ବିଧାନସଭା ଗୃହରେ ମୋବାଇଲ ଓ ପାଣି ବୋତଲ ବ୍ୟବହାର ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୁରମା ପଢି | ଗୃହରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ଚାଲିଥିବା ବେଳେ ସମସ୍ତ ଶାସକ ଓ ବିରୋଧୀ ଦଳ ଶୃଙ୍ଖଳା ବଜାୟ ରଖିବା ପାଇଁ ବାଚସ୍ପତି ଏପରି ପଦକ୍ଷେପ ନେଇଛନ୍ତି |ଆସନ୍ତୁ ନଜର ପକେଇବା ସମ୍ପୂର୍ଣ ଖବର ଉପରେ |