• Latest
  • Trending
ବିଜେଡି ଛାଡି ବିଜେପିରେ ମିଶିଲେ ନୂଆପଡାର ଅନେକ ବିଜେଡି ନେତା

ବିଜେଡି ଛାଡି ବିଜେପିରେ ମିଶିଲେ ନୂଆପଡାର ଅନେକ ବିଜେଡି ନେତା

Nov-01-2025 02:44 PM IST
ଆଜିଠୁ ଆଧାର ରେ  ବଡ଼ ଧରଣର ଅପଡେଟ୍: ଜାଣନ୍ତୁ କଣ ରହିଛି ନୂଆ ନିୟମ ?

ଆଜିଠୁ ଆଧାର ରେ ବଡ଼ ଧରଣର ଅପଡେଟ୍: ଜାଣନ୍ତୁ କଣ ରହିଛି ନୂଆ ନିୟମ ?

Nov-01-2025 04:02 PM IST
କଲବଲ କରୁଛି ଚାକିରିରୁ ଛଟେଇ ଭୟ, ଆମାଜନ କର୍ମଚାରୀଙ୍କ ବିଗୁଡୁଛି ମାନସିକ ସ୍ୱାସ୍ଥ୍ୟ

କଲବଲ କରୁଛି ଚାକିରିରୁ ଛଟେଇ ଭୟ, ଆମାଜନ କର୍ମଚାରୀଙ୍କ ବିଗୁଡୁଛି ମାନସିକ ସ୍ୱାସ୍ଥ୍ୟ

Nov-01-2025 03:08 PM IST
ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ କାହିଁକି ହେଲା ଦଳାଚକଟା?  ୯ ଜଣଙ୍କ ମୃତ୍ୟୁ

ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ କାହିଁକି ହେଲା ଦଳାଚକଟା? ୯ ଜଣଙ୍କ ମୃତ୍ୟୁ

Nov-01-2025 02:24 PM IST
ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇଙ୍କ ଘରେ କାହିଁକି ହେଲା ରେଡ୍ ?

ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇଙ୍କ ଘରେ କାହିଁକି ହେଲା ରେଡ୍ ?

Nov-01-2025 10:11 AM IST
ନବୀନ ପଚାରିବେ କି ଯକ୍ଷ ପ୍ରଶ୍ନ…ଆପଣମାନେ ଖୁସି ତ ?

ନବୀନ ପଚାରିବେ କି ଯକ୍ଷ ପ୍ରଶ୍ନ…ଆପଣମାନେ ଖୁସି ତ ?

Nov-01-2025 09:17 AM IST
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

Nov-01-2025 08:59 AM IST
ବିହାର ନିର୍ବାଚନ : ୧ କୋଟି ସରକାରୀ ଚାକିରି ଦେବାର ପ୍ରତିଶ୍ରୁତି ଦେଲା ଏନଡିଏ

ବିହାର ନିର୍ବାଚନ : ୧ କୋଟି ସରକାରୀ ଚାକିରି ଦେବାର ପ୍ରତିଶ୍ରୁତି ଦେଲା ଏନଡିଏ

Oct-31-2025 12:42 PM IST
କେତେକ ଜିଲ୍ଲାରେ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି

କେତେକ ଜିଲ୍ଲାରେ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି

Oct-31-2025 10:18 AM IST
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

Oct-31-2025 09:43 AM IST
ତୃତୀୟ ଶ୍ରେଣୀରୁ ପଢ଼ାଯିବ ‘ଏଆଇ’ ପାଠ୍ୟକ୍ରମ

ତୃତୀୟ ଶ୍ରେଣୀରୁ ପଢ଼ାଯିବ ‘ଏଆଇ’ ପାଠ୍ୟକ୍ରମ

Oct-31-2025 09:37 AM IST
  • About
  • Careers
  • Contact Us
Saturday, November 1, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜନୀତି

ବିଜେଡି ଛାଡି ବିଜେପିରେ ମିଶିଲେ ନୂଆପଡାର ଅନେକ ବିଜେଡି ନେତା

ଘର ଘର ପ୍ରଚାର ଜମୁଛି

by M M
Nov-01-2025 02:44 PM IST
in ରାଜନୀତି, ରାଜ୍ୟ
0
ବିଜେଡି ଛାଡି ବିଜେପିରେ ମିଶିଲେ ନୂଆପଡାର ଅନେକ ବିଜେଡି ନେତା
494
SHARES
1.4k
VIEWS
Share on FacebookShare on Twitter

ନୂଆପଡ଼ା / ଭୁବନେଶ୍ୱର, : ନୂଆପଡ଼ା ବିଧାନସଭା ଉପନିର୍ବାଚନ ତାରିଖ ଯେତିକି ପାଖେଇ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ବିଜେପି ସରକାର ଙ୍କ କାର୍ଯ୍ୟଶୈଳୀରେ ଆକର୍ଷିତ ହୋଇ ପ୍ରତ୍ୟେକ ଦିନ ଶହ ଶହ ଲୋକ ବିଜେପି ରେ ସାମିଲ ହେଉଥିବା ଦେଖାଯାଉଛି ।
ଏହି ଅବସରରେ ନୁଆପଡା ବେଲଟୁକୁରି ବିଜେଡି ପଞ୍ଚାୟତ ସଭାପତି ବଳରାମ ଚନ୍ଦେକର ତାଙ୍କର ଶତାଧିକ ସମର୍ଥକ ଙ୍କ ସହ ବିଜେପି ରେ ସାମିଲ ହୋଇଛନ୍ତି । ନୂଆପଡ଼ା ବିଜେପି କାର୍ଯ୍ୟାଳୟ ରେ ଆୟୋଜିତ ଏହି ମିଶ୍ରଣ ପର୍ବ ରେ ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ପୁର୍ବତନ ବିଧାୟିକା କୁସୁମ ଟେଟେ, ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା ନାଏକ ଉପସ୍ଥିତ ରହି ବିଜେପି ଉତ୍ତରୀୟ ଓ ଟୋପି ପିନ୍ଧାଇ ସମସ୍ତଙ୍କୁ ସ୍ଵାଗତ କରିଥିଲେ । ବିଜେପି ର ଦୁର୍ନୀତି ଭ୍ରଷ୍ଟାଚାର ମୁକ୍ତ ସୁଶାସନ ଓ ଡବଲ ଇଞ୍ଜିନ ସରକାର ର ଡବଲ ଗତି ର ବିକାଶ କୁ ନେଇ ସାଧାରଣ ଲୋକଙ୍କ ପାଖକୁ ଯାଇ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କୁ ସମର୍ଥନ କରିବା ପାଇଁ ଅନୁରୋଧ କରନ୍ତୁ ବୋଲି ନୂତନ ଭାବେ ବିଜେପି ରେ ସାମିଲ ହୋଇଥିବା କର୍ମୀ ଙ୍କୁ ଶ୍ରୀ ତୋମାର ଆହ୍ଵାନ ଦେଇଥିଲେ ।
ଏହି ମିଶ୍ରଣ ପର୍ବ ରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ପେନାଲିଷ୍ଟ୍ ମନସ ରଞ୍ଜନ ବକ୍ସି, ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ଧର୍ମପତ୍ନୀ ସୁମନ ଢୋଲକିଆ,ବରିଷ୍ଠ ବିଜେପି ନେତା ନିରଞ୍ଜନ ପାଣିଗ୍ରାହୀ,ଦେବ ଦର୍ଶନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ସେପଟେ ଉପନିର୍ବାଚନ ରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ସମର୍ଥନ ରେ ପ୍ରଚାର ପ୍ରସାର ଜୋର୍ ଧରିବାକୁ ଲାଗିଲାଣି । ଜିଲ୍ଳା ମୁଖ୍ୟାଳୟ ରୁ ମଣ୍ଡଳ, ବୁଥ ଦେଇ ଲୋକଙ୍କ ଘର ପର୍ଯ୍ୟନ୍ତ ପହଞ୍ଚୁଛନ୍ତି ବିଜେପି ପ୍ରଚାରକ । ଆଜି ଏହି ଉଦେଶ୍ୟରେ କୋମନା ବ୍ଲକ କୁରୁମପରୀ ପଞ୍ଚାୟତ ଦଲଦଲି ଗ୍ରାମରେ ଓଡ଼ିଶା ସରକାର ଙ୍କ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରିଛନ୍ତି । ନୂଆପଡା ର ସର୍ବାଙ୍ଗୀନ ବିକାଶ ପାଇଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କୁ ଜୟଯୁକ୍ତ କରାନ୍ତୁ ବୋଲି କହି ଭୋଟ ଭିକ୍ଷା କରିଛନ୍ତି ।
ଏହି ଅବସରରେ ବିଧାୟକ ଗୌରୀ ଶଙ୍କର ମାଝୀ ଏବଂ ଅଖିଳ ଚନ୍ଦ୍ର ନାଏକ ଙ୍କ ସମେତ ସ୍ଥାନୀୟ ବିଜେପି ନେତୃବୃନ୍ଦ ସାମିଲ ହୋଇଥିଲେ ।

Share198Tweet124
M M

M M

ଆଜିର ପାଗ

Bhubaneswar
November 1, 2025, 6:59 PM
 

WSW
Slight rain showers
28°C
0.4 m/s
Apparent: 32°C
Pressure: 1010 mb
Humidity: 93%
Winds: 0.4 m/s WSW
Windgusts: 6.9 m/s
UV-Index: 0
Precip.: 2.5mm /75% / Rain
Sunrise: 5:48 AM
Sunset: 5:11 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଆଜିଠୁ ଆଧାର ରେ  ବଡ଼ ଧରଣର ଅପଡେଟ୍: ଜାଣନ୍ତୁ କଣ ରହିଛି ନୂଆ ନିୟମ ?

ଆଜିଠୁ ଆଧାର ରେ ବଡ଼ ଧରଣର ଅପଡେଟ୍: ଜାଣନ୍ତୁ କଣ ରହିଛି ନୂଆ ନିୟମ ?

November 1, 2025
କଲବଲ କରୁଛି ଚାକିରିରୁ ଛଟେଇ ଭୟ, ଆମାଜନ କର୍ମଚାରୀଙ୍କ ବିଗୁଡୁଛି ମାନସିକ ସ୍ୱାସ୍ଥ୍ୟ

କଲବଲ କରୁଛି ଚାକିରିରୁ ଛଟେଇ ଭୟ, ଆମାଜନ କର୍ମଚାରୀଙ୍କ ବିଗୁଡୁଛି ମାନସିକ ସ୍ୱାସ୍ଥ୍ୟ

November 1, 2025
ବିଜେଡି ଛାଡି ବିଜେପିରେ ମିଶିଲେ ନୂଆପଡାର ଅନେକ ବିଜେଡି ନେତା

ବିଜେଡି ଛାଡି ବିଜେପିରେ ମିଶିଲେ ନୂଆପଡାର ଅନେକ ବିଜେଡି ନେତା

November 1, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom