• Latest
  • Trending
ରାଶିଫଳ: ଚାରିଟି ରାଶିରେ ଆଜି ଧନ ବର୍ଷା ହେବ

ରାଶିଫଳ: ଚାରିଟି ରାଶିରେ ଆଜି ଧନ ବର୍ଷା ହେବ

November 16, 2024
ଗୋପ-କୋଣାର୍କକୁ ମିଶାଇ ସ୍ୱତନ୍ତ୍ର ବିଧାନସଭା ଆସନ କରି “ପଦ୍ମକ୍ଷେତ୍ର” ନାମକରଣ ପ୍ରସ୍ତାବ

ଗୋପ-କୋଣାର୍କକୁ ମିଶାଇ ସ୍ୱତନ୍ତ୍ର ବିଧାନସଭା ଆସନ କରି “ପଦ୍ମକ୍ଷେତ୍ର” ନାମକରଣ ପ୍ରସ୍ତାବ

September 10, 2025
ଦକ୍ଷିଣ ଓଡ଼ିଶାରୁ ବିଜେଡି ହାତ ଛାଡୁଛନ୍ତି ବରିଷ୍ଠ ନେତା

ଦକ୍ଷିଣ ଓଡ଼ିଶାରୁ ବିଜେଡି ହାତ ଛାଡୁଛନ୍ତି ବରିଷ୍ଠ ନେତା

September 10, 2025
ବିଜେଡି ଗୋଷ୍ଠୀ କନ୍ଦଳ ବଢ଼ିଲା

ବିଜେଡି ଗୋଷ୍ଠୀ କନ୍ଦଳ ବଢ଼ିଲା

September 10, 2025
ସିପି ରାଧାକ୍ରିଷ୍ଣନ ହେଲେ ଉପରାଷ୍ଟ୍ରପତି, ମିଳିଲା 452 ଭୋଟ

ସିପି ରାଧାକ୍ରିଷ୍ଣନ ହେଲେ ଉପରାଷ୍ଟ୍ରପତି, ମିଳିଲା 452 ଭୋଟ

September 10, 2025
ଉପରାଷ୍ଟ୍ରପତି ନିର୍ବାଚନ : ଭୋଟ ଗଣତିରେ ଜିତିପାରନ୍ତି ଏନଡିଏ ପ୍ରାର୍ଥୀ

ଉପରାଷ୍ଟ୍ରପତି ନିର୍ବାଚନ : ଭୋଟ ଗଣତିରେ ଜିତିପାରନ୍ତି ଏନଡିଏ ପ୍ରାର୍ଥୀ

September 9, 2025
ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି କାହାକୁ ଦେବ ଭୋଟ ?

ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି କାହାକୁ ଦେବ ଭୋଟ ?

September 8, 2025
ଭାରତ ଏସିଆ କପ୍ ହକି ଚାମ୍ପିଆନ୍

ଭାରତ ଏସିଆ କପ୍ ହକି ଚାମ୍ପିଆନ୍

September 8, 2025
ଛଣଗିରି ସ୍ଵର୍ଣ୍ଣ ଅଳଙ୍କାରରୁ ଲୁଟ ମାମଲାରେ ଧରାପଡ଼ିଲେ ଲୁଟେରା

ଛଣଗିରି ସ୍ଵର୍ଣ୍ଣ ଅଳଙ୍କାରରୁ ଲୁଟ ମାମଲାରେ ଧରାପଡ଼ିଲେ ଲୁଟେରା

September 5, 2025

ଅନଲାଇନରେ ଟଙ୍କା ରୋଜଗାର ନିଶା ଛାଡିଗଲା, ଠକାମି ପରେ ଥାନାର ଦ୍ବାରସ୍ଥ ହେଲେ ଲୋକେ

September 5, 2025
ଶତାଧିକ ଗୁରୁଙ୍କୁ ସମ୍ମାନ ଜଣାଇଲେ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ

ଶତାଧିକ ଗୁରୁଙ୍କୁ ସମ୍ମାନ ଜଣାଇଲେ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ

September 5, 2025
  • About
  • Careers
  • Contact Us
Wednesday, September 10, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ରାଶିଫଳ: ଚାରିଟି ରାଶିରେ ଆଜି ଧନ ବର୍ଷା ହେବ

by M M
November 16, 2024
in ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ
0
ରାଶିଫଳ: ଚାରିଟି ରାଶିରେ ଆଜି ଧନ ବର୍ଷା ହେବ
491
SHARES
1.4k
VIEWS
Share on FacebookShare on Twitter

ମେଷ: ସାରା ଦିନ ଖୁସି ମନରେ ରହିବେ। ନୂଆ ବ୍ୟବସାୟରେ ପୁଞି ଲଗାନ୍ତୁ ଭବିଷ୍ୟତରେ ଲାଭ ପାଇବେ। ହଜିଥିବା ଜିନିଷର ସଂଧାନ ପାଇବେ। ପ୍ରିୟବନ୍ଧୁ ଉପହାର ପାଇବେ।

ବୃଷ: ସମାଜରେ ଆପଣଙ୍କର ସ୍ଥିତି ଭଲ ରହିବ। ଲୋକେ ଆପଣଙ୍କର ଗୁଣଗାନ କରିବେ। ବ୍ୟବସାୟରେ ନୂଆ ପ୍ରସ୍ତାବ ମିଳିବ। ସଙ୍ଗୀତ ଉପକରଣ କିଣି ପାରନ୍ତି। ପ୍ରେମ ରୋମାନ୍ସ ପାଇଁ ଦିନଟି ଉତ୍ତମ। ‌

ମିଥୁନ: କୌଣସି ଖବର ପାଇ ତୁରନ୍ତ ନିଷ୍ପତ୍ତି ନେବା କଠିନ ହେବ। ଅନ୍ୟମାନଙ୍କ କଥା ଶୁଣନ୍ତୁ ହେଲେ ନିଜ ବିବେକରେ କାମ କରନ୍ତୁ। ପତି ପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ।

କର୍କଟ: ଧର୍ମ ପୁସ୍ତକ ପଢ଼ିବାରେ ରୁଚି ବଢ଼ିବ। ଜ୍ୟୋତିଷ ବିଜ୍ଞାନର ଚର୍ଚ୍ଚା କରିପାରନ୍ତି। ପାରିବାରିକ ସଂପତ୍ତି ବିବାଦ ସମାପ୍ତ ହେବ। ବ୍ୟବସାୟରେ ନୂଆ ଦିଗ ମିଳିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ‌

ସିଂହ: ମନରେ କିଛି ନୂଆ କାର୍ଯ୍ୟ କରିବାର ଆଶା ଉଜ୍ଜୀବିତ ହେବ। ଠିକ୍ ସମୟରେ ଉଚିତ ପଦକ୍ଷେପ ନେବେ। ସାମାଜିକ କ୍ଷେତ୍ରରେ ଯଶ ବଢ଼ିବ। ଶିକ୍ଷକଙ୍କ ସହ ଉତ୍ତମ ବୁଝାମଣା ରହିବ। ‌

କନ୍ୟା: ଇଷ୍ଟଦେବଙ୍କ ସ୍ମରଣରେ ଆତ୍ମବଳ ବୃଦ୍ଧି ହେବ। ବାପା ମାଆଙ୍କ ସେବାରେ ଭଲ ଫଳ ପାଇବେ। ଯିବାକୁ ଥିବା ଯାତ୍ରା ଲାଭଦାୟକ ହେବ। କୋର୍ଟ କଚେରି ମାମଲାରେ ଜିତିବେ।

ତୁଳା: ସ୍ବଭାବରେ ବିନମ୍ର ହୋଇ ମୁରବିଙ୍କ ସହ କଥାବର୍ତ୍ତା କରନ୍ତୁ। ଚାକିରିରେ କୌଣସି ଆଶା ପୂରଣ ହେବ। ବ୍ୟବସାୟର ନୂଆ ପ୍ରସ୍ତାବ ଉପରେ ବିଚାର କରିବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ‌

ବିଛା: ସାମାଜିକ ସ୍ଥିତି ମଜଭୁତ ହେବ। ବିରୋଧୀମାନଙ୍କ ସହ ଦୃଢ଼ ମୁକାବିଲା କରିବେ। ଚାକିରିଜୀବୀଙ୍କ ଲାଗି ଦିନଟି ଭଲ। ଘରେ ଖୁସିର ବାତାବରଣ ରହିବ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ‌

ଧନୁ: ଜୀବନକୁ ସକାରାତ୍ମକ ବନାନ୍ତୁ। ଯେଉଁ କାର୍ଯ୍ୟ ହାତକୁ ନେବେ ତାକୁ ସଂପୂର୍ଣ୍ଣ କରି ବିଶ୍ରାମ କରନ୍ତୁ। ଚାକିରିରେ ପଦୋନ୍ନତି ମିଳିପାରେ। ପ୍ରିୟତମଙ୍କ ଠାରୁ ଉପହାର ପାଇବେ।

ମକର: ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତୁ ଶୁଭଫଳ ପାଇବେ। ଖେଳାଳୀମାନଙ୍କର ସମର୍ଥକ ସଂଖ୍ୟା ବୃଦ୍ଧି ହେବେ। ନୂଆ ଲୋକଙ୍କ ସହିତ ସଂପର୍କ ହେବ। ପ୍ରେମ ଜୀବନରେ ମଧୁର ହେବ।

କୁମ୍ଭ: ବେପାରରେ ପ୍ରଗତି ପାଇଁ ଯଥେଷ୍ଟ ଧ୍ୟାନ ଦେବେ। ରାଜନୀତିରେ ଲାଭ ମିଳିବାର ସୁଯୋଗ ପାଇବେ। ଘରକୁ ବନ୍ଧୁ ଆସିବେ। ନୂଆ ଘର ନିର୍ମାଣ ଲାଗି ଯୋଜନା କରିବେ।

ମୀନ: କୌଣସି ଖବର ପାଇ ମାନସିକ ଅସ୍ଥିରତା ବଢ଼ିପାରେ। ଧୈର୍ଯ୍ୟ ରଖନ୍ତୁ, ନିଜ ନିଷ୍ପତ୍ତି ଉପରେ ଅଟଳ ରହନ୍ତୁ। ନୂଆ ସୁଯୋଗ ଓ କାମ ପାଇବେ। ପ୍ରେମ ବ୍ୟାପାର ଲାଗି ଦିନଟି ଭଲ।

Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଗୋପ-କୋଣାର୍କକୁ ମିଶାଇ ସ୍ୱତନ୍ତ୍ର ବିଧାନସଭା ଆସନ କରି “ପଦ୍ମକ୍ଷେତ୍ର” ନାମକରଣ ପ୍ରସ୍ତାବ

ଗୋପ-କୋଣାର୍କକୁ ମିଶାଇ ସ୍ୱତନ୍ତ୍ର ବିଧାନସଭା ଆସନ କରି “ପଦ୍ମକ୍ଷେତ୍ର” ନାମକରଣ ପ୍ରସ୍ତାବ

September 10, 2025
ଦକ୍ଷିଣ ଓଡ଼ିଶାରୁ ବିଜେଡି ହାତ ଛାଡୁଛନ୍ତି ବରିଷ୍ଠ ନେତା

ଦକ୍ଷିଣ ଓଡ଼ିଶାରୁ ବିଜେଡି ହାତ ଛାଡୁଛନ୍ତି ବରିଷ୍ଠ ନେତା

September 10, 2025
ବିଜେଡି ଗୋଷ୍ଠୀ କନ୍ଦଳ ବଢ଼ିଲା

ବିଜେଡି ଗୋଷ୍ଠୀ କନ୍ଦଳ ବଢ଼ିଲା

September 10, 2025

Weather

Bhubaneswar
September 10, 2025, 2:42 pm
 

S
Mainly clear
29°C
2 m/s
Apparent: 34°C
Pressure: 1006 mb
Humidity: 90%
Winds: 2 m/s S
Windgusts: 5.9 m/s
UV-Index: 0
Precip.: 2.5mm /43% / Rain
Sunrise: 5:32 am
Sunset: 5:54 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom