• Latest
  • Trending
ସୁଶାସନ ସପ୍ତାହ ଓ ବିଜେପିର ରଣନୀତି

ସୁଶାସନ ସପ୍ତାହ ଓ ବିଜେପିର ରଣନୀତି

Dec-27-2025 09:58 AM IST
ମୋଦି ଆଡ଼ଭାନୀଙ୍କୁ କାହିଁକି ପ୍ରଶଂସା କଲେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ

ମୋଦି ଆଡ଼ଭାନୀଙ୍କୁ କାହିଁକି ପ୍ରଶଂସା କଲେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ

Dec-27-2025 05:10 PM IST
ଯେଉଁ ବିଦ୍ୟାଳୟରେ ଥିଲେ ଶିକ୍ଷକ, ସେହି ବିଦ୍ୟାଳୟରେ ମୁଖ୍ୟଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଯେଉଁ ବିଦ୍ୟାଳୟରେ ଥିଲେ ଶିକ୍ଷକ, ସେହି ବିଦ୍ୟାଳୟରେ ମୁଖ୍ୟଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

Dec-27-2025 03:48 PM IST
ପିଲାମାନଙ୍କର ଏହି ବୈଜ୍ଞାନିକ ଚିନ୍ତାଧାରା ଓ ସୃଜନଶୀଳତା ପ୍ରକୃତରେ ପ୍ରଶଂସନୀୟ:ମୁଖ୍ୟମନ୍ତ୍ରୀ

ପିଲାମାନଙ୍କର ଏହି ବୈଜ୍ଞାନିକ ଚିନ୍ତାଧାରା ଓ ସୃଜନଶୀଳତା ପ୍ରକୃତରେ ପ୍ରଶଂସନୀୟ:ମୁଖ୍ୟମନ୍ତ୍ରୀ

Dec-27-2025 03:25 PM IST

ପ୍ରତ୍ୟେକ ପରିବାରର ଅତି କମରେ ତିନୋଟି ସନ୍ତାନ ହେବା ଉଚିତ…

Dec-27-2025 03:02 PM IST
ବିଜେଡିର ପରବର୍ତ୍ତୀ ମାଷ୍ଟରଷ୍ଟ୍ରୋକ ହେବେ କି ସୁଜାତା କାର୍ତ୍ତିକେୟନ?

ବିଜେଡିର ପରବର୍ତ୍ତୀ ମାଷ୍ଟରଷ୍ଟ୍ରୋକ ହେବେ କି ସୁଜାତା କାର୍ତ୍ତିକେୟନ?

Dec-27-2025 10:16 AM IST
ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାରରେ ସମ୍ମାନିତ ହେଲେ ଓଡ଼ିଶାର ଜ୍ୟୋତ୍ସ୍ନା ଶବର

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାରରେ ସମ୍ମାନିତ ହେଲେ ଓଡ଼ିଶାର ଜ୍ୟୋତ୍ସ୍ନା ଶବର

Dec-27-2025 10:07 AM IST
ଶୀତର ପ୍ରକୋପ ଜାରି ରହିବ

ଶୀତର ପ୍ରକୋପ ଜାରି ରହିବ

Dec-27-2025 09:49 AM IST
କ’ଣ କହୁଛି ଆଜିର ରାଶିଫଳ

କ’ଣ କହୁଛି ଆଜିର ରାଶିଫଳ

Dec-27-2025 06:54 AM IST
ଅନୁ ଗର୍ଗ: ଓଡ଼ିଶା ପ୍ରଶାସନର ନୂଆ ମଙ୍ଗୁଆଳ; ମୋହନ ସରକାରରେ ମହିଳା ଶକ୍ତିର ପ୍ରଭାବ

ଅନୁ ଗର୍ଗ: ଓଡ଼ିଶା ପ୍ରଶାସନର ନୂଆ ମଙ୍ଗୁଆଳ; ମୋହନ ସରକାରରେ ମହିଳା ଶକ୍ତିର ପ୍ରଭାବ

Dec-26-2025 07:56 PM IST
ବିଜେଡିରେ ଝଡ଼ : ଶୀର୍ଷ ନେତାଙ୍କୁ ପ୍ରଭାତଙ୍କ ଖୋଲା ଚେତାବନୀ

ବିଜେଡିରେ ଝଡ଼ : ଶୀର୍ଷ ନେତାଙ୍କୁ ପ୍ରଭାତଙ୍କ ଖୋଲା ଚେତାବନୀ

Dec-26-2025 05:12 PM IST
  • About
  • Careers
  • Contact Us
Saturday, December 27, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜନୀତି

ସୁଶାସନ ସପ୍ତାହ ଓ ବିଜେପିର ରଣନୀତି

by M M
Dec-27-2025 09:58 AM IST
in ରାଜନୀତି, ରାଜ୍ୟ
0
ସୁଶାସନ ସପ୍ତାହ ଓ ବିଜେପିର ରଣନୀତି
491
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ପୂର୍ଣ୍ଣ ବହୁମତରେ ସରକାର ଗଢ଼ିଛି ଭାରତୀୟ ଜନତା ପାର୍ଟି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ଏବେ ଶାସନକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଅଣ୍ଟା ଭିଡ଼ିଛି। ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଚାଲିଥିବା ‘ସୁଶାସନ ସପ୍ତାହ’ ମାଧ୍ୟମରେ ସରକାର ସିଧାସଳଖ ହିତାଧିକାରୀଙ୍କ ଦ୍ୱାର ଦେଶରେ ପହଞ୍ଚୁଛନ୍ତି। ଏହି ପଦକ୍ଷେପକୁ ରାଜନୈତିକ ବିଶ୍ଳେଷକମାନେ ୨୦୨୭ ପୌର ନିର୍ବାଚନ ପାଇଁ ବିଜେପିର ଏକ ଶକ୍ତିଶାଳୀ ରଣନୀତି ଭାବେ ଦେଖୁଛନ୍ତି। ସୁଶାସନ ସପ୍ତାହର ମୂଳ ଲକ୍ଷ୍ୟ ହେଉଛି ‘ଅନ୍ତ୍ୟୋଦୟ’। ଅର୍ଥାତ୍ ସରକାରୀ ଯୋଜନା ଯେପରି ସମାଜର ଶେଷ ସୀମାରେ ଠିଆ ହୋଇଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚିବ, ତାହା ସୁନିଶ୍ଚିତ କରିବା। ସରକାରଙ୍କ ବିଭିନ୍ନ ଯୋଜନା ଯେପରିକି ସୁଭଦ୍ରା ଯୋଜନା, ଆୟୁଷ୍ମାନ ଭାରତ, ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକର ଲାଭ କେତେ ଜଣ ପାଇଛନ୍ତି ଏବଂ କେଉଁମାନେ ବାଦ୍ ପଡ଼ିଛନ୍ତି, ତାହାର ତଦାରଖ ଏହି ସପ୍ତାହରେ କରାଯାଉଛି। ବ୍ଲକ ଓ ପଞ୍ଚାୟତ ସ୍ତରରେ ଶିବିର ଆୟୋଜନ କରି ସାଧାରଣ ଜନତାଙ୍କ ଅଭିଯୋଗ ଶୁଣାଯିବା ସହ ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଉଛି। ବିଜେପି ଜାଣିଛି ଯେ ନିର୍ବାଚନ ଜିତିବା ପାଇଁ ‘ହିତାଧିକାରୀ’ ଗୋଷ୍ଠୀ ହେଉଛନ୍ତି ସବୁଠାରୁ ବଡ଼ ସମ୍ବଳ। ତାଙ୍କ ସହ ଯୋଗାଯୋଗ ରଖିଲେ ତାହା ନିର୍ବାଚନ ବେଳେ ଭଲ ଫଳ ଦେବ । ସୁଶାସନ ସପ୍ତାହ ମାଧ୍ୟମରେ ଦଳର କର୍ମୀ ଓ ସରକାରୀ ପ୍ରତିନିଧିମାନେ ଘରକୁ ଘର ବୁଲି ଲୋକଙ୍କ ସହ ସମ୍ପର୍କ ଯୋଡ଼ୁଛନ୍ତି। ସେମାନଙ୍କ ସୁଃଖ ଦୁଃଖରେ ସାମିଲ ହେବାକୁ ପ୍ରତିଶ୍ରୁତି ଦେଉଛନ୍ତି । ପୂର୍ବ ସରକାରଙ୍କ ସମୟରେ ଥିବା ‘ପିସି କାରବାର’ ବା ଦୁର୍ନୀତିକୁ ହଟାଇ ସ୍ୱଚ୍ଛ ଶାସନ ଦେବାର ପ୍ରତିଶ୍ରୁତିକୁ ଏହି ଅଭିଯାନ ମାଧ୍ୟମରେ ପ୍ରମାଣିତ କରିବାକୁ ଚେଷ୍ଟା କରୁଛନ୍ତି । ଓଡ଼ିଶାର ସହରାଞ୍ଚଳରେ ବିଜେପିର ସ୍ଥିତି ପୂର୍ବରୁ ମଧ୍ୟ ଭଲ ରହିଛି, କିନ୍ତୁ ପୌର ନିର୍ବାଚନରେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିବା ପାଇଁ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛି।

Share196Tweet123
M M

M M

ଆଜିର ପାଗ

Bhubaneswar
December 27, 2025, 9:27 PM
 

ESE
Clear sky
17°C
1.1 m/s
Apparent: 17°C
Pressure: 1014 mb
Humidity: 97%
Winds: 1.1 m/s ESE
Windgusts: 4.6 m/s
UV-Index: 0
Precip.: 0mm /0% / Rain
Sunrise: 6:20 AM
Sunset: 5:14 PM
© 2025 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ମୋଦି ଆଡ଼ଭାନୀଙ୍କୁ କାହିଁକି ପ୍ରଶଂସା କଲେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ

ମୋଦି ଆଡ଼ଭାନୀଙ୍କୁ କାହିଁକି ପ୍ରଶଂସା କଲେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ

December 27, 2025
ଯେଉଁ ବିଦ୍ୟାଳୟରେ ଥିଲେ ଶିକ୍ଷକ, ସେହି ବିଦ୍ୟାଳୟରେ ମୁଖ୍ୟଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଯେଉଁ ବିଦ୍ୟାଳୟରେ ଥିଲେ ଶିକ୍ଷକ, ସେହି ବିଦ୍ୟାଳୟରେ ମୁଖ୍ୟଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

December 27, 2025
ପିଲାମାନଙ୍କର ଏହି ବୈଜ୍ଞାନିକ ଚିନ୍ତାଧାରା ଓ ସୃଜନଶୀଳତା ପ୍ରକୃତରେ ପ୍ରଶଂସନୀୟ:ମୁଖ୍ୟମନ୍ତ୍ରୀ

ପିଲାମାନଙ୍କର ଏହି ବୈଜ୍ଞାନିକ ଚିନ୍ତାଧାରା ଓ ସୃଜନଶୀଳତା ପ୍ରକୃତରେ ପ୍ରଶଂସନୀୟ:ମୁଖ୍ୟମନ୍ତ୍ରୀ

December 27, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom