• Latest
  • Trending
ଭିକି-କ୍ୟାଟ୍ରିନାଙ୍କ ଘରେ ଖୁସି –  ଭିକି କୌଶଳ ଓ କ୍ୟାଟ୍ରିନାଙ୍କ ଘରକୁ ଆସିଲା ନୂଆ ଅତିଥି

ଭିକି-କ୍ୟାଟ୍ରିନାଙ୍କ ଘରେ ଖୁସି – ଭିକି କୌଶଳ ଓ କ୍ୟାଟ୍ରିନାଙ୍କ ଘରକୁ ଆସିଲା ନୂଆ ଅତିଥି

Nov-07-2025 07:18 PM IST
ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ହାଡ଼ଭଙ୍ଗା ଜାଡ଼

ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ହାଡ଼ଭଙ୍ଗା ଜାଡ଼

Dec-13-2025 07:05 AM IST
କ’ଣ କହୁଛି ଆଜିର ରାଶିଫଳ

କ’ଣ କହୁଛି ଆଜିର ରାଶିଫଳ

Dec-13-2025 06:34 AM IST
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

Dec-13-2025 06:49 AM IST
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

Dec-12-2025 07:14 AM IST

ଆମେରିକା-ପାକିସ୍ତାନ ବୃହତ୍ ଅସ୍ତ୍ରଶସ୍ତ୍ର ଚୁକ୍ତି : F-16 ପୁଣି କିଣିବ ପାକିସ୍ତାନ

Dec-11-2025 07:38 PM IST
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟି-୨୦: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି ପଛରେ କାରଣ କହିଲେ ସୂର୍ଯ୍ୟ

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟି-୨୦: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି ପଛରେ କାରଣ କହିଲେ ସୂର୍ଯ୍ୟ

Dec-11-2025 07:10 PM IST
ବାହାଘର ବାତିଲ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ମନ୍ଧାନା

ବାହାଘର ବାତିଲ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ମନ୍ଧାନା

Dec-11-2025 04:33 PM IST
ବନ୍ଦେ ମାତରମ୍‌ କିପରି ସ୍ୱାଧୀନତା ସଂଗ୍ରାମର ମହାମନ୍ତ୍ର ଥିଲା?

ବନ୍ଦେ ମାତରମ୍‌ କିପରି ସ୍ୱାଧୀନତା ସଂଗ୍ରାମର ମହାମନ୍ତ୍ର ଥିଲା?

Dec-11-2025 08:36 AM IST
ରାହୁଲଙ୍କ ‘ଖୋଲା ବିତର୍କ’ ଆହ୍ୱାନକୁ ଶାହଙ୍କ ପ୍ରତ୍ୟାଖ୍ୟାନ

ରାହୁଲଙ୍କ ‘ଖୋଲା ବିତର୍କ’ ଆହ୍ୱାନକୁ ଶାହଙ୍କ ପ୍ରତ୍ୟାଖ୍ୟାନ

Dec-11-2025 07:08 AM IST
ଓଡ଼ିଶାରେ ପ୍ରବଳ ଶୀତ ଲହରି; ଅନେକ ସ୍ଥାନରେ ୧୦°C ତଳେ ତାପମାତ୍ରା

ଓଡ଼ିଶାରେ ପ୍ରବଳ ଶୀତ ଲହରି; ଅନେକ ସ୍ଥାନରେ ୧୦°C ତଳେ ତାପମାତ୍ରା

Dec-11-2025 06:21 AM IST
  • About
  • Careers
  • Contact Us
Saturday, December 13, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ମନୋରଞ୍ଜନ

ଭିକି-କ୍ୟାଟ୍ରିନାଙ୍କ ଘରେ ଖୁସି – ଭିକି କୌଶଳ ଓ କ୍ୟାଟ୍ରିନାଙ୍କ ଘରକୁ ଆସିଲା ନୂଆ ଅତିଥି

ମା ହେଲେ କ୍ୟାଟ୍ରିନା

by M M
Nov-07-2025 07:18 PM IST
in ମନୋରଞ୍ଜନ
0
ଭିକି-କ୍ୟାଟ୍ରିନାଙ୍କ ଘରେ ଖୁସି –  ଭିକି କୌଶଳ ଓ କ୍ୟାଟ୍ରିନାଙ୍କ ଘରକୁ ଆସିଲା ନୂଆ ଅତିଥି
492
SHARES
1.4k
VIEWS
Share on FacebookShare on Twitter

ପୁଅକୁ ଦୁନିଆକୁ ସ୍ୱାଗତ କରି ଭିକି ଏବଂ କ୍ୟାଟ୍ରିନା ଏକ ମିଳିତ ପୋଷ୍ଟ୍ ସେୟାର୍ କରିଛନ୍ତି। “ଆମର ଖୁସି ଆସିଗଲା। ଆମେ ଅତ୍ୟନ୍ତ ଆନନ୍ଦ ଏବଂ ଉତ୍ସାହର ସହିତ ଆମ ପୁଅକୁ ସ୍ୱାଗତ କରୁଛୁ।” ଭିକି ଓ କ୍ୟାଟ୍ରିନା ସେମାନଙ୍କର ଏହି ପୋଷ୍ଟର କ୍ୟାପସନ୍ ଭାବରେ କେବଳ ‘Blessed’  ବୋଲି ଲେଖିଛନ୍ତି। ଏହି ଘୋଷଣା ପରେ ଉଭୟଙ୍କ ପରିବାରରେ ବର୍ତ୍ତମାନ ଖୁସିର ମାହୋଲ ଖେଳିଯାଇଛି।

ବଲିଉଡର ପାୱାର କପଲ୍ ଭିକି କୌଶଳ ଓ କ୍ୟାଟ୍ରିନା କୈଫ୍ ପିତାମାତା ହୋଇଛନ୍ତି । ଅଭିନେତ୍ରୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଦମ୍ପତି ନିଜେ ଏହି ସୂଚନା ସମସ୍ତଙ୍କୁ ଦେଇଛନ୍ତି। ଏହି ଖବର ମିଳିବା ପରେ ପ୍ରଶଂସକମାନେ ବହୁତ ଖୁସି ହୋଇଛନ୍ତି।

ଭିକି ଏବଂ କ୍ୟାଟ୍ରିନା ସେମାନଙ୍କ ପୁଅକୁ ଦୁନିଆରେ ସ୍ୱାଗତ କରି ଏକ ମିଳିତ ପୋଷ୍ଟ ସେୟାର କରିଛନ୍ତି। ଦମ୍ପତିଙ୍କ ପୋଷ୍ଟରେ ଲେଖାଯାଇଛି, ଆମର ଖୁସି ଆସିଗଲା। ଆମେ ଅତ୍ୟନ୍ତ ଆନନ୍ଦ ଏବଂ ଉତ୍ସାହର ସହିତ ଆମ ପୁଅକୁ ସ୍ୱାଗତ କରୁଛୁ।

ଭିକି ଏବଂ କ୍ୟାଟ୍ରିନାଙ୍କ ପୋଷ୍ଟ ଅନୁଯାୟୀ, ଅଭିନେତ୍ରୀ ଆଜି, ନଭେମ୍ବର ୭ ତାରିଖରେ ମା’ ହୋଇଛନ୍ତି। ଆଜି ସେମାନଙ୍କ ପୁଅ ଜନ୍ମ ହୋଇଛି। କୌଣସି ପୂର୍ବ ସୂଚନା ବିନା ଏହି ଦମ୍ପତି ସେମାନଙ୍କ ପ୍ରଶଂସକଙ୍କ ସହ ଏହି ବଡ଼ ଖବର ସେୟାର କରିଛନ୍ତି। ଦମ୍ପତିଙ୍କ ପରିବାର ବର୍ତ୍ତମାନ ଖୁସିରେ ଭରି ରହିଛି। ଦମ୍ପତି ସେମାନଙ୍କ ପୋଷ୍ଟର କ୍ୟାପସନ ଦେଇଛନ୍ତି, Blessed  । ଦମ୍ପତିଙ୍କ ପୋଷ୍ଟରେ ଅଭିନନ୍ଦନର କମେଣ୍ଟ ଭରିଯାଇଛି ।

Share197Tweet123
M M

M M

ଆଜିର ପାଗ

Bhubaneswar
December 13, 2025, 7:15 AM
 

NNW
Fog
14°C
0.8 m/s
Apparent: 17°C
Pressure: 1017 mb
Humidity: 98%
Winds: 0.8 m/s NNW
Windgusts: 4.7 m/s
UV-Index: 0.55
Precip.: 0mm /0% / Rain
Sunrise: 6:13 AM
Sunset: 5:08 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

November 16, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ହାଡ଼ଭଙ୍ଗା ଜାଡ଼

ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ହାଡ଼ଭଙ୍ଗା ଜାଡ଼

December 13, 2025
କ’ଣ କହୁଛି ଆଜିର ରାଶିଫଳ

କ’ଣ କହୁଛି ଆଜିର ରାଶିଫଳ

December 13, 2025
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom