• Latest
  • Trending
ଉତ୍ସବ ମୁଖର ବାରବାଟୀ: ଟି-୨୦ ମହାସମର ପାଇଁ ପ୍ରସ୍ତୁତି ଶେଷ

ଉତ୍ସବ ମୁଖର ବାରବାଟୀ: ଟି-୨୦ ମହାସମର ପାଇଁ ପ୍ରସ୍ତୁତି ଶେଷ

Dec-08-2025 09:32 AM IST
ଇଣ୍ଡିଗୋରେ ଆଜି ୩୫୦ରୁ ଅଧିକ ଫ୍ଲାଇଟ୍ ବାତିଲ୍, ବଢ଼ୁଛି ଯାତ୍ରୀ ଅସନ୍ତୋଷ

ଇଣ୍ଡିଗୋରେ ଆଜି ୩୫୦ରୁ ଅଧିକ ଫ୍ଲାଇଟ୍ ବାତିଲ୍, ବଢ଼ୁଛି ଯାତ୍ରୀ ଅସନ୍ତୋଷ

Dec-08-2025 10:26 AM IST
ଶିକ୍ଷକଙ୍କ ଅଭିନବ ପ୍ରତିବାଦ; ବିଦ୍ୟାଳୟରେ ପାଠପଢ଼ା ଚାଲିବ କେମିତି ?

ଶିକ୍ଷକଙ୍କ ଅଭିନବ ପ୍ରତିବାଦ; ବିଦ୍ୟାଳୟରେ ପାଠପଢ଼ା ଚାଲିବ କେମିତି ?

Dec-08-2025 10:15 AM IST
କ୍ଷମତାଚ୍ୟୁତ ପରେ ଫିକା ପଡୁଛି ‘ନବୀନ ମ୍ୟାଜିକ୍’,

କ୍ଷମତାଚ୍ୟୁତ ପରେ ଫିକା ପଡୁଛି ‘ନବୀନ ମ୍ୟାଜିକ୍’,

Dec-08-2025 10:08 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Dec-08-2025 09:21 AM IST

‘ମେହବୁବା’ ଗୀତ ବାଜୁଥିବା ବେଳେ କ୍ଲବରେ ମୃତ୍ୟୁର ତାଣ୍ଡବ : ଅଗ୍ନିକାଣ୍ଡରେ ୨୫ ମୃତ

Dec-07-2025 06:45 PM IST
ସମୃଦ୍ଧ ଓଡିଶା ଗଠନ ପାଇଁ ଏନର୍ଜି ସପ୍ଲାଇ ଚେନ୍‍କୁ ସୁଦୃଢ କରିବା ପାଇଁ ପଦକ୍ଷେପ ନିଆଯାଉଛି : ମୁଖ୍ୟମନ୍ତ୍ରୀ

ସମୃଦ୍ଧ ଓଡିଶା ଗଠନ ପାଇଁ ଏନର୍ଜି ସପ୍ଲାଇ ଚେନ୍‍କୁ ସୁଦୃଢ କରିବା ପାଇଁ ପଦକ୍ଷେପ ନିଆଯାଉଛି : ମୁଖ୍ୟମନ୍ତ୍ରୀ

Dec-07-2025 11:11 AM IST
ବିଶ୍ୱ ଅକ୍ଷୟ ଶକ୍ତି ବୃଦ୍ଧିର ଭାରତ ଏକ ପ୍ରମୁଖ ବାହକ: କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ

ବିଶ୍ୱ ଅକ୍ଷୟ ଶକ୍ତି ବୃଦ୍ଧିର ଭାରତ ଏକ ପ୍ରମୁଖ ବାହକ: କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ

Dec-07-2025 11:07 AM IST

ବିଶାଖାପାଟନମରେ ଭାରତର ଦମଦାର ବିଜୟ

Dec-07-2025 10:19 AM IST
ମୁମ୍ବାଇ ବିମାନବନ୍ଦରରେ ହଙ୍ଗାମା, ଆଫ୍ରିକୀୟ-ଆମେରିକୀୟ ମହିଳାଙ୍କ କ୍ରୋଧର ଭିଡିଓ ଭାଇରାଲ

ମୁମ୍ବାଇ ବିମାନବନ୍ଦରରେ ହଙ୍ଗାମା, ଆଫ୍ରିକୀୟ-ଆମେରିକୀୟ ମହିଳାଙ୍କ କ୍ରୋଧର ଭିଡିଓ ଭାଇରାଲ

Dec-07-2025 08:41 AM IST
କ’ଣ କହୁଛି ଆଜିର ରାଶିଫଳ

କ’ଣ କହୁଛି ଆଜିର ରାଶିଫଳ

Dec-07-2025 08:33 AM IST
  • About
  • Careers
  • Contact Us
Monday, December 8, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଖେଳ

ଉତ୍ସବ ମୁଖର ବାରବାଟୀ: ଟି-୨୦ ମହାସମର ପାଇଁ ପ୍ରସ୍ତୁତି ଶେଷ

ଖେଳାଳିଙ୍କୁ ଭବ୍ୟ ସ୍ୱାଗତ

by M M
Dec-08-2025 09:32 AM IST
in ଖେଳ
0
ଉତ୍ସବ ମୁଖର ବାରବାଟୀ: ଟି-୨୦ ମହାସମର ପାଇଁ ପ୍ରସ୍ତୁତି ଶେଷ
491
SHARES
1.4k
VIEWS
Share on FacebookShare on Twitter

କଟକ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆସନ୍ତାକାଲି ଟି-୨୦ ମହାସମର । ଡିସେମ୍ବର ୯ରେ, ବାରବାଟୀ ଷ୍ଟାଡିୟମ୍‌ରେ ଆୟୋଜିତ ହେବାକୁ ଥିବା ଏହି ହାଇ-ଭୋଲଟେଜ୍ ଟି-୨୦ ମ୍ୟାଚ୍ ପାଇଁ କଟକ ସହର ଏବେ ସମ୍ପୂର୍ଣ୍ଣ ଉତ୍ସବ ମୁଖର ।  ଉଭୟ ଦଳର ଖେଳାଳିମାନେ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି ।  ଖେଳାଳିମାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଆଯିବା ପରେ ସେଠାରେ ଭବ୍ୟ ସ୍ୱାଗତ କରାଯାଇଛି। ଆଜି ଷ୍ଟାଡିୟମ ଯାଇ ପ୍ରାକ୍ଟିସ କରିବେ ଖେଳାଳି ।

ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା

ଐତିହାସିକ ବାରବାଟୀରେ ଆନ୍ତର୍ଜାତୀୟ ମ୍ୟାଚ୍ ଅନୁଷ୍ଠିତ ହେଉଥିବାରୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଚରମ ସୀମାରେ ପହଞ୍ଚିଛି। ପ୍ରଶଂସକମାନେ ଟିମ୍ ଇଣ୍ଡିଆ ଏବଂ ପ୍ରିୟ ଖେଳାଳିମାନଙ୍କୁ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ମ୍ୟାଚ୍‌କୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ପାର୍କିଂ ସୁବିଧା: ଦର୍ଶକଙ୍କ ସୁବିଧା ପାଇଁ ମୋଟ୍ ୬ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ସାଧାରଣ ଦର୍ଶକଙ୍କ ପାଇଁ ତଳ ବାଲିଯାତ୍ରା ପଡ଼ିଆ, ଭିଆଇପିଙ୍କ ପାଇଁ ଉପର ବାଲିଯାତ୍ରା ପଡ଼ିଆ, ଏବଂ ଓସିଏ ସଦସ୍ୟଙ୍କ ପାଇଁ କ୍ରିକେଟ୍ ଏକାଡେମୀ ପଡ଼ିଆରେ ପାର୍କିଂର ବ୍ୟବସ୍ଥା କରାଯାଇଛି।

ମୁଖ୍ୟମନ୍ତ୍ରୀ ଦେଖିବେ ମ୍ୟାଚ୍: ଏହି ହାଇ-ଭୋଲଟେଜ୍ ମ୍ୟାଚ୍‌ରେ ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ରହି ପୂରା ମ୍ୟାଚ୍‌କୁ ଉପଭୋଗ କରିବେ ବୋଲି ସୂଚନା ମିଳିଛି ।

ନେଟ୍ ପ୍ରାକ୍ଟିସ୍ ଓ ଖେଳାଳିଙ୍କ ପ୍ରସ୍ତୁତି

OCA ସଭାପତି ପଙ୍କଜ ଲୋଚନ ମହାନ୍ତିଙ୍କ ସୂଚନା ଅନୁଯାୟୀ, ଉଭୟ ଦଳ ନେଟ୍ ପ୍ରାକ୍ଟିସ୍ ପାଇଁ ଆଜି ପଡ଼ିଆକୁ ଓହ୍ଲାଇବେ ।  ସୋମବାର ଦିନ ସାଢ଼େ ୧୧ଟାରେ ଭାରତୀୟ ଦଳର ନେଟ୍ ପ୍ରାକ୍ଟିସ୍ ବାରବାଟୀରେ ଅନୁଷ୍ଠିତ ହେବ।  ଦକ୍ଷିଣ ଆଫ୍ରିକା ଟିମ୍ ସନ୍ଧ୍ୟାରେ ଫ୍ଲଡ୍ ଲାଇଟ୍ ତଳେ ଅଭ୍ୟାସ କରିବ।  ପ୍ରାକ୍ଟିସ୍ ଦେଖିବା ପାଇଁ ଦୁଇଟି ଗ୍ୟାଲେରୀକୁ ଖୋଲା ରଖାଯିବାର ବ୍ୟବସ୍ଥା କରାଯାଇଛି।  ରବିବାର ଦିନ ଷ୍ଟାର୍ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ବାରବାଟୀ ଯାଇ ସ୍ୱତନ୍ତ୍ର ଅଭ୍ୟାସ କରିଥିଲେ । ସମଗ୍ର କଟକ ଓ ଭୁବନେଶ୍ୱରରେ କ୍ରିକେଟ୍ କ୍ରେଜ୍ ବଢ଼ିଯାଇଛି । ଆସନ୍ତାକାଲି ବାରବାଟୀ ଷ୍ଟାଡିୟମ୍‌ରେ ଏହି ଦୁଇ ବଡ଼ ଟିମ୍‌ର ମୁକାବିଲା ଦେଖିବାକୁ କ୍ରୀଡ଼ାପ୍ରେମୀମାନେ ଅପେକ୍ଷା କରିଛନ୍ତି।

Share196Tweet123
M M

M M

ଆଜିର ପାଗ

Bhubaneswar
December 8, 2025, 10:47 AM
 

NNE
Overcast
25°C
1.8 m/s
Apparent: 16°C
Pressure: 1016 mb
Humidity: 78%
Winds: 1.8 m/s NNE
Windgusts: 5.1 m/s
UV-Index: 0
Precip.: 0mm /0% / Rain
Sunrise: 6:10 AM
Sunset: 5:06 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

November 16, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଇଣ୍ଡିଗୋରେ ଆଜି ୩୫୦ରୁ ଅଧିକ ଫ୍ଲାଇଟ୍ ବାତିଲ୍, ବଢ଼ୁଛି ଯାତ୍ରୀ ଅସନ୍ତୋଷ

ଇଣ୍ଡିଗୋରେ ଆଜି ୩୫୦ରୁ ଅଧିକ ଫ୍ଲାଇଟ୍ ବାତିଲ୍, ବଢ଼ୁଛି ଯାତ୍ରୀ ଅସନ୍ତୋଷ

December 8, 2025
ଶିକ୍ଷକଙ୍କ ଅଭିନବ ପ୍ରତିବାଦ; ବିଦ୍ୟାଳୟରେ ପାଠପଢ଼ା ଚାଲିବ କେମିତି ?

ଶିକ୍ଷକଙ୍କ ଅଭିନବ ପ୍ରତିବାଦ; ବିଦ୍ୟାଳୟରେ ପାଠପଢ଼ା ଚାଲିବ କେମିତି ?

December 8, 2025
କ୍ଷମତାଚ୍ୟୁତ ପରେ ଫିକା ପଡୁଛି ‘ନବୀନ ମ୍ୟାଜିକ୍’,

କ୍ଷମତାଚ୍ୟୁତ ପରେ ଫିକା ପଡୁଛି ‘ନବୀନ ମ୍ୟାଜିକ୍’,

December 8, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom