• Latest
  • Trending
ବୁମରା ପୁଣି ୧ନଂ ବୋଲର

ବୁମରା ପୁଣି ୧ନଂ ବୋଲର

Nov-27-2024 08:51 PM IST

ଏସ୍‌ଆଇ ପରୀକ୍ଷା ସ୍କାମ୍ : ସିବିଆଇକୁ ମାମଲା ହସ୍ତାନ୍ତର କଲେ ରାଜ୍ୟ ସରକାର

Oct-22-2025 08:01 PM IST
ବିହାରରେ କାହା ସପକ୍ଷରେ ଯିବ ମହିଳା ଭୋଟ?

ବିହାରରେ କାହା ସପକ୍ଷରେ ଯିବ ମହିଳା ଭୋଟ?

Oct-22-2025 07:10 PM IST
ଜଙ୍ଗଲ କ୍ଷେତ୍ରଫଳରେ ୯ମ ସ୍ଥାନକୁ ପହଞ୍ଚିଲା ଭାରତ

ଜଙ୍ଗଲ କ୍ଷେତ୍ରଫଳରେ ୯ମ ସ୍ଥାନକୁ ପହଞ୍ଚିଲା ଭାରତ

Oct-22-2025 06:48 PM IST
ଅଘଟଣରୁ ବର୍ତ୍ତିଗଲେ ରାଷ୍ଟ୍ରପତି, ହେଲିକପ୍ଟର ଚକ ଗାତରେ ପଶିଗଲା

ଅଘଟଣରୁ ବର୍ତ୍ତିଗଲେ ରାଷ୍ଟ୍ରପତି, ହେଲିକପ୍ଟର ଚକ ଗାତରେ ପଶିଗଲା

Oct-22-2025 04:08 PM IST
ପୀତବାସ ପଣ୍ଡା ହତ୍ୟାକାଣ୍ଡ ପଛରେ- ରାଜନୈତିକ କାରଣ

ପୀତବାସ ପଣ୍ଡା ହତ୍ୟାକାଣ୍ଡ ପଛରେ- ରାଜନୈତିକ କାରଣ

Oct-22-2025 03:43 PM IST
ଅପରାଧିକ ମାମଲାର ସୂଚନା ଦେଇନାହାଁନ୍ତି ଘାସିରାମ

ଅପରାଧିକ ମାମଲାର ସୂଚନା ଦେଇନାହାଁନ୍ତି ଘାସିରାମ

Oct-22-2025 03:25 PM IST
ପୀତବାସ ପଣ୍ଡା ହତ୍ୟା ମାମଲା , ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା

ପୀତବାସ ପଣ୍ଡା ହତ୍ୟା ମାମଲା , ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା

Oct-22-2025 01:45 PM IST
ଆଜିଠୁ ଲଘୁଚାପ ପ୍ରଭାବ, ଆସୁଛି ବଡ଼ ବର୍ଷା

ଆଜିଠୁ ଲଘୁଚାପ ପ୍ରଭାବ, ଆସୁଛି ବଡ଼ ବର୍ଷା

Oct-22-2025 10:04 AM IST
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

Oct-22-2025 09:54 AM IST
ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା: ପୁଲିସ କବଜାରେ ମୁଖ୍ୟ ସାର୍ପସୁଟର ଚିଣ୍ଟୁ

ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା: ପୁଲିସ କବଜାରେ ମୁଖ୍ୟ ସାର୍ପସୁଟର ଚିଣ୍ଟୁ

Oct-22-2025 09:39 AM IST
  • About
  • Careers
  • Contact Us
Wednesday, October 22, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଖେଳ

ବୁମରା ପୁଣି ୧ନଂ ବୋଲର

by M M
Nov-27-2024 08:51 PM IST
in ଖେଳ
0
ବୁମରା ପୁଣି ୧ନଂ ବୋଲର
491
SHARES
1.4k
VIEWS
Share on FacebookShare on Twitter

ବୁମରା ପୁଣି ବିଶ୍ବର ଏକ ନମ୍ବର ବୋଲର ହୋଇଛନ୍ତି ।  ଫେବୃଆରୀ ମାସରେ ପ୍ରଥମ ଥର ପାଇଁ ଆଇସିସି ଟେଷ୍ଟ ବୋଲିଂ ରାଙ୍କିଙ୍ଗର ଶୀର୍ଷ ସ୍ଥାନ ଦଖଲ କରିଥିଲେ ବୁମରା । ସେ ଭାରତର ପ୍ରଥମ ଦ୍ରୁତ ବୋଲର ଭାବେ ୧ନଂ ସ୍ଥାନରେ ପହଞ୍ଚିବାର ରେକର୍ଡ ମଧ୍ୟ କରିଛନ୍ତି।  ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ବୁମରା ୧୧ଟି ୱିକେଟ ନେବାରୁ ଅକ୍ଟୋବର ମାସରେ କିଛି ସପ୍ତାହ ପାଇଁ ପୁଣି ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚିଥିଲେ। ଏବେ  ଅଷ୍ଟ୍ରେଲିଆକୁ ହରାଇବା ପରେ ଯଶପ୍ରୀତ ବୁମରା ପୁଣିଥରେ ବିଶ୍ୱର ୧ନଂ ଟେଷ୍ଟ ବୋଲର ହୋଇଛନ୍ତି। ବୁମରା ମ୍ୟାଚ୍‌ରେ ୮ଟି ୱିକେଟ ନେବା ସହ ଭାରତ ମଧ୍ୟ ୨୯୫ ରନର ବୃହତ୍ତ ବିଜୟ ହାସଲ କରିଥିଲା। ପର୍ଥ ପ୍ରଦର୍ଶନ ପରେ ବୁମ୍ରା ୨ଟି ସ୍ଥାନ ଉପରକୁ ଉଠି ୧ନଂରେ ପହଞ୍ଚି ଯାଉଛନ୍ତି।

ଆଇସିସି ପକ୍ଷରୁ ଜାରି କରାଯାଇଥିବା ଟେଷ୍ଟ ବୋଲିଂରେ ବୁମରା ଦକ୍ଷିଣ ଆଫ୍ରିକାର କାଗିସୋ ରବାଡାଙ୍କୁ ପଛକୁ ଠେଲି ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଚଳିତ ବର୍ଷ ବୁମରା ଦ୍ୱିତୀୟ ଥର ପାଇଁ ଆଇସିସି ଟେଷ୍ଟ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚିଛନ୍ତି।

 

Tags: ICC rankingsJasprit Bumrah
Share196Tweet123
M M

M M

ଆଜିର ପାଗ

Bhubaneswar
October 22, 2025, 10:09 PM
 

E
Clear sky
27°C
0.1 m/s
Apparent: 32°C
Pressure: 1012 mb
Humidity: 82%
Winds: 0.1 m/s E
Windgusts: 8 m/s
UV-Index: 0
Precip.: 0mm /30% / Rain
Sunrise: 5:44 AM
Sunset: 5:17 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

ଏସ୍‌ଆଇ ପରୀକ୍ଷା ସ୍କାମ୍ : ସିବିଆଇକୁ ମାମଲା ହସ୍ତାନ୍ତର କଲେ ରାଜ୍ୟ ସରକାର

October 22, 2025
ବିହାରରେ କାହା ସପକ୍ଷରେ ଯିବ ମହିଳା ଭୋଟ?

ବିହାରରେ କାହା ସପକ୍ଷରେ ଯିବ ମହିଳା ଭୋଟ?

October 22, 2025
ଜଙ୍ଗଲ କ୍ଷେତ୍ରଫଳରେ ୯ମ ସ୍ଥାନକୁ ପହଞ୍ଚିଲା ଭାରତ

ଜଙ୍ଗଲ କ୍ଷେତ୍ରଫଳରେ ୯ମ ସ୍ଥାନକୁ ପହଞ୍ଚିଲା ଭାରତ

October 22, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom