• Latest
  • Trending
ନାମ ଫଳକକୁ ନେଇ ବିବାଦ: ସୁପ୍ରିମକୋର୍ଟ କଲେ ନା

ନାମ ଫଳକକୁ ନେଇ ବିବାଦ: ସୁପ୍ରିମକୋର୍ଟ କଲେ ନା

Jul-22-2024 04:24 PM IST
ରାଷ୍ଟ୍ରପତି ମୁର୍ମୁଙ୍କ ସୁରକ୍ଷାରେ ବଡ଼ ତ୍ରୁଟି: ହେଲିକପ୍ଟର ଚକ ହେଲିପ୍ୟାଡରେ ପଶିଗଲା

ରାଷ୍ଟ୍ରପତି ମୁର୍ମୁଙ୍କ ସୁରକ୍ଷାରେ ବଡ଼ ତ୍ରୁଟି: ହେଲିକପ୍ଟର ଚକ ହେଲିପ୍ୟାଡରେ ପଶିଗଲା

Oct-22-2025 04:08 PM IST
ପୀତବାସ ପଣ୍ଡା ହତ୍ୟାକାଣ୍ଡ ପଛରେ- ରାଜନୈତିକ କାରଣ

ପୀତବାସ ପଣ୍ଡା ହତ୍ୟାକାଣ୍ଡ ପଛରେ- ରାଜନୈତିକ କାରଣ

Oct-22-2025 03:43 PM IST
ଅପରାଧିକ ମାମଲାର ସୂଚନା ଦେଇନାହାଁନ୍ତି ଘାସିରାମ

ଅପରାଧିକ ମାମଲାର ସୂଚନା ଦେଇନାହାଁନ୍ତି ଘାସିରାମ

Oct-22-2025 03:25 PM IST
ପୀତବାସ ପଣ୍ଡା ହତ୍ୟା ମାମଲା , ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା

ପୀତବାସ ପଣ୍ଡା ହତ୍ୟା ମାମଲା , ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା

Oct-22-2025 01:45 PM IST
ଆଜିଠୁ ଲଘୁଚାପ ପ୍ରଭାବ, ଆସୁଛି ବଡ଼ ବର୍ଷା

ଆଜିଠୁ ଲଘୁଚାପ ପ୍ରଭାବ, ଆସୁଛି ବଡ଼ ବର୍ଷା

Oct-22-2025 10:04 AM IST
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

Oct-22-2025 09:54 AM IST
ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା: ପୁଲିସ କବଜାରେ ମୁଖ୍ୟ ସାର୍ପସୁଟର ଚିଣ୍ଟୁ

ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା: ପୁଲିସ କବଜାରେ ମୁଖ୍ୟ ସାର୍ପସୁଟର ଚିଣ୍ଟୁ

Oct-22-2025 09:39 AM IST

ଆସୁଛି ବଡ଼ ବାତ୍ୟା, ସପ୍ତାହେ ଧରି ଛେଚିବ- କାଚିବ

Oct-21-2025 07:32 PM IST
ଟୋଲ୍ ପ୍ଲାଜାରେ ନଥିଲେ କର୍ମଚାରୀ- ଦଶ ଘଣ୍ଟା ଫ୍ରିରେ ଚାଲିଲା ଯାନବାହନ

ଟୋଲ୍ ପ୍ଲାଜାରେ ନଥିଲେ କର୍ମଚାରୀ- ଦଶ ଘଣ୍ଟା ଫ୍ରିରେ ଚାଲିଲା ଯାନବାହନ

Oct-21-2025 05:15 PM IST
ଅମାବାସ୍ୟା ରାତିରେ କଲିକତାରୁ ମାହାଙ୍ଗା ହଡାସାହିକୁ ଆସିଥିଲେ ମା କାଳୀ

ଅମାବାସ୍ୟା ରାତିରେ କଲିକତାରୁ ମାହାଙ୍ଗା ହଡାସାହିକୁ ଆସିଥିଲେ ମା କାଳୀ

Oct-21-2025 04:38 PM IST
  • About
  • Careers
  • Contact Us
Wednesday, October 22, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ନାମ ଫଳକକୁ ନେଇ ବିବାଦ: ସୁପ୍ରିମକୋର୍ଟ କଲେ ନା

ସମର୍ଥନ କଲେ ବାବା ରାମଦେବ

by M M
Jul-22-2024 04:24 PM IST
in ଦେଶ ବିଦେଶ, ବଡ଼ ଖବର, ଭିଡ଼ିଓ
0
ନାମ ଫଳକକୁ ନେଇ ବିବାଦ: ସୁପ୍ରିମକୋର୍ଟ କଲେ ନା
491
SHARES
1.4k
VIEWS
Share on FacebookShare on Twitter

କାଉଡ଼ିଆ ଯାତ୍ରା ମାର୍ଗରେ ହୋଟେଲଗୁଡ଼ିକରେ ମାଲିକଙ୍କ ନାମ ପ୍ରଦର୍ଶନକୁ ନେଇ ବିବାଦ । ରାଜ୍ୟ ସରକାରଙ୍କ ଏପରି ନିର୍ଦେଶକୁ ଅନ୍ତରୀଣ ସ୍ଥଗିତ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।  ମାଲିକଙ୍କ ନାମ ସାର୍ବଜନୀନ କରାଯିବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ନିଷ୍ପତ୍ତିକୁ ନେଇ ବିବାଦ ଭିତରେ  ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ‌ଯୋଗଗୁରୁ ବାବା ରାମଦେବ ସମର୍ଥନ କରିଛନ୍ତି। ସେ କହିଛନ୍ତି, ଯଦି ନିଜର ଉତ୍ପାଦରେ ନାମ ଉଲ୍ଲେଖ କରିବାରେ ରାମଦେବଙ୍କର କୌଣସି ଅସୁବିଧା ନାହିଁ, ତେବେ ରହମାନଙ୍କ ପାଇଁ ନାମ ଘୋଷଣାରେ ସମସ୍ୟା କାହିଁକି? ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ଉତ୍ତରପ୍ରଦେଶ ସରକାର କାଉଡ଼ିଆ ଯାତ୍ରା ମାର୍ଗରେ ଥିବା ଖାଦ୍ୟ ଦୋକାନଗୁଡ଼ିକୁ ସେମାନଙ୍କ ମାଲିକଙ୍କ ନାମ ପ୍ରଦର୍ଶନ କରିବାକୁ ବାଧ୍ୟତାମୂଳକ କରିବାକୁ ନିର୍ଦ୍ଦେଶ ଦେଇଥିବାରୁ ଯୋଗଗୁରୁ ରାମଦେବ ଏ ବାବଦରେ ତାଙ୍କ ଆଭିମୁଖ୍ୟ ରଖିଛନ୍ତି।

Tags: nameplate-controversynewsroomodisha
Share196Tweet123
M M

M M

ଆଜିର ପାଗ

Bhubaneswar
October 22, 2025, 4:26 PM
 

ENE
Partly cloudy
31°C
1.9 m/s
Apparent: 32°C
Pressure: 1011 mb
Humidity: 93%
Winds: 1.9 m/s ENE
Windgusts: 8 m/s
UV-Index: 0
Precip.: 0mm /18% / Rain
Sunrise: 5:44 AM
Sunset: 5:17 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ରାଷ୍ଟ୍ରପତି ମୁର୍ମୁଙ୍କ ସୁରକ୍ଷାରେ ବଡ଼ ତ୍ରୁଟି: ହେଲିକପ୍ଟର ଚକ ହେଲିପ୍ୟାଡରେ ପଶିଗଲା

ରାଷ୍ଟ୍ରପତି ମୁର୍ମୁଙ୍କ ସୁରକ୍ଷାରେ ବଡ଼ ତ୍ରୁଟି: ହେଲିକପ୍ଟର ଚକ ହେଲିପ୍ୟାଡରେ ପଶିଗଲା

October 22, 2025
ପୀତବାସ ପଣ୍ଡା ହତ୍ୟାକାଣ୍ଡ ପଛରେ- ରାଜନୈତିକ କାରଣ

ପୀତବାସ ପଣ୍ଡା ହତ୍ୟାକାଣ୍ଡ ପଛରେ- ରାଜନୈତିକ କାରଣ

October 22, 2025
ଅପରାଧିକ ମାମଲାର ସୂଚନା ଦେଇନାହାଁନ୍ତି ଘାସିରାମ

ଅପରାଧିକ ମାମଲାର ସୂଚନା ଦେଇନାହାଁନ୍ତି ଘାସିରାମ

October 22, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom