• Latest
  • Trending
ରୋହତିଙ୍କ ଦମଦାର ଶତକ, ଅଷ୍ଟ୍ରେଲିଆକୁ ପରାସ୍ତ କଲା ଭାରତ

ରୋହତିଙ୍କ ଦମଦାର ଶତକ, ଅଷ୍ଟ୍ରେଲିଆକୁ ପରାସ୍ତ କଲା ଭାରତ

Oct-26-2025 09:41 AM IST
କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କ ଅଧ୍ୟକ୍ଷତାରେ ବାତ୍ୟା ମୁକାବିଲା ସମୀକ୍ଷା କଲା ଏନସିଏମସି

କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କ ଅଧ୍ୟକ୍ଷତାରେ ବାତ୍ୟା ମୁକାବିଲା ସମୀକ୍ଷା କଲା ଏନସିଏମସି

Oct-26-2025 12:23 PM IST

ବିକ୍ରମ ଜେଲରେ, ନବୀନଙ୍କ ଗଂଜାମ ଗଡ଼ ଏବେ ସଙ୍କଟରେ !

Oct-26-2025 10:42 AM IST
ପାର୍ବଣ ଋତୁରେ ଲୋକଙ୍କ ପସନ୍ଦ ଟ୍ରେନ୍ , ବଢ଼ୁଛି ଯାତ୍ରୀଙ୍କ ସଂଖ୍ୟା

ପାର୍ବଣ ଋତୁରେ ଲୋକଙ୍କ ପସନ୍ଦ ଟ୍ରେନ୍ , ବଢ଼ୁଛି ଯାତ୍ରୀଙ୍କ ସଂଖ୍ୟା

Oct-26-2025 10:02 AM IST
ବିଜେପି ସରକାରଙ୍କ ୫୦୦ ଦିନକୁ ନେଇ ଟାର୍ଗେଟ କଲା ବିଜେଡି

ବିଜେପି ସରକାରଙ୍କ ୫୦୦ ଦିନକୁ ନେଇ ଟାର୍ଗେଟ କଲା ବିଜେଡି

Oct-26-2025 09:54 AM IST
କ’ଣ କହୁଛି ଆପଣଙ୍କ ରାଶିଫଳ ?

କ’ଣ କହୁଛି ଆପଣଙ୍କ ରାଶିଫଳ ?

Oct-26-2025 09:35 AM IST
ଜମ୍ମୁକାଶ୍ମୀରରେ ରାଜ୍ୟସଭା ନିର୍ବାଚନ, ସଂଖ୍ୟା ନଥାଇ ବିଜେପି ଜିତିଲା ଗୋଟିଏ ଆସନ

ଜମ୍ମୁକାଶ୍ମୀରରେ ରାଜ୍ୟସଭା ନିର୍ବାଚନ, ସଂଖ୍ୟା ନଥାଇ ବିଜେପି ଜିତିଲା ଗୋଟିଏ ଆସନ

Oct-25-2025 10:17 AM IST
ଲଘୁଚାପ ଆଣିବ କି ବାତ୍ୟା ? ଚିତ୍ର ଅସ୍ପଷ୍ଟ

ଲଘୁଚାପ ଆଣିବ କି ବାତ୍ୟା ? ଚିତ୍ର ଅସ୍ପଷ୍ଟ

Oct-25-2025 09:21 AM IST
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

Oct-25-2025 09:07 AM IST
ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ: ଗିଲ୍ , କୋହଲିଙ୍କ ଉପରେ ନଜର

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ: ଗିଲ୍ , କୋହଲିଙ୍କ ଉପରେ ନଜର

Oct-25-2025 09:02 AM IST

ଜୀବନ ହାରିଲେ… ପାପୁଲିରେ ଲେଖିଲେ ସୁଇସାଇଡ୍ ନୋଟ୍

Oct-24-2025 05:56 PM IST
  • About
  • Careers
  • Contact Us
Sunday, October 26, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଖେଳ

ରୋହତିଙ୍କ ଦମଦାର ଶତକ, ଅଷ୍ଟ୍ରେଲିଆକୁ ପରାସ୍ତ କଲା ଭାରତ

ରୋହିତ ଶର୍ମା ୧୨୧ ରନ୍  ଏବଂ ବିରାଟ କୋହଲି ୭୪ ରନ୍

by M M
Oct-26-2025 09:41 AM IST
in ଖେଳ
0
ରୋହତିଙ୍କ ଦମଦାର ଶତକ, ଅଷ୍ଟ୍ରେଲିଆକୁ ପରାସ୍ତ କଲା ଭାରତ
492
SHARES
1.4k
VIEWS
Share on FacebookShare on Twitter

ସିଡ୍‌ନି ଦିନିକିଆରେ ଭାରତ ୯ ୱିକେଟ୍‌ରେ  ବିଜୟ ହାସଲ କରିଛି।  ରୋହିତ ରୋମାଞ୍ଚକ ଢଙ୍ଗରେ ନିଜ ୩୩ତମ ଶତକ ହାସଲ କରିଥିଲା ବେଳେ ଗତ ଦୁଇ ମୁକାବିଲାରେ ଖାତା ଖୋଲି ପାରି ନଥିବା କୋହଲି ଆରମ୍ଭରୁ ଆତ୍ମବିଶ୍ବାସର ସହ ବ୍ୟାଟିଂ କରି ଅପରାଜିତ ଅର୍ଦ୍ଧଶତକ ସହିତ ଦିନିକିଆ କ୍ରିକେଟ୍‌ର ଦ୍ବିତୀୟ ସର୍ବାଧିକ ରନ୍ ସଂଗ୍ରହକାରୀ ହେବାର ଗୌରବ ଅର୍ଜନ କରିଛନ୍ତି। ରୋହିତ ଶର୍ମା ୧୨୧ ରନ୍  ଏବଂ ବିରାଟ କୋହଲି ୭୪ ରନ୍  ଧମାକାଦାର ବ୍ୟାଟିଂ ବଳରେ ସିଡ୍‌ନି ଦିନିକିଆରେ ଭାରତ ୯ ୱିକେଟ୍‌ରେ ଏକ ପ୍ରଭାବୀ ବିଜୟ ହାସଲ କରିଛି।

୨୩୭ ରନ୍‌ର ବିଜୟ ଲକ୍ଷ୍ୟକୁ ଟିମ୍ ଇଣ୍ଡିଆ ୧୧.୩ ଓଭର ପୂର୍ବରୁ ମାତ୍ର  ଗୋଟିଏ ୱିକେଟ୍ ବିନିମୟରେ ହାସଲ କରି ନେଇଛି। ୦-୨ରେ ପଛୁଆ ରହିବା ପରେ ମୂଳପୋଛ ପରାଜୟର ଲଜ୍ଜାକୁ ଏଡ଼ାଇଛି। ଏକମାତ୍ର ବ୍ୟାଟର୍‌ ଭାବେ ଅଧିନାୟକ ଶୁବମନ୍ ଗିଲ୍ ୨୪ ରନ୍ କରି ଆଉଟ୍ ‌ହୋଇଥିଲେ। ଗିଲ୍-ରୋହିତ ପ୍ରଥମ ୱିକେଟ୍‌ରେ ୬୯ ରନ୍ ଯୋଡ଼ିଥିଲେ। ଏହା ପରେ ରୋହିତ-କୋହଲି ନିଜ ପୁରୁଣା ଯାଦୁ ଦେଖାଇ ଶତକୀୟ ଭାଗୀଦାର ସହ ବିଜୟ ମୁଣ୍ଡି ମାରିଥିଲେ।  ଅଷ୍ଟ୍ରେଲିଆ ବିପକ୍ଷରେ ନବମ ଶତକ ଅର୍ଜନ ସହ ମୋଟ ଉପରେ ୨୨୪ ରନ୍ କରିଥିବା ରୋହିତ ମ୍ୟାଚ୍ ସହ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ମଧ୍ୟ ବିବେଚିତ ହୋଇଥିଲେ।

