• Latest
  • Trending
ଆଜିର ରାଶିଫଳ

ଆଜିର ରାଶିଫଳ

Apr-11-2026 10:04 AM IST
odisha.newsroom.in

ହର୍ମୁଜ ଭିତରେ ମାଇନ ବିଛାଇଥିଲା ଇରାନ…ଏବେ ଆଉ ଖୋଲିପାରୁନି, କଣ ହେବ ଆଗକୁ ?

Apr-11-2026 02:39 PM IST
odisha.newsroom.in

ଆଉ କାଳବୈଶାଖୀ ନାହିଁ…ଏଣିକି କଲବଲ କରିବ ଗରମ ଗୁଳୁଗୁଳି

Apr-11-2026 12:55 PM IST
odisha.newsroom.in

ଆଜି ବିଶ୍ୱ ଛେନାପୋଡ଼ ଦିବସ…ଅସଲ ସ୍ରଷ୍ଠାଙ୍କୁ ନେଇ ଚାଲିଛି ଶ୍ରେୟ ଲଢ଼େଇ

Apr-11-2026 12:11 PM IST
odisha.newsroom.in

ଭୁବନେଶ୍ୱରରେ ପାକିସ୍ତାନୀ ଆତଙ୍କବାଦୀ…! ଦିଲ୍ଲୀ ପୋଲିସର ଖୋଳତାଡ଼

Apr-11-2026 11:22 AM IST
odisha.newsroom.in

ୟୁଏସ-ଇରାନ ଆଲୋଚନା ବିଫଳ ହେଲେ କଣ ହେବ ? ଟ୍ରମ୍ପ କହିଲେ…

Apr-11-2026 10:45 AM IST
ଓଡ଼ିଆ ଅସ୍ମିତା: କଥାରେ ନା କାମରେ ?

ଓଡ଼ିଆ ଅସ୍ମିତା: କଥାରେ ନା କାମରେ ?

Apr-10-2026 08:57 PM IST
odisha.newsroom.in

ନୂଆ UPI ନିୟମ ଆଣିଲା RBI…ଏଣିକି ଅଧିକ ଟଙ୍କା ପଠାଇଲେ କରିବାକୁ ପଡ଼ିବ ଅପେକ୍ଷା !

Apr-10-2026 06:44 PM IST
odisha.newsroom.in

ରାତି ପାହିଲେ ଶାନ୍ତି ଆଲୋଚନା…ହର୍ମୁଜରେ ହଜିଗଲା ଆମେରିକାର ଅତ୍ୟାଧୁନିକ ଡ୍ରୋନ୍ MQ-4C Triton

Apr-10-2026 05:15 PM IST
odisha.newsroom.in

ସୌମ୍ୟଙ୍କ ନୂଆ ସ୍ବପ୍ନ…ବିଜୁଶ୍ରାଦ୍ଧ ଦିବସରେ ଗଠନ ହେବ ‘ଓଡ଼ିଶା ନାଗରିକ ମଞ୍ଚ’

Apr-10-2026 04:00 PM IST
odisha.newsroom.in

ଟ୍ରମ୍ପଙ୍କ କଥା ଶୁଣୁନି ଇସ୍ରାଏଲ୍…ଯୁଦ୍ଧ ବିରତି ସତ୍ତ୍ୱେ ଲେବାନନ ଉପରେ ଭୟଙ୍କର ହମଲା

Apr-10-2026 03:03 PM IST
  • About
  • Careers
  • Contact Us
Saturday, April 11, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଆପଣଙ୍କ ଭାଗ୍ୟ

ଆଜିର ରାଶିଫଳ

by M M
Apr-11-2026 10:04 AM IST
in ଆପଣଙ୍କ ଭାଗ୍ୟ
0
ଆଜିର ରାଶିଫଳ
491
SHARES
1.4k
VIEWS
Share on FacebookShare on Twitter

ମେଷ– ଦିନଟି ମଧ୍ୟମ ଫଳଦାୟକ ରହିବ। କାମରେ କିଛି ବିଳମ୍ବ ହେବା ସମ୍ଭାବନା ରହିଛି । ଆର୍ଥିକ ଦିଗରେ ସାବଧାନ ରୁହନ୍ତୁ । ପରିବାରରେ ସାଧାରଣ ସୁଖ ମିଳିବ । ମନ ଅସ୍ଥିର ହେବାରୁ ନିଷ୍ପତ୍ତି ନେବାରେ ସମସ୍ୟା ହେବ । ଭଗବାନଙ୍କୁ ସ୍ମରଣ କରନ୍ତୁ ।

ବୃଷ– ଆପଣଙ୍କ ପାଇଁ ଦିନଟି ଶୁଭ ରହିବ । କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ । ଧନଲାଭ ଯୋଗ ରହିଛି। ପରିବାରରେ ଆନନ୍ଦମୟ ପରିବେଶ ରହିବ । ପୁରୁଣା କାମ ସମ୍ପୂର୍ଣ୍ଣ ହେବ । ସ୍ୱାସ୍ଥ୍ୟ ସାଧାରଣ ରହିବ । ନୂତନ ଯୋଜନା ଆରମ୍ଭ କରିପାରିବେ ।

ମିଥୁନ– ମନ ଅସ୍ଥିର ରହିପାରେ । କାର୍ଯ୍ୟରେ ଅବଧାନ ଦରକାର । ଅପରିହାର୍ଯ୍ୟ ଖର୍ଚ୍ଚ ବଢ଼ିପାରେ । ପରିବାରରେ ଛୋଟ ମତଭେଦ ହେବା ସମ୍ଭାବନା ରହିଛି । ସ୍ୱାସ୍ଥ୍ୟରେ ସତର୍କ ରୁହନ୍ତୁ । ଯାତ୍ରାରେ ବିଳମ୍ବ ହେବ । ଧୈର୍ଯ୍ୟ ଧରନ୍ତୁ ।

କର୍କଟ– ଦିନଟି ଭଲ ରହିବ । ଧନଲାଭ ହେବାର ସୁଯୋଗ ରହିଛି । କାର୍ଯ୍ୟରେ ପ୍ରଶଂସା ମିଳିବ । ପରିବାରରେ ସମ୍ମାନ ବଢ଼ିବ । ମନ ଖୁସି ରହିବ । ନୂତନ କାମରେ ଆଗ୍ରହ ବଢ଼ିବ । ସ୍ୱାସ୍ଥ୍ୟ ଭଲ ରହିବ ।

ସିଂହ– କିଛି ଚାପ ଅନୁଭବ କରିପାରନ୍ତି । କାମରେ ଅଧିକ ପରିଶ୍ରମ ଲାଗିବ । ଆର୍ଥିକ ଦିଗରେ ସାବଧାନ ରୁହନ୍ତୁ । ପରିବାରରେ ସହଯୋଗ ମିଳିବ । ମନେ ଅସନ୍ତୋଷ ଥାଇପାରେ । ଶାନ୍ତ ରହିବା ଆବଶ୍ୟକ ।

କନ୍ୟା– ଦିନଟି ସୁଖମୟ ରହିବ। କାର୍ଯ୍ୟରେ ଉନ୍ନତି ହେବ । ଧନ ଆଗମନ ହେବ । ପରିବାରରେ ଖୁସିର ମାହୋଲ ରହିବ। ନୂତନ ଅବସର ମିଳିପାରେ । ସ୍ୱାସ୍ଥ୍ୟ ଭଲ ରହିବ । ମନରେ ଆତ୍ମବିଶ୍ୱାସ ବଢ଼ିବ ।

ତୁଳା– ଦିନଟି ମଧ୍ୟମ ରହିବ । କାମରେ ସତର୍କତା ଦରକାର । ଅନାବଶ୍ୟକ ଖର୍ଚ୍ଚ ହେବ । ପରିବାରରେ ସାଧାରଣ ପରିବେଶ ରହିବ । ମନ ଚିନ୍ତିତ ରହିପାରେ । ସ୍ୱାସ୍ଥ୍ୟ ଦିଗରେ ଧ୍ୟାନ ଦିଅନ୍ତୁ ।

ବିଛା– ଶୁଭ ଫଳ ମିଳିବ । କାର୍ଯ୍ୟରେ ସଫଳତା ରହିବ । ଧନଲାଭ ହେବ । ପରିବାରରେ ଖୁସି ରହିବ । ମନ ଶାନ୍ତ ରହିବ । ନୂତନ କାମ ଆରମ୍ଭ କରିପାରିବେ । ସମ୍ମାନ ବଢ଼ିବ ।

ଧନୁ– ଦିନଟି ସାଧାରଣ ରହିବ । କାମରେ ବିଳମ୍ବ ହେବ । ଧନ ଖର୍ଚ୍ଚ ବଢ଼ିପାରେ । ପରିବାରରେ ମତଭେଦ ହେବା ସମ୍ଭାବନା ରହିଛି । ମନ ଅସ୍ଥିର ରହିବ । ଧୈର୍ଯ୍ୟ ଧରି କାମ କରନ୍ତୁ ।

ମକର– ଦିନଟି ଭଲ ରହିବ । କାର୍ଯ୍ୟରେ ସଫଳତା ମିଳିବ । ଧନଲାଭ ଯୋଗ ରହିଛି । ପରିବାରରେ ସୁଖ ମିଳିବ। ମନରେ ଆତ୍ମବିଶ୍ୱାସ ବଢ଼ିବ। ନୂତନ ସୁଯୋଗ ଆସିପାରେ।

କୁମ୍ଭ– ଦିନଟି ମଧ୍ୟମ ରହିବ । କାମରେ ବାଧା ଆସିପାରେ । ଆର୍ଥିକ ଦିଗରେ ସତର୍କତା ଦରକାର । ମନ ଚିନ୍ତିତ ରହିପାରେ । ସ୍ୱାସ୍ଥ୍ୟରେ ଧ୍ୟାନ ଦିଅନ୍ତୁ ।

ମୀନ– ଦିନଟି ଶୁଭ ରହିବ । କାର୍ଯ୍ୟରେ ଉନ୍ନତି ହେବ । ଧନ ଲାଭ ହେବ । ପରିବାରରେ ଖୁସି ରହିବ । ମନ ଶାନ୍ତ ରହିବ । ନୂତନ ଯୋଜନା ସଫଳ ହେବ । ସ୍ୱାସ୍ଥ୍ୟ ଭଲ ରହିବ ।

Tags: horoscopenewsroom
Share196Tweet123
M M

M M

ଆଜିର ପାଗ

Bhubaneswar
April 11, 2026, 4:13 PM
 

WNW
Partly cloudy
36°C
1.1 m/s
Apparent: 33°C
Pressure: 1010 mb
Humidity: 94%
Winds: 1.1 m/s WNW
Windgusts: 7.3 m/s
UV-Index: 0
Precip.: 0mm /3% / Rain
Sunrise: 5:31 AM
Sunset: 6:03 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom