• Latest
  • Trending
ମା’ ହେଲେ ଦୁଷ୍କର୍ମ ପୀଡ଼ିତା ନାବାଳିକା: ଥାନା ବାବୁ ଶୁଣୁନାହାଁନ୍ତି !

ମା’ ହେଲେ ଦୁଷ୍କର୍ମ ପୀଡ଼ିତା ନାବାଳିକା: ଥାନା ବାବୁ ଶୁଣୁନାହାଁନ୍ତି !

Nov-13-2024 08:39 AM IST
ନବୀନ ପଚାରିବେ କି ଯକ୍ଷ ପ୍ରଶ୍ନ…ଆପଣମାନେ ଖୁସି ତ ?

ନବୀନ ପଚାରିବେ କି ଯକ୍ଷ ପ୍ରଶ୍ନ…ଆପଣମାନେ ଖୁସି ତ ?

Nov-01-2025 09:17 AM IST
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

Nov-01-2025 08:59 AM IST
ବିହାର ନିର୍ବାଚନ : ୧ କୋଟି ସରକାରୀ ଚାକିରି ଦେବାର ପ୍ରତିଶ୍ରୁତି ଦେଲା ଏନଡିଏ

ବିହାର ନିର୍ବାଚନ : ୧ କୋଟି ସରକାରୀ ଚାକିରି ଦେବାର ପ୍ରତିଶ୍ରୁତି ଦେଲା ଏନଡିଏ

Oct-31-2025 12:42 PM IST
କେତେକ ଜିଲ୍ଲାରେ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି

କେତେକ ଜିଲ୍ଲାରେ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି

Oct-31-2025 10:18 AM IST
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

Oct-31-2025 09:43 AM IST
ତୃତୀୟ ଶ୍ରେଣୀରୁ ପଢ଼ାଯିବ ‘ଏଆଇ’ ପାଠ୍ୟକ୍ରମ

ତୃତୀୟ ଶ୍ରେଣୀରୁ ପଢ଼ାଯିବ ‘ଏଆଇ’ ପାଠ୍ୟକ୍ରମ

Oct-31-2025 09:37 AM IST
ପୋୱାଇ ଷ୍ଟୁଡିଓରେ ପଣବନ୍ଦୀ କାଣ୍ଡ: ୧୭ ଶିଶୁଙ୍କ ସମେତ ସମସ୍ତ ବନ୍ଧକ ସୁରକ୍ଷିତ, ଅଭିଯୁକ୍ତ ରୋହିତ ଆର୍ଯ୍ୟ ମୃତ

ପୋୱାଇ ଷ୍ଟୁଡିଓରେ ପଣବନ୍ଦୀ କାଣ୍ଡ: ୧୭ ଶିଶୁଙ୍କ ସମେତ ସମସ୍ତ ବନ୍ଧକ ସୁରକ୍ଷିତ, ଅଭିଯୁକ୍ତ ରୋହିତ ଆର୍ଯ୍ୟ ମୃତ

Oct-31-2025 09:21 AM IST
ମହିଳା ବିଶ୍ୱକପ ଫାଇନାଲରେ ଭାରତ

ମହିଳା ବିଶ୍ୱକପ ଫାଇନାଲରେ ଭାରତ

Oct-31-2025 09:04 AM IST
ବିଜେପିର ବରିଷ୍ଠ ନେତା ଶଙ୍କର୍ଷଣ ପରିଡାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ବିଜେପିର ବରିଷ୍ଠ ନେତା ଶଙ୍କର୍ଷଣ ପରିଡାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

Oct-30-2025 04:24 PM IST
ଝିଅଙ୍କ ମୃତ୍ୟୁ ପରେ ବାପାଙ୍କୁ କେମିତି ଲାଞ୍ଚ ମାଗିଲା ପୁଲିସ ?

ଝିଅଙ୍କ ମୃତ୍ୟୁ ପରେ ବାପାଙ୍କୁ କେମିତି ଲାଞ୍ଚ ମାଗିଲା ପୁଲିସ ?

Oct-30-2025 04:20 PM IST
  • About
  • Careers
  • Contact Us
Saturday, November 1, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home Uncategorized

ମା’ ହେଲେ ଦୁଷ୍କର୍ମ ପୀଡ଼ିତା ନାବାଳିକା: ଥାନା ବାବୁ ଶୁଣୁନାହାଁନ୍ତି !

by M M
Nov-13-2024 08:39 AM IST
in Uncategorized
0
ମା’ ହେଲେ ଦୁଷ୍କର୍ମ ପୀଡ଼ିତା ନାବାଳିକା: ଥାନା ବାବୁ ଶୁଣୁନାହାଁନ୍ତି !
491
SHARES
1.4k
VIEWS
Share on FacebookShare on Twitter

୧୫ ବର୍ଷ ବୟସର ଛାତ୍ରୀ ହୋଇଛନ୍ତି ମା । ଦୁଷ୍କର୍ମ ହେବା ନେଇ ଜୁଲାଇ ମାସରେ ଥାନାରେ ଅଭିଯୋଗ କରିଥିଲେ । ହେଲେ ପୋଲିସ ଶୋଇଛି । ନ୍ୟାୟ ପାଇବାକୁ ଛାତ୍ରୀଙ୍କ ପରିବାର ଯନ୍ତ୍ରଣା ପାଉଛନ୍ତି । ଏମିତି ଘଟଣା ଘଟିଛି କଟକ କିଶନ ନଗରରେ ।  ଛାତ୍ରୀଜଣକ ଜଣେ ସମ୍ପର୍କୀୟ ମହିଳାଙ୍କ ଘରେ ରହୁଥିଲେ। ଗତ ମାର୍ଚ୍ଚ ମାସରେ ଘରେ ଶୋଇଥିବା ବେଳେ ମହିଳାଙ୍କ ପୁଅ ମହମ୍ମଦ ଅଫ୍‌ରୋଜ୍‌ ନିଜ ସମ୍ପର୍କୀୟ ଭାଇ ନିଲୁ ସହଯୋଗରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହା ପରେ ଥାନାରେ ଅଭିଯୋଗ କରିଥିଲେ ପିଡୀତାଙ୍କ ପରିବାର  । କିନ୍ତୁ ପୋଲିସ ଚୁପ ହୋଇ ବସିଛି ।

ଘଟରା ଅନୁସାରେ ଛାତ୍ରୀଙ୍କ ପରିବାର ପକ୍ଷରୁ ସମ୍ପର୍କୀୟ ମହିଳାଙ୍କୁ ଏ ବିଷୟରେ କହିଥିଲେ । ତେବେ  ସେ ଚୁପ୍‌ ରହିବାକୁ ଧମକ ଦେଇଥିଲେ। ପରେ ଛାତ୍ରୀଙ୍କୁ ତାଙ୍କ ମା’ଙ୍କ ପାଖରେ ସେ ଛାଡ଼ି ଦେଇଥିଲେ। ଲଜ୍ଜା ଓ ଭୟରେ ନାବାଳିକା ନିଜ ଘରେ କିଛି କହି ନ ଥିଲେ। ପରବର୍ତ୍ତୀ ସମୟରେ ସେ ଗର୍ଭବତୀ ହୋଇଥିବା ଜଣାପଡ଼ିଥିଲା। ଏହା ଜାଣିବା ପରେ ନାବାଳିକାଙ୍କୁ ସାଙ୍ଗରେ ନେଇ ପରିବାର ଲୋକ ସମ୍ପୃକ୍ତ ମହିଳାଙ୍କ ଘରେ ପହଞ୍ଚିଥିଲେ। ଅଭିଯୁକ୍ତ ସହ ନାବାଳିକା ଛାତ୍ରୀଙ୍କ ବିବାହ କରି ଦିଆଯିବ ବୋଲି ପୀଡ଼ିତାଙ୍କ ପରିବାରକୁ କୁହାଯାଇ ଚୁପ୍‌ ରହିବାକୁ ଚାପ ପକାଯାଇଥିଲା। ମାତ୍ର ଅଭିଯୁକ୍ତଙ୍କ ପରିବାର ଲୋକ ସମୟ ଗଡ଼ାଇବାରୁ ପୀଡ଼ିତାଙ୍କ ପରିବାର ଥାନାର ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରୁନାହିଁ । ଦୁଇ ଅଭିଯୁକ୍ତ ଏବେ ବୁଲୁଛନ୍ତି ।

ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହୋଇଥିବା କଟକ ଜିଲ୍ଲା କିଶନନଗର ଥାନା ଅନ୍ତର୍ଗତ ପ୍ରହରାଜପୁର ଅଞ୍ଚଳର ଦଶମ ଶ୍ରେଣୀ ଛାତ୍ରୀ ଏବେ ନ୍ୟାୟ ଚାହୁଁଛନ୍ତି । ତେବେ ତାଙ୍କୁ କିଏ ନ୍ୟାୟ ଦେବ? ଗତ ଶନିବାର ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଦୁଇଦିନ ଡାକ୍ତରଖାନାରେ ରହିବା ପରେ ମା’ ଓ ଶିଶୁପୁତ୍ର ଘରକୁ ଫେରିଥିବା ଜଣାପଡ଼ିଛି।

ଗତ ଜୁଲାଇ ୧୬ ତାରିଖ ଝିଅକୁ ଦୁଷ୍କର୍ମ କରାଯାଇଥିବା ନେଇ ପୀଡ଼ିତାଙ୍କ ମା’ କିଶନନଗର ଥାନାରେ ଏତଲା ଦେଇଥିଲେ। ଏ ନେଇ ଏକ ମାମଲା ରୁଜୁ କରାଯାଇଥିଲା। ମାତ୍ର ଅଭିଯୁକ୍ତକୁ ଆଜି ପର୍ଯ୍ୟନ୍ତ ପୁଲିସ ଗିରଫ କରିପାରି ନାହିଁ। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୀଡ଼ିତାଙ୍କ ମା’ ଗତ ୪ମାସ ଧରି ନ୍ୟାୟ ଅପେକ୍ଷାରେ ଅଛନ୍ତି । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ କରୁ ନ ଥିବା ଅଭିଯୋଗ ହେଉଛି।

 

Share196Tweet123
M M

M M

ଆଜିର ପାଗ

Bhubaneswar
November 1, 2025, 9:29 AM
 

W
Mainly clear
30°C
1.3 m/s
Apparent: 32°C
Pressure: 1010 mb
Humidity: 93%
Winds: 1.3 m/s W
Windgusts: 6.9 m/s
UV-Index: 0
Precip.: 5.1mm /85% / Rain
Sunrise: 5:48 AM
Sunset: 5:11 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ନବୀନ ପଚାରିବେ କି ଯକ୍ଷ ପ୍ରଶ୍ନ…ଆପଣମାନେ ଖୁସି ତ ?

ନବୀନ ପଚାରିବେ କି ଯକ୍ଷ ପ୍ରଶ୍ନ…ଆପଣମାନେ ଖୁସି ତ ?

November 1, 2025
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

November 1, 2025
ବିହାର ନିର୍ବାଚନ : ୧ କୋଟି ସରକାରୀ ଚାକିରି ଦେବାର ପ୍ରତିଶ୍ରୁତି ଦେଲା ଏନଡିଏ

ବିହାର ନିର୍ବାଚନ : ୧ କୋଟି ସରକାରୀ ଚାକିରି ଦେବାର ପ୍ରତିଶ୍ରୁତି ଦେଲା ଏନଡିଏ

October 31, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom