• Latest
  • Trending

୩୦ ଟଙ୍କାରେ ଆଳୁ ବିକିବେ ସରକାର

Aug-09-2024 06:38 PM IST
SCB ଅଗ୍ନିକାଣ୍ଡ: ମନ୍ତ୍ରୀପଦ ଛାଡ଼ିବେ ମହାଲିଙ୍ଗ ! 

SCB ଅଗ୍ନିକାଣ୍ଡ: ମନ୍ତ୍ରୀପଦ ଛାଡ଼ିବେ ମହାଲିଙ୍ଗ ! 

Mar-22-2026 10:47 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-22-2026 10:44 AM IST
କିଛି ଘଣ୍ଟାରେ ପ୍ରବଳ ବର୍ଷା 

କିଛି ଘଣ୍ଟାରେ ପ୍ରବଳ ବର୍ଷା 

Mar-21-2026 05:06 PM IST
ଭୟଙ୍କର ହେଲା ଯୁଦ୍ଧ !ଭାରତ ମହାସାଗରେ ଘନଘନ ମିସାଇଲ ମାଡ଼…

ଭୟଙ୍କର ହେଲା ଯୁଦ୍ଧ !ଭାରତ ମହାସାଗରେ ଘନଘନ ମିସାଇଲ ମାଡ଼…

Mar-21-2026 05:02 PM IST
ପ୍ରତାପଙ୍କୁ ଶ୍ରୀମୟୀଙ୍କ ନିଶାନା, କହିଲେ କର୍ମଫଳ ଏଇଠି ଭୋଗିବାକୁ ହୁଏ

ପ୍ରତାପଙ୍କୁ ଶ୍ରୀମୟୀଙ୍କ ନିଶାନା, କହିଲେ କର୍ମଫଳ ଏଇଠି ଭୋଗିବାକୁ ହୁଏ

Mar-21-2026 04:58 PM IST
odisha.newsroom.in

ଏପ୍ରିଲ ପହିଲାରୁ ATM ରେ ଲାଗୁହେବ ନୂଆ ନିୟମ

Mar-21-2026 04:06 PM IST
odisha.newsroom.in

ସୋଫିଆଙ୍କ ଭବିଷ୍ୟତ ନେଇ ବଡ଼ ବୟାନ ଦେଲେ ମୋକିମ, କହିଲେ…

Mar-21-2026 02:09 PM IST
odisha.newsroom.in

ବଲିଉଡ ଇତିହାସରେ ସବୁଠୁ ବଡ଼ ରେକର୍ଡ କଲା ଧୁରନ୍ଧର-୨

Mar-21-2026 01:04 PM IST
odisha.newsroom.in

ଆଇଫୋନ ବ୍ୟବହାର କରୁଛନ୍ତି କି ? ବିପଦରେ ଏହି ସବୁ ଡିଭାଇସ

Mar-21-2026 12:31 PM IST
odisha.newsroom.in

ନେତାନ୍ୟାହୁଙ୍କ ଦୃଢ଼ୋକ୍ତି…ଦୁର୍ବଳ ହେଉଛି ଇରାନ, ଖୁବ ଶୀଘ୍ର ଶେଷ ହେବ ଯୁଦ୍ଧ

Mar-21-2026 12:01 PM IST
  • About
  • Careers
  • Contact Us
Sunday, March 22, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

୩୦ ଟଙ୍କାରେ ଆଳୁ ବିକିବେ ସରକାର

by M M
Aug-09-2024 06:38 PM IST
in ବଡ଼ ଖବର, ରାଜ୍ୟ
0
491
SHARES
1.4k
VIEWS
Share on FacebookShare on Twitter

ଦୂର ହେବ ଆଳୁ ସମସ୍ୟା । ସରକାର କମ ଦାମରେ ଆଳୁ ବିକିବେ । ଆଳୁ ସମସ୍ୟା ସମାଧାନ ପାଇଁ ସରକାର ନୂଆ ବାଟ ବାହାର କରିଛନ୍ତି  । ନାଫେଡ୍‌ ମାଧ୍ୟମରେ ରାଜ୍ୟ ସରକାର ଆଳୁ କିଣିବେ ଆଉ କମ ଦାମରେ ଲୋକଙ୍କୁ ବିକିବେ । ସେଥିପାଇଁ ଅର୍ଡର ଦିଆଯାଇଛି। ଦିନେ ବା ଦୁଇ ଦିନ ଭିତରେ ଓଡ଼ିଶାରେ ଆଳୁ ପହଞ୍ଚିବ। ରାଜ୍ୟ ସରକାର ଉଚ୍ଚା ଦରରେ ଆଳୁ କିଣିଲେ ସୁଦ୍ଧା କିଲୋ ପିଛା ୩୦ ଟଙ୍କାରେ ବିକିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ସବୁ ସହରରେ କିଲୋ ପିଛା ୩୦ ଟଙ୍କାରେ ଆଳୁ ବିକ୍ରି କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏନେଇ ସୂଚନା ଦେଇଛନ୍ତି । ଲୋକମାନଙ୍କ ସୁବିଧା ପାଇଁ ଏପରି ସରକାର ନିଷ୍ପତ୍ତି ନେଇଛନ୍ତି ।

ଗତ କିଛିଦିନ ଧରି  ଆଳୁ ସମସ୍ୟା ସମାଧାନ ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ସହିତ ଓଡ଼ିଶାର ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ। ପରେ ପଶ୍ଚିମବଙ୍ଗର ମୁଖ୍ୟଶାସନ ସଚିବଙ୍କୁ ଓଡ଼ିଶା ସରକାରଙ୍କ ମୁଖ୍ୟଶାସନ ସଚିବ ଚିଠି ଲେଖିଥିଲେ। କିନ୍ତୁ ଆଳୁ ଆସିଲା ନାହିଁ । ରାଜ୍ୟରେ ଦେଖାଦେଇଥିବା ଆଳୁ ସଙ୍କଟ ଦୂର ପାଇଁ ନାଫେଡ୍‌ ମାଧ୍ୟମରେ ଉତ୍ତରପ୍ରଦେଶରୁ ଆଳୁ ଆଣିବାକୁ ଅର୍ଡର ଦିଆଯାଇଛି। ଦିନେ ଦୁଇ ଦିନ ଭିତରେ ଆଳୁ ପହଞ୍ଚିବ। ପର୍ଯ୍ୟାପ୍ତ ପରିମାଣରେ ଆଳୁ ଆସୁଛି ବୋଲି ଶ୍ରୀ ପାତ୍ର କହିଛନ୍ତି। ଓଡ଼ିଶାରୁ ବା ଓଡ଼ିଶା ଦେଇ ଯେଉଁ ସବୁ ସାମଗ୍ରୀ ପଶ୍ଚିମବଙ୍ଗ ଯାଉଛି, ସେଥିପ୍ରତି ରାଜ୍ୟ ସରକାର କିଛି ପଦକ୍ଷେପ ନେବେ କି ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, ସେମିତି କିଛି ପରିସ୍ଥିତି ନଉପୁଜୁ ବୋଲି ଆମେ ଚାହୁଁଛୁ। କଥାବାର୍ତ୍ତା ମାଧ୍ୟମରେ ସମସ୍ୟା ସମାଧାନ ହେଉ ବୋଲି ଚାହୁଁଛୁ। କାରଣ ପଶ୍ଚିମବଙ୍ଗ ଆମ ରାଜ୍ୟର ପଡ଼ୋଶୀ ରାଜ୍ୟ। ଆମ ସହିତ ତାଙ୍କର ସମ୍ପର୍କ ଭଲ ରହୁ। ଯେମିତି ଆଳୁ ଆସୁଥିଲା, ସେମିତି ଆସୁ।

Share196Tweet123
M M

M M

ଆଜିର ପାଗ

Bhubaneswar
March 22, 2026, 2:47 PM
 

W
Partly cloudy
33°C
2.3 m/s
Apparent: 28°C
Pressure: 1011 mb
Humidity: 90%
Winds: 2.3 m/s W
Windgusts: 8 m/s
UV-Index: 0
Precip.: 0mm /13% / Rain
Sunrise: 5:48 AM
Sunset: 5:57 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
SCB ଅଗ୍ନିକାଣ୍ଡ: ମନ୍ତ୍ରୀପଦ ଛାଡ଼ିବେ ମହାଲିଙ୍ଗ ! 

SCB ଅଗ୍ନିକାଣ୍ଡ: ମନ୍ତ୍ରୀପଦ ଛାଡ଼ିବେ ମହାଲିଙ୍ଗ ! 

March 22, 2026
ଆଜିର ରାଶିଫଳ

ଆଜିର ରାଶିଫଳ

March 22, 2026
କିଛି ଘଣ୍ଟାରେ ପ୍ରବଳ ବର୍ଷା 

କିଛି ଘଣ୍ଟାରେ ପ୍ରବଳ ବର୍ଷା 

March 21, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom