• Latest
  • Trending
ଶହେ ବର୍ଷ ଯାଏଁ ରହିବ ବିଜେଡି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଶହେ ବର୍ଷ ଯାଏଁ ରହିବ ବିଜେଡି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

Dec-26-2025 04:37 PM IST
ଅନୁ ଗର୍ଗ: ଓଡ଼ିଶା ପ୍ରଶାସନର ନୂଆ ମଙ୍ଗୁଆଳ; ମୋହନ ସରକାରରେ ମହିଳା ଶକ୍ତିର ପ୍ରଭାବ

ଅନୁ ଗର୍ଗ: ଓଡ଼ିଶା ପ୍ରଶାସନର ନୂଆ ମଙ୍ଗୁଆଳ; ମୋହନ ସରକାରରେ ମହିଳା ଶକ୍ତିର ପ୍ରଭାବ

Dec-26-2025 07:56 PM IST
ବିଜେଡିରେ ଝଡ଼ : ଶୀର୍ଷ ନେତାଙ୍କୁ ପ୍ରଭାତଙ୍କ ଖୋଲା ଚେତାବନୀ

ବିଜେଡିରେ ଝଡ଼ : ଶୀର୍ଷ ନେତାଙ୍କୁ ପ୍ରଭାତଙ୍କ ଖୋଲା ଚେତାବନୀ

Dec-26-2025 05:12 PM IST
ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକ, ଶୋକ ପ୍ରକାଶ କଲେ ବରିଷ୍ଠ ନେତା

ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକ, ଶୋକ ପ୍ରକାଶ କଲେ ବରିଷ୍ଠ ନେତା

Dec-26-2025 04:21 PM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Dec-26-2025 06:56 AM IST
କଣ ରହିଛି ଆଜିର ରାଶିଫଳ

କଣ ରହିଛି ଆଜିର ରାଶିଫଳ

Dec-25-2025 09:36 AM IST
ଲଣ୍ଡନରେ ଓଡ଼ିଆ ପ୍ରବାସୀ ଶ୍ୱେତା ମହାନ୍ତି ଓ ପାର୍ଥସାରଥୀ ପଣ୍ଡାଙ୍କ ପ୍ରୟାସ: ଆୟୋଜିତ ହେଲା ‘ମୋଦୀ ୩.୦’ କଳା ପ୍ରଦର୍ଶନୀ

ଲଣ୍ଡନରେ ଓଡ଼ିଆ ପ୍ରବାସୀ ଶ୍ୱେତା ମହାନ୍ତି ଓ ପାର୍ଥସାରଥୀ ପଣ୍ଡାଙ୍କ ପ୍ରୟାସ: ଆୟୋଜିତ ହେଲା ‘ମୋଦୀ ୩.୦’ କଳା ପ୍ରଦର୍ଶନୀ

Dec-25-2025 09:20 AM IST
ଆଜି ମଧ୍ୟରାତ୍ରିରେ ଧରାବତରଣ କରିବେ ପ୍ରଭୁ ଯୀଶୁଖ୍ରୀଷ୍ଟ

ଆଜି ମଧ୍ୟରାତ୍ରିରେ ଧରାବତରଣ କରିବେ ପ୍ରଭୁ ଯୀଶୁଖ୍ରୀଷ୍ଟ

Dec-24-2025 09:09 AM IST

ଆଜିଠୁ ଆରମ୍ଭ ହେଉଛି ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ,ମଥୁରା ନଗରୀ ସାଜିଛି ବରଗଡ଼

Dec-24-2025 08:57 AM IST
ଆଦିବାସୀଙ୍କ ଜମିପଟ୍ଟା ଓଡ଼ିଆ ଓ ଇଂରାଜୀରେ ଲେଖାଯିବ : ମୁଖ୍ୟମନ୍ତ୍ରୀ

ଆଦିବାସୀଙ୍କ ଜମିପଟ୍ଟା ଓଡ଼ିଆ ଓ ଇଂରାଜୀରେ ଲେଖାଯିବ : ମୁଖ୍ୟମନ୍ତ୍ରୀ

Dec-24-2025 08:43 AM IST
କଣ ରହିଛି ଆଜିର ରାଶିଫଳ

କଣ ରହିଛି ଆଜିର ରାଶିଫଳ

Dec-24-2025 08:33 AM IST
  • About
  • Careers
  • Contact Us
Saturday, December 27, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଶହେ ବର୍ଷ ଯାଏଁ ରହିବ ବିଜେଡି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

କିଛି ବିରୋଧୀ ଦଳ ବିଜେଡିର ଦୁର୍ବଳତାକୁ ନେଇ ଅପପ୍ରଚାର କରୁଛନ୍ତି, କିନ୍ତୁ ସେମାନେ ଜାଣି ରଖିବା ଉଚିତ ଯେ ବିଜେଡିର ମୂଳଦୁଆ ଅତି ଶକ୍ତିଶାଳୀ

by M M
Dec-26-2025 04:37 PM IST
in ବଡ଼ ଖବର, ରାଜନୀତି, ରାଜ୍ୟ
0
ଶହେ ବର୍ଷ ଯାଏଁ ରହିବ ବିଜେଡି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
491
SHARES
1.4k
VIEWS
Share on FacebookShare on Twitter

ରାଜ୍ୟ ରାଜନୀତିରେ ବିଜେଡିର ଭବିଷ୍ୟତକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ଦଳୀୟ କାର୍ଯ୍ୟକ୍ରମରେ ଅଭିଭାଷଣ ଦେଇ ସେ ସ୍ପଷ୍ଟ କରିଛନ୍ତି ଯେ, ବିଜୁ ଜନତା ଦଳ କେବଳ ଏକ ରାଜନୈତିକ ଦଳ ନୁହେଁ, ବରଂ ଏହା ୪.୫ କୋଟି ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ। ନବୀନ କହିଛନ୍ତି ଯେ, କିଛି ବିରୋଧୀ ଦଳ ବିଜେଡିର ଦୁର୍ବଳତାକୁ ନେଇ ଅପପ୍ରଚାର କରୁଛନ୍ତି, କିନ୍ତୁ ସେମାନେ ଜାଣି ରଖିବା ଉଚିତ ଯେ ବିଜେଡିର ମୂଳଦୁଆ ଅତି ଶକ୍ତିଶାଳୀ। “ବିଜେଡି ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ଓଡ଼ିଶା ସେବାରେ ରହିବ” ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ନିଜର ୨୪ ବର୍ଷର ଶାସନ କାଳକୁ ମନେ ପକାଇ ସେ କହିଛନ୍ତି ଯେ, ଦଳ ସଦାବେଳେ ଓଡ଼ିଶାର ସ୍ୱାର୍ଥ ଓ ଓଡ଼ିଆ ଅସ୍ମିତା ପାଇଁ ଲଢ଼ିଆସିଛି। କ୍ଷମତା ଅପେକ୍ଷା ଲୋକଙ୍କ ସେବା କରିବା ବିଜେଡିର ମୂଳ ଲକ୍ଷ୍ୟ ଏବଂ ସେଥିପାଇଁ ଓଡ଼ିଶାବାସୀଙ୍କ ଆଶୀର୍ବାଦ ସବୁବେଳେ ଦଳ ସହିତ ରହିଛି।

ନବୀନ କହିଛନ୍ତି, ଆମେ ବିଜୁ ବାବୁ ଆଦର୍ଶରେ ରାଜ୍ୟବାସୀଙ୍କ ସେବା କରିଆସୁଛୁ । ସେବା, ସ୍ବାଭିମାନ ଓ ସଂଗ୍ରାମ ଆମ ମନ୍ତ୍ର । ବିକାଶ ଆମର ପରିଚୟ । ୨୦୦୦ରୁ ୨୦୨୪ ଥିଲା ଓଡ଼ିଶା ବିକାଶ ଇତିହାସର ଗୋଲ୍ଡେନ୍ ପିରିୟଡ୍ ।

ଓଡ଼ିଶାକୁ ନୂଆ ପରିଚୟ ଆମେ ଦେଇଛୁ । ମାଆମାନଙ୍କୁ ଆମେ ସ୍ୱାବଲମ୍ବୀ କରିଛୁ । ଚାଷୀଙ୍କ ରୋଜଗାର ବୃଦ୍ଧି କରିଛୁ। ବିଏସକେୱାଇ ଭଳି ସ୍ୱାସ୍ଥ୍ୟ ସେବା ଦେଇଛୁ। ରାଜ୍ୟର ଅର୍ଥନୀତିକୁ ମଧ୍ୟ ମଜଭୁତ କରିଛୁ । ରାଜ୍ୟକୁ ନିବେଶ ଆଣିଛୁ । ଯୁବପିଢିଙ୍କୁ ରୋଜଗାର ଦେଇଛୁ ।ରାଜ୍ୟରେ ଡବଲ ଇଞ୍ଜିନ୍ ସରକାର ଚାଲିଛି । ହେଲେ ବିକାଶ କାଇଁ ବୋଲି କହି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ନବୀନ୍ ପଟ୍ଟନାୟକ ।

ଚାଷୀ ଲାଭ ପାଉନି, ମଣ୍ଡି ଠିକ୍ ସମୟରେ ଖୋଲୁନି । ମାଆମାନେ ହଇରାଣ ହେଉଛନ୍ତି। ୧୮ ମାସର ଡବଲ ଇଞ୍ଜିନ୍ ସରକାରରେ କିନ୍ତୁ ବିକାଶ ନାହିଁ। ଆଇନ ଶୃଙ୍ଖଳା କଥା ନକହିବା ଭଲ । ମହିଳାମାନଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଛି। ନାବାଳିକା ବି ରାଜ୍ୟରେ ସୁରକ୍ଷିତ ନୁହଁନ୍ତି । ଓଡ଼ିଶାାରେ ସରକାର ଥିବା ଭଳି ଲାଗୁନି। କିଛି ଲୋକ ଆମ ବିଷୟରେ ଅପପ୍ରଚାର କରୁଛନ୍ତି । ବିଜୁ ଜନତା ଦଳ ଭାଙ୍ଗିଯିବ ବୋଲି ଅପପ୍ରଚାର କରୁଛନ୍ତି। ମୁଁ ନିଶ୍ଚିତ କରୁଛି ଯେ ବିଜୁ ଜନତା ଦଳ ରହିଛି ଏବଂ ଆଗାମୀ ୧୦୦ ବର୍ଷ ଯାଏଁ ଲୋକଙ୍କ ସହ ରହିବ ।

Share196Tweet123
M M

M M

ଆଜିର ପାଗ

Bhubaneswar
December 27, 2025, 1:36 AM
 

NE
Fog
16°C
1 m/s
Apparent: 17°C
Pressure: 1014 mb
Humidity: 97%
Winds: 1 m/s NE
Windgusts: 5.4 m/s
UV-Index: 0
Precip.: 0mm /0% / Rain
Sunrise: 6:20 AM
Sunset: 5:14 PM
© 2025 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଅନୁ ଗର୍ଗ: ଓଡ଼ିଶା ପ୍ରଶାସନର ନୂଆ ମଙ୍ଗୁଆଳ; ମୋହନ ସରକାରରେ ମହିଳା ଶକ୍ତିର ପ୍ରଭାବ

ଅନୁ ଗର୍ଗ: ଓଡ଼ିଶା ପ୍ରଶାସନର ନୂଆ ମଙ୍ଗୁଆଳ; ମୋହନ ସରକାରରେ ମହିଳା ଶକ୍ତିର ପ୍ରଭାବ

December 26, 2025
ବିଜେଡିରେ ଝଡ଼ : ଶୀର୍ଷ ନେତାଙ୍କୁ ପ୍ରଭାତଙ୍କ ଖୋଲା ଚେତାବନୀ

ବିଜେଡିରେ ଝଡ଼ : ଶୀର୍ଷ ନେତାଙ୍କୁ ପ୍ରଭାତଙ୍କ ଖୋଲା ଚେତାବନୀ

December 26, 2025
ଶହେ ବର୍ଷ ଯାଏଁ ରହିବ ବିଜେଡି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଶହେ ବର୍ଷ ଯାଏଁ ରହିବ ବିଜେଡି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

December 26, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom