• Latest
  • Trending
କ’ଣ କହୁଛି ଆଜିର ରାଶିଫଳ

କ’ଣ କହୁଛି ଆଜିର ରାଶିଫଳ

Dec-07-2025 08:33 AM IST
ସିଜଫାୟାର ନା ସରେଣ୍ଡର

ସିଜଫାୟାର ନା ସରେଣ୍ଡର

Mar-24-2026 10:33 AM IST
ପଲଟିଗଲା ଯୁଦ୍ଧ ? ଇରାନ ଆକ୍ରାମକ ଅନ୍ଦାଜ, ଡରିଗଲେ ଡୋନାଲଡ ଟ୍ରମ୍ପ 

ପଲଟିଗଲା ଯୁଦ୍ଧ ? ଇରାନ ଆକ୍ରାମକ ଅନ୍ଦାଜ, ଡରିଗଲେ ଡୋନାଲଡ ଟ୍ରମ୍ପ 

Mar-24-2026 10:26 AM IST
ଆଜିର ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜିର ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

Mar-24-2026 09:38 AM IST
ଆସୁଛି ବଡ ବର୍ଷା 

ଆସୁଛି ବଡ ବର୍ଷା 

Mar-23-2026 07:18 PM IST
ସମୁଦ୍ର ପଥରେ ବଡ଼ ବସୁଲି 

ସମୁଦ୍ର ପଥରେ ବଡ଼ ବସୁଲି 

Mar-23-2026 06:29 PM IST
ଦେଶରେ ତୈଳ LPG ସଙ୍କଟ…ମୋଦିଙ୍କ ବଡ ଘୋଷଣା

ଦେଶରେ ତୈଳ LPG ସଙ୍କଟ…ମୋଦିଙ୍କ ବଡ ଘୋଷଣା

Mar-23-2026 06:23 PM IST
odisha.newsroom.in

ଆମେରିକାରେ ଗୃହଯୁଦ୍ଧ..! ଡେମୋକ୍ରାଟ ପାର୍ଟିକୁ ବଡ଼ ଶତ୍ରୁ କହିଲେ ଟ୍ରମ୍ପ

Mar-23-2026 06:22 PM IST
ପ୍ରକୃତ ଶାନ୍ତି ପାଇଁ 26 ବର୍ଷ ବୟସରେ କୋଟି କୋଟି ଟଙ୍କାର ଚାକିରୀ ଛାଡ଼ିଦେଲେ IITIAN

ପ୍ରକୃତ ଶାନ୍ତି ପାଇଁ 26 ବର୍ଷ ବୟସରେ କୋଟି କୋଟି ଟଙ୍କାର ଚାକିରୀ ଛାଡ଼ିଦେଲେ IITIAN

Mar-23-2026 03:34 PM IST
odisha.newsroom.in

ମଧ୍ୟପ୍ରାଚ୍ୟ ସଙ୍କଟ ଏବେ କମିବାର ନାହିଁ….ମୋଦି ଦେଲେ ବଡ଼ ବୟାନ

Mar-23-2026 02:56 PM IST
odisha.newsroom.in

ରମେଶ ଲଗାଇଲେ ନିଆଁ…ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଆବେଦନ

Mar-23-2026 01:13 PM IST
  • About
  • Careers
  • Contact Us
Tuesday, March 24, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଆପଣଙ୍କ ଭାଗ୍ୟ

କ’ଣ କହୁଛି ଆଜିର ରାଶିଫଳ

by M M
Dec-07-2025 08:33 AM IST
in ଆପଣଙ୍କ ଭାଗ୍ୟ
0
କ’ଣ କହୁଛି ଆଜିର ରାଶିଫଳ
491
SHARES
1.4k
VIEWS
Share on FacebookShare on Twitter

ମେଷ: ଆପଣଙ୍କ ଜୀବନ ଭକ୍ତିମୟ ରହିବ। ବଡ଼ ଓ ଅଲଗା କାମ କରିବା ପାଇଁ ଭାବି ପାରନ୍ତି। ଅଫିସରେ ଉପରିସ୍ଥ କର୍ମଚାରୀଙ୍କ ସହଯୋଗ ମିଳିବା ଯୋଗୁଁ ଗୁରୁତ୍ବପୂର୍ଣ୍ଣ କାମ ହୋଇଯିବ।

ବୃଷ: ଆପଣଙ୍କ ଭଲ ବ୍ୟବହାରରେ ସମାଜରେ ଭଲ ଜଣାଶୁଣା ହେବ। ଘରର ସୌନ୍ଦର୍ଯ୍ୟୀକରଣ କାମ କରାଇପାରନ୍ତି। ଧୈର୍ଯ୍ୟଶୀଳ ବ୍ୟବହାର ପରିବାରରେ ଏକତା ବନାଇବ।

ମିଥୁନ: ହୋଟେଲ ବ୍ୟବସାୟୀଙ୍କ ଲାଗି ଦିନଟି ବହୁତ ଭଲ। ପରିଶ୍ରମର ଅଧିକ ଫଳ ପାଇବେ। କୌଣସି ଅସହାୟଙ୍କୁ ସହାୟତା କରିବେ। ଜୀବନ ଓ ବ୍ୟବସାୟରେ ବାପାଙ୍କର ସହଯୋଗ ପାଇବେ।

କର୍କଟ: ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ବିଚାର କରିପାରନ୍ତି। ଉନ୍ନତି କୌଣସି ଅବସର ହାତରୁ ଯିବାକୁ ଦିଅନ୍ତୁ ନାହିଁ। ଛୋଟିଆ ସୁଯୋଗ ଆପଣଙ୍କୁ ଧନବାନ୍ ବନାଇପାରେ।

ସିଂହ: ଭାବିଥବା କାମ ସଂପୂର୍ଣ୍ଣ କରିବା ଏବଂ ଆପଣଙ୍କ ଯୋଜନା ପୂରା କରିବା ଲାଗି ଦିନଟି ଭଲ। ଘରେ ଓ ଅଫିସରେ ଶାନ୍ତି ଅନୁଭବ କରିବେ। ଆପଣଙ୍କ ଗୁଣ ଏବଂ କାମର କାରଣ ପ୍ରଂଶସା ପାଇପାରନ୍ତି।

କନ୍ୟା: ବ୍ୟବସାୟୀଙ୍କ ଲାଗି ଦିନଟ ଆରାମଦାୟକ ହେବ। ଅଧୁରା ଥିବା କାମ ସଂପୂର୍ଣ୍ଣ ହୋଇଯିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ବନ୍ଧୁ ସହିତ ବାହାରକୁ ଭ୍ରମଣରେ ଯାଇପାରନ୍ତି।

ତୁଳା: ପଦୋନ୍ନତି ଏବଂ ବଦଳି ପାଇଁ କାହାରି ସହିତ କଥା ହେବେ। କ୍ୟାରିୟରରେ ସଫଳତା ପାଇଁ ଯୋଜନା କରିବେ। ବୟୋଜ୍ୟେଷ୍ଠ ବ୍ୟକ୍ତି ଆପଣଙ୍କୁ ଠିକ୍ ପରାମର୍ଶ ଦେବେ। ନୂଆ ଚାକିରିର ସୁଯୋଗ ମିଳିପାରେ।

ବିଛା: ଆପଣଙ୍କ ଠାରୁ ବଡ଼ ବା କୌଣସି ଅନ୍ୟ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନେଇ ଆଗକୁ ବଢ଼ିବାର ଚେଷ୍ଟା କରିବେ। ପରିଶ୍ରମ, ଧୈର୍ଯ୍ୟ, ବିବେକ ଦ୍ବାରା ଅଧୁରା ଥିବା କାମ ପୂରା କରିନେବେ।

ଧନୁ: ଆପଣଙ୍କ ଉପରେ ସଂଶୟକୁ ପ୍ରାଧାନ୍ୟ ବିସ୍ତାର କରିବାକୁ ଦିଅନ୍ତୁ ନାର୍ହି। ଅନ୍ୟମାନଙ୍କ କଥା ଶୁଣିବାକୁ ମନ ସ୍ଥିର କରି ଚାଲନ୍ତୁ ଶାନ୍ତି ଅନୁଭବ ହେବ। କମ୍ ଚେଷ୍ଟା କରନ୍ତୁ ଯଥେଷ୍ଟ ଲାଭ ହେବ।

ମକର: ବ୍ୟବସାୟ କ୍ଷେତ୍ରରେ ବଡ଼ ଧନଲାଭ ହେବ। ଶତ୍ରୁପକ୍ଷ ଆପଣଙ୍କ ଠାରୁ ଦୂରତ୍ବ ବନାଇ ରହିବେ। କାଷ୍ଠ ବ୍ୟବସାୟୀ ବଡ଼ ପ୍ରୋଜେକ୍ଟ ପାଇବେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ।

କୁମ୍ଭ: ଅଫିସରେ ଫୋନ କମ୍ କରି କାମର ପୂରା ଧ୍ୟାନ ଦେବେ। ମାତା ପିତାଙ୍କ ଆଶୀର୍ବାଦ ନିଅନ୍ତୁ ସବୁ କାମ ପୂରା ହୋଇଯିବ। ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

ମୀନ: କାରବାରରେ କିଛି ନୂଆ ଓ ଭଲ କରିବା ପାଇଁ ମନ କହିବ। ଖେଳ କ୍ଷେତ୍ରରେ ତାଲିମ ନେଉଥିବା ଖେଳାଳୀ ସଂପୂର୍ଣ୍ଣରୂପେ ପରିଶ୍ରମ କରିବେ। ରାଜନୀତିକ ନେତାଙ୍କର ସମାଜରେ ଦବଦବା ରହିବ।

Share196Tweet123
M M

M M

ଆଜିର ପାଗ

Bhubaneswar
March 24, 2026, 11:14 AM
 

S
Partly cloudy
31°C
2.8 m/s
Apparent: 30°C
Pressure: 1011 mb
Humidity: 88%
Winds: 2.8 m/s S
Windgusts: 9.1 m/s
UV-Index: 0
Precip.: 0mm /28% / Rain
Sunrise: 5:47 AM
Sunset: 5:58 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
ସିଜଫାୟାର ନା ସରେଣ୍ଡର

ସିଜଫାୟାର ନା ସରେଣ୍ଡର

March 24, 2026
ପଲଟିଗଲା ଯୁଦ୍ଧ ? ଇରାନ ଆକ୍ରାମକ ଅନ୍ଦାଜ, ଡରିଗଲେ ଡୋନାଲଡ ଟ୍ରମ୍ପ 

ପଲଟିଗଲା ଯୁଦ୍ଧ ? ଇରାନ ଆକ୍ରାମକ ଅନ୍ଦାଜ, ଡରିଗଲେ ଡୋନାଲଡ ଟ୍ରମ୍ପ 

March 24, 2026
ଆଜିର ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜିର ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

March 24, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom