• Latest
  • Trending
ବିଜେଡିରେ ଝଡ଼ : ଶୀର୍ଷ ନେତାଙ୍କୁ ପ୍ରଭାତଙ୍କ ଖୋଲା ଚେତାବନୀ

ବିଜେଡିରେ ଝଡ଼ : ଶୀର୍ଷ ନେତାଙ୍କୁ ପ୍ରଭାତଙ୍କ ଖୋଲା ଚେତାବନୀ

Dec-26-2025 05:12 PM IST
​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

Mar-09-2026 08:48 PM IST
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

Mar-03-2026 11:05 PM IST
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

Mar-03-2026 11:02 PM IST
ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

Mar-03-2026 10:59 PM IST
ଜାଣନ୍ତୁ ରାଶି ଅନୁସାରେ  କପରି କଟିବ ଆଜିର ଦିନ

ଜାଣନ୍ତୁ ରାଶି ଅନୁସାରେ କପରି କଟିବ ଆଜିର ଦିନ

Mar-03-2026 02:01 PM IST
ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

Mar-03-2026 01:50 PM IST
ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

Mar-03-2026 01:25 PM IST
ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

Mar-03-2026 12:58 PM IST
କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

Mar-03-2026 12:55 PM IST
BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

Mar-02-2026 07:56 PM IST
  • About
  • Careers
  • Contact Us
Friday, March 13, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ବିଜେଡିରେ ଝଡ଼ : ଶୀର୍ଷ ନେତାଙ୍କୁ ପ୍ରଭାତଙ୍କ ଖୋଲା ଚେତାବନୀ

ସୁଜାତା ଯିବେ କି ରାଜ୍ୟସଭା ?

by M M
Dec-26-2025 05:12 PM IST
in ବଡ଼ ଖବର, ରାଜନୀତି, ରାଜ୍ୟ
0
ବିଜେଡିରେ ଝଡ଼ : ଶୀର୍ଷ ନେତାଙ୍କୁ ପ୍ରଭାତଙ୍କ ଖୋଲା ଚେତାବନୀ
491
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ୱର: ବିଜୁ ଜନତା ଦଳର 29 ତମ ପ୍ରତିଷ୍ଠା ଦିବସରେ ଆଜି ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ “ଦଳ ୧୦୦ ବର୍ଷ ରହିବ” ବୋଲି କହୁଥିବା ବେଳେ, କଟକ-ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ନିଜ ଦଳର ହେଭିୱେଟ୍ ନେତାଙ୍କ ବିରୋଧରେ ବିଷୋଦଗାର କରି ଦଳର ଅନ୍ତଃକନ୍ଦଳକୁ ପଦାରେ ପକାଇଛନ୍ତି।

ପ୍ରଭାତ ସିଧାସଳଖ ଦଳର ପ୍ରଭାବଶାଳୀ ନେତା ବବି ଦାସ, ଦେବୀ ମିଶ୍ର, ଅତନୁ ସବ୍ୟସାଚୀ, ପ୍ରତାପ ଜେନା ଓ ସଞ୍ଜୟ ଦାସବର୍ମାଙ୍କ ନାଁ ନେଇ ବର୍ଷିଛନ୍ତି। ସେ କହିଛନ୍ତି, “ଯେଉଁମାନେ ନିର୍ବାଚନରେ ହାରିଛନ୍ତି, ସେମାନେ ଦଳର ନୀତି ନିର୍ଦ୍ଧାରଣରେ ମୁଣ୍ଡ ନଖେଳାଇ ନିଜ ନିର୍ବାଚନ ମଣ୍ଡଳୀ ଜଗନ୍ତୁ।” ମେ ୨୯ର ସେହି ପୁରୁଣା “ଚକ୍ରାନ୍ତ” କଥା ଉଠାଇ ସେ ନେତାମାନଙ୍କୁ ଚେତାଇ ଦେଇଛନ୍ତି। ଭିକେ ପାଣ୍ଡିଆନଙ୍କୁ ନେଇ ଦଳର ଏକ ବଡ଼ ଗୋଷ୍ଠୀ ବିରୋଧ କରୁଥିବା ବେଳେ ପ୍ରଭାତ ତାଙ୍କୁ ତୁଳନା କରିଛନ୍ତି ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ସହ। ସେ କହିଛନ୍ତି, ପାଣ୍ଡିଆନଙ୍କ ପାଇଁ ୨୦୧୯ରେ ଦଳ ସରକାର ଗଢ଼ିଥିଲା। ସେ ଲୋକଙ୍କ ସେବା ପାଇଁ ଆଇଏଏସ ଚାକିରି ଛାଡ଼ିଛନ୍ତି, ତାଙ୍କ ପ୍ରତି ଅବିଚାର ହେଲେ ମୁଁ ବିରୋଧ କରିବି। ପ୍ରଭାତ ଆହୁରି ଏକ ବଡ଼ ପ୍ରସ୍ତାବ ରଖିଛନ୍ତି। ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନଙ୍କ ଅବଦାନକୁ ସ୍ୱୀକୃତି ଦେଇ ତାଙ୍କୁ ରାଜ୍ୟସଭା ପଠାଯାଉ ବୋଲି ସେ ଦାବି କରିଛନ୍ତି। କାରଣ ଓଡ଼ିଶାର ଚାରିଟି ରାଜ୍ୟସଭା ଆସନ ଆସନ୍ତା ବର୍ଷ ଖାଲି ହେବ । ଅତି କମରେ ଗୋଟିଏ ଆସନ ବିଜେଡିକୁ ଯିବ । ତେବେ କିଏ ରାଜ୍ୟସଭା ଯିବେ ତାହା ନବୀନ କହିପାରିବେ । କାରଣ ବିଜେଡିରେ ରାଜ୍ୟସଭା ପ୍ରାର୍ଥୀ ଚୟନ ସମ୍ପୂର୍ଣ୍ଣ ଭାବେ ନବୀନ ପଟ୍ଟନାୟକଙ୍କ ଉପରେ ନିର୍ଭର କରେ। ଯଦି ନବୀନ ପାଣ୍ଡିଆନଙ୍କ ଉପରେ ପୁଣି ଭରସା କରନ୍ତି, ତେବେ ସୁଜାତାଙ୍କ ନାମ ଉପରେ ବିଚାର କରାଯାଇପାରେ। ନିର୍ବାଚନ ହାରିବା ପରେ ଦଳ ଉପରେ “ବାହାରିଆ ଶାସନ” ବା “ଅଫିସର ରାଜ”ର ଯେଉଁ ଆରୋପ ଲାଗିଥିଲା, ସୁଜାତାଙ୍କୁ ରାଜ୍ୟସଭା ପଠାଇଲେ ସେହି ଅଭିଯୋଗ ପୁଣି ଉଗ୍ର ରୂପ ନେଇପାରେ।  ପ୍ରଭାତଙ୍କ ବୟାନରୁ ସ୍ପଷ୍ଟ ଯେ ବବି ଦାସ ଓ ଅତନୁଙ୍କ ଭଳି ନେତାମାନେ ଏହାକୁ ସହଜରେ ଗ୍ରହଣ କରିବେ ନାହିଁ। ଏହା ଦଳ ମଧ୍ୟରେ ଏକ ବଡ଼ ବିଭାଜନ ସୃଷ୍ଟି କରିପାରେ।  ଯଦି ବିଜେଡି ମହିଳା କୋଟା ବା ମହିଳା ସଶକ୍ତିକରଣ ଆଧାରରେ ସୁଜାତାଙ୍କୁ ପଠାଏ, ତେବେ ଦଳ ପାଇଁ ଏହା ଏକ ରଣନୈତିକ ଚାଲ୍ ହୋଇପାରେ।  ସୁଜାତା କାର୍ତ୍ତିକେୟନ ରାଜ୍ୟସଭା ଯିବେ କି ନାହିଁ, ତାହା ବର୍ତ୍ତମାନ କହିବା କଷ୍ଟକର। କିନ୍ତୁ ପ୍ରଭାତଙ୍କ ଏହି ବାଣ ବିଜେଡି ଭିତରେ ଥିବା “ପାଣ୍ଡିଆନ ସମର୍ଥକ” ଗୋଷ୍ଠୀକୁ ପୁଣି ସକ୍ରିୟ କରିଦେଇଛି।

Share196Tweet123
M M

M M

ଆଜିର ପାଗ

Bhubaneswar
March 13, 2026, 8:54 AM
 
SSW
Partly cloudy
28°C
3.7 m/s
Apparent: 31°C
Pressure: 1009 mb
Humidity: 91%
Winds: 3.7 m/s SSW
Windgusts: 10 m/s
UV-Index: 0
Precip.: 0mm /0% / Rain
Sunrise: 5:56 AM
Sunset: 5:55 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

March 9, 2026
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

March 3, 2026
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

March 3, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom