• Latest
  • Trending
ବିମାନ ବିସ୍ଫୋରଣ ପାଇଁ ଖାଲିସ୍ତାନୀ ଆତଙ୍କବାଦୀ ପନ୍ନୁ ଦେଲା ଧମକ

ବିମାନ ବିସ୍ଫୋରଣ ପାଇଁ ଖାଲିସ୍ତାନୀ ଆତଙ୍କବାଦୀ ପନ୍ନୁ ଦେଲା ଧମକ

Oct-21-2024 03:04 PM IST
ମୋନ୍ଥା ପାଇଁ ଅନେକ ଟ୍ରେନ ବାତିଲ

ମୋନ୍ଥା ପାଇଁ ଅନେକ ଟ୍ରେନ ବାତିଲ

Oct-28-2025 09:30 AM IST

ବର୍ଷା ଆରମ୍ଭ : ରାଜ୍ୟ ସରକାର ପ୍ରସ୍ତୁତ

Oct-28-2025 09:25 AM IST
କ’ଣ ରହିଛି ଆପଣଙ୍କ ରାଶିଫଳ ?

କ’ଣ ରହିଛି ଆପଣଙ୍କ ରାଶିଫଳ ?

Oct-28-2025 09:23 AM IST
ନୂଆପଡ଼ାରେ ଜିତିବା ପାଇଁ ରଣନୀତି କରୁଛି ବିଜେପି, ଖରିଆର ରୋଡ଼ ଠାରେ ବିଜେପି ବୁଥ କାର୍ଯ୍ୟକର୍ତ୍ତାଙ୍କ ବୈଠକ

ନୂଆପଡ଼ାରେ ଜିତିବା ପାଇଁ ରଣନୀତି କରୁଛି ବିଜେପି, ଖରିଆର ରୋଡ଼ ଠାରେ ବିଜେପି ବୁଥ କାର୍ଯ୍ୟକର୍ତ୍ତାଙ୍କ ବୈଠକ

Oct-27-2025 07:44 PM IST
ରାପିଡୋ ଡ୍ରାଇଭର କଲେ ଏପରି କାମ, ପ୍ରଶଂସା କରୁଛନ୍ତି ସମସ୍ତେ

ରାପିଡୋ ଡ୍ରାଇଭର କଲେ ଏପରି କାମ, ପ୍ରଶଂସା କରୁଛନ୍ତି ସମସ୍ତେ

Oct-27-2025 07:03 PM IST
ନୂଆପଡ଼ାରେ ପ୍ରଭାତୀଙ୍କୁ କଡ଼ା ଜବାବ୍ ଦେଲେ ବର୍ଷା ସିଂ ବରିହା

ନୂଆପଡ଼ାରେ ପ୍ରଭାତୀଙ୍କୁ କଡ଼ା ଜବାବ୍ ଦେଲେ ବର୍ଷା ସିଂ ବରିହା

Oct-27-2025 06:41 PM IST
ଭାରତର ଅଂଶକୁ ବାଂଲାଦେଶର ଦେଖାଇଲେ ୟୁନୁସ

ଭାରତର ଅଂଶକୁ ବାଂଲାଦେଶର ଦେଖାଇଲେ ୟୁନୁସ

Oct-27-2025 05:49 PM IST
ହାତୀ ଦେବୀ, ଘୋଡ଼ା ଦେବୀ : ବିହାର ନିର୍ବାଚନ ପାଇଁ ତେଜସ୍ୱୀଙ୍କ ଲୋଭନୀୟ ପ୍ରତିଶ୍ରୁତି

ହାତୀ ଦେବୀ, ଘୋଡ଼ା ଦେବୀ : ବିହାର ନିର୍ବାଚନ ପାଇଁ ତେଜସ୍ୱୀଙ୍କ ଲୋଭନୀୟ ପ୍ରତିଶ୍ରୁତି

Oct-27-2025 05:17 PM IST
ଆଇସିୟୁରେ ଶ୍ରେୟସ, ଚାଲିଛି ଚିକିତ୍ସା

ଆଇସିୟୁରେ ଶ୍ରେୟସ, ଚାଲିଛି ଚିକିତ୍ସା

Oct-27-2025 01:23 PM IST
ସଲମାନ ଖାନଙ୍କୁ କାହିଁକି ଆତଙ୍କବାଦୀ ଲିଷ୍ଟରେ ରଖିଲା ପାକିସ୍ତାନ ?

ସଲମାନ ଖାନଙ୍କୁ କାହିଁକି ଆତଙ୍କବାଦୀ ଲିଷ୍ଟରେ ରଖିଲା ପାକିସ୍ତାନ ?

Oct-27-2025 12:43 PM IST
  • About
  • Careers
  • Contact Us
Tuesday, October 28, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଅପରାଧ

ବିମାନ ବିସ୍ଫୋରଣ ପାଇଁ ଖାଲିସ୍ତାନୀ ଆତଙ୍କବାଦୀ ପନ୍ନୁ ଦେଲା ଧମକ

by M M
Oct-21-2024 03:04 PM IST
in ଅପରାଧ, ଦେଶ ବିଦେଶ
0
ବିମାନ ବିସ୍ଫୋରଣ ପାଇଁ ଖାଲିସ୍ତାନୀ ଆତଙ୍କବାଦୀ ପନ୍ନୁ ଦେଲା ଧମକ
491
SHARES
1.4k
VIEWS
Share on FacebookShare on Twitter

ଏକମାସ ବିତିଲାଣି ପ୍ରତିଦିନ ବିମାନ ଆକ୍ରମଣ ପାଇଁ ମିଳୁଛି ବୋମା ଧମକ । ବିମାନ କଂପାନିମାନେ ଶହେ କୋଟି କ୍ଷତି କରିଥିବା କହିଛନ୍ତି । ଏହାରି ମଧ୍ୟରେ ଆଉ ଏକ ଧମକ ଯୋଡ଼ି ହୋଇଛି। ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ୍‌ ସିଂ ପନ୍ନୁ ବିମାନ ଯାତ୍ରୀମାନଙ୍କୁ ନଭେମ୍ବର ୧ ରୁ ୧୯ ତାରିଖ ମଧ୍ୟରେ ଏୟାର ଇଣ୍ଡିଆ ବିମାନରେ ଉଡ଼ାଣ ନକରିବାକୁ ଚେତାବନୀ ଦେଇଛି। କାରଣ ଏହି ମାସରେ ବୋମା ବିସ୍ଫୋରଣ ହେବ ବୋଲି ସେ ଖୋଲାଖୋଲି କହିଛି ।

ସେମାନେ ପ୍ଲା୍ନ କରିଛନ୍ତି ଆଉ ବୋମା ବିସ୍ଫୋରଣ କରିବେ ।  ସିଖ୍‌ ଫର୍‌ ଜ‌ଷ୍ଟିସ୍‌(ଏସ୍‌ଏଫ୍‌ଜେ)ର ପ୍ରତିଷ୍ଠାତା ପନ୍ନୁ ଏହି ଧମକ ଦେଇଛି । ଗତ ବର୍ଷ ମଧ୍ୟ ଶିତ ଦିନରେ ପନ୍ନୁ ବିମାନ ବିସ୍ଫୋରଣ ପାଇଁ ଧମକ ଦେଇଥିଲା । ପନ୍ନକୁ ହତ୍ୟା କରିବା ପାଇଁ ବିକାଶ ଯାଦବ ଯୋଜନା ବଡ଼ ଖବର ଥିବା ବେଳେ ପନ୍ନୁ ପୁଣି ତାର ପୁରୁଣା କଥା ଦୋହରାଇଛି ।

ଭାରତର ଅନେକ ଏୟାରଲାଇନ୍ସ ସମ୍ଭାବ୍ୟ ବୋମା ବିସ୍ଫୋରଣକୁ ନେଇ ଏକାଧିକ ଧମକ କଲ୍ ପାଇଛନ୍ତି । ଉଡାଣ ବାତିଲ କରୁଛନ୍ତି । କୋଟି କୋଟି ଟଙ୍କା କ୍ଷତି ସହୁଛନ୍ତି । ଏହାରି ଭିତରେ ପନ୍ନୁ ଚେତାବନୀ ବିମାନ କଂପାନିଙ୍କ ମୁଣ୍ଡ ବ୍ୟଥା ଆଣିଛି ।

୨୦୨୩ ମସିହା ନ‌ଭେମ୍ବର ମାସରେ ପନ୍ନୁ ଏକ ଭିଡିଓ ଜାରି କରି ଦାବି କରିଥିଲା ଯେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ନାମ ପରିବର୍ତ୍ତନ ହେବ ନହେଲେ ବୋମା ବିସ୍ଫୋରଣ ହେବ ।

ଜାତୀୟ ଅନୁସନ୍ଧାନ ଏଜେନ୍ସି ତାଙ୍କୁ ଅପରାଧିକ ଷଡଯନ୍ତ୍ର, ଧର୍ମ ଆଧାରରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ବୃଦ୍ଧି କରିବା ଏବଂ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ ଅନୁଯାୟୀ ବିଭିନ୍ନ ଅପରାଧରେ ଦୋଷୀ ସାବ୍ୟସ୍ତ କରିଥିଲା। ତୋବୋ ପନ୍ନୂ ଆମେରିକାରେ ରହୁଥିବାରୁ ତାର କିଛି କ୍ଷତି ହେଉନାହିଁ ।

Share196Tweet123
M M

M M

ଆଜିର ପାଗ

Bhubaneswar
October 28, 2025, 9:48 AM
 

ENE
Slight rain showers
27°C
2.7 m/s
Apparent: 31°C
Pressure: 1009 mb
Humidity: 93%
Winds: 2.7 m/s ENE
Windgusts: 9.7 m/s
UV-Index: 0
Precip.: 15.2mm /100% / Rain
Sunrise: 5:46 AM
Sunset: 5:14 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ମୋନ୍ଥା ପାଇଁ ଅନେକ ଟ୍ରେନ ବାତିଲ

ମୋନ୍ଥା ପାଇଁ ଅନେକ ଟ୍ରେନ ବାତିଲ

October 28, 2025

ବର୍ଷା ଆରମ୍ଭ : ରାଜ୍ୟ ସରକାର ପ୍ରସ୍ତୁତ

October 28, 2025
କ’ଣ ରହିଛି ଆପଣଙ୍କ ରାଶିଫଳ ?

କ’ଣ ରହିଛି ଆପଣଙ୍କ ରାଶିଫଳ ?

October 28, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom