• Latest
  • Trending

ପୁଟିନଙ୍କ ସୁରକ୍ଷିତ ବିଳାସପୂର୍ଣ୍ଣ କାର Aurus Senat କୁ ନେଇ ଚର୍ଚା

Dec-04-2025 01:31 PM IST
ସୁବାସିନୀଙ୍କ ପାଇଁ ଦଳ ଛାଡିଲେ ଏକାଧିକ ନେତା..

ସୁବାସିନୀଙ୍କ ପାଇଁ ଦଳ ଛାଡିଲେ ଏକାଧିକ ନେତା..

Mar-22-2026 05:03 PM IST
SCB ଅଗ୍ନିକାଣ୍ଡ: ମନ୍ତ୍ରୀପଦ ଛାଡ଼ିବେ ମହାଲିଙ୍ଗ ! 

SCB ଅଗ୍ନିକାଣ୍ଡ: ମନ୍ତ୍ରୀପଦ ଛାଡ଼ିବେ ମହାଲିଙ୍ଗ ! 

Mar-22-2026 10:47 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-22-2026 10:44 AM IST
କିଛି ଘଣ୍ଟାରେ ପ୍ରବଳ ବର୍ଷା 

କିଛି ଘଣ୍ଟାରେ ପ୍ରବଳ ବର୍ଷା 

Mar-21-2026 05:06 PM IST
ଭୟଙ୍କର ହେଲା ଯୁଦ୍ଧ !ଭାରତ ମହାସାଗରେ ଘନଘନ ମିସାଇଲ ମାଡ଼…

ଭୟଙ୍କର ହେଲା ଯୁଦ୍ଧ !ଭାରତ ମହାସାଗରେ ଘନଘନ ମିସାଇଲ ମାଡ଼…

Mar-21-2026 05:02 PM IST
ପ୍ରତାପଙ୍କୁ ଶ୍ରୀମୟୀଙ୍କ ନିଶାନା, କହିଲେ କର୍ମଫଳ ଏଇଠି ଭୋଗିବାକୁ ହୁଏ

ପ୍ରତାପଙ୍କୁ ଶ୍ରୀମୟୀଙ୍କ ନିଶାନା, କହିଲେ କର୍ମଫଳ ଏଇଠି ଭୋଗିବାକୁ ହୁଏ

Mar-21-2026 04:58 PM IST
odisha.newsroom.in

ଏପ୍ରିଲ ପହିଲାରୁ ATM ରେ ଲାଗୁହେବ ନୂଆ ନିୟମ

Mar-21-2026 04:06 PM IST
odisha.newsroom.in

ସୋଫିଆଙ୍କ ଭବିଷ୍ୟତ ନେଇ ବଡ଼ ବୟାନ ଦେଲେ ମୋକିମ, କହିଲେ…

Mar-21-2026 02:09 PM IST
odisha.newsroom.in

ବଲିଉଡ ଇତିହାସରେ ସବୁଠୁ ବଡ଼ ରେକର୍ଡ କଲା ଧୁରନ୍ଧର-୨

Mar-21-2026 01:04 PM IST
odisha.newsroom.in

ଆଇଫୋନ ବ୍ୟବହାର କରୁଛନ୍ତି କି ? ବିପଦରେ ଏହି ସବୁ ଡିଭାଇସ

Mar-21-2026 12:31 PM IST
  • About
  • Careers
  • Contact Us
Sunday, March 22, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ପୁଟିନଙ୍କ ସୁରକ୍ଷିତ ବିଳାସପୂର୍ଣ୍ଣ କାର Aurus Senat କୁ ନେଇ ଚର୍ଚା

by M M
Dec-04-2025 01:31 PM IST
in ଦେଶ ବିଦେଶ
0
492
SHARES
1.4k
VIEWS
Share on FacebookShare on Twitter

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ଦୁଇ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି। ରାଷ୍ଟ୍ରପତି ପୁଟିନଙ୍କ ସୁରକ୍ଷା ବଳୟ ଭିତରେ ଏହି ଗସ୍ତ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହେବ। ପୁଟିନ ଭାରତ ମାଟିରେ ପ୍ରାୟ 28 ଘଣ୍ଟା ବିତାଇବେ। ଏପରି ପରିସ୍ଥିତିରେ, ତାଙ୍କ ସୁରକ୍ଷା ପାଇଁ ସମସ୍ତେ ସତର୍କ ଅଛନ୍ତି । ଏହି ସମୟ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ହେବାର ସମ୍ଭାବନା ଅଛି। ତେବେ ପୁଟିନ ଯେଉଁ କାରରେ ଯିବେ ସେହି ଅତ୍ୟାଧୁନିକ କାରକୁ ନେଇ ଚର୍ଚା ହେଉଛି ।

କହିବାକୁ ଗଲେ ପୁଟିନଙ୍କ ସୁରକ୍ଷାକୁ ନେଇ ସେ ସର୍ବଦା ସଚେତନ ଥାଆନ୍ତି ।  ସେ ଯେଉଁ କାରରେ ଯାତ୍ରା କରିବେ ତାକୁ ନେଇ ସାରା ବିଶ୍ବରେ ଆଲୋଚନା ହେଉଛି ।  ପୁଟିନଙ୍କ  ସହ ଆସିଥିବା ସ୍ୱତନ୍ତ୍ର ସୁରକ୍ଷା ଗାଡ଼ି ‘Aurus Senat Limousine’ ପାଇଁ ଉତ୍କଣ୍ଠା ପ୍ରକାଶ ପାଇଛି । କାରର ସୁରକ୍ଷାକୁ ନେଇ ଅନେକ କଥା କୁହାଯାଉଛି । କାର ମସ୍କୋରୁ ଏକ ବିଶେଷ ବିମାନରେ ଦିଲ୍ଲୀ ଅଣାଯାଇଛି  । ଏହି କାର ରାଷ୍ଟ୍ରପତି ପୁଟିନଙ୍କ ପାଞ୍ଚ-ସ୍ତରୀୟ ସୁରକ୍ଷା ବଳୟର ଅଂଶବିଶେଷ। Aurus Senat ହେଉଛି ରୁଷର ସ୍ୱଦେଶୀ ଉଦ୍ୟମରେ ନିର୍ମିତ ସବୁଠାରୁ ସୁରକ୍ଷିତ ଲିମୋଜିନ୍। ୨୦୧୮ ମସିହାରେ ଏହାକୁ ପୁଟିନଙ୍କ ବ୍ୟବହାର ପାଇଁ ସ୍ୱତନ୍ତ୍ର ଭାବେ ତିଆରି କରାଯାଇଥିଲା। ଏହି ଗାଡ଼ିକୁ ଦୁର୍ଗ  ବୋଲି ମଧ୍ୟ କୁହାଯାଏ, କାରଣ ଏହା ସୁରକ୍ଷାର ସର୍ବୋଚ୍ଚ ମାନଦଣ୍ଡ ପୂରଣ କରେ।

Aurus Senat ସମ୍ପୂର୍ଣ୍ଣ ବୁଲେଟ୍‌ପ୍ରୁଫ୍ ହେବା ସହିତ ଶକ୍ତିଶାଳୀ ବିସ୍ଫୋରଣ, ଅତ୍ୟାଧୁନିକ ଗୁଳି ଓ ରାସାୟନିକ ଆକ୍ରମଣକୁ ପ୍ରତିହତ କରିବାର କ୍ଷମତା ରଖେ। ଏଥିରେ ଜରୁରୀକାଳୀନ ପରିସ୍ଥିତି ପାଇଁ ଲାଇଫ୍ ସପୋର୍ଟ ସିଷ୍ଟମ୍ ଏବଂ ବାହ୍ୟ ଜଗତ ସହ ଯୋଗାଯୋଗ ରଖିବା ପାଇଁ ଏନକ୍ରିପ୍ଟେଡ୍ ସାଟେଲାଇଟ୍ ବ୍ୟବସ୍ଥା ଭଳି ଅନେକ ଆଧୁନିକ ବ୍ୟବସ୍ଥା ସ୍ଥାନ ପାଇଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ  କାର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହି ଲଗଜୁରୀ କାରକୁ  ସୁରକ୍ଷିତ ଦୁର୍ଗ କୁହାଯାଉଛି ।ପୁଟିନଙ୍କ କାର ହେଉଛି ରୁଷର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏକ ଅତ୍ୟାଧୁନିକ ଲିମୋଜିନ୍  ମଡେଲ, ଯାହା ପୂର୍ବରୁ ବ୍ୟବହୃତ ହେଉଥିବା ବିଦେଶୀ କାର୍ ଯେପରିକି Mercedes-Benz S600 ର ସ୍ଥାନ ନେଇଛି। ଏହାକୁ ଖାସ୍ କରି ରାଷ୍ଟ୍ରପତିଙ୍କ ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି ୨୦୧୮ରେ ତିଆରି କରାଯାଇଥିଲା।

 ଏହି ଗାଡ଼ି ସମ୍ପୂର୍ଣ୍ଣ ବୁଲେଟ୍‌ପ୍ରୁଫ୍ ହେବା ସହିତ ଉଚ୍ଚ କ୍ଷମତାସମ୍ପନ୍ନ ଗୁଳି, ବିସ୍ଫୋରଣ ଏବଂ ରାସାୟନିକ ଆକ୍ରମଣକୁ ମଧ୍ୟ ପ୍ରତିହତ କରିବାର କ୍ଷମତା ରଖେ। ଏଥିରେ ସ୍ୱତନ୍ତ୍ର ଲାଇଫ୍ ସପୋର୍ଟ ସିଷ୍ଟମ୍ ଏବଂ ଏନକ୍ରିପ୍ଟେଡ୍ ଯୋଗାଯୋଗ ବ୍ୟବସ୍ଥା ଭଳି ଅତ୍ୟାଧୁନିକ ବୈଶିଷ୍ଟ୍ୟ ରହିଛି।

Share197Tweet123
M M

M M

ଆଜିର ପାଗ

Bhubaneswar
March 22, 2026, 6:21 PM
 

S
Mainly clear
29°C
3 m/s
Apparent: 30°C
Pressure: 1010 mb
Humidity: 68%
Winds: 3 m/s S
Windgusts: 7.9 m/s
UV-Index: 0.05
Precip.: 0mm /13% / Rain
Sunrise: 5:48 AM
Sunset: 5:57 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
ସୁବାସିନୀଙ୍କ ପାଇଁ ଦଳ ଛାଡିଲେ ଏକାଧିକ ନେତା..

ସୁବାସିନୀଙ୍କ ପାଇଁ ଦଳ ଛାଡିଲେ ଏକାଧିକ ନେତା..

March 22, 2026
SCB ଅଗ୍ନିକାଣ୍ଡ: ମନ୍ତ୍ରୀପଦ ଛାଡ଼ିବେ ମହାଲିଙ୍ଗ ! 

SCB ଅଗ୍ନିକାଣ୍ଡ: ମନ୍ତ୍ରୀପଦ ଛାଡ଼ିବେ ମହାଲିଙ୍ଗ ! 

March 22, 2026
ଆଜିର ରାଶିଫଳ

ଆଜିର ରାଶିଫଳ

March 22, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom