• Latest
  • Trending
ରାଜ୍ୟସଭାରେ ଜୟାଙ୍କୁ ତାଗିଦ କଲେ ଧନଖଡ଼

ରାଜ୍ୟସଭାରେ ଜୟାଙ୍କୁ ତାଗିଦ କଲେ ଧନଖଡ଼

August 9, 2024

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ଜାମିନ

August 6, 2025

ରିସେପ୍ସନ ଦେଲେ ପିନାକୀ-ମହୁଆ

August 6, 2025
ବଳଙ୍ଗା ପୀଡିତା ମୃତ୍ୟୁ ପରେ ବିଜେଡିର ତୀବ୍ର ପ୍ରତିକ୍ରିୟା

ବଳଙ୍ଗା ପୀଡିତା ମୃତ୍ୟୁ ପରେ ବିଜେଡିର ତୀବ୍ର ପ୍ରତିକ୍ରିୟା

August 3, 2025

ମୋଦି କହିଲେ ଅପରେସନ ସିନ୍ଦୂର ସମୟରେ କଣ ଘଟିଥିଲା

July 30, 2025

କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଦାବି- ବିଜେଡି କହିଲା ନିଷ୍ପତ୍ତି ହୋଇନି

July 23, 2025
ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’

ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’

July 19, 2025

ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଇଂଲଣ୍ଡ

July 10, 2025

ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ବାଳ କଂଗ୍ରେସରେ ଯୋଗ ଦେଇଛନ୍ତି

July 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ବିଜେପି ଭିତରେ ମନମୋହନଙ୍କ ଶକ୍ତି ବଢ଼ିଛି

ବିଜେପି ଭିତରେ ମନମୋହନଙ୍କ ଶକ୍ତି ବଢ଼ିଛି

July 10, 2025
  • About
  • Careers
  • Contact Us
Wednesday, August 6, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ରାଜ୍ୟସଭାରେ ଜୟାଙ୍କୁ ତାଗିଦ କଲେ ଧନଖଡ଼

by M M
August 9, 2024
in ଦେଶ ବିଦେଶ, ବିଶେଷ
0
ରାଜ୍ୟସଭାରେ ଜୟାଙ୍କୁ ତାଗିଦ କଲେ ଧନଖଡ଼
491
SHARES
1.4k
VIEWS
Share on FacebookShare on Twitter

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ନିଜକୁ ସେଲିବ୍ରେଟି କହି ସମ୍ମାନ ଦାବି କଲେ । କିନ୍ତୁ ତାଙ୍କ ଉପରେ ରାଗିଲେ ଅଧ୍ୟକ୍ଷ ଜଗଦୀପ ଧନଖଡ। ନିୟମ ଅନୁଯାୟୀ କାମ କରିବାକୁ ପଡ଼ିବ ବୋଲି କହିଲେ ଧନଖଡ଼ ।  ପୂର୍ବରୁ ଜୟା ବଚ୍ଚନ ତାଙ୍କ ନାମ ସହ କାହିଁକି ସ୍ୱାମୀ ଅମିତାଭଙ୍କ ନାଁ ଯୋଡ଼ି କହିବେ ବୋଲି ପ୍ରଶ୍ନ କରିଥିଲେ। ମହିଳାଙ୍କ ପରିଚୟ ନିଜେ ହୋଇପାରିବେ ବୋଲି ସେ କହିଥିଲେ, ନାରୀଟିଏ ସ୍ୱାମୀ ନାଁରେ ପରିଚିତ ହେବାକୁ ସେ ଚାହାଁନ୍ତି ନାହିଁ ବୋଲି ସ୍ପଷ୍ଟ କରିଥିଲେ  । କିନ୍ତୁ ଚଳିତ ମୌସୁମୀ ଅଧିବେଶରେ ନିଜ ଉପସ୍ଥାପନ ସମୟରେ କହିଥିଲେ, “ମୁଁ ଜୟା ଅମିତାଭ ବଚ୍ଚନ କହୁଛି…।” ଏହା ପରେ ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ସମେତ ଅନ୍ୟ ସାଂସଦମାନେ ଖୁବ୍ ଜୋରରେ ହସିଥିଲେ। ଏହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ୟୁଜରମାନେ ଜୟାଙ୍କୁ ଟ୍ରୋଲ କରିଥିଲେ । ତେବେ ରାଜ୍ୟସଭାରେ ସମାନ ପ୍ରସଙ୍ଗ ଉଠାଇ ଜୟା ବଚ୍ଚନ ତାଙ୍କ ନାମ, ତାଙ୍କ ସ୍ୱାମୀଙ୍କ ନାମ ଏବଂ ସ୍ୱାମୀଙ୍କ ଉପଲବ୍ଧିକୁ ନେଇ ଖୁବ୍ ଗର୍ବିତ ବୋଲି କହିଥିଲେ। ଅଧ୍ୟକ୍ଷ ଧନଖଡ ମଧ୍ୟ ହସି ହସି ଏହାର ଜବାବ ରଖି କହିଥିଲେ, “ଅମିତାଭ ବଚ୍ଚନଙ୍କ ଉପଲବ୍ଧିରେ ସମଗ୍ର ଦେଶ ଗର୍ବିତ। ନିର୍ବାଚନ ପ୍ରାର୍ଥ୍ୱୀତ୍ୱ ସମୟରେ ଯେଉଁ ନାମ ରହିଥାଏ, ସେହି ଅନୁସାରେ ଏଠାରେ ଉଚ୍ଚାରଣ କରାଯାଏ। ଆପଣ ଚାହିଁଲେ ଏଥିରେ ପରିବର୍ତ୍ତନ କରିପାରିବେ, ଏଥିପାଇଁ ପ୍ରାବଧାନ ମଧ୍ୟ ରହିଛି।”

କିନ୍ତୁ ଜୟା କହିଥିଲେ ସାର୍, ମୁଁ ଜୟା ଅମିତାଭ ବଚ୍ଚନ, କହିବାକୁ ଚାହେଁ… ମୁଁ ଜଣେ ଅଭିନେତ୍ରୀ। ମୋତେ ଅଙ୍ଗଭଙ୍ଗୀ ଏବଂ ମୁଖ ଭଙ୍ଗୀ ଭଲ ଭାବେ ବୁଝାପଡ଼େ। କ୍ଷମା କରିବେ, ଆପଣଙ୍କ ସ୍ୱର ଗ୍ରହଣୀୟ ନୁହେଁ। ଆମେ ସମସ୍ତେ ସହକର୍ମୀ, ସାର୍ ଆପଣ ଅଧ୍ୟକ୍ଷ ଆସନରେ ବସିଥାଇ ପାରନ୍ତି, କିନ୍ତୁ ମୋର ସ୍କୁଲ୍ ଯିବା ସମୟ କଥା ମନେ ପଡିଯାଉଛି । ଏ କଥା ଶୁଣି ଧନଖଡ ପ୍ରବଳ ରାଗିଥିବା ଦେଖିବାକୁ ମିଳିଥିଲା ।  “ଆପଣ ବସନ୍ତୁ… ଆପଣ ବସନ୍ତୁ…”  କହିଥିଲେ ଧନଖଡ଼ । ଜୟାଜୀ ଆପଣ ବଡ଼ ଖ୍ୟାତି ଅର୍ଜନ କରିଛନ୍ତି, କିନ୍ତୁ ଆପଣ ଜାଣନ୍ତି ଅଭିନେତା ନିର୍ଦ୍ଦେଶକଙ୍କ ଅଧୀନରେ ଥାଆନ୍ତି…? ମୁଁ ଏହି ଆସନରୁ ବସି ଯାହା ଦେଖିଛି ତାହା ଆପଣ ଦେଖି ନାହାଁନ୍ତି। ମୁଁ ପୁଣି ଥରେ କହିବାକୁ ଚାହେଁ ନାହିଁ, ମୁଁ ମଧ୍ୟ ବିଦ୍ୟାଳୟ ଚଲାଇବାକୁ ଚାହୁଁ ନାହିଁ। ମୁଁ ଜଣେ ବ୍ୟକ୍ତି, ଯିଏ ସମସ୍ତଙ୍କୁ ବାଟ ଛାଡ଼ିଛି… ଆପଣ ମୋ ସ୍ୱର କଥା କହୁଛନ୍ତି?” ଆପଣ ସେଲିବ୍ରିଟି ହୁଅନ୍ତୁ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ଆପଣଙ୍କୁ ଗୃହର ନିୟମକୁ ବୁଝିବାକୁ ପଡ଼ିବ ।

Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ଜାମିନ

August 6, 2025

ରିସେପ୍ସନ ଦେଲେ ପିନାକୀ-ମହୁଆ

August 6, 2025
ବଳଙ୍ଗା ପୀଡିତା ମୃତ୍ୟୁ ପରେ ବିଜେଡିର ତୀବ୍ର ପ୍ରତିକ୍ରିୟା

ବଳଙ୍ଗା ପୀଡିତା ମୃତ୍ୟୁ ପରେ ବିଜେଡିର ତୀବ୍ର ପ୍ରତିକ୍ରିୟା

August 3, 2025

Weather

Bhubaneswar
August 6, 2025, 7:02 pm
 

SSW
Overcast
28°C
0.9 m/s
Apparent: 35°C
Pressure: 1003 mb
Humidity: 92%
Winds: 0.9 m/s SSW
Windgusts: 5.3 m/s
UV-Index: 0
Precip.: 7.6mm /65% / Rain
Sunrise: 5:23 am
Sunset: 6:21 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom