• Latest
  • Trending
ଅମାବାସ୍ୟା ରାତିରେ କଲିକତାରୁ ମାହାଙ୍ଗା ହଡାସାହିକୁ ଆସିଥିଲେ ମା କାଳୀ

ଅମାବାସ୍ୟା ରାତିରେ କଲିକତାରୁ ମାହାଙ୍ଗା ହଡାସାହିକୁ ଆସିଥିଲେ ମା କାଳୀ

Oct-21-2025 04:38 PM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Feb-06-2026 06:15 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Feb-05-2026 06:57 AM IST
ସବୁବେଳେ ପ୍ରଶାସନ ତପ୍ତର ରହୁ କେବଳ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କାହିଁକି ?

ସବୁବେଳେ ପ୍ରଶାସନ ତପ୍ତର ରହୁ କେବଳ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କାହିଁକି ?

Feb-05-2026 06:55 AM IST
ସଂସଦରେ ଶବ୍ଦର ଯୁଦ୍ଧ, ରାହୁଲ-ବିଟ୍ଟୁ ମୁହାଁମୁହିଁ, ‘ଗଦ୍ଦାର’ କିଏ ?

ସଂସଦରେ ଶବ୍ଦର ଯୁଦ୍ଧ, ରାହୁଲ-ବିଟ୍ଟୁ ମୁହାଁମୁହିଁ, ‘ଗଦ୍ଦାର’ କିଏ ?

Feb-05-2026 07:39 AM IST
ସ୍କୁଲ ଭିତରେ ନାବାଳିକାକୁ ଗଣଦୁଷ୍କର୍ମ

ସ୍କୁଲ ଭିତରେ ନାବାଳିକାକୁ ଗଣଦୁଷ୍କର୍ମ

Feb-04-2026 10:25 PM IST
ଭାରତ ଇତିହାସରେ ବିରଳ, ଓକିଲ ଆସନରେ ମୁଖ୍ୟମନ୍ତ୍ରୀ, ଖାରବେଳ କହିଲେ

ଭାରତ ଇତିହାସରେ ବିରଳ, ଓକିଲ ଆସନରେ ମୁଖ୍ୟମନ୍ତ୍ରୀ, ଖାରବେଳ କହିଲେ

Feb-04-2026 10:21 PM IST
ଅରୁଣଙ୍କ “ପୀଡା””ନୋଚାଲାଖି” କହୁଛି, ଗାଁର କାହାଣୀ..

ଅରୁଣଙ୍କ “ପୀଡା””ନୋଚାଲାଖି” କହୁଛି, ଗାଁର କାହାଣୀ..

Feb-04-2026 10:17 PM IST
WhatsAppକୁ ସୁପ୍ରିମ ତାଗିଦ ଆମ କଥା ମାନ, ନହେଲେ ଦେଶ ଛାଡ଼

WhatsAppକୁ ସୁପ୍ରିମ ତାଗିଦ ଆମ କଥା ମାନ, ନହେଲେ ଦେଶ ଛାଡ଼

Feb-03-2026 11:21 PM IST
ଭିଣୋଇଙ୍କ ଗୁଳିରେ, ବବି ଘାଇଲା….

ଭିଣୋଇଙ୍କ ଗୁଳିରେ, ବବି ଘାଇଲା….

Feb-03-2026 11:17 PM IST
କାହାକୁ ଆକ୍ଷେପ କଲେ ଅରିନ୍ଦମ ?ମୁଁ ମନା କରୁଛି, ମୋ ସାଙ୍ଗେ ଲାଗେନା, ଏବେ ନାମ ନେ

କାହାକୁ ଆକ୍ଷେପ କଲେ ଅରିନ୍ଦମ ?ମୁଁ ମନା କରୁଛି, ମୋ ସାଙ୍ଗେ ଲାଗେନା, ଏବେ ନାମ ନେ

Feb-03-2026 11:15 PM IST
  • About
  • Careers
  • Contact Us
Friday, February 6, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜ୍ୟ

ଅମାବାସ୍ୟା ରାତିରେ କଲିକତାରୁ ମାହାଙ୍ଗା ହଡାସାହିକୁ ଆସିଥିଲେ ମା କାଳୀ

by M M
Oct-21-2025 04:38 PM IST
in ରାଜ୍ୟ
0
ଅମାବାସ୍ୟା ରାତିରେ କଲିକତାରୁ ମାହାଙ୍ଗା ହଡାସାହିକୁ ଆସିଥିଲେ ମା କାଳୀ
515
SHARES
1.5k
VIEWS
Share on FacebookShare on Twitter

କାଳୀ ପୂଜା ଅବସରରେ କଟକ ଜିଲ୍ଲା ମାହାଙ୍ଗାରେ  ମହା ଆଡ଼ମ୍ବରରେ ପାଳିତ ହେଉଛି ମା କାଳୀଙ୍କର ପୂଜା । ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା । ଏହି ଅବସରରେ ମାହାଙ୍ଗା ହଡା ସାହିରେ ପୂଜା ପାଉଛନ୍ତି ମା ଦକ୍ଷିଣ କାଳି ।  ଗତ କାଲି ରୀତି ନୀତି ଅନୁଯାୟୀ ମାଆ ଙ୍କର ମହାସ୍ନାନ, ପ୍ରାଣ ପ୍ରତିଷ୍ଠା, ସନ୍ଧ୍ୟା ଧୂପ , ପଣା ହାଣ୍ଡି ଭୋଗ ଲାଗିଥିଲା । ଆଜି ମଧ୍ୟାହ୍ନରେ ଅନ୍ନ ନୀତି ଭୋଗ କରଯାଇଛି । ଯାହା ସୂଚନା ରହିଛି ୪୦୦ ବର୍ଷ ପୂର୍ବେ ଏକ ସାଧକ ମାଆ କାଳୀଙ୍କୁ ନିଜ ସାଧନା ବଳରେ କଲିକତାରୁ ମାହାଙ୍ଗା ହଡା ସାହି ମନ୍ଦିରକୁ ଆଣିଥିଲେ  । ସେବେ ଠାରୁ ଏହି ମନ୍ଦୀରରେ ପ୍ରତିଦିନ ପୂଜା ପାଇ ଆସୁଛନ୍ତି ମାଆ । କେବଳ ସେତିକି ନୁହେଁ ଅମାବାସ୍ୟା ଆସିଲେ ଏଠାରେ ମହା ଆଡ଼ମ୍ବରରେ ପାଳିତ ହୁଏ କାଳୀ ପୂଜା, ଏଥି ସହିତ ହଜାର ହଜାର ଭକ୍ତ ମାନେ ଏଠାକୁ ଆସନ୍ତି ଏବଂ ମାଆଙ୍କ ପାଖରେ ନିଜର ମାନସିକ ରଖି ପୂଜା ଅର୍ଚ୍ଚନା କରନ୍ତି। ଗତ କାଲି ହଜାର ରୁ ଉର୍ଦ୍ଧ ପଣା ହାଣ୍ଡି ଭୋଗ ଲାଗି ହେବା ସହ ସରକାରଙ୍କ ନିର୍ଦେଶ ଅନୁଯାୟୀ ଯେଉଁ ପଶୁ (ବୋଦା) ବଳି ପ୍ରଥା ରହିଥିଲା , ସେସବୁ ବନ୍ଦ କରାଯାଇ ବୋଦା ମାନଙ୍କୁ ସିନ୍ଦୂର ଲଗାଇ ମାଆଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇ ପରେ ସେମାନଙ୍କୁ ଛଡା ଯାଇଥାଏ । ଆଖୁ, କୁଷ୍ମାଣ୍ଡ ବଳି ଏଠାରେ ମାଆଙ୍କୁ ସମର୍ପଣ କରାଯାଇଥାଏ । ସୁସଜ୍ଜିତ ଆଲୋକ ମାଳା ସହିତ ଭକ୍ତଙ୍କ ମାନଙ୍କ ଭିଡ଼ ବେଶ୍ ଦେଖିବାକୁ ମିଳିଥିଲା ।

Share206Tweet129
M M

M M

ଆଜିର ପାଗ

Bhubaneswar
February 6, 2026, 11:33 AM
 
NNW
Clear sky
28°C
2 m/s
Apparent: 23°C
Pressure: 1018 mb
Humidity: 88%
Winds: 2 m/s NNW
Windgusts: 6 m/s
UV-Index: 0
Precip.: 0mm /0% / Rain
Sunrise: 6:20 AM
Sunset: 5:40 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0
 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0
ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

February 6, 2026
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

February 5, 2026
ସବୁବେଳେ ପ୍ରଶାସନ ତପ୍ତର ରହୁ କେବଳ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କାହିଁକି ?

ସବୁବେଳେ ପ୍ରଶାସନ ତପ୍ତର ରହୁ କେବଳ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କାହିଁକି ?

February 5, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom