ବିସିସିଆଇ ସଚିବ ଜୟ ଶାହାଙ୍କୁ ମିିଳିପାରେ ବଡ଼ ପଦ । ଏନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଶାହା ଆଇସିସି ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିବା ନେଇ ଆଲୋଚନା ହେଉଛି ଜାତୀୟ ଗଣମାଧ୍ୟମରେ । ଜୟ ଶାହା ବର୍ତ୍ତମାନ ବିସିସିଆଇର ସଚିବ ଭାବରେ କାର୍ଯ୍ୟ କରିଛନ୍ତି। ନୂତନ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ଡିସେମ୍ବର ୧, ୨୦୨୪ରୁ ଆରମ୍ଭ ହେବାକୁ ଯାଉଛି ଏବଂ ଏହା ୩ବର୍ଷ ପାଇଁ ହେବ।
/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)








