ଭିଡ଼ିଓ

ରଥ ଉପରେ ମୋବାଇଲ ମନା

ରଥ ଉପରେ ମୋବାଇଲ ମନା

ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଆଜି ଅରବିନ୍ଦ ପାଢୀ ଦାୟିତ୍ୱ ନେଇଛନ୍ତି । ସେ ଦାୟିତ୍ୱ ନେବା ପରେ ରଥଯାତ୍ରାରେ ହୋଇଥିବା ବିଶୃଙ୍ଖଳା ଓ ଆଗାମୀ ବାହୁଡା ଯାତ୍ରାକୁ ନେଇ ଆକ୍ସନମୋଡକୁ ଆସିଛନ୍ତି । ଦାୟିତ୍ୱ ନେବା ପରେ ସେ କହିଛନ୍ତି...

Read more

ଆଗପଛ ହୋଇ ଆସୁଛି ୨ ଲଘୁଚାପ

ଆଗପଛ ହୋଇ ଆସୁଛି ୨ ଲଘୁଚାପ

ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ଆଗପଛ ହୋଇ ଦାନା ବାନ୍ଧିପାରେ। ଏହା ପ୍ରଭାବରେ ବର୍ଷା ବଢ଼ିବା ନେଇ  ସମ୍ଭାବନା ରହିଛି। ତେବେ ଆସନ୍ତା ୧୩ ତାରିଖରୁ  ବର୍ଷା  ପରିମାଣ ବଢ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉତ୍ତର ପଶ୍ଚିମ ଓ ପାଶ୍ୱର୍ବର୍ତ୍ତୀ...

Read more

ବିଜେଡି ସାଂସଦ ଦେବାଶିଷଙ୍କ ବଡ଼ ବୟାନ

ବିଜେଡି ସାଂସଦ ଦେବାଶିଷଙ୍କ ବଡ଼ ବୟାନ

ବିଜେଡି ପରାଜୟ ନେଇ କାର୍ତ୍ତିକ ପାଣ୍ଡିଆନ୍‌ ଏବଂ ପ୍ରଣବ ପ୍ରକାଶ ଦାସ (ବବି)ଙ୍କୁ କ୍ଲିନ ଚିଟ୍‌ ଦେଲେ ବିଜେଡି ରାଜ୍ୟ ସଭା ଏମ୍‌ପି ଦେବାଶିଷ ସାମନ୍ତରାୟ। ଦେବାଶିଷ କହିଛନ୍ତି, ବିଜେଡି ପରାଜୟ ପାଇଁ ଏ ଦୁହେଁ ଆଦୌ ଦାୟୀ ନୁହନ୍ତି ।...

Read more

ନୂଆ ନିୟମ ଆଣିବ ଏଫ୍‌ଏସ୍‌ଏସ୍‌ଏଆଇ

ନୂଆ ନିୟମ ଆଣିବ ଏଫ୍‌ଏସ୍‌ଏସ୍‌ଏଆଇ

:ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ(ଏଫ୍‌ଏସ୍‌ଏସ୍‌ଏଆଇ) ପ୍ୟାକେଜ ଖାଦ୍ୟ ସାମଗ୍ରୀ ବିକ୍ରୟ କରୁଥିବା କମ୍ପାନୀଗୁଡିକ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିବାକୁ ନିଷ୍ପତ୍ତି ନେଇଛି। ବୋଲ୍ଡ ଅକ୍ଷରରେ ପ୍ୟାକେଜ ଖାଦ୍ୟ ପଦାର୍ଥରେ ଲୁଣ, ଚିନି ଏବଂ ସାଚୁରେଟେଡ୍‌ ଫ୍ୟାଟ୍‌ ବିଷୟରେ...

Read more

ଓଡ଼ିଶାର ଦୁଇ ଲୋକପ୍ରିୟ କଣ୍ଠଶିଳ୍ପୀଙ୍କ ନାଁରେ ଥାନାରେ ଏତଲା

ଓଡ଼ିଶାର ଦୁଇ ଲୋକପ୍ରିୟ କଣ୍ଠଶିଳ୍ପୀଙ୍କ ନାଁରେ ଥାନାରେ ଏତଲା

ଓଡ଼ିଶାର ଦୁଇ ଲୋକପ୍ରିୟ କଣ୍ଠଶିଳ୍ପୀଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି। ଭୁବନେଶ୍ଵର କ୍ୟାପିଟାଲ ଥାନାରେ ଉଭୟଙ୍କ ନାଁରେ ଏତଲା ଦେଇଛନ୍ତି ମାନବାଧିକାର କର୍ମୀ ଶିବ ସୁନ୍ଦର ସ୍ଵାଇଁ। ପ୍ରଭୁ ଜଗନ୍ନାଥଙ୍କ ଭଜନକୁ କଦର୍ଥ କରି ଗାଇଥିବା ଅଭିଯୋଗରେ ହ୍ୟୁମାନ ଓ ରୁକୁଙ୍କ...

Read more

ସରକାରୀ ଜମିରୁ ହଟିବ ବେଆଇନ ଦଖଲ

ସରକାରୀ ଜମିରୁ ହଟିବ ବେଆଇନ ଦଖଲ

ସାରା ରାଜ୍ୟରେ ସରକାରୀ ଜମିରୁ ବେଆଇନ ଦଖଲ ହଟାଇବାକୁ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବେଆଇନ ଜବର ଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସରକାରୀ ଜମିଗୁଡ଼ିକ ମୁଖ୍ୟତଃ...

Read more

ସୁମଦ୍ର କୂଳରେ ପ୍ରାତଃ ଭମଣ କଲେ ରାଷ୍ଟ୍ରପତି

ସୁମଦ୍ର କୂଳରେ ପ୍ରାତଃ ଭମଣ କଲେ ରାଷ୍ଟ୍ରପତି

ପୁରୀ : ରାଷ୍ଟ୍ରପତି ଗତକାଲି ରଥଯାତ୍ରା ଦେଖିବାକୁ ଆସି ପୁରୀ ରାଜଭବନରେ ରହିଥିଲେ ।  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ଆଜି ସକାଳୁ ସୁମଦ୍ର କୂଳରେ  ପ୍ରାତଃ ଭମଣ କରୁଥିବାର ଦେଖିବାକୁ ମିଳିଥିଲା । ତାଙ୍କ ସାଙ୍ଗରେ ଥିଲେ ସୁରକ୍ଷା କର୍ମୀ । ...

Read more

ରଥଯାତ୍ରା ଦେଖିବା ପାଇଁ ବଡ଼ଦାଣ୍ଡରେ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରଥଯାତ୍ରା ଦେଖିବା ପାଇଁ ବଡ଼ଦାଣ୍ଡରେ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଦେଖିବା ପାଇଁ ବଡ଼ଦାଣ୍ଡରେ ଏକାଠି ହୋଇଛନ୍ତି ସବୁ ଦଳର ନେତା। ଏହି ଉପଲକ୍ଷେ ବଡ଼ଦାଣ୍ଡରେ ହୋଇଥିବା ଏକ ମଞ୍ଚରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ଶିକ୍ଷାମନ୍ତ୍ରୀ...

Read more

ରାଜଧାନୀରେ ପ୍ରବଳ ବର୍ଷା, ଇସ୍କନ ମନ୍ଦିର ସାମ୍ନାରେ ବୁଡ଼ିଲା ଗାଡ଼ି

ରାଜଧାନୀରେ ପ୍ରବଳ ବର୍ଷା, ଇସ୍କନ ମନ୍ଦିର ସାମ୍ନାରେ ବୁଡ଼ିଲା ଗାଡ଼ି

ରାଜଧାନୀ ଭୁବନେଶ଼୍ବରରେ ପ୍ରବଳ ବର୍ଷା ହୋଇଛି । ଫଳରେ ଇସ୍କନ ମନ୍ଦିର ସାମ୍ନା ରାସ୍ତା ବର୍ଷା ପାଣିରେବୁଡ଼ ବଡ଼ିଯାଇଛି । ରାସ୍ତାରେ ୫ଫୁଟ୍‌ ଉଚ୍ଚର ପାଣି ଜମିଥିବାରୁ କିଛି ଗାଡ଼ି ବୁଡ଼ି ରହିଥିବା ଦେଖିବାକୁ ମିଳିଛି । ଆଜି ରଥଯାତ୍ରା ଥିବାରୁ...

Read more

ପବିତ୍ର ଘୋଷଯାତ୍ରା ଅବସରରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ପବିତ୍ର ଘୋଷଯାତ୍ରା ଅବସରରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ପବିତ୍ର ଘୋଷଯାତ୍ରା ଅବସରରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜିର ଦିନରେ ଗୁରୁଜୀଙ୍କୁ ଭେଟିବା ସୌଭାଗ୍ୟର କଥା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ଗୁରୁଜୀଙ୍କୁ ଭେଟି ହିତୋପଦେଶର ସାନିଧ୍ୟ ହେଲା ବୋଲି ସେ କହିଛନ୍ତି।ଗୁରୁଜୀଙ୍କ ଠାରୁ ସଦାସର୍ବଦା...

Read more
Page 62 of 64 1 61 62 63 64