• Latest
  • Trending
କଣ କହୁଛି ଆପଣଙ୍କ ରାଶିଫଳ

କଣ କହୁଛି ଆପଣଙ୍କ ରାଶିଫଳ

Oct-21-2025 07:07 AM IST
SCB ଅଗ୍ନିକାଣ୍ଡ: ମନ୍ତ୍ରୀପଦ ଛାଡ଼ିବେ ମହାଲିଙ୍ଗ ! 

SCB ଅଗ୍ନିକାଣ୍ଡ: ମନ୍ତ୍ରୀପଦ ଛାଡ଼ିବେ ମହାଲିଙ୍ଗ ! 

Mar-22-2026 10:47 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-22-2026 10:44 AM IST
କିଛି ଘଣ୍ଟାରେ ପ୍ରବଳ ବର୍ଷା 

କିଛି ଘଣ୍ଟାରେ ପ୍ରବଳ ବର୍ଷା 

Mar-21-2026 05:06 PM IST
ଭୟଙ୍କର ହେଲା ଯୁଦ୍ଧ !ଭାରତ ମହାସାଗରେ ଘନଘନ ମିସାଇଲ ମାଡ଼…

ଭୟଙ୍କର ହେଲା ଯୁଦ୍ଧ !ଭାରତ ମହାସାଗରେ ଘନଘନ ମିସାଇଲ ମାଡ଼…

Mar-21-2026 05:02 PM IST
ପ୍ରତାପଙ୍କୁ ଶ୍ରୀମୟୀଙ୍କ ନିଶାନା, କହିଲେ କର୍ମଫଳ ଏଇଠି ଭୋଗିବାକୁ ହୁଏ

ପ୍ରତାପଙ୍କୁ ଶ୍ରୀମୟୀଙ୍କ ନିଶାନା, କହିଲେ କର୍ମଫଳ ଏଇଠି ଭୋଗିବାକୁ ହୁଏ

Mar-21-2026 04:58 PM IST
odisha.newsroom.in

ଏପ୍ରିଲ ପହିଲାରୁ ATM ରେ ଲାଗୁହେବ ନୂଆ ନିୟମ

Mar-21-2026 04:06 PM IST
odisha.newsroom.in

ସୋଫିଆଙ୍କ ଭବିଷ୍ୟତ ନେଇ ବଡ଼ ବୟାନ ଦେଲେ ମୋକିମ, କହିଲେ…

Mar-21-2026 02:09 PM IST
odisha.newsroom.in

ବଲିଉଡ ଇତିହାସରେ ସବୁଠୁ ବଡ଼ ରେକର୍ଡ କଲା ଧୁରନ୍ଧର-୨

Mar-21-2026 01:04 PM IST
odisha.newsroom.in

ଆଇଫୋନ ବ୍ୟବହାର କରୁଛନ୍ତି କି ? ବିପଦରେ ଏହି ସବୁ ଡିଭାଇସ

Mar-21-2026 12:31 PM IST
odisha.newsroom.in

ନେତାନ୍ୟାହୁଙ୍କ ଦୃଢ଼ୋକ୍ତି…ଦୁର୍ବଳ ହେଉଛି ଇରାନ, ଖୁବ ଶୀଘ୍ର ଶେଷ ହେବ ଯୁଦ୍ଧ

Mar-21-2026 12:01 PM IST
  • About
  • Careers
  • Contact Us
Sunday, March 22, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଆପଣଙ୍କ ଭାଗ୍ୟ

କଣ କହୁଛି ଆପଣଙ୍କ ରାଶିଫଳ

by M M
Oct-21-2025 07:07 AM IST
in ଆପଣଙ୍କ ଭାଗ୍ୟ
0
କଣ କହୁଛି ଆପଣଙ୍କ ରାଶିଫଳ
491
SHARES
1.4k
VIEWS
Share on FacebookShare on Twitter

ମେଷ: ବ୍ୟବସାୟରେ ବଡ଼ ଡ଼ିଲ୍ ଫାଇନାଲ ହେବା ଯୋଗୁଁ ଘରେ ସମାରୋହ କରିବେ। ରଚନାତ୍ମକ କାର୍ଯ୍ୟରେ ମନ ଲାଗିବ। ତଳିଆ କର୍ମଚାରୀ ଆପଣଙ୍କଠୁ କାମ ଶିଖିବାକୁ ପସନ୍ଦ କରିବେ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

ବୃଷ: ପୂର୍ବରୁ କରିଥିବା କୌଣସି ସାମାଜିକ କାର୍ଯ୍ୟ ପାଇଁ ସମ୍ମାନିତ ହେବେ। ନୂଆ ବେପାର ଆରମ୍ଭ କରିବା ପାଇଁ ମନସ୍ଥ କରିବେ। ଚାକିରି ଖୋଜୁଥିବା ଲୋକଙ୍କ ଲାଗି ଭଲ କଂପାନିରେ ଚାକିରିର ସୁଯୋଗ ଆସିବ।

ମିଥୁନ: ନୂଆ ବେପାର ପାଇଁ ଯୋଜନା କରିବେ। ପାରିବାରିକ କାମରେ ଜୀବନସାଥୀର ସହଯୋଗ ପାଇବେ। ସଙ୍ଗୀତ ଓ କଳା କ୍ଷେତ୍ରରେ ଥିବା ବ୍ୟକ୍ତି ଭଲ ପ୍ଲାଟଫର୍ମରେ କାମ କରିବାର ସୁଯୋଗ ପାଇବେ।

କର୍କଟ: ବେପାରରେ ଦିଗୁଣା ବୃଦ୍ଧି ହେବ। ରାଜନୀତିରେ ସକ୍ରିୟ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ବଜାୟ ରହିବ। ବିଦ୍ୟାର୍ଥୀଙ୍କ ଲାଗି ସଫଳତାର ଦିନଟିଏ।

ସିଂହ: ବେପାରରେ ଭାଗୀଦାରି ଭାବିଚିନ୍ତି କରନ୍ତୁ। ବିବାହ ସମ୍ବନ୍ଧରେ ଲାଗି ରହିଥିବା ସମସ୍ୟା ସମାଧାନ ହୋଇଯିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ବଢ଼ିଆ ହେବ। କାଷ୍ଠ ସାମଗ୍ରୀ କିଣିବା ଲାଗି ଭଲ ଦିନଟିଏ।

କନ୍ୟା: ଆର୍କେଟେଚରଙ୍କ ଲାଗି ଦିନଟି ଲାଭପ୍ରଦ। କୌଣସି କଂପାନିରେ ଚାକିରିର ସୁଯୋଗ ଆସିବ। ନୂଆ ମୋଟର ଗାଡ଼ି କିଣି ପାରନ୍ତି। ଆର୍ଥିକ କ୍ଷେତ୍ରରେ ସ୍ଥିରତା ବଜାୟ ରହିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।

ତୁଳା: ଆପଣଙ୍କ ମନ ଆଧ୍ୟାତ୍ମିକ ଆଡ଼କୁ ରହିବ। ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିବାର ଯୋଜନା କରିବେ। କୌଣସି ଲୋକ ଆପଣଙ୍କ ଖୁସିକୁ ଦିଗୁଣା କରିଦେବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ ରହିବ।

ବିଛା: ବ୍ୟବସାୟଙ୍କ ଲାଗି ଦିନଟି ଲାଭପ୍ରଦ। ବନ୍ଧୁ ସହିତ ବେପାର କରିବା ଲାଗି ଯୋଜନା କରିବେ। ଦାମ୍ପତ୍ୟ ଜୀବନରେ ମଧୁରତା ଭରପୂର ରହିବ। ଗ୍ରାଫିକ ଡ଼ିଜାଇନିଙ୍ଗଙ୍କ ଲାଗି ଦିନଟି ଭଲ ରହିବ।

ଧନୁ: ଚାକିରିଜୀବୀ ମନ ଚାହୁଁଥିବା ଅଞ୍ଚଳକୁ ବଦଳି ହେବେ। ନୂଆ ବିଷୟରେ ରୁଚି ବଢ଼ିବ। ଫଳ ଚିନ୍ତା ନକରି ପରିଶ୍ରମ କରନ୍ତୁ। ଜୀବନସାଥୀଙ୍କୁ ନିଜ ସମସ୍ୟା କହିବେ। ଛାତ୍ରଛାତ୍ରୀ ନିଜର କାମ ଆସନ୍ତା କାଲି ପାଇଁ ରଖନ୍ତୁ ନାହିଁ।

ମକର: ପୂଜାପାଠରେ ସମୟ ବିତିବ। ଅଫିସରେ ସହକର୍ମୀଙ୍କ ସାହାଯ୍ୟରେ କାମ ଶୀଘ୍ର ସମାପ୍ତ କରିଦେବେ। କୌଣସି ଅନୁଭବୀଙ୍କ ମତ ଆପଣଙ୍କ ଲାଗି ଫଳପ୍ରଦ ସାବ୍ୟସ୍ତ ହେବ। ଘରୋଇ ଜିନିଷ କିଣିବାରେ ଅଧିକ ଖର୍ଚ୍ଚ କରିବେ।

କୁମ୍ଭ: ବେପାରରେ ଅଚାନକ ଧନଲାଭର ଅବସର ପାଇବେ। ଆପଣଙ୍କର ସବୁ କାମ ମନ ମୁତାବକ ପୂରା ହେବ। ପୁରୁଣା ବନ୍ଧୁ ସହିତ ସାକ୍ଷାତ ହେବ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ହେବ।

ମୀନ: ବ୍ୟବସାୟ ସମ୍ବନ୍ଧରେ ନୂଆ ଲୋକଙ୍କ ସହିତ ମିଶିବେ। ପିଲା ଆପଣଙ୍କୁ କୌଣସି ଭଲ ଖବର ଦେଇପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ଉପରିସ୍ଥ କର୍ମଚାରୀ ଆପଣଙ୍କ କାମର ପ୍ରଶଂସା କରିବେ।

Tags: horoscope
Share196Tweet123
M M

M M

ଆଜିର ପାଗ

Bhubaneswar
March 22, 2026, 2:31 PM
 

W
Partly cloudy
32°C
2.1 m/s
Apparent: 35°C
Pressure: 1009 mb
Humidity: 38%
Winds: 2.1 m/s W
Windgusts: 8 m/s
UV-Index: 6.8
Precip.: 0mm /13% / Rain
Sunrise: 5:48 AM
Sunset: 5:57 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
SCB ଅଗ୍ନିକାଣ୍ଡ: ମନ୍ତ୍ରୀପଦ ଛାଡ଼ିବେ ମହାଲିଙ୍ଗ ! 

SCB ଅଗ୍ନିକାଣ୍ଡ: ମନ୍ତ୍ରୀପଦ ଛାଡ଼ିବେ ମହାଲିଙ୍ଗ ! 

March 22, 2026
ଆଜିର ରାଶିଫଳ

ଆଜିର ରାଶିଫଳ

March 22, 2026
କିଛି ଘଣ୍ଟାରେ ପ୍ରବଳ ବର୍ଷା 

କିଛି ଘଣ୍ଟାରେ ପ୍ରବଳ ବର୍ଷା 

March 21, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom