• Latest
  • Trending
ଛଣଗିରି ଗ୍ରାମରେ ଗୋ ଚାଲାଣକୁ ନେଇ ଦୁଇ ସଂମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଛଣଗିରି ଗ୍ରାମରେ ଗୋ ଚାଲାଣକୁ ନେଇ ଦୁଇ ସଂମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

Aug-10-2024 09:43 AM IST
ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

Feb-02-2026 07:41 PM IST
ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

Feb-02-2026 07:36 PM IST
ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

Feb-02-2026 07:06 PM IST
ରାଜଧାନୀରେ କିନ୍ନରଙ୍କୁ ଵୀଭତ୍ସ ହତ୍ୟା

ରାଜଧାନୀରେ କିନ୍ନରଙ୍କୁ ଵୀଭତ୍ସ ହତ୍ୟା

Feb-02-2026 07:03 PM IST
କେନ୍ଦ୍ର ବଜେଟ, ରବି ଦାସଙ୍କ ନଜର, ଆମଆଦମୀଙ୍କୁ କାହିଁକି ସନ୍ତୁଷ୍ଟ କଲାନି ଏଥର ବଜେଟ ?

କେନ୍ଦ୍ର ବଜେଟ, ରବି ଦାସଙ୍କ ନଜର, ଆମଆଦମୀଙ୍କୁ କାହିଁକି ସନ୍ତୁଷ୍ଟ କଲାନି ଏଥର ବଜେଟ ?

Feb-02-2026 07:00 PM IST
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

Feb-01-2026 06:32 PM IST
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

Feb-01-2026 06:29 PM IST
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

Feb-01-2026 06:26 PM IST
କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

Feb-01-2026 06:22 PM IST
ବଜେଟ ପରେ ସୁନା ବଢ଼ିଲା ନା କମିଲା ?

ବଜେଟ ପରେ ସୁନା ବଢ଼ିଲା ନା କମିଲା ?

Feb-01-2026 06:18 PM IST
  • About
  • Careers
  • Contact Us
Tuesday, February 3, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଛଣଗିରି ଗ୍ରାମରେ ଗୋ ଚାଲାଣକୁ ନେଇ ଦୁଇ ସଂମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ମୋଟର ସାଇକେଲ ଭଗାଂରୁଜା ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ

by M M
Aug-10-2024 09:43 AM IST
in ବଡ଼ ଖବର, ରାଜ୍ୟ
0
ଛଣଗିରି ଗ୍ରାମରେ ଗୋ ଚାଲାଣକୁ ନେଇ ଦୁଇ ସଂମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା
491
SHARES
1.4k
VIEWS
Share on FacebookShare on Twitter

ଖୋର୍ଦ୍ଧା : ଦିନକୁ ଦିନ ରାଜ୍ୟରେ ବଢ଼ୁଛି ଗୋ ଚାଲାଣ । ପ୍ରତିବାଦ କଲେ ଗୋ ଚାଲାଣକାରୀମାନେ ଆକ୍ରମଣ କରି ଧନଜୀବନ ନଷ୍ଟ କରୁଛନ୍ତି । ଗୋସେବକମାନେ ଆକ୍ରମଣର ଶିକାର ହେଉଛନ୍ତି । ଅଭିଯୋଗ କଲେ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଗୋସେବକମାନେ ଅଭିଯୋଗ କରୁଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଖୋର୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଛଗଗିରି ଗ୍ରାମରେ ଦେଖିବାକୁ ମିଳିଛି । ଗୋଚାଲାଣକୁ ବିରୋଧ କରିବାକୁ  ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି ହୋଇଛି । ଗୋଚାଲାଣକୁ ବିରୋଧ କରିବାକୁ ହିନ୍ଦୁ ଓ ସଂଖ୍ୟାଲଘୁ ସଂମ୍ପ୍ରଦାୟ ମୁହାଁମୁହିଁ ହୋଇଛନ୍ତି। ସୂଚନା ଅନୁସାରେ ଜଣେ ସଂଖ୍ୟାଲଘୁ ସଂମ୍ପ୍ରଦାୟ ର ବ୍ୟକ୍ତି ଓଗାଳପୁର ଗ୍ରାମରୁ ଗୋରୁଵୋଝେଇ କରି ଫେରୁଥିବା ଖବର ପାଇବା ପରେ କିଛି ସ୍ଥାନୀୟ ବ୍ୟକ୍ତି ତାହାକୁ ବିରୋଧ କରିଥିଲେ । ଏହା ପରେ ଯୁକ୍ତି ତର୍କ ହୋଇଥିଲା । ଖବର ପାଇ ହିନ୍ଦୁ ସଂଗଠନ ଓ ବଜରଙ୍ଗ ଦଳରର କର୍ମକର୍ତ୍ତା ମାନେ ଛଣଗିରି ଗାଁ ରାସ୍ତାରେ ପହଁଚି ସେମାନଙ୍କୁ ପଚାରିବାରେ ସଂଖ୍ୟାଲଘୁ ସଂମ୍ପ୍ରଦାୟ ର କେତେକ ଯୁବକ ହଠାତ ସେଠାରେ ପହଁଚି ମାଡପିଟ ଆରମ୍ଭ କରିଥିଲେ । ହିନ୍ଦୁ ସଂଗଠନର ଯୁବକମାନଙ୍କ ଗାଡ଼ି ଭାଙ୍ଗିଦେଇଥିଲେ ।  ସଂଖ୍ୟାଲଘୁ ସଂମ୍ପ୍ରଦାୟ ର ଲୋକେ ମାରଣାସ୍ତ୍ର ଧରି ମିଳିତ ଭାବରେ ଆକ୍ରମଣ କରିଥିଲେ। ଆକ୍ରମଣରେ ହିନ୍ଦୁ ସଂଗଠନର ୧୮ଟି ମୋଟର ସାଇକେଲକୁ ସଂପୂର୍ଣ୍ଣ ଭାଗିଂ ଦେଇଥିବା ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ ଜଂକିଆ ପୋଲିସ ପହଁଚିଥିଲା । ପରେ ସେମାନେ ଖସି ପଳାଇଥିଲେ । ଅଭିଯୋଗ ପରେ  ଖୋର୍ଦ୍ଧା ଏସଡିପିଓ ପହଞ୍ଚି ଥିଲେ । ଏହି ଘଟଣାର ପ୍ରତିବାଦରେ ହିନ୍ଦୁ ସଂଗଠନ ଓ ବଜରଙ୍ଗ ଦଳର ସଦସ୍ୟ ମାନେ ପ୍ରଥମେ ନୂଆ ଜଗନ୍ନାଥ ସଡକ ଛଣଗିରି ଛକ ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରି  ନ୍ୟାୟ ଦାବି କରିବା ସହ ହିଂସାକାଣ୍ଡ ଘଟାଇ ବାଇକ ଭାଙ୍ଗିଥିବା ବ୍ୟକ୍ତିମାନଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ ।  ଉତ୍ତେଜନା ବେଳେ ଗାଡିମୋଟର ଦୋକାନ ବଜାର ଘର ଭଗାଂରୁଜା ହୋଇଥିବା ଦେଖିବାକୁ ମିଳିଛି । ହିଂସାକାଣ୍ଡ ଘଟାଇଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ହିନ୍ଦୁ ସଂଗଠନ ପକ୍ଷରୁ ଦାବି ଜୋର ଧରିଥିଲା। ହିନ୍ଦୁ ସଂଗଠନ ପକ୍ଷରୁ ୧୬ନମ୍ବର ଜାତୀୟ ରାଜପଥ ଜଂକିଆ ଠାରେ ରାସ୍ତା ଅବରୋଧ ହୋଇଥିଲା। ଶତାଧିକ ଲୋକେ ଜାତୀୟ ରାଜପଥ ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ। ରାସ୍ତାର ଉଭୟ ପାର୍ଶ୍ଵରେ ଦିର୍ଘ ୪ଘଣ୍ଟା ଧରି ଗାଡିମୋଟର ଅଟକି ରହିଥିଲା। ଘଟଣା ସ୍ଥଳରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଖୋର୍ଦ୍ଧା ଏସ୍ପି ଓ ଅତିରିକ୍ତ ଏସ୍ଢି ପହଞ୍ଚି ଆନ୍ଦୋଳନ ରତ ଲୋକଙ୍କ ସହିତ ଆଲୋଚନା କରି ବୁଝାଶୁଝା କରିଥିଲେ। ସଂନ୍ଧ୍ୟା ୬ଟରୁ ୧୬ନମ୍ବ ଜାତୀୟ ରାଜପଥ ୪ଘଣ୍ଟା ଧରି ଅବରୋଧ ହୋଇଥିଲା। ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ ଦାଶ ଗୋମାଫିଆ ମାନଙ୍କ ସହିତ ସମ୍ପର୍କ ରଖି ଗୋ ରକ୍ଷକ ମାନଙ୍କ ନାମରେ ମାମଲା ରୁଜୁ କରୁଥିବା ଅଭିଯୋଗ କରାଯାଇଛି । ସାମ୍ପ୍ରଦାୟିକ ମାଡପିଟ ଘଟଣାରେ ଜଣେ ଗୋରକ୍ଷକ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ସମସ୍ତ ମେଡ଼ିକାଲ ଖର୍ଚ୍ଚ ପ୍ରଶାସନ ବହନ କରିବାକୁ ଦାବି କରାଯାଇଛି । ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଅତିରିକ୍ତ ଏସ୍ପି ପ୍ରତିଶ୍ରୁତି ଦେଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସଂପୂର୍ଣ୍ଣ ଭାବରେ ଗୋଚାଲାଣ ବନ୍ଦ କରିବାକୁ ଖୋର୍ଦ୍ଧା ବିଧାୟକ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

Share196Tweet123
M M

M M

ଆଜିର ପାଗ

Bhubaneswar
February 3, 2026, 5:47 AM
 

NNW
Fog
17°C
0.7 m/s
Apparent: 22°C
Pressure: 1017 mb
Humidity: 87%
Winds: 0.7 m/s NNW
Windgusts: 5.7 m/s
UV-Index: 0
Precip.: 0mm /0% / Rain
Sunrise: 6:21 AM
Sunset: 5:38 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

February 2, 2026
ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

February 2, 2026
ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

February 2, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom