• Latest
  • Trending

ମୋଦି-ସି-ପୁଟିନଙ୍କ ଆଲୋଚନା ଭିଡିଓ ଭାଇରାଲ, ଆମେରିକା ପାଇଁ ଆସୁଛି ଖରାପ ସମୟ

Sep-01-2025 06:59 AM IST
https://odisha.newsroom.in/

ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ

Mar-18-2026 04:14 PM IST
https://odisha.newsroom.in/

କଟକ ବଡ ମେଡିକାଲ ନିଆଁକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ

Mar-18-2026 03:22 PM IST
କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

Mar-17-2026 05:13 PM IST
ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

Mar-16-2026 11:47 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Mar-16-2026 11:40 AM IST
​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

Mar-09-2026 08:48 PM IST
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

Mar-03-2026 11:05 PM IST
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

Mar-03-2026 11:02 PM IST
ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

Mar-03-2026 10:59 PM IST
ଜାଣନ୍ତୁ ରାଶି ଅନୁସାରେ  କପରି କଟିବ ଆଜିର ଦିନ

ଜାଣନ୍ତୁ ରାଶି ଅନୁସାରେ କପରି କଟିବ ଆଜିର ଦିନ

Mar-03-2026 02:01 PM IST
  • About
  • Careers
  • Contact Us
Wednesday, March 18, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ମୋଦି-ସି-ପୁଟିନଙ୍କ ଆଲୋଚନା ଭିଡିଓ ଭାଇରାଲ, ଆମେରିକା ପାଇଁ ଆସୁଛି ଖରାପ ସମୟ

by M M
Sep-01-2025 06:59 AM IST
in ଦେଶ ବିଦେଶ
0
493
SHARES
1.4k
VIEWS
Share on FacebookShare on Twitter

SCO) ସମ୍ମିଳନୀ ୨୦୨୫ ଚାଇନାର ତିଆନଜିନରେ ଅନୁଷ୍ଠିତ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଭିଡିଓ ଭାଇରାଲ ହେଉଛି । ଏହି ନେତାମାନେ ବେଶ ସହଜରେ ହସଖୁସି କରି ଆଲୋଚନା କରୁଥିବା ନଜର ଆସୁଛି । ରୁଷ ସହ ଭାରତର ଆଲୋଚନା ଏବଂ ଚାଇନା ସହ ଭାରତର ଆଲୋଚନାକୁ ସାରା ବିଶ୍ବର ନେତା ନଜର ରଖିଛନ୍ତି । ବିଶେଷ କରି ଆମେରିକା ଏହା ଉପରେ ତୀକ୍ଷ୍ନ ନଜର ରଖିଛି । ଆମେରିକା ପାଇଁ ଏବେ ଟାରିଫ ନୀତି ବଡ଼ କଣ୍ଟା ହୋଇଛି । ଯାହା ଫଳରେ ଭାରତ-ଚାଇନାର ସଂପର୍କ ସୁଦୃଢ଼ ହୋଇଛି ।    ଆମେରିକାର ଟ୍ରମ୍ପଙ୍କ ଟାରିଫ୍ ନୀତିର ପ୍ରଭାବ ଉପରେ ମୋଦି-ସି  କଥା ହୋଇଛନ୍ତି।ଜିନପିଙ୍ଗ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ବେଶ ଉତ୍ସାହିତ ହୋଇଛନ୍ତି। ସେ ମୋଦିଙ୍କୁ ସ୍ୱାଗତ କରିଛନ୍ତି ଓ ଭାରତକୁ ଚାଇନାର ପ୍ରମୁଖ ବନ୍ଧୁ ଭାବେ ଅଭିହିତ କରିଛନ୍ତି। ସେ କହିଛନ୍ତି, “ଚାଇନା ଓ ଭାରତ ସବୁଠାରୁ ବଡ଼ ସଭ୍ୟ ଦେଶ। ଆମେ ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ଓ ଗ୍ଲୋବାଲ ସାଉଥର ଅଂଶବିଶେଷ। ବନ୍ଧୁ ଭାବେ ରହିବା, ଜଣେ ଭଲ ପଡ଼ୋଶୀ ହେବା ଓ ଡାର୍ଗନ ଏବଂ ହାତୀ ଏକାଠି ଆଗକୁ ଆସିବା ନିହାତି ଜରୁରୀ।”

ସେପଟେ ଭାରତ-ରୁଷ ସମ୍ପର୍କକୁ ମଜବୁତ୍ କରିବା ଉପରେ ପୁଟିନ ଜୋରଦେଇଛନ୍ତି । ବ୍ୟବସାୟ ଓ ରକ୍ଷା ସହଯୋଗକୁ ମଜବୁତ୍ କରିବାକୁ ମୋଦି-ପୁଟିନ ନିଷ୍ପତ୍ତି ନେଇଛନ୍ତି ।  ଦୁହେଁ ନେତା ଭାରତ-ରୁଷ ବ୍ୟବସାୟ ଓ ରକ୍ଷା କ୍ଷେତ୍ରରେ ସହଯୋଗକୁ ବଢ଼ାଇବା ଉପରେ ଜୋର ଦେଇଥିଲେ।  ରୁଷଠାରୁ ଅଣାଯାଉଥିବା ତେଲ ଉପରେ ପୁଣି ରୁଷ ଅଧିକ ରିହାତି ଦେବାକୁ ରାଜି ହୋଇଛି ।  ଆମେରିକାର ୫୦% ଟାରିଫ୍  ଲଗାଇଛି । କାରଣ ରୁଷରୁ ଭାରତ ତେଲ କିଣୁଛି । ଭାରତ ରୁଷଠାରୁ ତେଲ କିଣିବା ବନ୍ଦ କରିବ ନାହିଁ ବୋଲି କହିଛି ।  ଏହା ସହ ଦୁଇ ଦେଶ ପ୍ରତିରକ୍ଷା କ୍ଷେତ୍ର ଉପରେ ଚର୍ଚା କରିଛନ୍ତି । ଆଗାମୀ ଭାରତ ଗସ୍ତ ଉପରେ ପୁଟିନ ଆଲୋଚନା କରିଛନ୍ତି ।  ପୁଟିନଙ୍କ ଡିସେମ୍ବର ୨୦୨୫ରେ ଭାରତ ଗସ୍ତ କରିବେ ।  ଏହା ଭାରତ-ରୁଷ ସମ୍ପର୍କକୁ ନୂଆ ଉଚ୍ଚତାକୁ ନେବାର ଆଶା କରାଯାଉଛି । ପ୍ରାୟ ୧ ଘଣ୍ଟା ଧରି ଦୁଇ ନେତା ପରସ୍ପର ସହ ବୈଠକ କରିଛନ୍ତି। ଏହା ସହ  ଦି ଦ୍ୱିପାକ୍ଷିକ ସମ୍ପର୍କରେ ଆସିଥିବା ସୁଧାର ସମ୍ପର୍କରେ ଜିନପିଙ୍ଗକୁ ଜଣାଇଛନ୍ତି। ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ହୋଇଥିବା ସ୍ୱତନ୍ତ୍ର ପ୍ରତିନିଧି ସ୍ତରୀୟ ବୁଝମାଣା ଠାରୁ ଆରମ୍ଭ କରି କୈଳାସ ମାନସରୋବର ଯାତ୍ରାର ଆରମ୍ଭ ଓ ଦୁଇ ଦେଶ ମଧ୍ୟରେ ପୁଣି ସିଧାସଳଖ ବିମାନ ଉଡ଼ାଣ ପାଇଁ ସହମତି ହୋଇଛି।

ପ୍ରଧାନମନ୍ତ୍ରୀ ମୋଦି ଶେଷ ଥର ପାଇଁ ୨୦୧୮ରେ ଚାଇନା ଗସ୍ତ କରିଥିଲେ। ଏହାପରେ ଡୋକଲାମ ବିବାଦ ଦେଖାଯାଇଥିଲା। ୨୦୧୯ରେ ଗଲୱାନି ଘାଟିରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥିଲେ। ଏବେ ୭ ବର୍ଷ ପରେ ମୋଦି ଚାଇନା ଗସ୍ତ କରିଛନ୍ତି। ଏଥିର ଫୋକସ ଆର୍ଥିକ ଓ ରଣନୀତି ଉପରେ ରହିଛି। କାରଣ ଟ୍ରମ୍ପଙ୍କ ଟାରିଫ ନୀତି ଯୋଗୁ ଏସିଆ ମହାଦେଶର ଦୁଇ ବଡ଼ ଦେଶ ଏବେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି।

Share197Tweet123
M M

M M

ଆଜିର ପାଗ

Bhubaneswar
March 18, 2026, 9:49 PM
 

SSW
Partly cloudy
25°C
1.8 m/s
Apparent: 29°C
Pressure: 1011 mb
Humidity: 86%
Winds: 1.8 m/s SSW
Windgusts: 7.3 m/s
UV-Index: 0
Precip.: 5.1mm /38% / Rain
Sunrise: 5:52 AM
Sunset: 5:56 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
https://odisha.newsroom.in/

ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ

March 18, 2026
https://odisha.newsroom.in/

କଟକ ବଡ ମେଡିକାଲ ନିଆଁକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ

March 18, 2026
କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

March 17, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom