• Latest
  • Trending
ବିବାଦୀୟ ଟ୍ରେନି ଆଇଏଏସ ଅଧିକାରୀଙ୍କୁ ନେଇ ବିବାଦ ଘନେଇଲା

ବିବାଦୀୟ ଟ୍ରେନି ଆଇଏଏସ ଅଧିକାରୀଙ୍କୁ ନେଇ ବିବାଦ ଘନେଇଲା

Jul-12-2024 05:04 PM IST
ମୁଣ୍ଡବିହୀନ ମୃତଦେହକୁ ନେଇ ଗଣ୍ଡଗୋଳ: ରାଖାଲଗୁଡ଼ା ଓ ଏମ୍‌ଭି-୨୬ ଗାଁରେ ‘BNS ୧୬୬’ ଧାରା ଲାଗୁ

ମୁଣ୍ଡବିହୀନ ମୃତଦେହକୁ ନେଇ ଗଣ୍ଡଗୋଳ: ରାଖାଲଗୁଡ଼ା ଓ ଏମ୍‌ଭି-୨୬ ଗାଁରେ ‘BNS ୧୬୬’ ଧାରା ଲାଗୁ

Dec-09-2025 09:08 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Dec-09-2025 08:30 AM IST
ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ: ସଂରକ୍ଷଣରେ ସଂଶୋଧନ ପାଇଁ ଦାବି

ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ: ସଂରକ୍ଷଣରେ ସଂଶୋଧନ ପାଇଁ ଦାବି

Dec-08-2025 04:51 PM IST
ଶୁଭମନ ଗିଲ୍ ଫିଟ୍- ଆସନ୍ତାକାଲି ଖେଳିବେ ବାରବାଟୀରେ ମ୍ୟାଚ୍

ଶୁଭମନ ଗିଲ୍ ଫିଟ୍- ଆସନ୍ତାକାଲି ଖେଳିବେ ବାରବାଟୀରେ ମ୍ୟାଚ୍

Dec-08-2025 02:57 PM IST
ଇଣ୍ଡିଗୋ ଏୟାରଲାଇନ୍ସର ଆଜି ୩୫୦ରୁ ଅଧିକ ଫ୍ଲାଇଟ୍ ବାତିଲ୍, ବଢ଼ୁଛି ଯାତ୍ରୀ ଅସନ୍ତୋଷ

ଇଣ୍ଡିଗୋ ଏୟାରଲାଇନ୍ସର ଆଜି ୩୫୦ରୁ ଅଧିକ ଫ୍ଲାଇଟ୍ ବାତିଲ୍, ବଢ଼ୁଛି ଯାତ୍ରୀ ଅସନ୍ତୋଷ

Dec-08-2025 10:26 AM IST
ଶିକ୍ଷକଙ୍କ ଅଭିନବ ପ୍ରତିବାଦ; ବିଦ୍ୟାଳୟରେ ପାଠପଢ଼ା ଚାଲିବ କେମିତି ?

ଶିକ୍ଷକଙ୍କ ଅଭିନବ ପ୍ରତିବାଦ; ବିଦ୍ୟାଳୟରେ ପାଠପଢ଼ା ଚାଲିବ କେମିତି ?

Dec-08-2025 10:15 AM IST
କ୍ଷମତାଚ୍ୟୁତ ପରେ ଫିକା ପଡୁଛି ‘ନବୀନ ମ୍ୟାଜିକ୍’,

କ୍ଷମତାଚ୍ୟୁତ ପରେ ଫିକା ପଡୁଛି ‘ନବୀନ ମ୍ୟାଜିକ୍’,

Dec-08-2025 10:08 AM IST
ଉତ୍ସବ ମୁଖର ବାରବାଟୀ: ଟି-୨୦ ମହାସମର ପାଇଁ ପ୍ରସ୍ତୁତି ଶେଷ

ଉତ୍ସବ ମୁଖର ବାରବାଟୀ: ଟି-୨୦ ମହାସମର ପାଇଁ ପ୍ରସ୍ତୁତି ଶେଷ

Dec-08-2025 09:32 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Dec-08-2025 09:21 AM IST

‘ମେହବୁବା’ ଗୀତ ବାଜୁଥିବା ବେଳେ କ୍ଲବରେ ମୃତ୍ୟୁର ତାଣ୍ଡବ : ଅଗ୍ନିକାଣ୍ଡରେ ୨୫ ମୃତ

Dec-07-2025 06:45 PM IST
  • About
  • Careers
  • Contact Us
Tuesday, December 9, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ବିବାଦୀୟ ଟ୍ରେନି ଆଇଏଏସ ଅଧିକାରୀଙ୍କୁ ନେଇ ବିବାଦ ଘନେଇଲା

by M M
Jul-12-2024 05:04 PM IST
in ଦେଶ ବିଦେଶ, ବିଶେଷ, ଭିଡ଼ିଓ, ମୁଖ୍ୟ ଖବର, ସର୍ବଶେଷ ଖବର
0
ବିବାଦୀୟ ଟ୍ରେନି ଆଇଏଏସ ଅଧିକାରୀଙ୍କୁ ନେଇ ବିବାଦ ଘନେଇଲା
491
SHARES
1.4k
VIEWS
Share on FacebookShare on Twitter

ନୂଆଦିଲ୍ଲୀ:  କାରରେ ନାଲିବତୀ ଲଗାଇ ବିବାଦ ଘେରକୁ ଆସିଥିବା ଭାରତୀୟ ପ୍ରଶାସନିକ ସେବା (ଆଇଏଏସ)ର ଶିକ୍ଷାନବିସ ଅଧିକାରୀ ପୂଜା ଖେଡକରଙ୍କ ଗାଡ଼ିର ୨୧ଟି ଚାଲାଣ କଟିଛି। ଟ୍ରାଫିକ ନିୟମ ଉଲ୍ଲଂଘନ ଅଭିଯୋଗରେ ଏସବୁ ଚାଲାଣ କଟାଯାଇଛି, ହେଲେ ସେ କୌଣସି ଚାଲାଣର ଜରିମାନା ଅର୍ଥ ପଇଠ କରି ନ ଥିବା ନେଇ ତଥ୍ୟ ସାମ୍ନାକୁ ଆସିଛି।

ବିବାଦୀୟ ଟ୍ରେନି ଆଇଏଏସ ଅଧିକାରୀଙ୍କୁ ନେଇ ବିବାଦ ବଢ଼ିବାରେ ଲାଗିଛି । ମିଥ୍ୟା ସାର୍ଟିଫିକେଟ ସହ ବିଳାସମୟ ଜୀବନ ବିତାଉଥିବା ପୂଜାଙ୍କୁ ନେଇ ସୋସିଆଲ ମିଡିଆରେ ଝଡ ଉଠିଛି ।  ନିଜ ଅଡି କାରରେ ନାଲିବତୀ ଲଗାଇବାକୁ ନେଇ ସେ ଟ୍ରୋଲ ହୋଇଛନ୍ତି ।  ଜିଲାପାଳଙ୍କ କାର୍ଯ୍ୟାଳୟରେ ନିଯୁକ୍ତ ହୋଇଥିବା ପୂଜା ଖେଡକର ଅନ୍ୟ ଜଣେ ସହକର୍ମୀଙ୍କ କାର୍ଯ୍ୟାଳୟ କୋଠରି ମାଡ଼ି ବସିଥିବା ନେଇ ଅଭିଯୋଗ ହୋଇଛି। ଏହା ପରେ ପୂଜାଙ୍କର ଗୋଟିଏ ପରେ ଗୋଟିଏ​‌ ବେଆଇନ କାର୍ଯ୍ୟକଳାପ ସାମ୍ନାକୁ ଆସିବାରେ ଲାଗିଛି। କୋଟିପତି ପରିବାରର ହୋଇ ବି ସେ ଓବିସି(ଅନ୍ୟାନ୍ୟ ପଛୁଆ ବର୍ଗ) କୋଟା ଉପଭୋଗ କରୁଛନ୍ତି । ଦୃଷ୍ଟିବାଧିତଙ୍କ ପାଇଁ ରହିଥିବା କୋଟାରେ ଆଇଏଏସ ଚାକିରି ପାଇଛନ୍ତି ପୂଜା। ତେବେ ଦ୍ରୁତଗତିରେ ଗାଡ଼ି ଚାଳନା କରିବା, ଟ୍ରାଫିକ ସିଗନାଲ ନ ମାନିବା, ପୁଲିସ ଗାଡ଼ି ଅଟକାଇବା ସତ୍ବେ ନ ରହିବା ଭଳି ଅଭିଯୋଗରେ ଉକ୍ତ ଗାଡ଼ି ନାମରେ ଚାଲାଣ କଟିଛି। ଅନ୍ୟପଟେ ଉକ୍ତ ଅଡି କାରକୁ ଏହି ଅଧିକାରୀ ଜଣକ ବ୍ୟବହାର କରୁଥିବାବେଳେ ଗାଡ଼ିଟି ଥର୍ମୋଭେରିଟା ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡ ନାମକ କମ୍ପାନୀ ନାମରେ ପଞ୍ଜୀକୃତ ହୋଇଥିବାରୁ ଜାତୀୟ ଗଣମାଧ୍ୟମରେ ଜୋରଦାର ଆଲୋଚନା ହେଉଛି ।

Tags: nationalnewsnewsroomodisha
Share196Tweet123
M M

M M

ଆଜିର ପାଗ

Bhubaneswar
December 9, 2025, 2:15 PM
 

N
Mainly clear
27°C
2.1 m/s
Apparent: 16°C
Pressure: 1016 mb
Humidity: 79%
Winds: 2.1 m/s N
Windgusts: 6.1 m/s
UV-Index: 0
Precip.: 0mm /0% / Rain
Sunrise: 6:10 AM
Sunset: 5:07 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

November 16, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ମୁଣ୍ଡବିହୀନ ମୃତଦେହକୁ ନେଇ ଗଣ୍ଡଗୋଳ: ରାଖାଲଗୁଡ଼ା ଓ ଏମ୍‌ଭି-୨୬ ଗାଁରେ ‘BNS ୧୬୬’ ଧାରା ଲାଗୁ

ମୁଣ୍ଡବିହୀନ ମୃତଦେହକୁ ନେଇ ଗଣ୍ଡଗୋଳ: ରାଖାଲଗୁଡ଼ା ଓ ଏମ୍‌ଭି-୨୬ ଗାଁରେ ‘BNS ୧୬୬’ ଧାରା ଲାଗୁ

December 9, 2025
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

December 9, 2025
ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ: ସଂରକ୍ଷଣରେ ସଂଶୋଧନ ପାଇଁ ଦାବି

ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ: ସଂରକ୍ଷଣରେ ସଂଶୋଧନ ପାଇଁ ଦାବି

December 8, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom