• Latest
  • Trending
ଉଠିଲା କର୍ଫ୍ୟୁ, ଫେରୁଛି ଶାନ୍ତି

ଉଠିଲା କର୍ଫ୍ୟୁ, ଫେରୁଛି ଶାନ୍ତି

Oct-08-2025 06:06 AM IST

ଆସୁଛି ବଡ଼ ବାତ୍ୟା, ସପ୍ତାହେ ଧରି ଛେଚିବ- କାଚିବ

Oct-21-2025 07:32 PM IST
ଟୋଲ୍ ପ୍ଲାଜାରେ ନଥିଲେ କର୍ମଚାରୀ- ଦଶ ଘଣ୍ଟା ଫ୍ରିରେ ଚାଲିଲା ଯାନବାହନ

ଟୋଲ୍ ପ୍ଲାଜାରେ ନଥିଲେ କର୍ମଚାରୀ- ଦଶ ଘଣ୍ଟା ଫ୍ରିରେ ଚାଲିଲା ଯାନବାହନ

Oct-21-2025 05:15 PM IST
ଅମାବାସ୍ୟା ରାତିରେ କଲିକତାରୁ ମାହାଙ୍ଗା ହଡାସାହିକୁ ଆସିଥିଲେ ମା କାଳୀ

ଅମାବାସ୍ୟା ରାତିରେ କଲିକତାରୁ ମାହାଙ୍ଗା ହଡାସାହିକୁ ଆସିଥିଲେ ମା କାଳୀ

Oct-21-2025 04:38 PM IST
ହମାସକୁ ଧମକ ଦେଲେ ଟ୍ରମ୍ପ, କହିଲେ କଥା ନମାନିଲେ ଧ୍ବଂସ କରିଦେବୁ

ହମାସକୁ ଧମକ ଦେଲେ ଟ୍ରମ୍ପ, କହିଲେ କଥା ନମାନିଲେ ଧ୍ବଂସ କରିଦେବୁ

Oct-21-2025 04:08 PM IST
ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଋଷଭ ପନ୍ତଙ୍କୁ ମିଳିଲା ଅଧିନାୟକ ଦାୟିତ୍ବ

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଋଷଭ ପନ୍ତଙ୍କୁ ମିଳିଲା ଅଧିନାୟକ ଦାୟିତ୍ବ

Oct-21-2025 03:37 PM IST
ସକାଳୁ ସକାଳୁ ପବନରେ ବିଷ, ଚାରିଆଡ଼େ କୁହୁଡ଼ିର ଭ୍ରମ , ଦିଲ୍ଲୀ କଥା ନକହିବା ଭଲ

ସକାଳୁ ସକାଳୁ ପବନରେ ବିଷ, ଚାରିଆଡ଼େ କୁହୁଡ଼ିର ଭ୍ରମ , ଦିଲ୍ଲୀ କଥା ନକହିବା ଭଲ

Oct-21-2025 01:20 PM IST
ଗୋଟିଏ ଆସନରେ ମହାଗଠବନ୍ଧନର ଦୁଇ ପ୍ରାର୍ଥୀ, ଫାଇଦା କାହାର ହେବ ?

ଗୋଟିଏ ଆସନରେ ମହାଗଠବନ୍ଧନର ଦୁଇ ପ୍ରାର୍ଥୀ, ଫାଇଦା କାହାର ହେବ ?

Oct-21-2025 12:39 PM IST
ଲଘୁଚାପ ପ୍ରଭାବ, ଆସୁଛି ବଡ଼ ବର୍ଷା

ଲଘୁଚାପ ପ୍ରଭାବ, ଆସୁଛି ବଡ଼ ବର୍ଷା

Oct-21-2025 12:19 PM IST
କଣ କହୁଛି ଆପଣଙ୍କ ରାଶିଫଳ

କଣ କହୁଛି ଆପଣଙ୍କ ରାଶିଫଳ

Oct-21-2025 07:07 AM IST
ନିଜ ଦମରେ ଲଢ଼ିଲେ ବିଜୟ ସୁନିଶ୍ଚିତ :ମୋଦି

ନିଜ ଦମରେ ଲଢ଼ିଲେ ବିଜୟ ସୁନିଶ୍ଚିତ :ମୋଦି

Oct-20-2025 12:43 PM IST
  • About
  • Careers
  • Contact Us
Wednesday, October 22, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଉଠିଲା କର୍ଫ୍ୟୁ, ଫେରୁଛି ଶାନ୍ତି

by M M
Oct-08-2025 06:06 AM IST
in ବଡ଼ ଖବର, ରାଜ୍ୟ
0
ଉଠିଲା କର୍ଫ୍ୟୁ, ଫେରୁଛି ଶାନ୍ତି
492
SHARES
1.4k
VIEWS
Share on FacebookShare on Twitter

କଟକ ସହରରୁ ଆଜି ସକାଳୁ କର୍ଫ୍ୟୁ ଉଠାଇ ଦିଆଯାଇଛି। ଗତକାଲିଠୁ  ଇଣ୍ଟରନେଟ୍ ସେବା ବି ସ୍ବାଭାବିକ ହୋଇଛି। କିନ୍ତୁ ସହରବାସୀଙ୍କ ମନରେ ଏବେ ବି ଭୟ, ଆଶଙ୍କା ଲାଗି ରହିଛି। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହେବାର ଏବେ ବି ଆଶଙ୍କା ରହିଛି । ଦୋକାନବଜାର ଖୋଲିଛି ।  ଗାଡ଼ି ଚଳାଚଳ ସ୍ବାଭାବିକ ସ୍ଥିତିକୁ ଫେରିଛି ।  ଅଧିକାଂଶ ସ୍ଥାନରେ ଦୋକାନ ଖୋଲିଥିବା ବେଳେ କିଛି ସ୍ଥାନରେ ଅଧା ବନ୍ଦ ରହିଛି। ତେବେ ଗଣ୍ଡଗୋଳ ଘଟିଥିବା ଦରଘାବଜାର ଅଞ୍ଚଳ ସମେତ ଗୌରୀଶଙ୍କର ପାର୍କ, ତିନିକୋଣିଆ ବଗିଚା, ବକ୍ସିବଜାର, ମଣିସାହୁ ଛକ, ହାତୀପୋଖରୀ, ଗଙ୍ଗାମନ୍ଦିର, ରହେମାନ ଛକ ଅଞ୍ଚଳରେ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲି ନାହିଁ। ସେହି ଅଞ୍ଚଳରେ ପୁଲିସର ସବୁଠୁ ଅଧିକ ପହରା ଲାଗିଛି।

ଆଜି ସକାଳେ ପୁଲିସ କମିସନର ଏସ୍‌.ଦେବଦତ୍ତ ସିଂହ ଓ ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ ଦରଘାବଜାର ଅଞ୍ଚଳରେ ସ୍ଥିତି ସମୀକ୍ଷା କରିଥିଲେ। ସମୀକ୍ଷା ପରେ କର୍ଫ୍ୟୁ କଟକଣା ଉଠାଇ ଦିଆଯାଇଥିଲେ ବି ୧୩ଟି ଥାନା ଅଞ୍ଚଳରେ ୬୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ରହିବେ। ଏମାନଙ୍କ ସହିତ କେନ୍ଦ୍ରୀୟ ଫୋର୍ସ ୮ କମ୍ପାନି ଅର୍ଥାତ୍‌ ୨୪ ପ୍ଲାଟୁନ୍ କେନ୍ଦ୍ରୀୟ ଫୋର୍ସ ମୁତୟନ ରହିବେ। ଦଙ୍ଗା ନିୟନ୍ତ୍ରଣକାରୀ ଗାଡ଼ି ଦରଘାବଜାର ଥାନା ନିକଟରେ ରହିବ। ସମ୍ପୂର୍ଣ୍ଣ ସ୍ଥିତି ସୁଧାର ଯାଏଁ ମୁତୟନ ହୋଇ ରହିବେ। ଦରଘାବଜାର ଥାନା ସମେତ ମଙ୍ଗଳାବାଗ, କ୍ୟାଣ୍ଟନମେଣ୍ଟ, ପୁରୀଘାଟ, ଲାଲବାଗ, ବିଡ଼ାନାସୀ, ମର୍କତନଗର, ସିଡିଏ ଫେଜ୍‌-୨, ମାଲଗୋଦାମ, ବାଦାମବାଡ଼ି, ଜଗତପୁର, ବୟାଳିଶମୌଜା, ସଦର ଥାନା ଅଞ୍ଚଳରେ ଏହି ଫୋର୍ସ ମୁତୟନ ରହିବାକୁ ନିଷ୍ପତ୍ତି ହୋଇଛି। ସିସି କ୍ୟାମେରା ଫୁଟେଜ୍‌ ଓ ମୋବାଇଲ୍‌ରେ ରେକର୍ଡ ହୋଇଥିବା ଭିଡିଓଗୁଡ଼ିକ ଦରଘାବଜାର ଥାନା ପୁଲିସ ଜବତ କରିଛି। ପ୍ରତ୍ୟେକ ଥାନା ଆଇଆଇସିମାନେ ଏହି ଭିଡିଓ ସଂଗ୍ରହରେ ନିୟୋଜିତ ରହି ଗଣ୍ଡଗୋଳରେ ସଂପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରୁଛନ୍ତି।

 

ରାତି ୧୦ଟା ପରେ ସହରରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ କରିଦିଆଯିବାକୁ ପୋଲିସ କହିଛି। ରାତିରେ ପୁଲିସର ୨୦ଟି କନ୍‌ଭଏ ପଇଁତରା ମାରିବ। ପ୍ରତି ଗାଡ଼ିରେ ଜଣେ ଏସିପି କିମ୍ବା ଆଇଆଇସିଙ୍କ ସହିତ ଦୁଇ ଜଣ ପୁଲିସ କର୍ମଚାରୀ ରହିବେ। ସ୍ପେସାଲ୍‌ ସ୍କ୍ବାଡ୍‌ ଓ ଥାନା ପୁଲିସଙ୍କୁ ନେଇ ୨୦ ଜଣିଆ ପୁଲିସ ଟିମ୍ ଗଠନ ହୋଇଛି। ଏମାନେ ମୁଖ୍ୟତଃ ଗୁଇନ୍ଦା ତଥ୍ୟ ସଂଗ୍ରହ କରିବେ। ଅନ୍ୟପଟେ ରବିବାର ଦିନ ଗଣ୍ଡଗୋଳରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୁଲିସ ଆଜି ୧୨ ଜଣଙ୍କୁ ଗିରଫ କରିଥିବା ବେଳେ ମୋଟ ଗିରଫ ସଂଖ୍ୟା ୨୦ରେ ପହଞ୍ଚିଛି।

Share197Tweet123
M M

M M

ଆଜିର ପାଗ

Bhubaneswar
October 22, 2025, 4:34 AM
 

NNW
Fog
24°C
0.7 m/s
Apparent: 30°C
Pressure: 1011 mb
Humidity: 99%
Winds: 0.7 m/s NNW
Windgusts: 8.1 m/s
UV-Index: 0
Precip.: 0mm /45% / Rain
Sunrise: 5:44 AM
Sunset: 5:17 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

ଆସୁଛି ବଡ଼ ବାତ୍ୟା, ସପ୍ତାହେ ଧରି ଛେଚିବ- କାଚିବ

October 21, 2025
ଟୋଲ୍ ପ୍ଲାଜାରେ ନଥିଲେ କର୍ମଚାରୀ- ଦଶ ଘଣ୍ଟା ଫ୍ରିରେ ଚାଲିଲା ଯାନବାହନ

ଟୋଲ୍ ପ୍ଲାଜାରେ ନଥିଲେ କର୍ମଚାରୀ- ଦଶ ଘଣ୍ଟା ଫ୍ରିରେ ଚାଲିଲା ଯାନବାହନ

October 21, 2025
ଅମାବାସ୍ୟା ରାତିରେ କଲିକତାରୁ ମାହାଙ୍ଗା ହଡାସାହିକୁ ଆସିଥିଲେ ମା କାଳୀ

ଅମାବାସ୍ୟା ରାତିରେ କଲିକତାରୁ ମାହାଙ୍ଗା ହଡାସାହିକୁ ଆସିଥିଲେ ମା କାଳୀ

October 21, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom