• Latest
  • Trending
ଭଦ୍ରକରେ ଇଣ୍ଟରନେଟ୍ ସେବା ଫେରିଲା

ଭଦ୍ରକରେ ଇଣ୍ଟରନେଟ୍ ସେବା ଫେରିଲା

Oct-02-2024 01:53 PM IST
NDA  ମେଣ୍ଟ ମୋଟ୍ ଭୋଟରଙ୍କ ମଧ୍ୟରୁ ୪୧ ପ୍ରତିଶତରୁ ୪୩ ପ୍ରତିଶତ ଭୋଟ୍ ପାଇବା ସମ୍ଭାବନା

NDA  ମେଣ୍ଟ ମୋଟ୍ ଭୋଟରଙ୍କ ମଧ୍ୟରୁ ୪୧ ପ୍ରତିଶତରୁ ୪୩ ପ୍ରତିଶତ ଭୋଟ୍ ପାଇବା ସମ୍ଭାବନା

Nov-02-2025 01:14 PM IST
ହସିନାଙ୍କ ସମେତ ୨୬୦ ଜଣ ପଳାତକ ଘୋଷିତ

ହସିନାଙ୍କ ସମେତ ୨୬୦ ଜଣ ପଳାତକ ଘୋଷିତ

Nov-02-2025 11:29 AM IST
ଓଡ଼ିଶା ପୁଲିସ SI ସ୍କାମ୍, ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ

ଓଡ଼ିଶା ପୁଲିସ SI ସ୍କାମ୍, ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ

Nov-02-2025 11:21 AM IST
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

Nov-02-2025 11:18 AM IST
ମୃତ୍ୟୁ ପୂର୍ବରୁ ୪୦ ଜୀବନ ବଞ୍ଚାଇଲେ ଡ୍ରାଇଭର ଶରତ ମାର୍ଥା

ମୃତ୍ୟୁ ପୂର୍ବରୁ ୪୦ ଜୀବନ ବଞ୍ଚାଇଲେ ଡ୍ରାଇଭର ଶରତ ମାର୍ଥା

Nov-01-2025 08:21 PM IST
ଆନ୍ଧ୍ରପ୍ରଦେଶ ମନ୍ଦିର ଦଳାଚକଟାରେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ

ଆନ୍ଧ୍ରପ୍ରଦେଶ ମନ୍ଦିର ଦଳାଚକଟାରେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ

Nov-01-2025 07:53 PM IST
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ସ୍ବେଦେଶୀ କୁକୁର

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ସ୍ବେଦେଶୀ କୁକୁର

Nov-01-2025 07:08 PM IST
ଆଜିଠୁ ଆଧାର ରେ  ବଡ଼ ଧରଣର ଅପଡେଟ୍: ଜାଣନ୍ତୁ କଣ ରହିଛି ନୂଆ ନିୟମ ?

ଆଜିଠୁ ଆଧାର ରେ ବଡ଼ ଧରଣର ଅପଡେଟ୍: ଜାଣନ୍ତୁ କଣ ରହିଛି ନୂଆ ନିୟମ ?

Nov-01-2025 04:02 PM IST
କଲବଲ କରୁଛି ଚାକିରିରୁ ଛଟେଇ ଭୟ, ଆମାଜନ କର୍ମଚାରୀଙ୍କ ବିଗୁଡୁଛି ମାନସିକ ସ୍ୱାସ୍ଥ୍ୟ

କଲବଲ କରୁଛି ଚାକିରିରୁ ଛଟେଇ ଭୟ, ଆମାଜନ କର୍ମଚାରୀଙ୍କ ବିଗୁଡୁଛି ମାନସିକ ସ୍ୱାସ୍ଥ୍ୟ

Nov-01-2025 03:08 PM IST
ବିଜେଡି ଛାଡି ବିଜେପିରେ ମିଶିଲେ ନୂଆପଡାର ଅନେକ ବିଜେଡି ନେତା

ବିଜେଡି ଛାଡି ବିଜେପିରେ ମିଶିଲେ ନୂଆପଡାର ଅନେକ ବିଜେଡି ନେତା

Nov-01-2025 02:44 PM IST
  • About
  • Careers
  • Contact Us
Sunday, November 2, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଭଦ୍ରକରେ ଇଣ୍ଟରନେଟ୍ ସେବା ଫେରିଲା

by M M
Oct-02-2024 01:53 PM IST
in ବଡ଼ ଖବର
0
ଭଦ୍ରକରେ ଇଣ୍ଟରନେଟ୍ ସେବା ଫେରିଲା
491
SHARES
1.4k
VIEWS
Share on FacebookShare on Twitter

୪ ଦିନ ପରେ ଭଦ୍ରକରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା ।  ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଜିଲ୍ଲାରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ପରେ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିଲା ।  । ଭଦ୍ରକ ଚନ୍ଦନବଜାର, ସନ୍ଥିଆ, ପୁରୁଣାବଜାର ସମେତ ଧାମନଗର ଓ ଦୋବଲରେ ୨ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଯୋଗୁ ହିଂସା ଦେଖାଦେଇଥିଲା । ଭଦ୍ରକର ସନ୍ଥିଆ, ଚନ୍ଦନବଜାର, ପୁରୁଣାବଜାର ଓ ଧାମନଗର, ଦୋବଲରେ ୧୬୩ ଧାରା ବଳବତ୍ତର ରହିଛି । ସୋମବାରଠୁ ଧାମନଗର ଓ ଦୋବଲରେ ୧୬୩ ଧାରା  କୋହଳ କରାଯାଇଛି । ସକାଳ ୬ଟାରୁ ରାତି ୮ଟା ଯାଏଁ ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିଥିଲେ ବି ୨ରୁ ଅଧିକ ଲୋକ ଭିଡ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ସଭା କିମ୍ବା ରାଲି ଉପରେ କଟକଣା ଲାଗିଛି । ବର୍ତ୍ତମାନ ସୁଦ୍ଧା ୩୩ ଜଣଙ୍କୁ ଗିରଫ କରାଯାଇଛି । ପୋଲିସ ଡିଜି ୱାଇବି ଖୁରାନିଆ ଧାମନଗର ଓ ଭଦ୍ରକ ସ୍ଥିତି ସମୀକ୍ଷା କରିବା ପରେ ଜବକୁ ବିଶ୍ବାସ ନକରିବାକୁ ପରାମର୍ଶ ଦେଇଛନ୍ତି ଡିଜିପି ।

Share196Tweet123
M M

M M

ଆଜିର ପାଗ

Bhubaneswar
November 2, 2025, 3:16 PM
 

NNW
Partly cloudy
31°C
2.4 m/s
Apparent: 36°C
Pressure: 1007 mb
Humidity: 63%
Winds: 2.4 m/s NNW
Windgusts: 7.7 m/s
UV-Index: 2.9
Precip.: 0mm /23% / Rain
Sunrise: 5:48 AM
Sunset: 5:11 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
NDA  ମେଣ୍ଟ ମୋଟ୍ ଭୋଟରଙ୍କ ମଧ୍ୟରୁ ୪୧ ପ୍ରତିଶତରୁ ୪୩ ପ୍ରତିଶତ ଭୋଟ୍ ପାଇବା ସମ୍ଭାବନା

NDA  ମେଣ୍ଟ ମୋଟ୍ ଭୋଟରଙ୍କ ମଧ୍ୟରୁ ୪୧ ପ୍ରତିଶତରୁ ୪୩ ପ୍ରତିଶତ ଭୋଟ୍ ପାଇବା ସମ୍ଭାବନା

November 2, 2025
ହସିନାଙ୍କ ସମେତ ୨୬୦ ଜଣ ପଳାତକ ଘୋଷିତ

ହସିନାଙ୍କ ସମେତ ୨୬୦ ଜଣ ପଳାତକ ଘୋଷିତ

November 2, 2025
ଓଡ଼ିଶା ପୁଲିସ SI ସ୍କାମ୍, ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ

ଓଡ଼ିଶା ପୁଲିସ SI ସ୍କାମ୍, ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ

November 2, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom