6 ବର୍ଷର ପୁଅକୁ ହୋଟେଲରେ ଛାଡ଼ି ପଳାଇଲା ମାଆ, ତାପରେ… by M M Apr-03-2026 03:39 PM IST 0 ଚୀନର ଜେଙ୍ଗଝୌ ସହରର ଏକ ହୋଟେଲରେ ଏକ ଛୋଟ ପିଲାର କାହାଣୀ ସମଗ୍ର ଦେଶର ହୃଦୟକୁ ସ୍ପର୍ଶ କରିଛି। ଛ’ ବର୍ଷର ଛୋଟ ଚେଙ୍ଗଚେଙ୍ଗ୍ ଦୁଇ ସପ୍ତାହରୁ ଅଧିକ ସମୟ ହୋଟେଲ କୋଠରୀରେ ଏକାକୀ ରହିଲା। ତା’ର ମା’ ତାକୁ ଛାଡ଼ି... Read moreDetails
ଫସରଫାଟିଲା ଟ୍ରମ୍ପଙ୍କ ବାହାସ୍ପୋଟ…ତେହେରାନ ନୁହେଁ, ଆମେରିକାରେ ହେବ ଶାସନ ପରିବର୍ତ୍ତନ by M M Apr-03-2026 03:14 PM IST 0 ଯୁକ୍ତରାଷ୍ଟ୍ର ଆମେରିକା ଇରାନ ବିରୋଧରେ ଯୁଦ୍ଧ ଆରମ୍ଭ କରି ତେହରାନରେ ଶାସନ ପରିବର୍ତ୍ତନର ବାହାସ୍ପୋଟ ମାରିଥିଲା। କିନ୍ତୁ ଏବେ ପରିସ୍ଥିତି ବିପରୀତ ମୋଡ଼ ନେଇଛି। ଓ୍ୱାଶିଂଟନ୍ ଡିସିରେ ଶାସନ ପରିବର୍ତ୍ତନର ସମ୍ଭାବନା ଦେଖାଦେଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ବରଖାସ୍ତ... Read moreDetails
ଭାରତ ପାଇଁ ବଡ଼ ଆଶ୍ୱସ୍ତି! ଇରାନ କହିଲା: “ଭାରତୀୟ ବନ୍ଧୁ ସୁରକ୍ଷିତ! | by M M Apr-02-2026 10:44 PM IST 0 https://www.youtube.com/watch?v=h-oFkHAc6aQ Read moreDetails
ଟ୍ରମ୍ପଙ୍କ ଧମକ ପରେ କଡ଼ା ଜବାବ ଦେଲା ଇରାନ…ଆମ ତାକତ ତୁମକୁ ଜଣା ନାହିଁ…ଅପେକ୍ଷା କର… by M M Apr-02-2026 04:03 PM IST 0 ଯୁକ୍ତରାଷ୍ଟ୍ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାତିକୁ ଦେଇଥିବା ଟେଲିଭିଜନ୍ ସମ୍ବୋଧନରେ ଇରାନ୍କୁ ପ୍ରସ୍ତର ଯୁଗକୁ ଠେଲିଦେବୁ ବୋଲି ଧମକ ଦେବା ପରେ ଏହାର ତୁରନ୍ତ ଜବାବ ଦେଇଛି ଇରାନ। ଇରାନ୍ର କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଉତ୍ପାଦନ କ୍ଷମତା ପ୍ରାୟ ସମାପ୍ତ ହୋଇଯାଇଥିବା... Read moreDetails
ଗୋଟିଏ ଘଣ୍ଟାରେ ଉଡ଼ିଗଲା 10 ଲକ୍ଷ କୋଟି, କଣ କରିବେ ନିବେଶକ ? by M M Apr-02-2026 11:56 AM IST 0 ଯୁକ୍ତରାଷ୍ଟ୍ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇରାନ୍ ବିରୋଧରେ ନୂଆ ଧମକ ପରେ ଆନ୍ତର୍ଜାତିକ ତୈଳ ମୂଲ୍ୟ ବୃଦ୍ଧି ପାଇବାରୁ ଭାରତୀୟ ପୂଞ୍ଜି ବଜାରରେ ଭୟଙ୍କର କ୍ଷତି ଦେଖାଦେଇଛି। ଆଜି ବଜାର ଖୋଲିବା ସହିତ ବିଏସ୍ଇ ସେନ୍ସେକ୍ସ ଓ ଏନ୍ଏସ୍ଇ ନିଫ୍ଟି ତୀବ୍ର... Read moreDetails
ମୋଦିଙ୍କ ଚେତାବନୀ, ସାଧାରଣ ଲୋକଙ୍କ ଉପରେ ନପଡୁ ଯୁଦ୍ଧର ପ୍ରଭାବ by M M Apr-02-2026 11:19 AM IST 0 ପଶ୍ଚିମ ଏସିଆରେ ଯୁକ୍ତରାଷ୍ଟ୍ର ଓ ଇରାନ୍ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଭାରତୀୟ ଜନତାଙ୍କ ଉପରେ ନପଡ଼ୁ। ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଓ ବରିଷ୍ଠ... Read moreDetails
ଆମେରିକାବାସୀଙ୍କୁ ଟ୍ରମ୍ପଙ୍କ ସମ୍ବୋଧନ…ଯୁଦ୍ଧ ବନ୍ଦ ନେଇ ଏମିତି କହିଲେ… by M M Apr-02-2026 10:58 AM IST 0 ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ରାତିରେ ଆମେରିକାବାସୀଙ୍କୁ ଟେଲିଭିଜନ୍ ମାଧ୍ୟମରେ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି, ଇରାନ୍ ବିରୋଧରେ ଚାଲିଥିବା ଯୁଦ୍ଧରେ ଆମେରିକାର ମୂଳ ଲକ୍ଷ୍ୟ ଗୁଡ଼ିକ ପୂରଣ ହେବାକୁ ଯାଉଛି। ଏହି ସମ୍ବୋଧନରେ ସେ ଆଗାମୀ ଦୁଇରୁ... Read moreDetails
ଯୁକ୍ତରାଷ୍ଟ୍ରର 29 ରାଜ୍ୟରେ ବ୍ୟାପିଲାଣି COVID-19 ର ନୂଆ ପ୍ରଜାତି, ଜାଣନ୍ତୁ ଭାରତ ପାଇଁ କେତେ ବିପଦ ? by M M Apr-01-2026 05:48 PM IST 0 କୋଭିଡ-19 ର ଏକ ନୂଆ ପ୍ରଜାତି ଯୁକ୍ତରାଷ୍ଟ୍ର ଆମେରିକାର 29 ଟି ରାଜ୍ୟରେ ବ୍ୟାପିବା ପରେ ସାରା ବିଶ୍ୱରେ ଏ ନେଇ ଛନକା ପଶିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହା ଉପରେ ନଜର ରଖିଥିଲେ ମଧ୍ୟ ଭାରତରେ ଏହାର ପ୍ରଭାବ କଣ... Read moreDetails
ଖାମେନେଇ ମୃତ ନା ଜୀବିତ ? ଋଷ ରାଷ୍ଟ୍ରଦୂତ ଦେଲେ ବଡ଼ ବୟାନ by M M Apr-01-2026 03:08 PM IST 0 ଇରାନର ସୁପ୍ରିମ୍ ଲିଡର୍ ମୋଜତବା ଖାମେନେଇଙ୍କ ଅବସ୍ଥାନ ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ ରୁଷିୟାର ଇରାନ୍ ରାଷ୍ଟ୍ରଦୂତ ଆଲେକ୍ସେ ଡେଡୋଭ୍ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମୋଜତବା ଖାମେନେଇ ଇରାନ୍ ଭିତରେ ଅଛନ୍ତି ଏବଂ ସୁରକ୍ଷା କାରଣରୁ... Read moreDetails
30 ହଜାର କର୍ମଚାରୀଙ୍କୁ ଛଟେଇ କରିବ ଓରାକଲ୍…କଣ ରହିଛି କାରଣ ? by M M Apr-01-2026 12:58 PM IST 0 ବିଶ୍ୱର ପ୍ରମୁଖ ସଫ୍ଟୱେୟାର୍ କମ୍ପାନୀ ଓରାକଲ୍ କର୍ପୋରେସନ୍ ହଠାତ୍ ବଡ଼ ଧରଣର ଛଟେଇ ଆରମ୍ଭ କରିଛି। ରିପୋର୍ଟ ଅନୁଯାୟୀ, କମ୍ପାନୀ ପ୍ରାୟ ୨୦,୦୦୦ ରୁ ୩୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି, ଯାହା ତା’ର ମୋଟ କର୍ମଚାରୀଙ୍କର ପ୍ରାୟ ୧୮ ପ୍ରତିଶତ... Read moreDetails