରୋସଫ୍ଟର ଉଇଣ୍ଡୋଜ ଅପରେଟିଂ ସିଷ୍ଟମ କ୍ରାସ କରିଥିବାରୁ  ସାରା ବିଶ୍ବରେ ଏହାର ପରିଣାମ ଦେଖିବାକୁ ମିଳିଛି । ଭାରତରେ ମଧ୍ୟ ବିମାନ ସେବା ଏବଂ ବ୍ୟାଙ୍କ ସେବାରେ ସମସ୍ୟା ଦେଖାଯାଇଛି । ସମଗ୍ର ବିଶ୍ବରେ  ବିମାନ ସେବା...

Read more

ଅବପାତରେ ପରିଣତ ହେଲା ଲଘୁଚାପ : ପ୍ରବଳ ବର୍ଷା ହେବ

ଅବପାତରେ ପରିଣତ ହେଲା ଲଘୁଚାପ : ପ୍ରବଳ ବର୍ଷା ହେବ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଥିବାରୁ ବର୍ଷା ଲାଗି ରହିଛି । ବର୍ଷା ପୁଣି ଦୁଇ ଦିନ ଜାରି ରହିବ କାରଣ ଲଘୁଚାପ ଆସନ୍ତା କାଲି ସକାଳ ସୁଦ୍ଧା ଉତ୍ତରପଶ୍ଚିମ ମୁହାଁ ହୋଇ ପୁରୀ ଅତିକ୍ରମ କରିବ। ପ୍ରଭାବରେ...

Read more

ସିସିଟିଭି ନଜରରେ ରହିବ ରତ୍ନଭଣ୍ଡାର ଅଳଙ୍କାର ସୂଚନା ଦେଲେ ଗଜପତି ମହାରାଜା

ସିସିଟିଭି ନଜରରେ ରହିବ ରତ୍ନଭଣ୍ଡାର ଅଳଙ୍କାର ସୂଚନା ଦେଲେ ଗଜପତି ମହାରାଜା

ରତ୍ନଭଣ୍ଡାର ଭିତରକୁ ଯାଇ ତଦାରଖ କରିବା ପରେ ଶ୍ରୀମନ୍ଦିରରୁ ବାହାରକୁ ବାହାରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ଏହାପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଭିତର ରତ୍ନଭଣ୍ଡାରରେ ଯାହା ବି ଗହଣା ଓ ମୂଲ୍ୟବାନ ସାମଗ୍ରୀ ଅଛି, ତାକୁ...

Read more

ବିଜେପି ସରକାର ବିରୋଧରେ ରାଜଭବନ ଆଗରେ ବିଜେଡିର ବିକ୍ଷୋଭ

ବିଜେପି ସରକାର ବିରୋଧରେ ରାଜଭବନ ଆଗରେ ବିଜେଡିର ବିକ୍ଷୋଭ

ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିଜେପି ସରକାର ବିରୋଧରେ ରାଜଭବନ ଆଗରେ ବିକ୍ଷୋଭ କରିଛି ବିଜେଡି ଯୁବ ଛାତ୍ର ସଙ୍ଗଠନ । ବୈକୁଣ୍ଠକୁ ମାଡ ମାରିବା ଘଟଣାକୁ ୧୧ ଦିନ ବିତି...

Read more

ବନ୍ଧବାହାଲରେ ଚାଲିଲା ମୋହନ ସରକାରର ପ୍ରଥମ ବୁଲଡୋଜର 

ବନ୍ଧବାହାଲରେ ଚାଲିଲା ମୋହନ ସରକାରର ପ୍ରଥମ ବୁଲଡୋଜର 

ଝାରସୁଗୁଡା ବନ୍ଧବାହାଲରେ ଚାଲିଲା ମୋହନ ସରକାରର ପ୍ରଥମ ବୁଲଡୋଜର  । ଅପରାଧିକ ମାମଲାରେ ଜଡିତ ଥିବା ଏମଡି ସୋନୁ ଜବର ଦଖଲ କରିଥିବା ବନ୍ଧବାହଲ ସ୍ଥିତ ଘର ଉପରେ ବୁଲଡୋଜର ଚଢାଇ ଜବର ଦଖଲ ଉଛେଦ କରାଯାଇଥିବାବେଳେ ଆଗାମୀ ଦିନରେ ଖଡାମ...

Read more

ଚାଲୁ ରହିବ ଆହାର କେନ୍ଦ୍ର

ଚାଲୁ ରହିବ ଆହାର କେନ୍ଦ୍ର

ବନ୍ଦ ହେବନି ଆହାର କେନ୍ଦ୍ର । ରାଜ୍ୟର ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଆହାର କେନ୍ଦ୍ର ହେଇଛି । ତେଣୁ ଏହା ଚାଲୁ ରହିବ । ଏନେଇ ଆଜି ସ୍ପଷ୍ଟୋକ୍ତି ରଖିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ରାଜ୍ୟରେ ବିଜେପି ପ୍ରଥମ...

Read more

ସୋସିଆଲ ମିଡିଆ ଜରିଆରେ ସ୍ବାମୀଙ୍କୁ ଛାଡ଼ପତ୍ର

ସୋସିଆଲ ମିଡିଆ ଜରିଆରେ ସ୍ବାମୀଙ୍କୁ ଛାଡ଼ପତ୍ର

ଦୁବାଇର ଶାସକ ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ରାସିଦ ଅଲ ମକତୁମଙ୍କ ଝିଅ ସୋସିଆଲ ମିଡିଆରେ ତଲାକ୍ ଦେଇଛନ୍ତି।ଦୁଇମାସ ତଳେ ମା’ ହୋଇଥିବା ମହମ୍ମଦ ବିନ ରାସିଦ ଅଲ ମକତୁମଙ୍କ ଝିଅ ଶେଖା ମାହରା ବିନ୍ତ ଇନଷ୍ଟାଗ୍ରାମରେ...

Read more

ଖୁବଶୀଘ୍ର ହୋଇପାରେ ଛାତ୍ର ସଂସଦ ନିର୍ବାଚନ

ଖୁବଶୀଘ୍ର ହୋଇପାରେ ଛାତ୍ର ସଂସଦ ନିର୍ବାଚନ

ଅକ୍ଟୋବରରେ ହୋଇପାରେ ଛାତ୍ର ସଂସଦ ନିର୍ବାଚନ। ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇନଥିଲେ ହେଁ, ରାଜ୍ୟର ୩ଟି ଯାକ ଛାମୁଆ ଛାତ୍ର ସଙ୍ଗଠନ ନିର୍ବାଚନ ପାଇଁ ପାଗ ଭିଡ଼ିଲେଣି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଇତିମଧ୍ୟରେ କ୍ୟାମ୍ପସରେ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ...

Read more
Page 60 of 64 1 59 60 61 64