ଅଷ୍ଟ୍ରେଲିଆକୁ  ୪୬.୪ ଓଭରରେ ମାତ୍ର ୨୩୬ ରନ୍‌ରେ ଅଲ୍‌ଆଉଟ୍ କରି ଦେଇଥିଲା ଭାରତ । ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ସ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ଘରୋଇ ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା। ମ୍ୟାଟ୍ ରେନ୍‌ସ’ଙ୍କ ପ୍ରଥମ ଅର୍ଦ୍ଧଶତକ ବଡ଼ ସ୍କୋର ଥିଲା ଅଷ୍ଟ୍ରେଲିଆ ପାଇଁ ।  ମାର୍ସଙ୍କ ସହ ଅଷ୍ଟ୍ରେଲିଆର ଶୀର୍ଷ ୬ ବ୍ୟାଟର୍‌ ଭଲ ଆରମ୍ଭ ପାଇଥିଲେ ମଧ୍ୟ ଭାରତୀୟ ବୋଲରମାନେ କୁଶଳୀ ବୋଲିଂ କରି ନିୟମିତ ବ୍ୟବଧାନରେ ସେମାନଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ଭାରତୀୟ ଦଳ ମଧ୍ୟ ଉଚ୍ଚକୋଟୀର କ୍ଷେତ୍ରରକ୍ଷଣ କରି ଅଷ୍ଟ୍ରେଲିଆ ବ୍ୟାଟର୍‌ଙ୍କୁ ଚକିତ କରି ଦେଇଥିଲା। ଅଷ୍ଟ୍ରେଲିଆ ପାଳିର ୩୪ତମ ଓଭରରେ ଭାରତୀୟ ଉପଅଧିନାୟକ ଶ୍ରେୟସ୍ ଆୟରଙ୍କ ପିଞ୍ଜରା ହାଡ଼ରେ ଆଘାତ ଲାଗିବାରୁ ସେ ଡାକ୍ତରଖାନାକୁ ଯିବା ଭାରତ ପାଇଁ ବଡ଼ ଝଟ୍‌କା ଥିଲା।

 

Share197Tweet123
M M

M M

ଆଜିର ପାଗ

Bhubaneswar
October 26, 2025, 1:09 PM
 

ENE
Partly cloudy
32°C
2.6 m/s
Apparent: 37°C
Pressure: 1009 mb
Humidity: 54%
Winds: 2.6 m/s ENE
Windgusts: 6.5 m/s
UV-Index: 6.4
Precip.: 0mm /10% / Rain
Sunrise: 5:45 AM
Sunset: 5:15 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କ ଅଧ୍ୟକ୍ଷତାରେ ବାତ୍ୟା ମୁକାବିଲା ସମୀକ୍ଷା କଲା ଏନସିଏମସି

କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କ ଅଧ୍ୟକ୍ଷତାରେ ବାତ୍ୟା ମୁକାବିଲା ସମୀକ୍ଷା କଲା ଏନସିଏମସି

October 26, 2025

ବିକ୍ରମ ଜେଲରେ, ନବୀନଙ୍କ ଗଂଜାମ ଗଡ଼ ଏବେ ସଙ୍କଟରେ !

October 26, 2025
ପାର୍ବଣ ଋତୁରେ ଲୋକଙ୍କ ପସନ୍ଦ ଟ୍ରେନ୍ , ବଢ଼ୁଛି ଯାତ୍ରୀଙ୍କ ସଂଖ୍ୟା

ପାର୍ବଣ ଋତୁରେ ଲୋକଙ୍କ ପସନ୍ଦ ଟ୍ରେନ୍ , ବଢ଼ୁଛି ଯାତ୍ରୀଙ୍କ ସଂଖ୍ୟା

October 26, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom