• Latest
  • Trending
ଭିତରକନିକା ଏବଂ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁଲା ‘ଦାନା

ଭିତରକନିକା ଏବଂ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁଲା ‘ଦାନା

Oct-25-2024 12:24 AM IST
ବେଇମାନି ଆଖ୍ୟାରୁ ବର୍ତ୍ତିବା ପାଇଁ ଜୟ ମିଛ କହୁଛନ୍ତି: ବିଜେଡି

ବେଇମାନି ଆଖ୍ୟାରୁ ବର୍ତ୍ତିବା ପାଇଁ ଜୟ ମିଛ କହୁଛନ୍ତି: ବିଜେଡି

Nov-04-2025 07:17 PM IST
ବିଳାସପୁରରେ ମେମୁ ସହ ମାଲଗାଡ଼ି ମୁହାଁମୁହିଁ ଧକ୍କା: ଛଅ ଯାତ୍ରୀ ମୃତ

ବିଳାସପୁରରେ ମେମୁ ସହ ମାଲଗାଡ଼ି ମୁହାଁମୁହିଁ ଧକ୍କା: ଛଅ ଯାତ୍ରୀ ମୃତ

Nov-04-2025 06:51 PM IST

ନବୀନ କାହାକୁ କହିଲେ ବେଇମାନ ?

Nov-04-2025 06:31 PM IST
ବିମାନ ଟିକେଟ୍ ବାତିଲ୍ ପାଇଁ ୪୮ ଘଣ୍ଟାର ‘ଲୁକ୍-ଇନ୍-ଅପ୍ସନ୍’ ପ୍ରସ୍ତାବ

ବିମାନ ଟିକେଟ୍ ବାତିଲ୍ ପାଇଁ ୪୮ ଘଣ୍ଟାର ‘ଲୁକ୍-ଇନ୍-ଅପ୍ସନ୍’ ପ୍ରସ୍ତାବ

Nov-04-2025 05:56 PM IST

କୋହଭରା ପୋଷ୍ଟ କଲେ ରାଜୁ ଢୋଲକିଆଙ୍କ ପତ୍ନୀ; ମୋ ସ୍ୱାମୀଙ୍କୁ ପଚାରିଲନି

Nov-04-2025 05:16 PM IST
ରାଜନୀତିରେ ପରିବାରବାଦ, ଥରୁରଙ୍କ ମତକୁ ନେଇ ରାଜନୀତି ସରଗରମ

ରାଜନୀତିରେ ପରିବାରବାଦ, ଥରୁରଙ୍କ ମତକୁ ନେଇ ରାଜନୀତି ସରଗରମ

Nov-04-2025 04:21 PM IST
ଟ୍ରମ୍ପଙ୍କ ବଡ଼ ଦାବି: ପାକିସ୍ତାନ, ରୁଷ ଓ ଚୀନ୍ କରୁଛନ୍ତି ଗୁପ୍ତ ପରମାଣୁ ପରୀକ୍ଷଣ

ଟ୍ରମ୍ପଙ୍କ ବଡ଼ ଦାବି: ପାକିସ୍ତାନ, ରୁଷ ଓ ଚୀନ୍ କରୁଛନ୍ତି ଗୁପ୍ତ ପରମାଣୁ ପରୀକ୍ଷଣ

Nov-04-2025 04:04 PM IST
ନୂଆପଡ଼ା ଉପ-ନିର୍ବାଚନ:  ପ୍ରତିଷ୍ଠା ବଞ୍ଚାଇବାକୁ ତିନି ଦଳର ଜୋରଦାର ପ୍ରଚାର

ନୂଆପଡ଼ା ଉପ-ନିର୍ବାଚନ:  ପ୍ରତିଷ୍ଠା ବଞ୍ଚାଇବାକୁ ତିନି ଦଳର ଜୋରଦାର ପ୍ରଚାର

Nov-04-2025 09:38 AM IST
ବିହାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରିବ ପ୍ରଚାର

ବିହାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରିବ ପ୍ରଚାର

Nov-04-2025 09:03 AM IST
କ’ଣ କହୁଛି ଆଜିର ରାଶିଫଳ

କ’ଣ କହୁଛି ଆଜିର ରାଶିଫଳ

Nov-04-2025 08:55 AM IST
  • About
  • Careers
  • Contact Us
Tuesday, November 4, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଭିତରକନିକା ଏବଂ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁଲା ‘ଦାନା

by M M
Oct-25-2024 12:24 AM IST
in ବଡ଼ ଖବର, ରାଜ୍ୟ
0
ଭିତରକନିକା ଏବଂ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁଲା ‘ଦାନା
491
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ବର: ଭିତରକନିକା ଏବଂ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁଲା ବାତ୍ୟା ‘ଦାନା  । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଦାନା’ ଶକ୍ତିଶାଳୀ ହୋଇ ସ୍ଥଳଭାଗରେ ଲ୍ୟାଣ୍ଡ ଫଲ୍ ହୋଇଛି। ସାମୁଦ୍ରିକ ବାତ୍ୟା ‘ଦାନା’ପ୍ରଭାବରେ ତୁହାକୁ ତୁହା ବର୍ଷା ସହିତ ପବନ ବେଗ ମଧ୍ୟ ଧୀରେଧୀରେ ବଢ଼ିବାରେ ଲାଗିଛି। କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସାମୁଦ୍ରିକ ବାତ୍ୟା ‘ଦାନା’ ଆଜି ରାତି ପ୍ରାୟ ୧୨ଟାରେ ଓଡ଼ଶା ମାଟିକୁ ସ୍ପର୍ଶ କରିଛି। କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ଓ ଭଦ୍ରକ ଜିଲ୍ଲା ଧାମରା ମଝିରେ ଏହା ଲ୍ୟାଣ୍ଡଫଲ କରିଛି। ବାତ୍ୟା ସ୍ଥଳଭାଗ ଛୁଇଁଥିବାରୁ କିଛି ସ୍ଥାନରେ ପବନର ଘଣ୍ଟାପ୍ରତି ବେଗ ୧୦୦ରୁ ୧୧୦ କିମି ରହିଥିବା ଅନୁମାନ କରାଯାଉଛି। କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ବାତ୍ୟା ଯୋଗୁଁ ଆଜି ଅପରାହ୍‌ଣ ପର୍ଯ୍ୟନ୍ତ ବର୍ଷା ହୋଇପାରେ।

Share196Tweet123
M M

M M

ଆଜିର ପାଗ

Bhubaneswar
November 4, 2025, 9:59 PM
 

WNW
Partly cloudy
24°C
0.8 m/s
Apparent: 26°C
Pressure: 1009 mb
Humidity: 79%
Winds: 0.8 m/s WNW
Windgusts: 4.8 m/s
UV-Index: 0
Precip.: 0mm /0% / Rain
Sunrise: 5:49 AM
Sunset: 5:10 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ବେଇମାନି ଆଖ୍ୟାରୁ ବର୍ତ୍ତିବା ପାଇଁ ଜୟ ମିଛ କହୁଛନ୍ତି: ବିଜେଡି

ବେଇମାନି ଆଖ୍ୟାରୁ ବର୍ତ୍ତିବା ପାଇଁ ଜୟ ମିଛ କହୁଛନ୍ତି: ବିଜେଡି

November 4, 2025
ବିଳାସପୁରରେ ମେମୁ ସହ ମାଲଗାଡ଼ି ମୁହାଁମୁହିଁ ଧକ୍କା: ଛଅ ଯାତ୍ରୀ ମୃତ

ବିଳାସପୁରରେ ମେମୁ ସହ ମାଲଗାଡ଼ି ମୁହାଁମୁହିଁ ଧକ୍କା: ଛଅ ଯାତ୍ରୀ ମୃତ

November 4, 2025

ନବୀନ କାହାକୁ କହିଲେ ବେଇମାନ ?

November 4, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom