• Latest
  • Trending
ଆଜି ନୂଆପଡ଼ା ଭାଗ୍ୟ ପରୀକ୍ଷା

ଆଜି ନୂଆପଡ଼ା ଭାଗ୍ୟ ପରୀକ୍ଷା

Nov-11-2025 07:48 AM IST

ବିଶାଖାପାଟନମରେ ଭାରତର ଦମଦାର ବିଜୟ

Dec-07-2025 10:19 AM IST
ମୁମ୍ବାଇ ବିମାନବନ୍ଦରରେ ହଙ୍ଗାମା, ଆଫ୍ରିକୀୟ-ଆମେରିକୀୟ ମହିଳାଙ୍କ କ୍ରୋଧର ଭିଡିଓ ଭାଇରାଲ

ମୁମ୍ବାଇ ବିମାନବନ୍ଦରରେ ହଙ୍ଗାମା, ଆଫ୍ରିକୀୟ-ଆମେରିକୀୟ ମହିଳାଙ୍କ କ୍ରୋଧର ଭିଡିଓ ଭାଇରାଲ

Dec-07-2025 08:41 AM IST
କ’ଣ କହୁଛି ଆଜିର ରାଶିଫଳ

କ’ଣ କହୁଛି ଆଜିର ରାଶିଫଳ

Dec-07-2025 08:33 AM IST
ବିଭିନ୍ନ ସ୍ଥାନରୁ ଆଜି ମଧ୍ୟ ଇଣ୍ଡିଗୋ ବିମାନ ରଦ୍ଦ: ଯାତ୍ରୀ ହଇରାଣୀ ବଢ଼ିଲା

ବିଭିନ୍ନ ସ୍ଥାନରୁ ଆଜି ମଧ୍ୟ ଇଣ୍ଡିଗୋ ବିମାନ ରଦ୍ଦ: ଯାତ୍ରୀ ହଇରାଣୀ ବଢ଼ିଲା

Dec-06-2025 09:51 AM IST
କ’ଣ କହୁଛି ଆଜିର ରାଶିଫଳ

କ’ଣ କହୁଛି ଆଜିର ରାଶିଫଳ

Dec-06-2025 09:46 AM IST
ସୁସ୍ଥ ମୃତ୍ତିକା ହେଉଛି କୃଷିର ଜୀବନରେଖା : କେ ଭି ସିଂହଦେଓ

ସୁସ୍ଥ ମୃତ୍ତିକା ହେଉଛି କୃଷିର ଜୀବନରେଖା : କେ ଭି ସିଂହଦେଓ

Dec-05-2025 05:33 PM IST
ରେପୋ ରେଟ୍ ୫.୨୫% କୁ ହ୍ରାସ କଲା RBI, ସୁଧ ହାର କମିବା ସମ୍ଭାବନା

ରେପୋ ରେଟ୍ ୫.୨୫% କୁ ହ୍ରାସ କଲା RBI, ସୁଧ ହାର କମିବା ସମ୍ଭାବନା

Dec-05-2025 01:20 PM IST
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫିଟ୍ ଇଣ୍ଡିଆ ଅଭିଯାନର ବାର୍ତ୍ତା କପିଳାସ ହାଫ୍ ମାରାଥନରେ ପ୍ରତିଧ୍ୱନିତ ହେଉଛି- ଧର୍ମେନ୍ଦ୍ର

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫିଟ୍ ଇଣ୍ଡିଆ ଅଭିଯାନର ବାର୍ତ୍ତା କପିଳାସ ହାଫ୍ ମାରାଥନରେ ପ୍ରତିଧ୍ୱନିତ ହେଉଛି- ଧର୍ମେନ୍ଦ୍ର

Dec-05-2025 12:48 PM IST
କ’ଣ ଭାରତରେ ତିଆରି ହେବ S-500 ଏୟାର ଡିଫେନ୍ସ ସିଷ୍ଟମ୍‌?

କ’ଣ ଭାରତରେ ତିଆରି ହେବ S-500 ଏୟାର ଡିଫେନ୍ସ ସିଷ୍ଟମ୍‌?

Dec-05-2025 12:37 PM IST
ଭାରତ-ରୁଷ ବନ୍ଧୁତା ଅତୁଟ: ହାଇଦ୍ରାବାଦ୍ ହାଉସ୍‌ରେ ପୁଟିନ-ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭାରତ-ରୁଷ ବନ୍ଧୁତା ଅତୁଟ: ହାଇଦ୍ରାବାଦ୍ ହାଉସ୍‌ରେ ପୁଟିନ-ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

Dec-05-2025 12:20 PM IST
  • About
  • Careers
  • Contact Us
Sunday, December 7, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଆଜି ନୂଆପଡ଼ା ଭାଗ୍ୟ ପରୀକ୍ଷା

ବିଜେପି, ବିଜେଡ଼ି ଓ କଂଗ୍ରେସ ତିନି ପ୍ରମୁଖ ଦଳ ଭିତରେ ନିର୍ଣ୍ଣାୟକ ଲଢ଼େଇ

by M M
Nov-11-2025 07:48 AM IST
in ବଡ଼ ଖବର, ରାଜନୀତି, ରାଜ୍ୟ
0
ଆଜି ନୂଆପଡ଼ା ଭାଗ୍ୟ ପରୀକ୍ଷା
491
SHARES
1.4k
VIEWS
Share on FacebookShare on Twitter

୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା। ନୂଆପଡ଼ା ଓ କୋମନା ବ୍ଲକ ସମେତ ନୂଆପଡ଼ା ଓ ଖରିଆର ରୋଡ଼ ଏନଏସିରେ ୩୫୮ଟି ମତଦାନ କେନ୍ଦ୍ର କରାଯାଇଛି । ସକାଳୁ ମତଦାନ ଆରମ୍ଭ ହୋଇଛି।

ନୂଆପଡ଼ାରେ ବିଜେପି, ବିଜେଡ଼ି ଓ କଂଗ୍ରେସ ତିନି ପ୍ରମୁଖ ଦଳ ଭିତରେ ନିର୍ଣ୍ଣାୟକ ଲଢ଼େଇ । ଶାସକ ଦଳ ବିଜେପିରୁ ଜୟ ଢୋଲକିଆ, ବିଜେଡ଼ିରୁ ସ୍ନେହାଙ୍ଗିନୀ ଛୁରିଆ ଓ କଂଗ୍ରେସରୁ ଘାସିରାମ ମାଝିଙ୍କ ମଧ୍ୟରେ କଡ଼ା ଟକ୍କର ହେଉଛି । ଏହା ବ୍ୟତୀତ ସମାଜବାଦୀ ପାର୍ଟିରୁ ରମାକାନ୍ତ ହାତୀ, ବହୁଜନ ମୁକ୍ତି ପାର୍ଟିରୁ ହେମନ୍ତ ତାଣ୍ଡି, ଓଡ଼ିଶା ଜନତା ଦଳରୁ ଶୁକଧର ଦଣ୍ଡସେନା, ସ୍ୱାଧୀନ ପ୍ରାର୍ଥୀ ଭାବେ ଭକ୍ତବନ୍ଧୁ ଧରୁଆ, ନୀତା ବାଗ, ଇଂ ଚକ୍ରାନ୍ତ ଜେନା, ଆଶ୍ରୟ ମହାନନ୍ଦ, ଭୁବନଲାଲ ସାହୁ, ଲୋଚନ ମାଝି, କିଶୋର କୁମାର ବାଗ, ଲକ୍ଷ୍ମୀକାନ୍ତ ତାଣ୍ଡି ପ୍ରମୁଖ ଲଢ଼େଇ ମଇଦାନରେ ଓହ୍ଲାଇଛନ୍ତି ।

ସୂଚନା ଅନୁଯାୟୀ, ସକାଳ ସାଢ଼େ ୫ଟାରୁ ମକ୍‌ ପୋଲ୍‌ ଆରମ୍ଭ ହୋଇଥିଲା । ମକ୍‌ ପୋଲ୍‌ ପରେ ୭ଟାରୁ ମତଦାନ ଚାଲିଛି। । ସୁନାବେଡ଼ାର ୮ଟି ଉତ୍ତେଜନାପ୍ରବଣ ବୁଥରେ  ଅପରାହ୍ନ ୪ଟାରେ ସରିବ ମତଦାନ । ଅନ୍ୟ ବୁଥ୍‌ମାନଙ୍କରେ  ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ । ସମୟ ସରିବା ପୂର୍ବରୁ  ଯେଉଁମାନେ ଧାଡ଼ିରେ ଥିବେ ଭୋଟ୍‌ ଦେଇପାରିବେ । ଇଭିଏମରେ  ତ୍ରୁଟି ସାମ୍ନାକୁ ଆସିଲେ ସଙ୍ଗେ ସଙ୍ଗେ ରିଜର୍ଭ ରୁମରୁ ଆସିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ୍‌ ଗୋପାଳନ  କହିଛନ୍ତି । ତେବେ ନୂଆପଡ଼ା ନିର୍ବାଚନ ମଣ୍ଡଳୀର ୨ ଲକ୍ଷ  ୫୩ ହଜାର ୬୨୪ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ  କରିବେ ।

ନୂଆପଡ଼ା ବିଧାନସଭା ନୂଆପଡ଼ା ଓ କୋମନା  ବ୍ଲକ ସମେତ ଖରିଆରରୋଡ଼ ଓ ନୂଆପଡ଼ା ଏନଏସିକୁ ନେଇ  ଗଠିତ । କୋମନା ବ୍ଲକର ୩୨ଟି ଓ ନୂଆପଡ଼ା ବ୍ଲକର ୩୧ଟି  ପଞ୍ଚାୟତ ସମେତ ଖରିଆର ରୋଡ଼ ଏନଏସିରେ ୧୯ଟି ଓ  ନୂଆପଡ଼ା ଏନଏସିରେ ୧୪ଟି ୱାର୍ଡ଼ ରହିଛି । ସମୁଦାୟ ୩୫୮ଟି  ମତଦାନ କେନ୍ଦ୍ରରୁ ନୂଆପଡ଼ା ଏନଏସିରେ ୧୭ଟି, ଖରିଆର  ରୋଡ଼ ଏନଏସିରେ ୧୯ଟି, ନୂଆପଡ଼ା ବ୍ଲକରେ ୧୫୭ ଓ କୋମନା  ବ୍ଲକରେ ୧୬୫ଟି ବୁଥ୍‌ କରାଯାଇଛି । ୧ଲକ୍ଷ ୨୪ ହଜାର ୫୪୪  ଜଣ ପୁରୁଷ ଭୋଟର୍‌ ଥିବାବେଳେ ୧ ଲକ୍ଷ ୨୯ ହଜାର ୯୩୨  ମହିଳା ଓ ୨୧ ଜଣ ତୃତୀୟ ଲିଙ୍ଗ ମତଦାତା ରହିଛନ୍ତି ।  ମତଦାନ ପାଇଁ ଜିଲ୍ଲା ପ୍ରଶାସନ ବ୍ୟାପକ ବ୍ୟବସ୍ଥା ଗ୍ରହଣ  କରାଯାଇଛି । ୩୯୬ଟି ପୁଲିଂ ପାର୍ଟିରେ ୧୫୮୪ ଜଣ କର୍ମଚାରୀ  ନିୟୋଜିତ ହୋଇଛନ୍ତି ।

Share196Tweet123
M M

M M

ଆଜିର ପାଗ

Bhubaneswar
December 7, 2025, 10:30 AM
 

NNE
Mainly clear
24°C
1.8 m/s
Apparent: 25°C
Pressure: 1019 mb
Humidity: 54%
Winds: 1.8 m/s NNE
Windgusts: 5.4 m/s
UV-Index: 4.5
Precip.: 0mm /0% / Rain
Sunrise: 6:09 AM
Sunset: 5:06 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

November 16, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

ବିଶାଖାପାଟନମରେ ଭାରତର ଦମଦାର ବିଜୟ

December 7, 2025
ମୁମ୍ବାଇ ବିମାନବନ୍ଦରରେ ହଙ୍ଗାମା, ଆଫ୍ରିକୀୟ-ଆମେରିକୀୟ ମହିଳାଙ୍କ କ୍ରୋଧର ଭିଡିଓ ଭାଇରାଲ

ମୁମ୍ବାଇ ବିମାନବନ୍ଦରରେ ହଙ୍ଗାମା, ଆଫ୍ରିକୀୟ-ଆମେରିକୀୟ ମହିଳାଙ୍କ କ୍ରୋଧର ଭିଡିଓ ଭାଇରାଲ

December 7, 2025
କ’ଣ କହୁଛି ଆଜିର ରାଶିଫଳ

କ’ଣ କହୁଛି ଆଜିର ରାଶିଫଳ

December 7, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom