ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ହିନ୍ଦୁ ନେତାଙ୍କ ପ୍ରାର୍ଥୀପତ୍ର ନାକଚ ହେବା ଏକ ଗମ୍ଭୀର ଚିନ୍ତାର ବିଷୟ ପାଲଟିଛି। ବାଂଲାଦେଶରେ ସାଧାରଣ ନିର୍ବାଚନ ପୂର୍ବରୁ ଅନେକ ହିନ୍ଦୁ ନେତାଙ୍କ ପ୍ରାର୍ଥୀପତ୍ରକୁ ବିଭିନ୍ନ ବାହାନା କରି ନାକଚ କରାଯାଇଛି। ସଂଖ୍ୟାଲଘୁ ହିନ୍ଦୁ ଭୋଟରଙ୍କୁ ପ୍ରଭାବିତ କରୁଥିବା ନେତାଙ୍କୁ ନିର୍ବାଚନ ମୈଦାନରୁ ଦୂରେଇ ରଖିବା ପାଇଁ ଏହା ଏକ ରଣନୀତି ହୋଇପାରେ। ସ୍ଥାନୀୟ ପ୍ରଶାସନ ଉପରେ କଟ୍ଟରପନ୍ଥୀ ଗୋଷ୍ଠୀଙ୍କ ଚାପ ଯୋଗୁଁ ବେଷୟିକ ତ୍ରୁଟି ଦର୍ଶାଇ ନାମାଙ୍କନ ପତ୍ର ବାତିଲ କରାଯାଉଥିବା ଅଭିଯୋଗ ହେଉଛି।
ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ହିନ୍ଦୁ ନେତାଙ୍କ ପ୍ରାର୍ଥୀପତ୍ର ନାକଚ ହେବା ଏକ ଗମ୍ଭୀର ଚିନ୍ତାର ବିଷୟ ପାଲଟିଛି।

















