୨୦୨୫ ବର୍ଷଟି ଓଡ଼ିଶା ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଭାବେ ଲିପିବଦ୍ଧ ହୋଇ ରହିବ। ଏହି ବର୍ଷଟି ଅନେକ ପରିବର୍ତ୍ତନ, ସଂଘର୍ଷ ଏବଂ ସଫଳତାର ସାକ୍ଷୀ ରହିଛି। ଆସନ୍ତୁ କରିବା ୨୦୨୫ର ଏକ ସମୀକ୍ଷା ବା ‘ପୋଷ୍ଟମର୍ଟମ୍’:ରାଜନୈତିକ କାଦୁଅ ଫିଙ୍ଗାଫିଙ୍ଗି ମଧ୍ୟରେ ଅନେକ ସମୟରେ ବିକାଶର ପ୍ରସଙ୍ଗ ଗୌଣ ହୋଇଗଲା। ବିରୋଧୀ ଓ ଶାସକ ଦଳ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ କିଛି ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଅଧିବେଶନ ହଟ୍ଟଗୋଳରେ କଟିଲା।













