• Latest
  • Trending
ନବୀନଙ୍କ ଚିଠିର ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ନବୀନଙ୍କ ଚିଠିର ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Jul-12-2024 04:17 PM IST
ମୁଣ୍ଡବିହୀନ ମୃତଦେହକୁ ନେଇ ଗଣ୍ଡଗୋଳ: ରାଖାଲଗୁଡ଼ା ଓ ଏମ୍‌ଭି-୨୬ ଗାଁରେ ‘BNS ୧୬୬’ ଧାରା ଲାଗୁ

ମୁଣ୍ଡବିହୀନ ମୃତଦେହକୁ ନେଇ ଗଣ୍ଡଗୋଳ: ରାଖାଲଗୁଡ଼ା ଓ ଏମ୍‌ଭି-୨୬ ଗାଁରେ ‘BNS ୧୬୬’ ଧାରା ଲାଗୁ

Dec-09-2025 09:08 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Dec-09-2025 08:30 AM IST
ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ: ସଂରକ୍ଷଣରେ ସଂଶୋଧନ ପାଇଁ ଦାବି

ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ: ସଂରକ୍ଷଣରେ ସଂଶୋଧନ ପାଇଁ ଦାବି

Dec-08-2025 04:51 PM IST
ଶୁଭମନ ଗିଲ୍ ଫିଟ୍- ଆସନ୍ତାକାଲି ଖେଳିବେ ବାରବାଟୀରେ ମ୍ୟାଚ୍

ଶୁଭମନ ଗିଲ୍ ଫିଟ୍- ଆସନ୍ତାକାଲି ଖେଳିବେ ବାରବାଟୀରେ ମ୍ୟାଚ୍

Dec-08-2025 02:57 PM IST
ଇଣ୍ଡିଗୋ ଏୟାରଲାଇନ୍ସର ଆଜି ୩୫୦ରୁ ଅଧିକ ଫ୍ଲାଇଟ୍ ବାତିଲ୍, ବଢ଼ୁଛି ଯାତ୍ରୀ ଅସନ୍ତୋଷ

ଇଣ୍ଡିଗୋ ଏୟାରଲାଇନ୍ସର ଆଜି ୩୫୦ରୁ ଅଧିକ ଫ୍ଲାଇଟ୍ ବାତିଲ୍, ବଢ଼ୁଛି ଯାତ୍ରୀ ଅସନ୍ତୋଷ

Dec-08-2025 10:26 AM IST
ଶିକ୍ଷକଙ୍କ ଅଭିନବ ପ୍ରତିବାଦ; ବିଦ୍ୟାଳୟରେ ପାଠପଢ଼ା ଚାଲିବ କେମିତି ?

ଶିକ୍ଷକଙ୍କ ଅଭିନବ ପ୍ରତିବାଦ; ବିଦ୍ୟାଳୟରେ ପାଠପଢ଼ା ଚାଲିବ କେମିତି ?

Dec-08-2025 10:15 AM IST
କ୍ଷମତାଚ୍ୟୁତ ପରେ ଫିକା ପଡୁଛି ‘ନବୀନ ମ୍ୟାଜିକ୍’,

କ୍ଷମତାଚ୍ୟୁତ ପରେ ଫିକା ପଡୁଛି ‘ନବୀନ ମ୍ୟାଜିକ୍’,

Dec-08-2025 10:08 AM IST
ଉତ୍ସବ ମୁଖର ବାରବାଟୀ: ଟି-୨୦ ମହାସମର ପାଇଁ ପ୍ରସ୍ତୁତି ଶେଷ

ଉତ୍ସବ ମୁଖର ବାରବାଟୀ: ଟି-୨୦ ମହାସମର ପାଇଁ ପ୍ରସ୍ତୁତି ଶେଷ

Dec-08-2025 09:32 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Dec-08-2025 09:21 AM IST

‘ମେହବୁବା’ ଗୀତ ବାଜୁଥିବା ବେଳେ କ୍ଲବରେ ମୃତ୍ୟୁର ତାଣ୍ଡବ : ଅଗ୍ନିକାଣ୍ଡରେ ୨୫ ମୃତ

Dec-07-2025 06:45 PM IST
  • About
  • Careers
  • Contact Us
Tuesday, December 9, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ନବୀନଙ୍କ ଚିଠିର ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

by M M
Jul-12-2024 04:17 PM IST
in ବଡ଼ ଖବର, ଭିଡ଼ିଓ, ରାଜନୀତି
0
ନବୀନଙ୍କ ଚିଠିର ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
491
SHARES
1.4k
VIEWS
Share on FacebookShare on Twitter

ନବୀନଙ୍କ ଚିଠିର ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପହଣ୍ଡି ବେଳେ ଘଟିଥିବା ଅଘଟଣ ନେଇ ଚିଠି ଲେଖିବା ପରେ, ଏହାର ଜବାବ ରଖିଛନ୍ତି ମୋହନ । ସେ କହିଛନ୍ତି, ଜଗତର ନାଥ ଜଗନ୍ନାଥ କେବଳ ଓଡିଆ ଜାତିର ଅସ୍ମିତାର ପ୍ରତୀକ ନୁହଁନ୍ତି । ସେ ସାରା ଜଗତ ଅର୍ଥାତ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳର ନାଥ । ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମିଳିତ ସମାହାର ଏବଂ ତାଙ୍କର ପୂଜନ ବିଧି ବ୍ୟବସ୍ଥା ସାରା ଜଗତରେ ବିରଳ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚିଠିରେ ଉଲ୍ଲେଖ କରିଛନ୍ତି ।ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚଳିତ ବର୍ଷ ଆଡପ ମଣ୍ଡପକୁ ବଡ ଠାକୁରଙ୍କ ପହଣ୍ଡି ବେଳେ ଯେଉଁ ଅଘଟଣ ଘଟିଲା, ସେଥିରେ ସାରା ଜଗତ ଦୁଃଖିତ । ତେଣୁ ଆପଣ ଏ ଘଟଣାରେ ମର୍ମାହତ ହେବା ସ୍ୱାଭାବିକ ବୋଲି ନବୀନଙ୍କୁ ଚିଠି ଲେଖି କହିଛନ୍ତି ନବୀନ । ଏଥିସହ ସେ ମଧ୍ୟ ଏହି ଘଟଣାରେ ଗଭୀର ଭାବେ ମର୍ମାହତ ବୋଲି କହିଛନ୍ତି ।ସେପଟେ ଏହି ଅଘଟଣ ଘଟିବା ପରେ, ଯେପରି ଏହି ଘଟଣାର ପୁନରାବୃତ୍ତି ନଘଟିବ ସେଥିପାଇଁ ଯତ୍ନବାନ ହେବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ତା ସହିତ ନବୀନଙ୍କ ଚିଠିକୁ ସେ ଗୁରୁତ୍ୱର ସହ ପଢିଛନ୍ତି ବୋଲି ମୋହନ ମାଝୀ ଚିଠିରେ ଉଲ୍ଲେଖ କରିଛନ୍ତି । ଖାଲି ସେତିକି ନୁହେଁ, ନବୀନଙ୍କ ପରାମର୍ଶ ତାଙ୍କ ପାଇଁ ସବୁବେଳେ ସମ୍ମାନର ସହ ଗ୍ରହଣୀୟ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚିଠି ଲେଖି ଜଣାଇଛନ୍ତି ।

Tags: newsroomodisha
Share196Tweet123
M M

M M

ଆଜିର ପାଗ

Bhubaneswar
December 9, 2025, 2:14 PM
 

N
Mainly clear
27°C
2.1 m/s
Apparent: 16°C
Pressure: 1016 mb
Humidity: 79%
Winds: 2.1 m/s N
Windgusts: 6.1 m/s
UV-Index: 0
Precip.: 0mm /0% / Rain
Sunrise: 6:10 AM
Sunset: 5:07 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

November 16, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ମୁଣ୍ଡବିହୀନ ମୃତଦେହକୁ ନେଇ ଗଣ୍ଡଗୋଳ: ରାଖାଲଗୁଡ଼ା ଓ ଏମ୍‌ଭି-୨୬ ଗାଁରେ ‘BNS ୧୬୬’ ଧାରା ଲାଗୁ

ମୁଣ୍ଡବିହୀନ ମୃତଦେହକୁ ନେଇ ଗଣ୍ଡଗୋଳ: ରାଖାଲଗୁଡ଼ା ଓ ଏମ୍‌ଭି-୨୬ ଗାଁରେ ‘BNS ୧୬୬’ ଧାରା ଲାଗୁ

December 9, 2025
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

December 9, 2025
ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ: ସଂରକ୍ଷଣରେ ସଂଶୋଧନ ପାଇଁ ଦାବି

ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ: ସଂରକ୍ଷଣରେ ସଂଶୋଧନ ପାଇଁ ଦାବି

December 8, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom