• Latest
  • Trending
‘SIR’ ଓ ଭୋଟ୍ ଚୋରି ଅଭିଯୋଗରେ ସଂସଦରେ ଲଗାତାର ଦ୍ୱିତୀୟ ଦିନ ହଙ୍ଗାମା

‘SIR’ ଓ ଭୋଟ୍ ଚୋରି ଅଭିଯୋଗରେ ସଂସଦରେ ଲଗାତାର ଦ୍ୱିତୀୟ ଦିନ ହଙ୍ଗାମା

Dec-02-2025 04:05 PM IST
WhatsAppକୁ ସୁପ୍ରିମ ତାଗିଦ ଆମ କଥା ମାନ, ନହେଲେ ଦେଶ ଛାଡ଼

WhatsAppକୁ ସୁପ୍ରିମ ତାଗିଦ ଆମ କଥା ମାନ, ନହେଲେ ଦେଶ ଛାଡ଼

Feb-03-2026 11:21 PM IST
ଭିଣୋଇଙ୍କ ଗୁଳିରେ, ବବି ଘାଇଲା….

ଭିଣୋଇଙ୍କ ଗୁଳିରେ, ବବି ଘାଇଲା….

Feb-03-2026 11:17 PM IST
କାହାକୁ ଆକ୍ଷେପ କଲେ ଅରିନ୍ଦମ ?ମୁଁ ମନା କରୁଛି, ମୋ ସାଙ୍ଗେ ଲାଗେନା, ଏବେ ନାମ ନେ

କାହାକୁ ଆକ୍ଷେପ କଲେ ଅରିନ୍ଦମ ?ମୁଁ ମନା କରୁଛି, ମୋ ସାଙ୍ଗେ ଲାଗେନା, ଏବେ ନାମ ନେ

Feb-03-2026 11:15 PM IST
ନରୱାଣେଙ୍କ ବିବାଦୀୟ ବହି ଯୁଦ୍ଧ କରିବୁକି ? ଉତ୍ତର ମିଳିଲା ନାହିଁ

ନରୱାଣେଙ୍କ ବିବାଦୀୟ ବହି ଯୁଦ୍ଧ କରିବୁକି ? ଉତ୍ତର ମିଳିଲା ନାହିଁ

Feb-03-2026 11:12 PM IST
ଜାଣନ୍ତୁ କିପରି କଟିବ ଆଜିର ଦିନ

ଜାଣନ୍ତୁ କିପରି କଟିବ ଆଜିର ଦିନ

Feb-03-2026 09:46 AM IST
ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

Feb-02-2026 07:41 PM IST
ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

Feb-02-2026 07:36 PM IST
ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

Feb-02-2026 07:06 PM IST
ରାଜଧାନୀରେ କିନ୍ନରଙ୍କୁ ଵୀଭତ୍ସ ହତ୍ୟା

ରାଜଧାନୀରେ କିନ୍ନରଙ୍କୁ ଵୀଭତ୍ସ ହତ୍ୟା

Feb-02-2026 07:03 PM IST
କେନ୍ଦ୍ର ବଜେଟ, ରବି ଦାସଙ୍କ ନଜର, ଆମଆଦମୀଙ୍କୁ କାହିଁକି ସନ୍ତୁଷ୍ଟ କଲାନି ଏଥର ବଜେଟ ?

କେନ୍ଦ୍ର ବଜେଟ, ରବି ଦାସଙ୍କ ନଜର, ଆମଆଦମୀଙ୍କୁ କାହିଁକି ସନ୍ତୁଷ୍ଟ କଲାନି ଏଥର ବଜେଟ ?

Feb-02-2026 07:00 PM IST
  • About
  • Careers
  • Contact Us
Wednesday, February 4, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

‘SIR’ ଓ ଭୋଟ୍ ଚୋରି ଅଭିଯୋଗରେ ସଂସଦରେ ଲଗାତାର ଦ୍ୱିତୀୟ ଦିନ ହଙ୍ଗାମା

by M M
Dec-02-2025 04:05 PM IST
in ଦେଶ ବିଦେଶ
0
‘SIR’ ଓ ଭୋଟ୍ ଚୋରି ଅଭିଯୋଗରେ ସଂସଦରେ ଲଗାତାର ଦ୍ୱିତୀୟ ଦିନ ହଙ୍ଗାମା
491
SHARES
1.4k
VIEWS
Share on FacebookShare on Twitter

ନୂଆଦିଲ୍ଲୀ : ‘ଏସଆଇଆର’  ଏବଂ ନିର୍ବାଚନରେ ‘ଭୋଟ୍ ଚୋରି’ ଅଭିଯୋଗକୁ ନେଇ ସଂସଦର ଉଭୟ ଗୃହରେ ଲଗାତାର ଦ୍ୱିତୀୟ ଦିନ ପାଇଁ ତୀବ୍ର ହଙ୍ଗାମା ହୋଇଛି। ବିରୋଧୀ ଦଳମାନେ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ତୁରନ୍ତ ଆଲୋଚନା ଦାବି କରିବାକୁ ଜିଦ୍ ଧରିଛନ୍ତି । ସରକାର ବନ୍ଦେ ମାତରମ ପ୍ରଥମେ ଆଲୋଚନା କରିବାକୁ ଚାହୁଁଛନ୍ତି । ପରେ ଏସଆଇଆର ଉପରେ ଆଲୋଚନା କରିବାକୁ ରାଜି ଅଛନ୍ତି । କିନ୍ତୁ ବିରୋଧୀମାନଙ୍କ ହଟ୍ଟଗୋଳ ପାଇଁ ଲୋକସଭା ଓ ରାଜ୍ୟସଭାର କାର୍ଯ୍ୟଧାରା ବାଧାପ୍ରାପ୍ତ ହୋଇଛି।

ଲୋକସଭାରେ ନାରାବାଜି: ଲୋକସଭାରେ କାର୍ଯ୍ୟଧାରା ଆରମ୍ଭ ହେବା କ୍ଷଣି ବିରୋଧୀ ସାଂସଦମାନେ ହୋହାଲ୍ଲା କରିଥିଲେ । ଗୃହକୁ ବାରମ୍ବାର ମୁଲତବୀ ବାଚସ୍ପତି ରଖିଥିଲେ ।  “ଭୋଟ୍ ଚୋର- ଗାଦି ଛାଡ଼” ନାରା ଦେଇଥିଲେ। ‘SIR’ ଉପରେ ଚର୍ଚ୍ଚା ଦାବିରେ ସେମାନେ ଅଡ଼ି ବସିବାରୁ କାର୍ଯ୍ୟ ନହେବାରୁ ଦୁଇଥର ଗୃହକୁ ମୁଲତବୀ (ସ୍ଥଗିତ) ରଖାଯାଇଥିଲା।

ରାଜ୍ୟସଭାରେ ଖଡ଼ଗେଙ୍କ ଦାବି: ରାଜ୍ୟସଭାରେ ମଧ୍ୟ ସକାଳୁ ହଙ୍ଗାମା ଆରମ୍ଭ ହୋଇଥିଲା। ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେ ତୁରନ୍ତ ‘SIR’ ଉପରେ ଚର୍ଚ୍ଚା କରିବାକୁ ଦାବି କରିଥିଲେ। ସେ କହିଥିଲେ ଯେ, “୧୨-୧୩ ଜଣଙ୍କ ଜୀବନ ଯାଇସାରିଲାଣି। ଏହା ଏକ ଜରୁରୀ ପ୍ରସଙ୍ଗ  । ଏହା ଉପରେ ଆଲୋଚନା କରାଯାଉ ।

ସରକାରଙ୍କ ପ୍ରତିକ୍ରିୟା

ବିରୋଧୀଙ୍କ ଦାବିର ଜବାବରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ କହିଥିଲେ ଯେ, “ଆପଣମାନେ କୌଣସି ସମୟସୀମା ସ୍ଥିର କରନ୍ତୁ ନାହିଁ। ଆମେ ବିଭିନ୍ନ ବିରୋଧୀ ଦଳର ନେତାମାନଙ୍କ ସହ ଆଲୋଚନା କରୁଛୁ। ଖୁବ୍ ଶୀଘ୍ର ଏହି ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ।”

ବିରୋଧୀଙ୍କ ସର୍ତ୍ତ

ସଂସଦର ପ୍ରଥମ ଦିନ ମଧ୍ୟ ହଙ୍ଗାମା ହୋଇଥିଲା  ।  ସରକାର ‘SIR’ ଓ ନିର୍ବାଚନ ସୁଧାର ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ରିଜିଜୁ ଘୋଷଣା କରିଥିଲେ । ତେବେ କେବେ ଆଲୋଚନା ହେବ ସେ ନେଇ  ସମୟସୀମା ନ ଲଦିବାକୁ ଅନୁରୋଧ କରିଥିଲେ।

ବିରୋଧୀଙ୍କ ବିକଳ୍ପ: ବିରୋଧୀମାନେ ଯୁକ୍ତି ବାଢ଼ିଛନ୍ତି ଯେ ଯଦି ସରକାର ‘SIR’ ଶବ୍ଦ ଉପରେ ଆପତ୍ତି କରୁଛନ୍ତି, ତେବେ ଏହା ବଦଳରେ ‘ଇଲେକ୍ଟୋରାଲ ରିଫର୍ମ’ କିମ୍ବା ଅନ୍ୟ କୌଣସି ନାମ ବ୍ୟବହାର କରି ବିଷୟବସ୍ତୁକୁ କାର୍ଯ୍ୟସୂଚୀରେ ସ୍ଥାନ ଦେଇ ପାରିବେ। ସରକାର ବିରୋଧୀଙ୍କ ଏହି ତର୍କରେ ରାଜି ହୋଇପାରନ୍ତି ଏବଂ ବ୍ୟବସାୟ ପରାମର୍ଶଦାତା କମିଟି ରେ ଏହି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ରଖିବେ ବୋଲି ଆଶା କରାଯାଉଛି। ବିରୋଧୀ ଦଳମାନେ ଚର୍ଚ୍ଚାରେ ଅଡ଼ି ବସିଥିବାରୁ ଆଗାମୀ ଦିନରେ ସଂସଦର କାର୍ଯ୍ୟଧାରା କିପରି ଚାଲୁଛି, ତାହା ଦେଖିବାକୁ ବାକି ରହିଲା।

Share196Tweet123
M M

M M

ଆଜିର ପାଗ

Bhubaneswar
February 4, 2026, 6:37 AM
 
N
Overcast
17°C
0.9 m/s
Apparent: 21°C
Pressure: 1018 mb
Humidity: 74%
Winds: 0.9 m/s N
Windgusts: 6.7 m/s
UV-Index: 0
Precip.: 0mm /0% / Rain
Sunrise: 6:21 AM
Sunset: 5:39 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
WhatsAppକୁ ସୁପ୍ରିମ ତାଗିଦ ଆମ କଥା ମାନ, ନହେଲେ ଦେଶ ଛାଡ଼

WhatsAppକୁ ସୁପ୍ରିମ ତାଗିଦ ଆମ କଥା ମାନ, ନହେଲେ ଦେଶ ଛାଡ଼

February 3, 2026
ଭିଣୋଇଙ୍କ ଗୁଳିରେ, ବବି ଘାଇଲା….

ଭିଣୋଇଙ୍କ ଗୁଳିରେ, ବବି ଘାଇଲା….

February 3, 2026
କାହାକୁ ଆକ୍ଷେପ କଲେ ଅରିନ୍ଦମ ?ମୁଁ ମନା କରୁଛି, ମୋ ସାଙ୍ଗେ ଲାଗେନା, ଏବେ ନାମ ନେ

କାହାକୁ ଆକ୍ଷେପ କଲେ ଅରିନ୍ଦମ ?ମୁଁ ମନା କରୁଛି, ମୋ ସାଙ୍ଗେ ଲାଗେନା, ଏବେ ନାମ ନେ

February 3, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom