• Latest
  • Trending
ମେଘନାଦ ପାଚେରି ମରାମତି କମ ଆରମ୍ଭ

ମେଘନାଦ ପାଚେରି ମରାମତି କମ ଆରମ୍ଭ

Nov-05-2024 08:49 AM IST
ନୂଆପଡ଼ାରେ ଜିତିବା ପାଇଁ ରଣନୀତି କରୁଛି ବିଜେପି, ଖରିଆର ରୋଡ଼ ଠାରେ ବିଜେପି ବୁଥ କାର୍ଯ୍ୟକର୍ତ୍ତାଙ୍କ ବୈଠକ

ନୂଆପଡ଼ାରେ ଜିତିବା ପାଇଁ ରଣନୀତି କରୁଛି ବିଜେପି, ଖରିଆର ରୋଡ଼ ଠାରେ ବିଜେପି ବୁଥ କାର୍ଯ୍ୟକର୍ତ୍ତାଙ୍କ ବୈଠକ

Oct-27-2025 07:44 PM IST
ରାପିଡୋ ଡ୍ରାଇଭର କଲେ ଏପରି କାମ, ପ୍ରଶଂସା କରୁଛନ୍ତି ସମସ୍ତେ

ରାପିଡୋ ଡ୍ରାଇଭର କଲେ ଏପରି କାମ, ପ୍ରଶଂସା କରୁଛନ୍ତି ସମସ୍ତେ

Oct-27-2025 07:03 PM IST
ନୂଆପଡ଼ାରେ ପ୍ରଭାତୀଙ୍କୁ କଡ଼ା ଜବାବ୍ ଦେଲେ ବର୍ଷା ସିଂ ବରିହା

ନୂଆପଡ଼ାରେ ପ୍ରଭାତୀଙ୍କୁ କଡ଼ା ଜବାବ୍ ଦେଲେ ବର୍ଷା ସିଂ ବରିହା

Oct-27-2025 06:41 PM IST
ଭାରତର ଅଂଶକୁ ବାଂଲାଦେଶର ଦେଖାଇଲେ ୟୁନୁସ

ଭାରତର ଅଂଶକୁ ବାଂଲାଦେଶର ଦେଖାଇଲେ ୟୁନୁସ

Oct-27-2025 05:49 PM IST
ହାତୀ ଦେବୀ, ଘୋଡ଼ା ଦେବୀ : ବିହାର ନିର୍ବାଚନ ପାଇଁ ତେଜସ୍ୱୀଙ୍କ ଲୋଭନୀୟ ପ୍ରତିଶ୍ରୁତି

ହାତୀ ଦେବୀ, ଘୋଡ଼ା ଦେବୀ : ବିହାର ନିର୍ବାଚନ ପାଇଁ ତେଜସ୍ୱୀଙ୍କ ଲୋଭନୀୟ ପ୍ରତିଶ୍ରୁତି

Oct-27-2025 05:17 PM IST
ଆଇସିୟୁରେ ଶ୍ରେୟସ, ଚାଲିଛି ଚିକିତ୍ସା

ଆଇସିୟୁରେ ଶ୍ରେୟସ, ଚାଲିଛି ଚିକିତ୍ସା

Oct-27-2025 01:23 PM IST
ସଲମାନ ଖାନଙ୍କୁ କାହିଁକି ଆତଙ୍କବାଦୀ ଲିଷ୍ଟରେ ରଖିଲା ପାକିସ୍ତାନ ?

ସଲମାନ ଖାନଙ୍କୁ କାହିଁକି ଆତଙ୍କବାଦୀ ଲିଷ୍ଟରେ ରଖିଲା ପାକିସ୍ତାନ ?

Oct-27-2025 12:43 PM IST
ସାରା ଦେଶରେ SIR ଲାଗୁ ହେବ

ସାରା ଦେଶରେ SIR ଲାଗୁ ହେବ

Oct-27-2025 10:39 AM IST
ନୂଆପଡ଼ାରେ ଘାସିରାମ ଯୋଗ୍ୟ ପ୍ରାର୍ଥୀ, କଂଗ୍ରେସ ଜିତିବ: ନିରଞ୍ଜନ

ନୂଆପଡ଼ାରେ ଘାସିରାମ ଯୋଗ୍ୟ ପ୍ରାର୍ଥୀ, କଂଗ୍ରେସ ଜିତିବ: ନିରଞ୍ଜନ

Oct-27-2025 10:19 AM IST
ଆଜିଠୁ ବଦଳିବ ପାଗ, ୨୮ ସନ୍ଧ୍ୟାରେ କାକିନାଡ଼ାରେ ମାଡ଼ ହେବ

ଆଜିଠୁ ବଦଳିବ ପାଗ, ୨୮ ସନ୍ଧ୍ୟାରେ କାକିନାଡ଼ାରେ ମାଡ଼ ହେବ

Oct-27-2025 09:55 AM IST
  • About
  • Careers
  • Contact Us
Monday, October 27, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜ୍ୟ

ମେଘନାଦ ପାଚେରି ମରାମତି କମ ଆରମ୍ଭ

by M M
Nov-05-2024 08:49 AM IST
in ରାଜ୍ୟ
0
ମେଘନାଦ ପାଚେରି ମରାମତି କମ ଆରମ୍ଭ
491
SHARES
1.4k
VIEWS
Share on FacebookShare on Twitter
ଐତିହ୍ୟ ମେଘନାଦ ପାଚେରିରେ ଫାଟ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ଓ ଏଏସ୍‌ଆଇ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଖବର ପ୍ରକାଶ ପରେ ଯୁଦ୍ଧକାଳୀନ ଭିତ୍ତିିରେ ମରାମତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅଣ୍ଟା ଭିଡ଼ିଛି। ଶ୍ରୀମନ୍ଦିର ପ୍ରଶାସନ ଏଏସ୍‌ଆଇ ସହ ସହଯୋଗ ରକ୍ଷାକରି ଶ୍ରୀମନ୍ଦିର ପ୍ରଶାସନର ୱାର୍କସ୍‌ ଡିପାର୍ଟମେଣ୍ଟ ତରଫରୁ ପ୍ରାରମ୍ଭିକ ପର୍ଯ୍ୟାୟରେ କାମ ଆରମ୍ଭ ହୋଇଛି। ବର୍ତ୍ତମାନ ମେଘନାଦ ପାଚେରି ବିପଦରେ ରହିଥିବା କହିଲେ ଅତ୍ୟୁକ୍ତି ହେବନାହିଁ। ଅନେକ ବର୍ଷ ହେବ ପାଚେରିରେ ଫାଟ ସୃଷ୍ଟିହୋଇ ପାଣି ଗଳି ଶିଉଳି ସୃଷ୍ଟି ହୋଇଥିଲା। ବର୍ତମାନ ଏହାର ମରମତି କମ ଆରମ୍ଭ ହୋଇଯାଇଛି |
Tags: jagannathtemplenewsnewsroomodisha
Share196Tweet123
M M

M M

ଆଜିର ପାଗ

Bhubaneswar
October 27, 2025, 8:36 PM
 

E
Partly cloudy
27°C
1.6 m/s
Apparent: 31°C
Pressure: 1011 mb
Humidity: 91%
Winds: 1.6 m/s E
Windgusts: 10.9 m/s
UV-Index: 0
Precip.: 0mm /55% / Rain
Sunrise: 5:46 AM
Sunset: 5:14 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ନୂଆପଡ଼ାରେ ଜିତିବା ପାଇଁ ରଣନୀତି କରୁଛି ବିଜେପି, ଖରିଆର ରୋଡ଼ ଠାରେ ବିଜେପି ବୁଥ କାର୍ଯ୍ୟକର୍ତ୍ତାଙ୍କ ବୈଠକ

ନୂଆପଡ଼ାରେ ଜିତିବା ପାଇଁ ରଣନୀତି କରୁଛି ବିଜେପି, ଖରିଆର ରୋଡ଼ ଠାରେ ବିଜେପି ବୁଥ କାର୍ଯ୍ୟକର୍ତ୍ତାଙ୍କ ବୈଠକ

October 27, 2025
ରାପିଡୋ ଡ୍ରାଇଭର କଲେ ଏପରି କାମ, ପ୍ରଶଂସା କରୁଛନ୍ତି ସମସ୍ତେ

ରାପିଡୋ ଡ୍ରାଇଭର କଲେ ଏପରି କାମ, ପ୍ରଶଂସା କରୁଛନ୍ତି ସମସ୍ତେ

October 27, 2025
ନୂଆପଡ଼ାରେ ପ୍ରଭାତୀଙ୍କୁ କଡ଼ା ଜବାବ୍ ଦେଲେ ବର୍ଷା ସିଂ ବରିହା

ନୂଆପଡ଼ାରେ ପ୍ରଭାତୀଙ୍କୁ କଡ଼ା ଜବାବ୍ ଦେଲେ ବର୍ଷା ସିଂ ବରିହା

October 27, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom