• Latest
  • Trending
ଆଜିର ରାଶିଫଳ

ଆଜିର ରାଶିଫଳ

Apr-09-2026 09:52 AM IST
odisha.newsroom.in

ଅଢ଼େଇ ଲକ୍ଷ ଟପି ପାରେ ସୁନା…ଏବେ କିଣିବେ ନା ଅପେକ୍ଷା କରିବେ ?

Apr-09-2026 12:42 PM IST
odisha.newsroom.in

ନେପାଳ ରାସ୍ତାରେ ଗୁଟକା ଛେପ ପକାଇ ବେଜିତ ହେଲେ ଭାରତୀୟ

Apr-09-2026 11:59 AM IST
odisha.newsroom.in

ପଦାକୁ ଆସିଲା ସତ…ଯୁଦ୍ଧବିରତି ପାଇଁ ବିକଳ ହେଉଥିଲେ ଟ୍ରମ୍ପ

Apr-09-2026 11:30 AM IST
odisha.newsroom.in

ପାଣିପାଗ ବିଭାଗର ସତର୍କ ସୂଚନା: କାଲି ଭଳି ଆଜି ବି ନିର୍ଘାତ କାଚିବ …ଉଡ଼େଇବ

Apr-09-2026 11:09 AM IST
odisha.newsroom.in

ଆସାମରେ ଚାଲିଛି ଭୋଟ…ହିମନ୍ତ ନା ଗୌରବ…କାହା ପଲ୍ଲା ଭାରି ?

Apr-09-2026 10:33 AM IST
ଇରାନର ୧୦ ସର୍ତ୍ତ, ମୁଣ୍ଡରେ ହାତ ଦେଲେ ଟ୍ରମ୍ପ

ଇରାନର ୧୦ ସର୍ତ୍ତ, ମୁଣ୍ଡରେ ହାତ ଦେଲେ ଟ୍ରମ୍ପ

Apr-08-2026 08:17 PM IST
BJDକୁ ମିଳିଗଲା ପାଣ୍ଡିଆନଙ୍କ ବିକଳ୍ପ ?

BJDକୁ ମିଳିଗଲା ପାଣ୍ଡିଆନଙ୍କ ବିକଳ୍ପ ?

Apr-08-2026 08:15 PM IST
odisha.newsroom.in

ଏପଟେ ଯୁଦ୍ଧ ବିରତି, ସେପଟେ ଇରାନର ତୈଳ ଭଣ୍ଡାର ଉପରେ ଭୟଙ୍କର ହମଲା

Apr-08-2026 05:52 PM IST
odisha.newsroom.in

ରାଉରକେଲା ବିମାନ ଦୁର୍ଘଟଣା…ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ସତ

Apr-08-2026 05:09 PM IST
odisha.newsroom.in

ଯୁଦ୍ଧବିରତି ଦୁର୍ବଳ…ଲେବାନନ ଏବେ ଉଭୟଙ୍କ ପାଇଁ ଅଗ୍ନି ପରୀକ୍ଷା

Apr-08-2026 04:02 PM IST
  • About
  • Careers
  • Contact Us
Thursday, April 9, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଆପଣଙ୍କ ଭାଗ୍ୟ

ଆଜିର ରାଶିଫଳ

by M M
Apr-09-2026 09:52 AM IST
in ଆପଣଙ୍କ ଭାଗ୍ୟ
0
ଆଜିର ରାଶିଫଳ
491
SHARES
1.4k
VIEWS
Share on FacebookShare on Twitter

ମେଷ– ଆତ୍ମବିଶ୍ୱାସ ବଢ଼ିବ ଓ ନୂଆ କାମ ଆରମ୍ଭ ପାଇଁ ଭଲ ସମୟ ରହିବ। କାର୍ଯ୍ୟକ୍ଷେତ୍ରରେ ଧୀରେ ଧୀରେ ସଫଳତା ମିଳିବ। ପରିବାର ସହଯୋଗ ମିଳିବ। ଧନ ଆଗମନ ହେବ।

ବୃଷ– ଧନ ଓ ବ୍ୟବସାୟରେ ଲାଭ ହେବାର ସମ୍ଭାବନା ରହିଛି। ଶତ୍ରୁ ଭୟ ସମାପ୍ତ ହେବ, ଆପଣଙ୍କ ପ୍ରଭାବ ବଢିବ। ସ୍ୱାସ୍ଥ୍ୟ ଭଲ ରହିବ। ନୂଆ ଯୋଜନା ସଫଳ ହେବ। ପରିବାରରୁ ସୁଖ ସମ୍ବାଦ ମିଳିପାରେ।

ମିଥୁନ– ମନରେ ଦ୍ୱନ୍ଦ୍ୱ ଓ ଅସ୍ଥିରତା ରହିପାରେ। କାମରେ ଅବସର ମିଳିଲେ ମଧ୍ୟ ନିଷ୍ପତ୍ତି ନେବାରେ ଦେର ହେବ। ଆର୍ଥିକ ଦିଗରେ ସାଧାରଣ ଫଳ ମିଳିବ। ପରିବାରର ସହଯୋଗ ରହିବ। ଧୈର୍ଯ୍ୟ ରଖିବା ଆବଶ୍ୟକ।

କର୍କଟ– ଧନ ଲାଭ ଓ କାର୍ଯ୍ୟରେ ସଫଳତା ମିଳିବ। ବ୍ୟବସାୟରେ ଭଲ ପରିଣାମ ଆସିବ। ପରିବାର ସହ ସମୟ କାଟିବେ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ମନ ଖୁସି ରହିବ ଓ ସମ୍ମାନ ବଢ଼ିବ।

ସିଂହ– କାର୍ଯ୍ୟକ୍ଷେତ୍ରରେ ସତର୍କତା ରଖିବା ଆବଶ୍ୟକ। ଅତି ଆତ୍ମବିଶ୍ୱାସ କ୍ଷତି କରିପାରେ। ଧନ ଦିଗରେ ସାଧାରଣ ଫଳ ମିଳିବ। ପରିବାର ସହ ମତଭେଦ ହୋଇପାରେ। ଧୈର୍ଯ୍ୟ ଓ ସମନ୍ୱୟ ରଖିଲେ ସମସ୍ୟା ସମାଧାନ ହେବ।

କନ୍ୟା– ମାନସିକ ଚାପ କମିବ ଓ ଶାନ୍ତି ଅନୁଭବ କରିବେ। କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ଆସିପାରେ। ପରିବାରର ସହଯୋଗ ମିଳିବ। ଧନ ଲାଭ ସମ୍ଭାବନା ରହିଛି। ସ୍ୱାସ୍ଥ୍ୟରେ ସୁଧାର ଆସିବ।

ତୁଳା– ଆଜି ନୂଆ ଆରମ୍ଭ ପାଇଁ ଶୁଭ ସମୟ ରହିଛି। ଆପଣଙ୍କ ନିଷ୍ପତ୍ତି ସଫଳ ହେବ। ସମ୍ପର୍କରେ ସୁଧାର ଆସିବ। କାର୍ଯ୍ୟରେ ଆଗକୁ ବଢିବେ। ଧନ ଆଗମନ ହେବ ଓ ମନରେ ସନ୍ତୋଷ ରହିବ।

ବିଛା– ଆତ୍ମଚିନ୍ତନ ଓ ଧ୍ୟାନର ଦିନ ରହିବ। କାମରେ ଧୀରେ ଧୀରେ ଆଗକୁ ବଢନ୍ତୁ। ଅତି ରିଆକ୍ସନ୍ କ୍ଷତି କରିପାରେ। ଧନ ଦିଗରେ ସାଧାରଣ ଫଳ ମିଳିବ। ମନରେ କିଛି ଚିନ୍ତା ରହିପାରେ।

ଧନୁ– ଭାଗ୍ୟ ସହଯୋଗ କରିବ ଓ ଧନ ଲାଭ ହେବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ପରିବାର ସହ ଖୁସି ରହିବ। ନୂଆ କାମ ଆରମ୍ଭ କରିପାରିବେ। ଧାର୍ମିକ ଚିନ୍ତା ଓ ସକାରାତ୍ମକତା ବଢିବ।

ମକର– କାମରେ ସତର୍କ ରହିବା ଦରକାର। ଅତି ଚିନ୍ତା ଓ ଚାପ ରହିପାରେ। ଧନ ଦିଗରେ ସାଧାରଣ ଫଳ ମିଳିବ। ପରିବାର ସହଯୋଗ ରହିବ। ଧୈର୍ଯ୍ୟ ରଖିଲେ ଆଗାମୀ ଦିନରେ ଲାଭ ମିଳିବ।

କୁମ୍ଭ– ନୂଆ ଯୋଜନା ଓ କାର୍ଯ୍ୟରେ ଆଗକୁ ବଢିବେ। ମନରେ ସ୍ପଷ୍ଟତା ଆସିବ। ସମ୍ପର୍କରେ ସୁଧାର ହେବ। ଧନ ଲାଭ ସମ୍ଭାବନା ରହିଛି। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ।

ମୀନ– କାର୍ଯ୍ୟ ଓ ବ୍ୟବସାୟରେ ଲାଭ ମିଳିବ। ସମ୍ମାନ ବଢ଼ିବ। ପରିବାରର ସହଯୋଗ ରହିବ। କିନ୍ତୁ ମନରେ କିଛି ଅସ୍ଥିରତା ରହିପାରେ। ଧ୍ୟାନ ଓ ଶାନ୍ତି ରଖିଲେ ସଫଳତା ଆସିବ।

Tags: horoscopenewsroom
Share196Tweet123
M M

M M

ଆଜିର ପାଗ

Bhubaneswar
April 9, 2026, 4:18 PM
 

SSE
Overcast
29°C
2.6 m/s
Apparent: 33°C
Pressure: 1008 mb
Humidity: 75%
Winds: 2.6 m/s SSE
Windgusts: 9.1 m/s
UV-Index: 2.9
Precip.: 2.5mm /58% / Rain
Sunrise: 5:33 AM
Sunset: 6:02 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom