ଆରମ୍ଭ ହେଲା ନୂଆ ଯୋଜନା, ଆରମ୍ଭ ହେବ କୁଟୁମ୍ବ ପେନସନ
କ୍ରାନ୍ତି ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ଘୋଷଣା କରିଛନ୍ତି । ଯେଉଁମାନେ ଦେଶପାଇଁ ରାଜ୍ୟପାଇଁ ସେବା କରିଛନ୍ତି ବଳିଦାନ ଦେଇଛନ୍ତି ସେହି ସ୍ୱାଧୀନତା ସଂଗ୍ରାମୀ ପରିବାରଙ୍କୁ ମିଳିବ ‘କୁଟୁମ୍ବ ପେନସନ ଯୋଜନା’ରେ ଭତ୍ତା। ଖୁବଶୀଘ୍ର ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ଚି଼ହ୍ନଟ କରିବେ ସରକାର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ତାର ରୂପରେଖ ମଧ୍ୟ ଖୁବଶୀଘ୍ର ପ୍ରସ୍ତୁତ ହେବାକୁ ଯାଉଥିବା ଶ୍ରୀ ମାଝୀ କହିଛନ୍ତି ।
/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)








